ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 12:14 in Oriya

ଓଡିଆ ଓଡିଆ ବାଇବେଲ ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 12 ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 12:14

Revelation 12:14
କିନ୍ତୁ ସହେି ନାରୀକୁ ବୃହତ୍ ଉତ୍କ୍ରୋଶ ପକ୍ଷୀର ଦୁଇଟି ପକ୍ଷ ଦିଆଗଲା। ତେଣୁ ସେ ମରୁଭୂମିରେ ତା'ପାଇଁ ପ୍ରସ୍ତୁତ ହାଇେଥିବା ସ୍ଥାନକୁ ଉଡ଼ିଯାଇ ପାରିଲା। ସଠାେରେ ସାପଠାରୁ ସୁରକ୍ଷା ପାଇଁ ସାଢ଼େ ତିନି ବର୍ଷ ପର୍ୟ୍ଯନ୍ତ ତାହାଙ୍କର ଯତ୍ନ ନିଆୟିବ।

Revelation 12:13Revelation 12Revelation 12:15

Revelation 12:14 in Other Translations

King James Version (KJV)
And to the woman were given two wings of a great eagle, that she might fly into the wilderness, into her place, where she is nourished for a time, and times, and half a time, from the face of the serpent.

American Standard Version (ASV)
And there were given to the woman the two wings of the great eagle, that she might fly into the wilderness unto her place, where she is nourished for a time, and times, and half a time, from the face of the serpent.

Bible in Basic English (BBE)
And there were given to the woman two wings of a great eagle, so that she might go in flight into the waste land, to her place, where she is given food for a time, and times, and half a time, from the face of the snake.

Darby English Bible (DBY)
And there were given to the woman the two wings of the great eagle, that she might fly into the desert into her place, where she is nourished there a time, and times, and half a time, from [the] face of the serpent.

World English Bible (WEB)
Two wings of the great eagle were given to the woman, that she might fly into the wilderness to her place, so that she might be nourished for a time, and times, and half a time, from the face of the serpent.

Young's Literal Translation (YLT)
and there were given to the woman two wings of the great eagle, that she may fly to the wilderness, to her place, where she is nourished a time, and times, and half a time, from the face of the serpent;

And
καὶkaikay
were
given
ἐδόθησανedothēsanay-THOH-thay-sahn
the
τῇtay
to
woman
γυναικὶgynaikigyoo-nay-KEE
two
δύοdyoTHYOO-oh
wings
πτέρυγεςpterygesPTAY-ryoo-gase

eagle,
τοῦtoutoo
a
ἀετοῦaetouah-ay-TOO
great
τοῦtoutoo
of
μεγάλουmegaloumay-GA-loo
that
ἵναhinaEE-na
fly
might
she
πέτηταιpetētaiPAY-tay-tay
into
εἰςeisees
the
τὴνtēntane
wilderness,
ἔρημονerēmonA-ray-mone
into
εἰςeisees

τὸνtontone
place,
τόπονtoponTOH-pone
her
αὐτῆςautēsaf-TASE
where
ὅπουhopouOH-poo
she
is
nourished
τρέφεταιtrephetaiTRAY-fay-tay
for
ἐκεῖekeiake-EE
a
time,
καιρὸνkaironkay-RONE
and
καὶkaikay
times,
καιροὺςkairouskay-ROOS
and
καὶkaikay
half
ἥμισυhēmisyAY-mee-syoo
a
time,
καιροῦkairoukay-ROO
from
ἀπὸapoah-POH
the
face
προσώπουprosōpouprose-OH-poo
the
of
τοῦtoutoo
serpent.
ὄφεωςopheōsOH-fay-ose

Cross Reference

ଯାତ୍ରା ପୁସ୍ତକ 19:4
ତୁମ୍ଭମାନେେ ଦେଖିଛ ମୁଁ ମିଶର ବାସୀମାନଙ୍କର ଯାହା କରିଛି। ତୁମ୍ଭମାନେେ ଦେଖିଛ ମୁଁ ତୁମ୍ଭକୁ କିପରି ମିଶରରୁ ବାଜପକ୍ଷୀ ସଦୃଶ ଉଠାଇ ମାେ ପାଖକୁ ଆଣିଲି।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 12:6
ସହେି ସ୍ତ୍ରୀଲୋକଟି, ପରମେଶ୍ବର ତା' ପାଇଁ ପ୍ରସ୍ତୁତ କରି ରଖିଥିବା ମରୁଭୂମିର ଗୋଟିଏ ସ୍ଥାନକୁ ଚାଲିଗଲା। ସଠାେରେ ତା'ର ଯତ୍ନ 1260 ଦିନ ପର୍ୟ୍ଯନ୍ତ ନିଆୟିବ।

ଯିଶାଇୟ 40:31
ମାତ୍ର ଯେଉଁମାନେ ସଦାପ୍ରଭୁଙ୍କଠା ରେ ବିଶ୍ବାସ ରଖନ୍ତି, ସମାନେେ ନୂତନ ବଳ ପାଆନ୍ତି। ସମାନେେ ଚିଲ ପକ୍ଷୀପରି ଆକାଶ ରେ ଉଡ଼ନ୍ତି। ସମାନେେ କ୍ଲାନ୍ତ ନ ହାଇେ ସମାନେେ ଗମନ କରିବେ।

ଦାନିଏଲ 7:25
ଏବଂ ସେ ସର୍ବୋପରିସ୍ଥ ପରମେଶ୍ବରଙ୍କ ବିରୁଦ୍ଧ ରେ କଥା କହିବ ଓ ପରମେଶ୍ବରଙ୍କର ପବିତ୍ର ଲୋକମାନଙ୍କୁ ବଧ କରିବ। ଆଉ ସେ ସମୟ ଓ ଆଜ୍ଞାର ପରିବର୍ତ୍ତନ କରିବାକୁ ଚିନ୍ତା କରିବ। ସାଢେ ତିନିବର୍ଷ ପାଇଁ ସମାନେେ ତା' ହସ୍ତ ରେ ସମର୍ପିତ ହବେେ।

ଦାନିଏଲ 12:7
ତା'ପ ରେ ମୁଁ ଶୁଣିଲି, ଶୁକ୍ଳବସ୍ତ୍ର ପରିହିତ ଲୋକଟି ତା'ର ହସ୍ତ ଉପରକୁ ଟକେି ପରମେଶ୍ବରଙ୍କ ନାମ ରେ ଶପଥ କରି କହିଲେ, 'ଏହା ସାଢେ ତିନି ବର୍ଷ ୟିବ। ଏହି ସମସ୍ତ ସତ୍ଯ ହବେ ଯେତବେେଳେ ପବିତ୍ର ଲୋକମାନଙ୍କର ୟନ୍ତ୍ରଣା ଶଷେ ହବେ।'

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 11:2
କିନ୍ତୁ ମନ୍ଦିରର ବାହାର ଅଗଣା ମାପ ନାହିଁ। ତାହାକୁ ସହେିପରି ଛାଡ଼ି ଦିଅ, କାରଣ ତାହା ଅଣୟିହୁଦୀୟ ଦେଶଗୁଡ଼ିକର ଲୋକମାନଙ୍କୁ ଦିଆଯାଇଛି। ସହେି ଲୋକମାନେ ବଯାଳିଶମାସ ପର୍ୟ୍ଯନ୍ତ ପବିତ୍ର ନଗରକୁ ପଦଦଳିତ କରିବେ।

ଦିତୀୟ ବିବରଣ 32:11
ସଦାପ୍ରଭୁ ହେଉଛନ୍ତି ଇଶ୍ରାୟେଲର ଉକ୍ରୋଶ ପକ୍ଷୀପରି। ଉକ୍ରୋଶପକ୍ଷୀ ତା'ର ଛକ୍ସ୍ଟଆମାନଙ୍କୁ ବସ୍ତାରକ୍ସ୍ଟ ପଲେି ଦିଏ ସମାନଙ୍କେୁ ଉଡି ଶିଖିବା ପାଇଁ, ସମାନେେ ଯେତବେେଳେ ପଡିୟାନ୍ତି ସେ ତା'ର ଡଣୋ ମଲୋକରି ଉଡିୟାଏ ତାକକ୍ସ୍ଟ ଧରିବା ପାଇଁ। ଏବଂ ତା'ର ନିରାପତ୍ତା ପାଇଁ ସେ ତା'ର ଡଣୋ ମଧ୍ଯକକ୍ସ୍ଟ ଟାଣିନିଏ। ସଦାପ୍ରଭୁ ହେଉଛନ୍ତି ସହେିପରି।

ଗୀତସଂହିତା 55:6
ଆଃ ୟବେେ କପୋତ ପରି ମାରେ ପକ୍ଷ ଥାଆନ୍ତା ତବେେ ମୁଁ ଉଡ଼ିୟାଆନ୍ତି ଓ ବିଶ୍ରାମ ପାଇଁ ସ୍ଥାନ ବାଛନ୍ତି।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 17:3
ତା'ପରେ ଦୂତ ମାେତେ ଆତ୍ମା ଦ୍ବାରା ମରୁଭୂମିକୁ ବହି ନଇଗେଲେ। ସଠାେରେ ମୁଁ ଗୋଟିଏ ନାରୀକୁ ଲାଲ ରଙ୍ଗର ପଶୁ ଉପରେ ବସିଥିବାର ଦେଖିଲି। ସେ ପଶୁର ସର୍ବାଙ୍ଗ ଶରୀର ଉପରେ ଈଶ୍ବରଙ୍କ ନିନ୍ଦା କରୁଥିବା ନାମସବୁ ଲଖାେ ଯାଇଥିଲା। ସହେି ପଶୁର ସାତାଟେି ମସ୍ତକ ଓ ଦଶଟି ଶିଙ୍ଗ ଥିଲା।