ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 16:2 in Oriya

ଓଡିଆ ଓଡିଆ ବାଇବେଲ ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 16 ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 16:2

Revelation 16:2
ତହୁଁ ପ୍ରଥମ ଦୂତ ମନ୍ଦିରରୁ ବାହାରି ପୃଥିବୀ ଉପରେ ତାହାଙ୍କ ପାତ୍ରକୁ ଢ଼ାଳି ଦେଲେ। ତା'ପରେ ଯେଉଁମାନେ ସହେି ପଶୁର ଚିହ୍ନ ଧାରଣ କରିଥିଲେ ଓ ତା'ର ପ୍ରତିମାକୁ ପୂଜା କରୁଥିଲେ, ସମାନଙ୍କେର ଶରୀର ରେ ଅତି କଷ୍ଟଦାୟକ ଓ ସାଂଘାତିକ ଧରଣର ଘା ବାହାରି ପଡ଼ିଲା।

Revelation 16:1Revelation 16Revelation 16:3

Revelation 16:2 in Other Translations

King James Version (KJV)
And the first went, and poured out his vial upon the earth; and there fell a noisome and grievous sore upon the men which had the mark of the beast, and upon them which worshipped his image.

American Standard Version (ASV)
And the first went, and poured out his bowl into the earth; and it became a noisome and grievous sore upon the men that had the mark of the beast, and that worshipped his image.

Bible in Basic English (BBE)
And the first went, and let what was in his vessel come down on the earth; and it became an evil poisoning wound on the men who had the mark of the beast, and who gave worship to his image.

Darby English Bible (DBY)
And the first went and poured out his bowl on the earth; and there came an evil and grievous sore upon the men that had the mark of the beast, and those who worshipped its image.

World English Bible (WEB)
The first went, and poured out his bowl into the earth, and it became a harmful and evil sore on the people who had the mark of the beast, and who worshiped his image.

Young's Literal Translation (YLT)
and the first did go away, and did pour out his vial upon the land, and there came a sore -- bad and grievous -- to men, those having the mark of the beast, and those bowing to his image.

upon
Καὶkaikay
And
ἀπῆλθενapēlthenah-PALE-thane
went,
hooh
the
πρῶτοςprōtosPROH-tose
first
καὶkaikay
and
poured
ἐξέχεενexecheenayks-A-hay-ane
out
τὴνtēntane
vial
φιάληνphialēnfee-AH-lane
his
αὐτοῦautouaf-TOO
upon
ἐπὶepiay-PEE
the
τὴνtēntane
earth;
γῆνgēngane
and
there
καὶkaikay
fell
sore
ἐγένετοegenetoay-GAY-nay-toh
noisome
ἕλκοςhelkosALE-kose
a
κακὸνkakonka-KONE
and
καὶkaikay
grievous
πονηρὸνponēronpoh-nay-RONE
upon
εἰςeisees
the
τοὺςtoustoos
men
ἀνθρώπουςanthrōpousan-THROH-poos
which
τοὺςtoustoos
had
ἔχονταςechontasA-hone-tahs
the
τὸtotoh
mark
the
χάραγμαcharagmaHA-rahg-ma
beast,
τοῦtoutoo
of
θηρίουthēriouthay-REE-oo
and
them
καὶkaikay

image.
τοὺςtoustoos
his
τῇtay
which
εἰκόνιeikoniee-KOH-nee
worshipped
αὐτοῦautouaf-TOO
προσκυνοῦνταςproskynountasprose-kyoo-NOON-tahs

Cross Reference

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 8:7
ପ୍ରଥମ ସ୍ବର୍ଗଦୂତ ତାହାଙ୍କ ତୂରୀ ବଜାଇଲେ। ଏହା ଦ୍ବାରା ପୃଥିବୀ ଉପରେ ରକ୍ତ ମିଶ୍ରିତ ଅଗ୍ନି ଓ ଶିଳା ବୃଷ୍ଟି ହେଲା। ଏହି କାରଣରୁ ପୃଥିବୀର ଏକ ତୃତୀଯାଂଶ ରେ ନିଆଁ ଲାଗି ଏକ ତୃତୀଯାଂଶ ବୃକ୍ଷ ଓ ସବୁଜ ଘାସସବୁ ପୋଡ଼ିଗଲା।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 16:11
ସମାନେେ ତାହାଙ୍କ ୟନ୍ତ୍ରଣା ଓ ଘା ସକାେଶ ସ୍ବର୍ଗ ରେ ଥିବା ପରମେଶ୍ବରଙ୍କର ନିନ୍ଦା କଲେ। କିନ୍ତୁ ସମାନେେ ତାହାଙ୍କର ହୃଦୟ ପରିବର୍ତ୍ତନ କଲେ ନାହିଁ ଓ ନିଜର ମନ୍ଦ କାମ ପାଇଁ ଅନୁତାପ କଲେ ନାହିଁ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 13:15
ଦ୍ବିତୀୟ ପଶୁକୁ ପ୍ରଥମ ପଶୁର ପ୍ରତିମାକୁ ଜୀବନ ଦବୋ ପାଇଁ କ୍ଷମତା ଦିଆ ଯାଇଥିଲା। ତା'ପରେ ସହେି ପ୍ରତିମା କଥା କହିବ ଓ ଯେଉଁମାନେ ତାହାକୁ ପୂଜା ନ କରିବେ, ସେ ସମାନଙ୍କେୁ ମୃତ୍ଯୁଦଣ୍ଡର ଆଦେଶ ଦବେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 12:23
େ ହରୋଦ ନିଜର ଏହି ପ୍ରଶଂସା ଶୁଣିଲେ, କିନ୍ତୁ ସେ ପରମେଶ୍ବରଙ୍କୁ ତାହାଙ୍କର ସମ୍ମାନ ଜଣାଇଲେ ନାହିଁ। ତେଣୁ ପ୍ରଭୁଙ୍କର ଜଣେ ଦୂତ ହଠାତ୍ ତାହାଙ୍କୁ ଆଘାତ କଲେ ଓ ତାହାଙ୍କ ଶରୀରକୁ କୀଟମାନେ ଖାଇଲେ। ଶଷେ ରେ ସେ ମୃତ୍ଯୁବରଣ କଲେ।

ଲୂକଲିଖିତ ସୁସମାଚାର 16:20
ଲାଜାର ନାମ ରେ ଜଣେ ଅତି ଗରିବ ଲୋକ ଥିଲା। ତା' ଦହେ ଘା' ରେ ଭରି ଯାଇଥିଲା। ଲାଜାର ପ୍ରାୟ ସବୁ ସମୟରେ ଧନୀଲୋକଙ୍କ ଫାଟକ ପାଖ ରେ ପଡି ରହୁଥିଲା।

ଯିଶାଇୟ 3:24
ସହେି ସ୍ତ୍ରୀ ଲୋକମାନଙ୍କର ସୁଗନ୍ଧ ଦ୍ରବ୍ଯ ବଦଳ ରେ ଦୁର୍ଗନ୍ଧ ଓ କ୍ଲଦେ ରେ, କଟିବସ୍ତ୍ର ରଜ୍ଜୁ ରେ ସୁନ୍ଦର ମଥା ବିନା କେଶ ରେ ଉତ୍ସବକାଳୀନ ପୋଷାକ ଲୋତକ ପୂର୍ଣ୍ଣ ଏବଂ ଦୁଃଖ ବସ୍ତ୍ର ରେ ସମାନଙ୍କେ ସୌନ୍ଦର୍ୟ୍ଯ ମୁଖମଣ୍ଡଳ କ୍ଷତ ଚିହ୍ନ ଏବଂ ଅସୁନ୍ଦର ଦାଗ ବହନ କରିବ।

ଯିଶାଇୟ 3:17
ମାରେ ପ୍ରଭୁ ସହେି ସିୟୋନ କନ୍ଯାମାନଙ୍କର ମସ୍ତକରେ ଘାଆ କରିବେ। ସଦାପ୍ରଭୁ ସହେି ସ୍ତ୍ରୀଲୋକମାନଙ୍କର ମସ୍ତକର କେଶ ରାଶିକୁ ଉତ୍ପାଟନ କରିବେ।

ଯିଶାଇୟ 1:5
ପରମେଶ୍ବର କୁହନ୍ତି, ଆମ୍ଭେ କାହିଁକି ତୁମ୍ଭମାନଙ୍କ ପ୍ରତି ଶାସ୍ତି ବିଧାନ କରି ଚାଲିବୁ। ତୁମ୍ଭମାନଙ୍କୁ ଦଣ୍ଡ ଦଲେୁ। ମାତ୍ର ତୁମ୍ଭମାନଙ୍କର କିଛି ପରିବର୍ତ୍ତନ ହେଲା ନାହିଁ। ତୁମ୍ଭମାନେେ ମାେ ବିରୁଦ୍ଧ ରେ ବିଦ୍ରୋହ କରି ଚାଲିଛ। ବର୍ତ୍ତମାନ ସମସ୍ତ ମସ୍ତକ ଓ ସମସ୍ତ ହୃଦଯ ପୀଡ଼ିତ।

ଗୀତସଂହିତା 78:26
ପରମେଶ୍ବର ଆକାଶରେ ପୂର୍ବୀଯବାଯୁ ବହାଇଲେ ଓ ସେ ତାଙ୍କର ଶକ୍ତି ଦ୍ବାରା ଦକ୍ଷିଣବାଯୁ ଆଣିଲେ।

ଆୟୁବ ପୁସ୍ତକ 2:7
ତା'ପରେ ଶଯତାନ ସଦାପ୍ରଭୁଙ୍କଠାରୁ ବିଦାଯ ନଇେ ଚାଲିଗଲା। ସେ ଆୟୁବକୁ ୟନ୍ତ୍ରଣାଦାୟକ କ୍ଷତ ଦଲୋ। ଏହି କ୍ଷତଗୁଡ଼ିକ ସମଗ୍ର ଶରୀର ରେ ମୁଣ୍ଡଠାରୁ ପାଦ ପର୍ୟ୍ଯନ୍ତ ଥିଲା।

ଦିତୀୟ ବଂଶାବଳୀ 21:18
ଏହି ସମସ୍ତ ଘଟଣା ଘଟିବା ପରେ, ସଦାପ୍ରଭୁ ଯିହାରୋମ୍ଙ୍କୁ ଏକ ଭୟଙ୍କର ଆନ୍ତ୍ରିକ ରୋଗ ରେ ପୀଡ଼ିତ କଲେ, ଯାହାକି ସୁସ୍ଥ ହାଇେ ପାରିଲା ନାହିଁ।

ଦିତୀୟ ବଂଶାବଳୀ 21:15
ତୁମ୍ଭର ଅନ୍ତ ରେ ଏକ ଭୟଙ୍କର ରୋଗ ହବେ। ତାହା ଦିନକୁ ଦିନ ପ୍ରବଳତର ହବେ। ଶଷେ ରେ ସହେି ଭୟଙ୍କର ରୋଗ ହତେୁ ତୁମ୍ଭର ଅନ୍ତବୁଜୁଳା ବାହାରି ପଡ଼ିବ।'

ପ୍ରଥମ ଶାମୁୟେଲ 5:9
ପକ୍ସ୍ଟଣି ସମାନେେ ତାହା ନଇଗେଲା ପରେ ଏହା ଏପରି ହେଲା, ଯେ ସଦାପ୍ରଭୁଙ୍କ ହସ୍ତ ଗାଥ ନଗରକକ୍ସ୍ଟ ଭୟ ଓ ୟନ୍ତ୍ରଣା ରେ ଆଘାତ କଲା; ପକ୍ସ୍ଟଣି ସେ ନଗରସ୍ଥ ସାନ ଓ ବଡ ଉଭୟଙ୍କକ୍ସ୍ଟ ସେ କ୍ଲେଶ ଦେଲେ ଓ ସମାନଙ୍କେଠା ରେ ଅର୍ଶ ରୋଗ ବାହାରିଲା।

ପ୍ରଥମ ଶାମୁୟେଲ 5:6
ଅସ୍ଦୋଦୀଯ ଲୋକମାନଙ୍କର ଓ ସମାନଙ୍କେର ପଡ଼ୋଶୀମାନଙ୍କର ଜୀବନକକ୍ସ୍ଟ ସଦାପ୍ରଭୁ କଠିନ କରି ସମାନଙ୍କେୁ ନାନା କଷ୍ଟ ଦେଲେ। ସେ ସମାନଙ୍କେୁ ଅର୍ଶ ରୋଗ ରେ ଆଘାତ କଲେ। ସେ ମଧ୍ଯ ସମାନଙ୍କେ ପାଇଁ ମୂଷାଗକ୍ସ୍ଟଡିକ ପଠଇେଲେ, ଯାହାକି ସମାନଙ୍କେର ଜାହାଜଗକ୍ସ୍ଟଡିକରେ ଓ ଦେଶ ରେ ଭର୍ତ୍ତୀ ହାଇଗେଲେ। ଫଳ ରେ ଲୋକମାନେ ଡରିଗଲେ।

ଦିତୀୟ ବିବରଣ 28:27
ସଦାପ୍ରଭୁ ତୁମ୍ଭମାନଙ୍କୁ ମିସ୍ରୀଯ ବଥ, ଅର୍ଶ, ଜାଦକ୍ସ୍ଟ ଓ କକ୍ସ୍ଟଣ୍ତିଆଣି ଦ୍ବାରା ଆଘାତ କରିବେ, ଯେପରି ମିଶରୀଯମାନଙ୍କୁ କରିଥିଲେ। ଏଥିରକ୍ସ୍ଟ ତୁମ୍ଭମାନେେ ଆରୋଗ୍ୟ ହାଇପୋରିବ ନାହିଁ।

ଦିତୀୟ ବିବରଣ 7:15
ପକ୍ସ୍ଟଣି ସଦାପ୍ରଭୁ ତକ୍ସ୍ଟମ୍ଭଠାରକ୍ସ୍ଟ ସମସ୍ତ ରୋଗ ଦୂର କରିବେ। ଆଉ ତୁମ୍ଭେ ମିସ୍ରୀଯ ଯେଉଁସବୁ ମନ୍ଦ ବ୍ଯାଧି ଜ୍ଞାତ ଅଟ, ତାହା ସେ ତକ୍ସ୍ଟମ୍ଭ ଉପରେ କରିବେ ନାହିଁ। ମାତ୍ର ଯେଉଁମାନେ ତୁମ୍ଭକୁ ଘୃଣା କରନ୍ତି, ସମାନଙ୍କେ ଉପରେ ତାହା କରିବେ।

ଯାତ୍ରା ପୁସ୍ତକ 9:8
ସଦାପ୍ରଭୁ ମାଶାେ ଏବଂ ହାରୋଣଙ୍କୁ କହିଲେ, ହାତ ମୁଠାକୁ ଭାଟିର ଭସ୍ମ ରେ ପୂର୍ଣ୍ଣ କର। ମାଶାେ ତୁମ୍ଭେ ଫାରୋ ଦେଖୁଥିବା ସମୟରେ ଭସ୍ମ ପବନ ରେ ନିଶ୍ଚଯ ଉଡାଇ ଦବେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 14:16
ତେଣୁ ମେଘ ଉପରେ ୟିଏ ବସିଥିଲେ, ସେ ପୃଥିବୀର ଶସ୍ଯ ରେ ଦାଆ ଲଗାଇଲେ। ଏହିପରି ପୃଥିବୀର ଶସ୍ଯ କଟାଗଲା।