Skip to content
CHRIST SONGS .IN
TAMIL CHRISTIAN SONGS .IN
  • Lyrics
  • Chords
  • Bible
  • /
  • A
  • B
  • C
  • D
  • E
  • F
  • G
  • H
  • I
  • J
  • K
  • L
  • M
  • N
  • O
  • P
  • Q
  • R
  • S
  • T
  • U
  • V
  • W
  • X
  • Y
  • Z

Index
  • A
  • B
  • C
  • D
  • E
  • F
  • G
  • H
  • I
  • J
  • K
  • L
  • M
  • N
  • O
  • P
  • Q
  • R
  • S
  • T
  • U
  • V
  • W
  • X
  • Y
  • Z
Revelation 10 KJV ASV BBE DBY WBT WEB YLT

Revelation 10 in Oriya WBT Compare Webster's Bible

Revelation 10

1 ତା'ପରେ ମୁଁ ଜଣେ ଶକ୍ତିଶାଳୀ ଦୂତଙ୍କୁ ସ୍ବର୍ଗରୁ ଆସିବାର ଦେଖିଲି। ସେ ମେଘ ଦ୍ବାରା ଆଚ୍ଛାଦିତ ଥିଲେ। ତାହାଙ୍କ ମସ୍ତକରେ ମେଘଧନୁ ଶାେଭା ପାଉଥିଲା। ତାହାଙ୍କର ମୁଖ ସୂର୍ୟ୍ଯଙ୍କ ପରି ଉଜ୍ଜ୍ବଳ ଓ ପାଦ ଦୁଇଟି ଅଗ୍ନିସ୍ତମ୍ଭ ସଦୃଶ ଥିଲା।

2 ସହେି ଦୂତଙ୍କ ହାତ ରେ ଗୋଟିଏ କ୍ଷୁଦ୍ର ଖୋଲା ଚର୍ମପତ୍ର ଥିଲା। ସେ ତାହାଙ୍କର ଦକ୍ଷିଣ ପାଦ ସମୁଦ୍ର ଉପରେ ଓ ବାମ ପାଦ ସ୍ଥଳଭାଗ ଉପରେ ରଖିଥିଲେ।

3 ସେ ସିଂହ ଗର୍ଜନ ପରି ଜାରେ ରେ ପାଟି କଲେ। ସେ ପାଟି କରନ୍ତେ ପରେ ସାତବଜ୍ର ତାହାର ଉତ୍ତର ଦେଲେ।

4 ମୁଁ ଏହା ଲେଖିବାକୁ ପ୍ରସ୍ତୁତ ହଲିେ। ସେତବେେଳେ ମାେତେ ଆକାଶବାଣୀ ଶୁଭିଲା, ସାତ ବଜ୍ର ଯାହା କହିଲେ, ତାହା ଲେଖ ନାହିଁ। ସଗେୁଡ଼ିକ ଗୁପ୍ତ ରଖ।

5 ତା'ପରେ ସହେି ସ୍ବର୍ଗଦୂତ ଯକେି ସମୁଦ୍ର ଓ ପୃଥିବୀ ଉପରେ ପାଦଦଇେ ଠିଆ ହାଇେଥିବାର ମୁଁ ଦେଖିଲି, ସେ ତାହାଙ୍କ ଦକ୍ଷିଣ ହସ୍ତ ସ୍ବର୍ଗକୁ ଉଠାଇଲେ।

6 ଯେ ନିତ୍ଯଜୀବିତ, ଯେ ଆକାଶ ଓ ତନ୍ମଧ୍ଯସ୍ଥ ସକଳ ବିଷୟ ଏବଂ ପୃଥିବୀ ଓ ତନ୍ମଧ୍ଯସ୍ଥ ସକଳ ବିଷୟ ସୃଷ୍ଟି କରିଛନ୍ତି, ତାହାଙ୍କ ନାମ ରେ ସହେି ସ୍ବର୍ଗଦୂତ ଶପଥକରି କହିଲେ, ଆଉ ଅଧିକ ବିଳମ୍ବ ହବେ ନାହିଁ।

7 କିନ୍ତୁ ସପ୍ତମ ଦୂତ ସହେି ଦିନମାନଙ୍କ ରେ ତୂରୀ ବଜାନ୍ତେ ପରମେଶ୍ବର ଆପଣା ସବେକ ଭବିଷ୍ଯତ୍ ବକ୍ତାମାନଙ୍କୁ କହିଥିବା ବାକ୍ଯ ଅନୁସାରେ ତାହାଙ୍କର ଗୁପ୍ତ ଯୋଜନା ସମ୍ପୂର୍ଣ୍ଣ ହବେ।

8 ତା'ପରେ ମୁଁ ସହେି ସ୍ବର ସ୍ବର୍ଗରୁ ପୁଣି ଥରେ ଶୁଣିଲି। ସେ ସ୍ବର ମାେତେ କହିଲା, ଯାଅ ଓ ସମୁଦ୍ର ଓ ପୃଥିବୀ ଉପରେ ଠିଆ ହାଇେଥିବା ଦୂତଙ୍କ ହାତରୁ ଖାେଲା ଚର୍ମପତ୍ରଟି ନିଅ।

9 ତେଣୁ ମୁଁ ଦୂତଙ୍କ ପାଖକୁ ଯାଇ କ୍ଷୁଦ୍ର ଚର୍ମପତ୍ରଟି ମାଗିଲି। ସେ ମାେତେ କହିଲେ, ଏହାକୁ ନିଅ ଓ ଏହା ଖାଅ। ଏହା ତୁମ୍ଭ ପଟେକୁ ଖଟା ଲାଗିବ, କିନ୍ତୁ ତୁମ୍ଭ ମୁହଁକୁ ମହୁ ପରି ମିଠା ଲାଗିବ।

10 ତେଣୁ ମୁଁ ତାହାଙ୍କ ହସ୍ତରୁ କ୍ଷୁଦ୍ର ଚର୍ମପତ୍ର ନଲେି ଓ ଖାଇଲି। ମାେ ପାଟିକୁ ତାହା ମିଠା ଲାଗିଲା, କିନ୍ତୁ ଯେତବେେଳେ ମୁଁ ଏହାକୁ ଢ଼ୋକିଲି, ପଟେ ରେ ଏହା ଖଟା ଲାଗିଲା।

11 ତା'ପରେ ସମାନେେ ମାେତେ କହିଲେ, ଅନକେ ଦେଶ, ଜାତି, ଭାଷା ଓ ରାଜାମାନଙ୍କ ବିଷୟ ରେ ତୁମ୍ଭକୁ ଆହୁରି ଭବିଷ୍ଯଦ୍ ବାଣୀ କହିବାକୁ ପଡ଼ିବ।

  • Tamil
  • Hindi
  • Malayalam
  • Telugu
  • Kannada
  • Gujarati
  • Punjabi
  • Bengali
  • Oriya
  • Nepali

By continuing to browse the site, you are agreeing to our use of cookies.

Close