Skip to content
CHRIST SONGS .IN
TAMIL CHRISTIAN SONGS .IN
  • Lyrics
  • Chords
  • Bible
  • /
  • A
  • B
  • C
  • D
  • E
  • F
  • G
  • H
  • I
  • J
  • K
  • L
  • M
  • N
  • O
  • P
  • Q
  • R
  • S
  • T
  • U
  • V
  • W
  • X
  • Y
  • Z

Index
  • A
  • B
  • C
  • D
  • E
  • F
  • G
  • H
  • I
  • J
  • K
  • L
  • M
  • N
  • O
  • P
  • Q
  • R
  • S
  • T
  • U
  • V
  • W
  • X
  • Y
  • Z
Revelation 15 KJV ASV BBE DBY WBT WEB YLT

Revelation 15 in Oriya WBT Compare Webster's Bible

Revelation 15

1 ଏହାପରେ ମୁଁ ସ୍ବର୍ଗ ରେ ଗୋଟିଏ ବଡ଼ ଓ ଆଶ୍ଚର୍ୟ୍ଯ ଜନକ ଲକ୍ଷଣ ଦେଖିଲି। ସଠାେରେ ସାତଜଣ ଦୂତ ସମାନଙ୍କେ ହାତ ରେ ସାତାଟେି ଶଷେ ମହାମାରୀ ଧରିଥିଲେ। ଏହା ଘଟିବା ପରେ ପରମେଶ୍ବରଙ୍କ କୋରଧର ସମାପ୍ତି ଘଟିବ।

2 ମୁଁ ମାେ ସାମନା ରେ ଅଗ୍ନି ମିଶ୍ରିତ କାଚ ପରି ଏକ ସମୁଦ୍ର ଦେଖିଲି। ଯେଉଁ ଲୋକମାନେ ସହେି ପଶୁ, ତାହାର ପ୍ରତିମା, ଓ ତାହାର ନାମର ସଂଖ୍ଯା ଉପରେ ଜୟଲାଭ କରିଥିଲେ, ସମାନଙ୍କେୁ ସହେି ସମୁଦ୍ର କୂଳ ରେ ଠିଆ ହବୋର ଦେଖିଲି। ସମାନଙ୍କେ ହାତ ରେ ପରମେଶ୍ବର ଦଇେଥିବା ବୀଣା ଥିଲା।

3 ସମାନେେ ପରମେଶ୍ବରଙ୍କର ସବେକ ମାଶାଙ୍କେର ଓ ମଷେଶାବକଙ୍କର ଗୀତ ବୋଲୁଥିଲେ :

4 ହେ ପ୍ରଭୁ ! କିଏ ତୁମ୍ଭକୁ ଭୟ ନ କରିବ ? ସମସ୍ତଙ୍କର ତୁମ୍ଭେ ପ୍ରଶଂସନୀୟ ଅଟ। କାରଣ କବଳେ ତୁମ୍ଭେ ହିଁ ପବିତ୍ର ; ସମସ୍ତ ଜାତିଗୁଡ଼ିକ ତୁମ୍ଭ ପାଖକୁ ଆସିବେ ଓ ତୁମ୍ଭର ଉପାସନା କରିବେ। କାରଣ ତୁମ୍ଭେ ହିଁ ନ୍ଯାୟବନ୍ତ ଏହା ଜଗତେ ବିଦିତ।

5 ଏହାପରେ ମୁଁ ସ୍ବର୍ଗ ରେ ପରମେଶ୍ବରଙ୍କ ଉପସ୍ଥିତିର ପବିତ୍ର ସ୍ଥାନର ମନ୍ଦିର ଖାେଲା ହାଇେଥିବାର ଦେଖିଲି।

6 ସହେି ମନ୍ଦିର ଭିତରୁ ସାତଜଣ ଦୂତ ସାତାଟେି ମହାମାରୀଗୁଡ଼ିକୁ ଧରି ବାହରି ଆସିଲେ। ସମାନେେ ଶୁଦ୍ଧ, ଉଜ୍ଜ୍ବଳ, ମସୀନା, ଶୁଭ୍ର ବସ୍ତ୍ର ପିନ୍ଧିଥିଲେ। ସମାନଙ୍କେ ବକ୍ଷ ରେ ସୁବର୍ଣ୍ଣ ବନ୍ଧନୀ ଥିଲା।

7 ତା'ପରେ ଚାରି ଜୀବିତ ପ୍ରାଣୀମାନଙ୍କ ମଧ୍ଯରୁ ଜଣେ ପ୍ରାଣୀ ସାତଦୂତଙ୍କୁ ସାତାଟେି ସୁବର୍ଣ୍ଣ ପାତ୍ର ଦେଲେ। ସହେି ପାତ୍ର ନିତ୍ଯଜୀବୀ ପରମେଶ୍ବରଙ୍କର କୋରଧ ରେ ପରିପୂର୍ଣ୍ଣ ଥିଲା।

8 ସହେି ମନ୍ଦିର ପରମେଶ୍ବରଙ୍କ ଗୌରବ ଓ କ୍ଷମତାର ଧୂଆଁ ରେ ଭର୍ତ୍ତି ହାଇଗେଲା। ସାତଜଣ ଦୂତଙ୍କର ସାତାଟେି ମହାମାରୀ ଶଷେ ନ ହବୋ ପର୍ୟ୍ଯନ୍ତ କୌଣସି ଲୋକ ମନ୍ଦିର ରେ ପ୍ରବେଶ କରିପାରିଲେ ନାହିଁ।

  • Tamil
  • Hindi
  • Malayalam
  • Telugu
  • Kannada
  • Gujarati
  • Punjabi
  • Bengali
  • Oriya
  • Nepali

By continuing to browse the site, you are agreeing to our use of cookies.

Close