ଗୀତସଂହିତା 94:11 in Oriya

ଓଡିଆ ଓଡିଆ ବାଇବେଲ ଗୀତସଂହିତା ଗୀତସଂହିତା 94 ଗୀତସଂହିତା 94:11

Psalm 94:11
ସଦାପ୍ରଭୁ ଜାଣନ୍ତି ଲୋକମାନଙ୍କର ଚିନ୍ତାଧାରା ଅସାର ମାତ୍ର।

Psalm 94:10Psalm 94Psalm 94:12

Psalm 94:11 in Other Translations

King James Version (KJV)
The LORD knoweth the thoughts of man, that they are vanity.

American Standard Version (ASV)
Jehovah knoweth the thoughts of man, That they are vanity.

Bible in Basic English (BBE)
The Lord has knowledge of the thoughts of man, for they are only a breath.

Darby English Bible (DBY)
Jehovah knoweth the thoughts of man, that they are vanity.

World English Bible (WEB)
Yahweh knows the thoughts of man, That they are futile.

Young's Literal Translation (YLT)
He knoweth the thoughts of man, that they `are' vanity.

The
Lord
יְֽהוָ֗הyĕhwâyeh-VA
knoweth
יֹ֭דֵעַyōdēaʿYOH-day-ah
the
thoughts
מַחְשְׁב֣וֹתmaḥšĕbôtmahk-sheh-VOTE
man,
of
אָדָ֑םʾādāmah-DAHM
that
כִּיkee
they
הֵ֥מָּהhēmmâHAY-ma
are
vanity.
הָֽבֶל׃hābelHA-vel

Cross Reference

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 3:20
ଶାସ୍ତ୍ର ରେ ଏହା ମଧ୍ଯ ଲଖାେଅଛି : ପ୍ରଭୁ ଜ୍ଞାନୀମାନଙ୍କର ମନକଥା ଜାଣନ୍ତି। ସମାନଙ୍କେ ସମସ୍ତ ଚିନ୍ତାଧାରା ଯେ ମୂଲ୍ଯହୀନ ଏହା ମଧ୍ଯ ସେ ଜାଣନ୍ତି।

ଆୟୁବ ପୁସ୍ତକ 11:11
ସତ ରେ ପରମେଶ୍ବର ଜାଣନ୍ତି କିଏ ଅ ଯୋଗ୍ଯ। ପରମେଶ୍ବର ଯେତବେେଳେ ମନ୍ଦ ବିଷଯ ଦେଖନ୍ତି, ସେ ତାହା ମନେ ପକାନ୍ତି।

ଗୀତସଂହିତା 49:10
ଦେଖ !ବୁଦ୍ଧିମାନ୍ ଲୋକମାନେ ମୃତ୍ଯୁବରଣ କରନ୍ତି, ୟମେିତିକି ମୂର୍ଖ ଓ ନିର୍ ବୋଧ ଲୋକମାନେ ମୃତ୍ଯୁବରଣ କରନ୍ତି ଓ ନିଜର ସମ୍ପତ୍ତି ଅନ୍ୟ ପାଇଁ ଛାଡ଼ି ୟାଆନ୍ତି।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1:21
ଲୋକେ ପରମେଶ୍ବରଙ୍କୁ ଜାଣିଥିଲେ। କିନ୍ତୁ ସମାନେେ ପରମେଶ୍ବରଙ୍କୁ ଗୌରବ ଦେଲେ ନାହିଁ ଓ ତାହାଙ୍କୁ ଧନ୍ଯବାଦ ଜଣାଇଲେ ନାହିଁ। ଲୋକଙ୍କ ଚ଼ିନ୍ତାଧାରା ନିରର୍ଥକ ହେଲା। ସମାନଙ୍କେର ଜ୍ଞାନ ଅନ୍ଧକାର ରେ ଭରିଗଲା।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 1:19
ଶାସ୍ତ୍ର ରେ ଲଖାେ ଅଛି :

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 1:21
ପରମେଶ୍ବର ଆପଣା ଜ୍ଞାନ ରେ ଏହା ଚାହିଁଲେ ଯେ, ଜଗତ କଦାପି ନିଜ ଜ୍ଞାନ ବଳ ରେ ପରମେଶ୍ବରଙ୍କୁ ଜାଣି ପାରିବ ନାହିଁ। ତେଣୁ ଯେଉଁ ସୁସମାଚାରକୁ ଜଗତ ମୂର୍ଖତା ବୋଲି କୁ ହେ, ସହେି ବାର୍ତ୍ତା ଯେଉଁମାନେ ବିଶ୍ବାସ କରୁଛନ୍ତି, ତଦ୍ଦ୍ବାରା ସମାନଙ୍କେୁ ଉଦ୍ଧାର କରିବାକୁ ଇଚ୍ଛାକଲେ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 1:25
ଏପରିକି ପରମେଶ୍ବରଙ୍କ 'ମୂର୍ଖତା' ମନୁଷ୍ଯର ଜ୍ଞାନଠାରୁ ଅଧିକ ଶକ୍ତିୟୁକ୍ତ। ସହେିପରି ପରମେଶ୍ବରଙ୍କ ଦୁର୍ବଳତା ମନୁଷ୍ଯର ଶକ୍ତିଠାରୁ ଅଧିକ ଶକ୍ତିୟୁକ୍ତ।