Cross Reference
ଗୀତସଂହିତା 135:6
ସ୍ବର୍ଗରେ, ପୃଥିବୀରେ, ସମୁଦ୍ରରେ ଓ ସମଗ୍ର ବାରିଧିରେ ସଦାପ୍ରଭୁ ୟାହା ଇଚ୍ଛା କରନ୍ତି, ତାହା କରନ୍ତି।
ହବକକୂକ 3:10
ପର୍ବତଗୁଡିକ ତୁମ୍ଭକୁ ଦେଖି ଥରିଲେ। ପ୍ରଚଣ୍ତ ଜଳ ଭୂମିରେ ପ୍ରବାହିତ ହେଲା। ସମୁଦ୍ର ଭୟଙ୍କର ଗର୍ଜ୍ଜନ କଲା, ଢେଉଗୁଡିକ ଉପରକୁ ଉଠିଲା।
ହବକକୂକ 3:6
ସଦାପ୍ରଭୁ ଦଣ୍ତାଯମାନ ହେଲେ ଓ ପୃଥିବୀର ବିଗ୍ଭର କଲେ। ସେ ଦୃଷ୍ଟିଜାତ କରି ଗୋଷ୍ଠୀଗଣଙ୍କୁ ଭିନ୍ନଭିନ୍ନ କରି ତଡି ଦେଲେ। ଯେଉଁ ପର୍ବତଗୁଡିକ ବହୁବର୍ଷ ପର୍ୟ୍ଯନ୍ତ ଛିଡା ହାଇେଥିଲେ ସଗେୁଡିକ ଧ୍ବଂସ ହେଲେ। ପୁରାତନ ପାହାଡଗୁଡିକର ମଧ୍ଯ ପତନ ହେଲା। କିନ୍ତୁ ପରମେଶ୍ବର ଅନନ୍ତକାଳସ୍ଥାଯୀ।
ନାହୂମ 1:5
ସଦାପ୍ରଭୁ ଆସିବେ ଏବଂ ପର୍ବତଗୁଡିକ ଭୟ ରେ ଥରିବେ ଏବଂ ପାହାଡଗୁଡିକ ତରଳି ଯିବେ। ସଦାପ୍ରଭୁଙ୍କ ଆଗମନ ରେ ପୃଥିବୀ ମଧ୍ଯ ଭୟ ରେ ଥରିବ। ବିଶ୍ବର ସମସ୍ତ ବ୍ଯକ୍ତି ଭୟ ରେ ଥରିବେ।
ମୀଖା 1:4
ତାଙ୍କର ଆଗମନ ରେ ପର୍ବତଗୁଡିକ ଅଗ୍ନି ନିକଟରେ ମହମ ତରଳିଲା ପରି ତରଳି ୟିବ। ଉପତ୍ୟକାଗୁଡିକ ବିଦୀର୍ଣ୍ଣ ହବେ ଏବଂ ଜଳ ଗଡାଣି ରେ ବହିଲା ପରି ନିମ୍ନକୁ ଗଡି ଆସିବ।
ଗୀତସଂହିତା 97:5
ସଦାପ୍ରଭୁଙ୍କ ସମ୍ମୁଖରେ ପୃଥିବୀର ସମସ୍ତ ପ୍ରଭୁ, ପର୍ବତଗୁଡ଼ିକ ମହମ ପରି ତରଳି ଗଲେ।
ଗୀତସଂହିତା 65:6
ପରମେଶ୍ବର ମହାଶକ୍ତି ସହ ପର୍ବତ ତିଆରି କରିଅଛ। ତୁମ୍ଭେ ଆପଣା ଶକ୍ତିରେ ବସ୍ତ୍ରାବୃତ କରିବ।
ଗୀତସଂହିତା 21:2
ତୁମ୍ଭେ ସହେି ରାଜାକୁ ୟାହା ସେ ଚା ହେଁ ପ୍ରଦାନ କର। ହେ ସଦାପ୍ରଭୁ ସହେି ରାଜା ତୁମ୍ଭ ନିକଟରୁ କିଛି ଚାହିଁଥିଲା ଓ ତୁମ୍ଭେ ତା'ର ସକଳ ଇଚ୍ଛା ପୂରଣ କଲ।
ଆୟୁବ ପୁସ୍ତକ 11:10
ଯଦି ପରମେଶ୍ବର ତୁମ୍ଭକୁ ବନ୍ଦୀକରି ବିଚାର ସଭା ରେ ଉପସ୍ଥାପିତ କରାନ୍ତି, କିଏ ତାକୁ ବାରଣ କରିବ।
ଆୟୁବ ପୁସ୍ତକ 9:5
ପରମେଶ୍ବର କୋରଧ ହେଲେ ପର୍ବତକୁ ମଧ୍ଯ ତା' ନିଜ ସ୍ଥାନରୁ ହଟାଇ ଦଇେ ପାରନ୍ତି। ଏବଂ ସହେି ପର୍ବତ ମଧ୍ଯ ନିଜେ ଜାଣିପା ରେ ନାହିଁ।