Revelation 19:10
ତା'ପରେ ମୁଁ ଦୂତଙ୍କୁ ପ୍ରଣାମ କରିବା ପାଇଁ ତାହାଙ୍କ ପାଦତଳେ ପଡ଼ିଗଲି। କିନ୍ତୁ ସେ ମାେତେ କହିଲେ, ମାେତେ ପ୍ରଣାମ କର ନାହିଁ। ମୁଁ ତୁମ୍ଭର ଓ ତୁମ୍ଭ ଖ୍ରୀଷ୍ଟ ବିଶ୍ବାସୀ ଓ ଯୀଶୁଙ୍କର ସାକ୍ଷୀ ଭାଇମାନଙ୍କ ପରି ପରମେଶ୍ବରଙ୍କର ଜଣେ ସବେକ ମାତ୍ର। ତେଣୁ ପରମେଶ୍ବରଙ୍କୁ ଉପାସନା କର ! କାରଣ ଯୀଶୁଙ୍କ ପାଇଁ ସାକ୍ଷ୍ଯ ଦେଉଛି ଭବିଷ୍ଯତ୍ ବାଣୀର ମୂଳ ଆତ୍ମା ସ୍ବରୂପ।
Revelation 19:10 in Other Translations
King James Version (KJV)
And I fell at his feet to worship him. And he said unto me, See thou do it not: I am thy fellowservant, and of thy brethren that have the testimony of Jesus: worship God: for the testimony of Jesus is the spirit of prophecy.
American Standard Version (ASV)
And I fell down before his feet to worship him. And he saith unto me, See thou do it not: I am a fellow-servant with thee and with thy brethren that hold the testimony of Jesus: worship God; for the testimony of Jesus is the spirit of prophecy.
Bible in Basic English (BBE)
And I went on my face before his feet to give him worship. And he said to me, See you do it not: I am a brother-servant with you and with your brothers who keep the witness of Jesus: give worship to God: for the witness of Jesus is the spirit of the prophet's word.
Darby English Bible (DBY)
And I fell before his feet to do him homage. And he says to me, See [thou do it] not. I am thy fellow-bondman, and [the fellow-bondman] of thy brethren who have the testimony of Jesus. Do homage to God. For the spirit of prophecy is the testimony of Jesus.
World English Bible (WEB)
I fell down before his feet to worship him. He said to me, "Look! Don't do it! I am a fellow bondservant with you and with your brothers who hold the testimony of Jesus. Worship God, for the testimony of Jesus is the Spirit of Prophecy."
Young's Literal Translation (YLT)
and I fell before his feet, to bow before him, and he saith to me, `See -- not! fellow servant of thee am I, and of thy brethren, those having the testimony of Jesus; bow before God, for the testimony of Jesus is the spirit of the prophecy.'
| And | καὶ | kai | kay |
| I fell | ἔπεσον | epeson | A-pay-sone |
| at | ἔμπροσθεν | emprosthen | AME-proh-sthane |
| his | τῶν | tōn | tone |
| ποδῶν | podōn | poh-THONE | |
| to feet | αὐτοῦ | autou | af-TOO |
| worship | προσκυνῆσαι | proskynēsai | prose-kyoo-NAY-say |
| him. | αὐτῷ | autō | af-TOH |
| And | καὶ | kai | kay |
| he said | λέγει | legei | LAY-gee |
| me, unto | μοι | moi | moo |
| See | Ὅρα | hora | OH-ra |
| thou do it not: | μή· | mē | may |
| am I | σύνδουλός | syndoulos | SYOON-thoo-LOSE |
| thy | σού | sou | soo |
| fellowservant, | εἰμι | eimi | ee-mee |
| and | καὶ | kai | kay |
| thy of | τῶν | tōn | tone |
| ἀδελφῶν | adelphōn | ah-thale-FONE | |
| brethren | σου | sou | soo |
| that | τῶν | tōn | tone |
| have | ἐχόντων | echontōn | ay-HONE-tone |
| the | τὴν | tēn | tane |
| testimony | μαρτυρίαν | martyrian | mahr-tyoo-REE-an |
| of | τοῦ | tou | too |
| Jesus: | Ἰησοῦ· | iēsou | ee-ay-SOO |
| worship | τῷ | tō | toh |
| θεῷ | theō | thay-OH | |
| God: | προσκύνησον | proskynēson | prose-KYOO-nay-sone |
| for | ἡ | hē | ay |
| the | γὰρ | gar | gahr |
| testimony | μαρτυρία | martyria | mahr-tyoo-REE-ah |
| of | τοῦ | tou | too |
| Jesus | Ἰησοῦ | iēsou | ee-ay-SOO |
| is | ἐστιν | estin | ay-steen |
| the | τὸ | to | toh |
| spirit | πνεῦμα | pneuma | PNAVE-ma |
| of | τῆς | tēs | tase |
| prophecy. | προφητείας | prophēteias | proh-fay-TEE-as |
Cross Reference
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 22:8
ମୁଁ ଯୋହନ। ମୁଁ ଏସବୁ ଶୁଣିଛି ଓ ଦେଖିଛି। ପୁଣି କଥା ଶୁଣିବା ଓ ଦେଖିବା ପରେ ମୁଁ ଏସବୁ କହିବାଦୂତଙ୍କ ପାଦତଳେ ପ୍ରଣାମ କରିବା ପାଇଁ ପଡ଼ିଗଲି।
ରେରିତମାନଙ୍କ କାର୍ଯ୍ୟର ବିବରଣ 10:25
ପିତର ଘ ରେ ପ୍ରବେଶ କରିବା ବେଳେ କର୍ଣ୍ଣୀଲିୟ ତାହାଙ୍କୁ ସାକ୍ଷାତ କରି ତାହାଙ୍କ ପାଦତଳେ ପଡ଼ି ପ୍ରଣାମ କଲେ।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 12:17
ତେଣୁ ସାପ ସହେି ନାରୀ ଉପରେ ଭୀଷଣ ରାଗିଗଲା। ସେ ତା'ର ଅନ୍ୟ ପିଲାମାନଙ୍କ ବିରୁଦ୍ଧ ରେ ୟୁଦ୍ଧ କରିବାକୁ ବାହାରିଲା। ଯେଉଁମାନେ ପରମେଶ୍ବରଙ୍କର ଆଜ୍ଞାଗୁଡ଼ିକ ପାଳନ କରନ୍ତି ଓ ଯୀଶୁଙ୍କ ବିଷୟ ରେ ସାକ୍ଷ୍ଯ ଦିଅନ୍ତି ସହେିମାନେ ତାହାଙ୍କର ସନ୍ତାନ। [18] ସହେି ବିଶାଳ ସାପ ଯାଇ ସମୁଦ୍ର କୂଳ ରେ ଠିଆ ହେଲା।
ଯୋହନଲିଖିତ ସୁସମାଚାର 5:39
ତୁମ୍ଭମାନେେ ଯତ୍ନ ସହକା ରେ ଧର୍ମ ଶାସ୍ତ୍ରଗୁଡିକ ଅଧ୍ଯୟନ କରୁଛ। କାରଣ ତୁମ୍ଭମାନେେ ବିଶ୍ବାସ କର ଯେ, ସହେି ଧର୍ମଶାସ୍ତ୍ର ଦ୍ବାରା ହିଁ ତୁମ୍ଭମାନେେ ଅନନ୍ତ ଜୀବନ ପାଇବ। ସହେି ଧର୍ମଶାସ୍ତ୍ରଗୁଡିକ ମାେ ବିଷୟ ରେ କହନ୍ତି।
ଏବ୍ରୀମାନଙ୍କ ନିକଟକୁ ପତ୍ର 12:25
ସାବଧାନ ରୁହ, ଓ ପରମେଶ୍ବର କଥା କହିଲା ବେଳେ ଶୁଣିବାକୁ ମନା କର ନାହିଁ। ଯେତବେେଳେ ସେ ପୃଥିବୀର ସହେି ଲୋକମାନଙ୍କୁ ସତର୍କ କଲେ, ସେତବେେଳେ ସମାନେେ ତାହାଙ୍କ କଥା ଅଗ୍ରାହ୍ଯ କଲେ। କିନ୍ତୁ ସମାନେେ ରକ୍ଷା ପାଇଲେ ନାହିଁ। ଏବେ ପରମେଶ୍ବର ସ୍ବର୍ଗରୁ କହୁଛନ୍ତି। ଅତଏବ, ଏବେ ଯେଉଁମାନେ ତାହାଙ୍କ ବାକ୍ଯ ଶୁଣିବା ପାଇଁ ମନା କରୁଛନ୍ତି, ତାହା ସମାନଙ୍କେ ଲାଗି ଅତି ଖରାପ ହବେ।
ପିତରଙ୍କ ପ୍ରଥମ ପତ୍ 1:10
ଭବିଷ୍ଯଦ୍ ବକ୍ତାମାନେ ମନୋୟୋଗ ସହକା ରେ ଅଧ୍ଯୟନ କରି ଏହି ଉଦ୍ଧାର ବିଷୟ ରେ ଜାଣିବା ପାଇଁ ଚେଷ୍ଟା କଲେ। ସହେି ଭବିଷ୍ଯଦ୍ ବକ୍ତାମାନେ ତୁମ୍ଭ ପ୍ରତି ଆଗତ ଅନୁଗ୍ରହ ବିଷୟ ରେ କହିଥିଲେ।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 4:10
ଚବିଶଜଣ ପ୍ରାଚୀନ ବ୍ଯକ୍ତି ସିଂହାସନ ରେ ବସିଥିବା ସହେି ବ୍ଯକ୍ତିଙ୍କ ସମ୍ମୁଖ ରେ ମୁଣ୍ଡ ନୁଆଁଇ ତାହାଙ୍କୁ ପ୍ରଣାମ କରନ୍ତି। ସମାନେେ ତାହାଙ୍କ ସମ୍ମୁଖ ରେ ନିଜର ମୁକୁଟ ରଖି କହନ୍ତି :
ଲୂକଲିଖିତ ସୁସମାଚାର 24:25
ତା'ପରେ ଯୀଶୁ ସହେି ଦୁଇଜଣ ଲୋକଙ୍କୁ କହିଲେ, ତୁମ୍ଭମାନେେ କେତେ ବୋକା। ଭବିଷ୍ଯଦ୍ବକ୍ତାମାନେ ଯାହାସବୁ କହିଥିଲେ, ସହେି ସତ୍ଯକୁ ବିଶ୍ବାସ କରିବା ରେ ତୁମ୍ଭମାନେେ କେତେ ମନ୍ଥର।
ଲୂକଲିଖିତ ସୁସମାଚାର 24:44
ଯୀଶୁ ସମାନଙ୍କେୁ କହିଲେ, ତୁମ୍ଭମାନଙ୍କ ପାଖ ରେ ମୁଁ ଥିବା ବଳରେ କଥା ମନେ ପକାଅ। ମୁଁ କହିଥିଲି ଯେ ମାଶାଙ୍କେ ନିୟମ ରେ, ଭବିଷ୍ଯଦ୍ବକ୍ତାଙ୍କ ପୁସ୍ତକରେ ଓ ଗୀତସଂହିତା ରେ ମାେ ବିଷୟ ରେ ଯାହା ସବୁ ଲଖାେ ଯାଇଛି, ସଗେୁଡିକ ନିଶ୍ଚୟ ଘଟିବ।
ରେରିତମାନଙ୍କ କାର୍ଯ୍ୟର ବିବରଣ 3:12
ତୁମ୍ଭମାନେେ ଆମ୍ଭକୁ ଏପରି କାହିଁକି ଦେଖୁଛ, ଯେପରିକି ଆମ୍ଭେ ଅମ୍ଭ ଶକ୍ତି ବା ଭକ୍ତି ବଳ ରେ ଏହି ଲୋକକୁ ଚ଼ାଲିବାକୁ ଦଲେୁ।
ରେରିତମାନଙ୍କ କାର୍ଯ୍ୟର ବିବରଣ 10:43
ଯେ କହେି ଯୀଶୁଙ୍କଠା ରେ ବିଶ୍ବାସ କରିବ, ସେ ପାପକ୍ଷମା ପାଇବ। ପରମେଶ୍ବର ଯୀଶୁଙ୍କ ନାମ ରେ ସହେି ବ୍ଯକ୍ତିର ସମସ୍ତ ପାପ କ୍ଷମା କରି ଦବେେ। ସମସ୍ତ ଭାବବାଦୀଙ୍କ ଦ୍ବାରା କଥିତ ଏହି ବାକ୍ଯ ନିରାଟ ସତ୍ଯ ଅଟେ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3:21
କିନ୍ତୁ ବିନା ବ୍ଯବସ୍ଥା ରେ ଲୋକମାନଙ୍କୁ ଧାର୍ମିକ କରିବା ପାଇଁ ପରମେଶ୍ବରଙ୍କର ଗୋଟିଏ ନୂତନ ମାର୍ଗ ଅଛି। ସେ ଆମ୍ଭକୁ ସହେି ନୂତନ ପଥ ଦଖାଇେ ଦଇେଛନ୍ତି। ଏହି ନୂତନ ପଥ ବିଷୟ ରେ ବ୍ଯବସ୍ଥା ଓ ଭବିଷ୍ଯଦ୍ବକ୍ତା ଆମ୍ଭକୁ କହୁଛନ୍ତି।
ଏବ୍ରୀମାନଙ୍କ ନିକଟକୁ ପତ୍ର 1:14
ସମସ୍ତ ସ୍ବର୍ଗଦୂତ ଆତ୍ମା ଅଟନ୍ତି। ସମାନେେ ପରମେଶ୍ବରଙ୍କ ସବୋ କରନ୍ତି ଏବଂ ଯେଉଁମାନେ ପରିତ୍ରାଣ ପାଇଛନ୍ତି ସମାନଙ୍କେୁ ସାହାୟ୍ଯ କରନ୍ତି।
ପିତରଙ୍କ ଦିତୀୟ ପତ୍ର 1:19
ଭବିଷ୍ଯଦ୍ ବକ୍ତା କହିଥିବା କଥାଗୁଡ଼ିକ ବିଷୟ ରେ ସୁନିଶ୍ଚିତ ହବୋ ପାଇଁ ଏହା ଅଧିକ ସାହାୟ୍ଯ କରେ। ଭବିଷ୍ଯଦ୍ ବକ୍ତାମାନେ ଯାହା ଯାହା କହିଛନ୍ତି, ସଗେୁଡ଼ିକୁ ଯଥାସମ୍ଭବ କାର୍ୟ୍ଯକାରୀ କରିବା ତୁମ୍ଭ ପାଇଁ ଭଲ। ସମାନେେ ଯାହା କହିଛନ୍ତି ତାହା ଅନ୍ଧକାର ରେ ଜ୍ଯୋତିଃ ତୁଲ୍ଯ ପ୍ରକାଶିତ ହେଲା। ସକାଳ ହବୋ ପର୍ୟ୍ଯନ୍ତ ଓ ପ୍ରଭାତୀ ତାରା ତୁମ୍ଭ ମନ ରେ ନୂତନ ଜ୍ଯୋତିଃ ନ ଆଣିବା ପର୍ୟ୍ଯନ୍ତ, ତୁମ୍ଭ ପାଖ ରେ ସହେି ଜ୍ଯୋତିଃ ଅଛି।
ଯୋହନଙ୍କ ପ୍ରଥମ ପତ୍ର 5:10
ପରମେଶ୍ବଙ୍କର ପୁତ୍ରଙ୍କୁ ବିଶ୍ବାସ କରୁଥିବା ବ୍ଯକ୍ତି ନିଜ ହୃଦୟ ରେ ସହେି ବାକ୍ଯ ସାକ୍ଷ୍ଯ ପାଇଅଛି। ପରମେଶ୍ବରଙ୍କଠା ରେ ବିଶ୍ବାସ କରୁ ନ ଥିବା ବ୍ଯକ୍ତି ପରମେଶ୍ବରଙ୍କୁ ମିଥ୍ଯାବାଦୀ କରିଦିଏ, କାରଣ ଈଶ୍ବର ଆପଣା ପୁତ୍ରଙ୍କ ସମ୍ବନ୍ଧ ରେ ଯାହା କହିଛନ୍ତି, ସେ ତାହା ବିଶ୍ବାସ କରେ ନାହିଁ।
ଯୋହନଙ୍କ ପ୍ରଥମ ପତ୍ର 5:21
ତେଣୁ ପ୍ରିୟ ପିଲାମାନେ, ତୁମ୍ଭମାନେେ ସବୁ ନିଜ ନିଜକୁ ଭଣ୍ଡ ଦବେତାମାନଙ୍କଠାରୁ ଦୂର ରେ ରଖ।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 12:11
ଆମ୍ଭ ଭାଇମାନେ ମଷେଶାବକଙ୍କ ରକ୍ତ ଦ୍ବାରା ଓ ସମାନଙ୍କେର ପ୍ରଚାର ଦ୍ବାରା ତାହାକୁ ପରାସ୍ତ କରିଛନ୍ତି, କାରଣ ସମାନେେ ନିଜ ନିଜର ଜୀବନକୁ ତୁଚ୍ଛଜ୍ଞାନ କରି ତାହାଙ୍କ ନିମନ୍ତେ ମୃତ୍ଯୁ ଭୋଗ କରିଥିଲେ।
ଲୂକଲିଖିତ ସୁସମାଚାର 1:19
ସ୍ବର୍ଗଦୂତ ଉତ୍ତର ଦେଲେ, ମୁଁ ଗାବ୍ରୀଯଲେ। ମୁଁ ପରମେଶ୍ବରଙ୍କ ସାମନା ରେ ଠିଆ ହାଇେଥାଏ। ତୁମ୍ଭ ସହିତ କଥାବାର୍ତ୍ତା କରିବାକୁ ଓ ଏ ସୁସମାଚାର ଦବୋକୁ ପରମେଶ୍ବର ମାେତେ ପଠାଇଛନ୍ତି।
ମାଥିଉଲିଖିତ ସୁସମାଚାର 4:10
ଯୀଶୁ ତାକୁ କହିଲେ, ଶୟତାନ, ମାେ ପାଖରୁ ଦୂରହୁଅ। କାରଣ ଶାସ୍ତ୍ର ରେ ଲଖାେଅଛି:
ଯାତ୍ରା ପୁସ୍ତକ 34:14
ଅନ୍ୟ କୌଣସି ଦବେତାଙ୍କର ଉପାସନା କର ନାହିଁ, କାରଣ ମାରେ ନାମ ୟିହୋବା, ସ୍ବଗୌରବ ରକ୍ଷଣ ରେ ଉଦ୍ ଯୋଗୀ, ମୁଁ ସ୍ବ ଗୌରବ ରକ୍ଷଣ ରେ ଉଦ୍ୟୋଗୀ ପରମେଶ୍ବର।
ଗୀତସଂହିତା 45:11
ତୁମ୍ଭର ସୌନ୍ଦର୍ୟ୍ଯରେ ରାଜା ମୁଗ୍ଦ ହବେେ। ସେ ତୁମ୍ଭର ନୂତନ ପତି ହବେେ, ତଣେୁ ତୁମ୍ଭେ ସମାନଙ୍କେୁ ପ୍ରଣାମ କରିବା ଉଚିତ୍।
ଗୀତସଂହିତା 103:20
ହେ ଦୂତଗଣ, ସଦାପ୍ରଭୁଙ୍କର ପ୍ରଶଂସା କର! ତୁମ୍ଭମାନେେ ହିଁ ସଦାପ୍ରଭୁଙ୍କର ଶକ୍ତିଶାଳୀ ସୈନ୍ଯ ଯେଉଁମାନେ ପରମେଶ୍ବରଙ୍କର ଆଦେଶ ମାନନ୍ତି ଓ ସେ ୟାହା କହନ୍ତି, ତାଙ୍କର ବାକ୍ଯଗୁଡ଼ିକ ପାଳନ କରନ୍ତି।
ଦାନିଏଲ 7:10
ତାଙ୍କ ସମ୍ମୁଖରୁ ଅଗ୍ନିଷୋର୍ତ ନିର୍ଗତ ହାଇେ ବହିଲା ଓ ସହସ୍ର ସହସ୍ର ଲୋକ ତାଙ୍କର ଗ୍ଭରିପଟେ ଛିଡା ହେଲେ। ବିଗ୍ଭର ସଭା ବସିଲା ଓ ପୁସ୍ତକମାନ ଖାେଲାଗଲା।
ମାର୍କଲିଖିତ ସୁସମାଚାର 5:22
ଯୀହୂଦୀ ସମାଜଗୃହର ଜଣେ ଅଧିକାରୀ ସଠାେକୁ ଆସିଲେ। ତାହାଙ୍କ ନାମ ଯାଈରସ ଥିଲା। ଯାଈରସ ଯୀଶୁଙ୍କୁ ଦେଖିବା ମାତ୍ ରେ ତାହାଙ୍କ ପାଦ ତଳେ ପଡିଗଲେ।
ମାର୍କଲିଖିତ ସୁସମାଚାର 7:25
ଜଣେ ସ୍ତ୍ରୀଲୋକ ଯୀଶୁ ଆସିଥିବା ଖବର ଶୁଣି ପାରିଲା। ତା'ର ଝିଅ ଦହେ ରେ ଦୁଷ୍ଟାତ୍ମା ପ୍ରବେଶ କରି ରହିଥିଲା। ତେଣୁ ସେ ସଙ୍ଗେ ସଙ୍ଗେ ଯୀଶୁଙ୍କ ପାଖକୁ ଆସି ତାହାଙ୍କ ପାଦ ତଳେ ପଡିଗଲା।
ଯୋହନଲିଖିତ ସୁସମାଚାର 4:22
ତୁମ୍ଭେ ଶମିରୋଣୀୟମାନେ କିଛି ନଜାଣି ନବୁଝି ଉପାସନା କର। କିନ୍ତୁ ଆମ୍ଭେ ଯିହୂଦୀମାନେ କାହାକୁ ଉପାସନା କରୁ, ସବୁ ଜାଣୁ। ଯୀହୂଦୀମାନଙ୍କଠାରୁ ପରିତ୍ରାଣ ଏ ଜଗତକୁ ଆ ସେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 13:27
ୟିରୂଶାଲମ ବାସିନ୍ଦାମାନେ ଓ ଯିହୂଦୀନେତାମାନେ ଯୀଶୁଙ୍କୁ ଚ଼ିହ୍ନି ପାରିଲେ ନାହିଁ। ସମାନେେ ତାହାଙ୍କୁ ଦଣ୍ଡ ଦେଲେ। ଏହି ପ୍ରକା ରେ ସମାନେେ ଭବିଷ୍ଯଦ୍ବକ୍ତାମାନଙ୍କ ବାକ୍ଯ ସଫଳ କଲେ। ଭବିଷ୍ଯଦ୍ବକ୍ତାମାନଙ୍କର ଏହି ବାକ୍ଯ ସବୁ ପ୍ରତି ବିଶ୍ରାମ ଦିବସ ରେ ପଢ଼ାଯାଏ।
ରେରିତମାନଙ୍କ କାର୍ଯ୍ୟର ବିବରଣ 14:11
ଲୋକମାନେ ପାଉଲଙ୍କର ଏ କାମ ଦେଖି ଲୁକାଅନିଆ ଭାଷା ରେ ଖୁବ୍ ଜାରେ ରେ କହିଲେ, ଦବେତାମାନେ ମନୁଷ୍ଯ ରୂପରେ ଆମ୍ଭ ପାଖକୁ ଆସିଛନ୍ତି।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 8:7
ତୁମ୍ଭମାନେେ ବିଶ୍ବାସ, ବାକ୍ଯପ୍ରଚାର, ଜ୍ଞାନ, ଉପକାର କରିବାର ଉତ୍ସାହ, ଆମ୍ଭଠାରୁ ତୁମ୍ଭମାନେେ ଶିଖିଥିବା ପ୍ ରମେ, ଆଜି ସବୁ ଗୁଡ଼ିକରେ ଧନୀ ଅଟ। ସେଥିପାଇଁ ଆମ୍ଭେ ଇଚ୍ଛା କରୁ ଯେ, ଏହି ଦାନ ଦବୋ ସବୋ ରେ ତୁମ୍ଭମାନେେ ଧନୀ ହୁଅ।
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 5:15
ଅତଏବ କିପରି ଜୀବନ କାଟୁଅଛ, ଏବିଷୟ ରେ ବିଶଷେ ସାବଧାନ ରୁହ। ନିର୍ ବୋଧ ଲୋକଙ୍କ ଭଳି ଜୀବନଯାପନ କର ନାହିଁ। ମାତ୍ର ଜ୍ଞାନୀ ଲୋକଙ୍କ ପରି ଜୀବନଯାପନ କର।
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 5:33
ଯାହା ହେଉନା କାହିଁକି, ତୁମ୍ଭ ଭିତରୁ ପ୍ରେତ୍ୟକକ ଜଣ ନିଜକୁ ଭଲ ପାଇଲା ଭଳି ନିଜ ପତ୍ନୀକୁ ଭଲ ପାଇବା ଉଚିତ ଓ ପ୍ରେତ୍ୟକକ ପତ୍ନୀ ନିଜର ପତିକୁ ସମ୍ମାନ କରିବା ଉଚିତ।
ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 3:3
କିନ୍ତୁ ଆମ୍ଭମାନେେ ପ୍ରକୃତ ରେ ସୁନ୍ନତ ହାଇେଥିବା ଲୋକ ଅଟୁ। ଆମ୍ଭେ ଆତ୍ମା ଦ୍ବାରା ପରମେଶ୍ବରଙ୍କର ସବୋ କରୁ। ଆମ୍ଭେ ଖ୍ରୀଷ୍ଟ ଯୀଶୁଙ୍କଠା ରେ ଗର୍ବ କରୁ। ଆମ୍ଭେ ନିଜେ କିଛି କରି ପାରିବା ବୋଲି ନିଜ ଉପରେ ନିର୍ଭର କରୁ ନାହୁଁ।
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 5:15
ଦେଖ, ଯେପରି କହେି ଅପକାର ବଦଳ ରେ ଅପକାର ନ କରୁ। ପରସ୍ପର ପାଇଁ ଓ ସମସ୍ତ ଲୋକଙ୍କ ପାଇଁ ଉତ୍ତମ ବିଷୟ, ସବୁବେଳେ କରିବା ପାଇଁ ସର୍ବଦା ଚେଷ୍ଟା କର।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 1:9
ଯୀଶୁଙ୍କ ଦୁଃଖ ଭୋଗ ରାଜ୍ଯ ଓ ର୍ଧୈୟ୍ଯ ରେ ତୁମ୍ଭମାନଙ୍କର ସହଭାଗୀ ଭାଇ ମୁଁ ଯୋହନ, ପରମେଶ୍ବରଙ୍କ ବାକ୍ଯ ପ୍ରଚାର ଓ ଯୀଶୁଙ୍କର ସାକ୍ଷୀ ହବୋ ହତେୁ ନିର୍ବାସିତ ହାଇେ ପାତ୍ମ ଦ୍ବୀପରେ ଥିଲି କାରଣ ମୁଁ ପରମେଶ୍ବରଙ୍କର ବାକ୍ଯ ପ୍ରଚାର କଲି। ମୁଁ ଯୀଶୁଙ୍କ ବିଷୟ ରେ ସାକ୍ଷ୍ଯ ଦଲେି।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 14:7
ସହେି ସ୍ବର୍ଗଦୂତ ଉଚ୍ଚ ସ୍ବର ରେ କହିଲେ, ପରମେଶ୍ବରଙ୍କୁ ଭୟ କର ଓ ତାହାଙ୍କୁ ମହିମା ପ୍ରଦାନ କର। ପରମେଶ୍ବରଙ୍କ ଦ୍ବାରା ଲୋକମାନଙ୍କୁ ବିଚାର କରିବା ସମୟ ଉପସ୍ଥିତ। ପରମେଶ୍ବରଙ୍କର ଉପାସନା କର। ସେ ସ୍ବର୍ଗ, ପୃଥିବୀ, ସମୁଦ୍ର ଓ ଜଳଉତ୍ସଗୁଡ଼ିକର ସୃଷ୍ଟିକର୍ତ୍ତା।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 15:4
ହେ ପ୍ରଭୁ ! କିଏ ତୁମ୍ଭକୁ ଭୟ ନ କରିବ ? ସମସ୍ତଙ୍କର ତୁମ୍ଭେ ପ୍ରଶଂସନୀୟ ଅଟ। କାରଣ କବଳେ ତୁମ୍ଭେ ହିଁ ପବିତ୍ର ; ସମସ୍ତ ଜାତିଗୁଡ଼ିକ ତୁମ୍ଭ ପାଖକୁ ଆସିବେ ଓ ତୁମ୍ଭର ଉପାସନା କରିବେ। କାରଣ ତୁମ୍ଭେ ହିଁ ନ୍ଯାୟବନ୍ତ ଏହା ଜଗତେ ବିଦିତ।
ଦିତୀୟ ରାଜାବଳୀ 17:36
ତୁମ୍ଭମାନେେ କବଳେ ସଦାପ୍ରଭୁଙ୍କୁ ନିଶ୍ଚଯ ଭୟ କରିବ, ୟିଏ ମହାପରାକ୍ରମ ଦ୍ବାରା ତୁମ୍ଭମାନଙ୍କୁ ମିଶର ଦେଶରୁ ବାହାର କରି ଆଣିଲେ। ତୁମ୍ଭମାନେେ ନିଶ୍ଚଯ ତାହାଙ୍କୁ ପ୍ରଣାମ କରିବ ଓ ତାଙ୍କୁ ଉପାସନା କରିବ ଏବଂ ତାଙ୍କ ସମ୍ମାନାର୍ଥେ ବଳିଦାନ ଉତ୍ସର୍ଗ କରିବ।