ଗୀତସଂହିତା 88

1 ହେ ସଦାପ୍ରଭୁ ପରମେଶ୍ବର, ତୁମ୍ଭେ ମାରେ ପରିତ୍ରାଣକର୍ତ୍ତା। ମୁଁ ଦିନ ଓ ରାତ୍ରି ତୁମ୍ଭ ନିକଟରେ ପ୍ରାର୍ଥନା କରିଅଛି।

2 ମାରେ ପ୍ରାର୍ଥନା ପ୍ରତି ଟିକେ ଧ୍ଯାନ ଦିଅ। ମାେ ପ୍ରତି ଦୟାକରି, ମାରେ ପ୍ରାର୍ଥନାରେ କର୍ଣ୍ଣପାତ କର।

3 ମାରେ ପ୍ରାଣ ଦୁଃଖରେ ଭରପୁର। ମୁଁ ଶୀଘ୍ର ମରିୟିବି।

4 ମୁଁ ଜଣେ ଶକ୍ତି ହରାଇଥିବା ପ୍ରାଯ ମୃତ ଲୋକପରି ହାଇେଅଛି।

5 ମୃତଲୋକମାନଙ୍କ ମଧ୍ୟରେ ମାେତେ ଖାଜେ। ମୁଁ କବରରେ ଶାଇେଥିବା ମୃତ ବ୍ଯକ୍ତିପରି ଏବଂ ଲୋକମାନେ ଏ ବିଷଯରେ ସବୁ ଭୁଲିଗଲେ ଓ ସହାୟ ନାହିଁ।

6 ତୁମ୍ଭେ ମାେତେ ପୃଥିବୀର ଗାଢ଼ ଅନ୍ଧକାରର ଗଭୀର ସ୍ଥାନରେ ରଖିଅଛ।

7 ତୁମ୍ଭ କୋର୍ଧରେ ମୁଁ ବୋଝ ଅନୁଭବ କଲି। ତୁମ୍ଭର ସମସ୍ତ ଢ଼େଉ ମାେତେ ଓଲଟ ପାଲଟ କରି ପକାଏ।

8 ମାରେ ବନ୍ଧୁମାନେ ମାେତେ ଛାଡ଼ିଗଲେ, ମୁଁ ଅଛୁଆଁ ପରି ସମାନେେ ମାଠାରୁେ ଦୂରଇେ ଗଲେ। ମୁଁ ଏକ ଗୃହରେ ବନ୍ଦୀ ଅଛି, ମୁଁ ବାହାରକୁ ୟାଇପାରିବି ନାହିଁ।

9 କ୍ଲେଶ ସକାଶୁ ମାରେ ଚକ୍ଷୁ କ୍ଷୀଣ ହାଇେଅଛି। ହେ ସଦାପ୍ରଭୁ, ମୁଁ ପ୍ରତିଦିନ ତୁମ୍ଭ ନିକଟରେ ପ୍ରାର୍ଥନା କରୁଅଛି। ତୁମ୍ଭଠାରେ ମୁଁ ହାତ ପାତୁ ଅଛି।

10 ତୁମ୍ଭେ କ'ଣ ମୃତ ଲୋକମାନଙ୍କ ପାଇଁ ଆଶ୍ଚର୍ୟ୍ଯ କ୍ରିଯା କର ? ମୃତ ଲୋକମାନେ କ'ଣ ଉଠି ଓ ତୁମ୍ଭର ପ୍ରଶଂସା କରିବେ ?

11 ମୃତ କବରରେ ଲୋକମାନେ ତୁମ୍ଭର ବିଶ୍ବସ୍ତତା ବିଷଯରେ କଥା ହାଇପୋରିବେ ନାହିଁ। ମୃତ ଲୋକମାନେ ତୁମ୍ଭର ସ୍ନହପେୂର୍ଣ୍ଣ କରୁଣା ବିଷଯରେ ପ୍ରଚାର କରିପାରିବେ ନାହିଁ।

12 ଅନ୍ଧାରରେ ଥିବା ମୃତ ଲୋକମାନେ ତୁମ୍ଭର ଆଶ୍ଚର୍ୟ୍ଯ କ୍ରିଯା ଦେଖି ପାରିବେ ନାହିଁ। ପୃଥିବୀରେ ମୃତ ଲୋକମାନେ ଭୁଲିୟାଇ ତୁମ୍ଭ ସୁଗୁଣ ପ୍ରଶଂସା କରିପାରିବେ ନାହିଁ।

13 ହେ ସଦାପ୍ରଭୁ, ମୁଁ ତୁମ୍ଭ ନିକଟରେ ଗୁହାରି କରୁଅଛି। ମାେତେ ସାହାରା ଦିଅ। ପ୍ରେତ୍ୟକକ ପ୍ରଭାତରେ ମୁଁ ତୁମ୍ଭ ନିକଟରେ ପ୍ରାର୍ଥନା କରିଅଛି।

14 ହେ ସଦାପ୍ରଭୁ, ତୁମ୍ଭେ କାହିଁକି ମାେତେ ପରିତ୍ଯାଗ କରୁଛ ? ତୁମ୍ଭେ କାହିଁକି ମାେ କଥା ଶୁଣୁ ନାହଁ ?

15 ମୁଁ ବାଲ୍ଯକାଳରୁ ଦୁଃଖ ଭୋଗ କରି ମୃତ୍ଯୁର ଶଷେ ଆଡ଼କୁ ଆସିଅଛି। ମୁଁ ଭୀଷଣ ଦୁଃଖ ପାଉଅଛି, ୟାହା ତୁମ୍ଭେ କରିଅଛ।

16 ତୁମ୍ଭର କୋପ ମାେ ଉପରେ ବର୍ତ୍ତିଅଛି, ତୁମ୍ଭ ବିଷଯକ ଭୟ ମାେତେ ଉଚ୍ଛିନ୍ନ କରିଅଛି।

17 ଏକ ବନ୍ଯାପରି ତୁମ୍ଭର ଆକ୍ରମଣ ମାେତେ ଦିନସାରା ଘରେି ରହିଥିଲା। ସମାନେେ ସବୁଆଡ଼ୁ ମାେତେ ବନ୍ଦ କଲେ।

18 ତୁମ୍ଭେ ମାରେ ପ୍ରିଯ ଲୋକମାନଙ୍କୁ ମାଠାରୁେ ଦୂରଇେ ରଖିଅଛ। ମାେ ପରିଚିତ ଲୋକମାନେ ଅନ୍ଧକାରରେ ରହିଅଛନ୍ତି।

1 A Song or Psalm for the sons of Korah, to the chief Musician upon Mahalath Leannoth, Maschil of Heman the Ezrahite.

2 O Lord God of my salvation, I have cried day and night before thee:

3 Let my prayer come before thee: incline thine ear unto my cry;

4 For my soul is full of troubles: and my life draweth nigh unto the grave.

5 I am counted with them that go down into the pit: I am as a man that hath no strength:

6 Free among the dead, like the slain that lie in the grave, whom thou rememberest no more: and they are cut off from thy hand.

7 Thou hast laid me in the lowest pit, in darkness, in the deeps.

8 Thy wrath lieth hard upon me, and thou hast afflicted me with all thy waves. Selah.

9 Thou hast put away mine acquaintance far from me; thou hast made me an abomination unto them: I am shut up, and I cannot come forth.

10 Mine eye mourneth by reason of affliction: Lord, I have called daily upon thee, I have stretched out my hands unto thee.

11 Wilt thou shew wonders to the dead? shall the dead arise and praise thee? Selah.

12 Shall thy lovingkindness be declared in the grave? or thy faithfulness in destruction?

13 Shall thy wonders be known in the dark? and thy righteousness in the land of forgetfulness?

14 But unto thee have I cried, O Lord; and in the morning shall my prayer prevent thee.

15 Lord, why castest thou off my soul? why hidest thou thy face from me?

16 I am afflicted and ready to die from my youth up: while I suffer thy terrors I am distracted.

17 Thy fierce wrath goeth over me; thy terrors have cut me off.

18 They came round about me daily like water; they compassed me about together.

19 Lover and friend hast thou put far from me, and mine acquaintance into darkness.

Tamil Indian Revised Version
பொட்டுப்பூச்சி அவர்களை ஆடையைப்போல் அரித்து, புழு அவர்களை ஆட்டுரோமத்தைப்போல் தின்னும்; என்னுடைய நீதியோ என்றென்றைக்கும் நிலைக்கும், என் இரட்சிப்பு தலைமுறை தலைமுறைதோறும் இருக்கும்.

Tamil Easy Reading Version
ஏனென்றால், அவர்கள் பழைய ஆடைகளைப் போன்றவர்கள். அவற்றைப் பொட்டுப்பூச்சிகள் உண்ணும் அவர்கள் மரக் கட்டையைப்போலாவார்கள். கரையான் அவற்றை உண்ணும். ஆனால், எனது நன்மை என்றென்றும் தொடரும். எனது இரட்சிப்பு என்றென்றும் தொடரும்!”

Thiru Viviliam
⁽ஏனெனில், பொட்டுப்பூச்சி அவர்களை␢ ஆடையெனத் தின்றழிக்கும்;␢ அரிப்புழு அவர்களை␢ ஆட்டு மயிரென அரித்தொழிக்கும்;␢ நான் அளிக்கும் விடுதலையோ␢ என்றென்றும் நிலைக்கும்;␢ நான் வழங்கும் மீட்போ␢ தலைமுறைதோறும் நீடிக்கும்.⁾

ஏசாயா 51:7ஏசாயா 51ஏசாயா 51:9

King James Version (KJV)
For the moth shall eat them up like a garment, and the worm shall eat them like wool: but my righteousness shall be for ever, and my salvation from generation to generation.

American Standard Version (ASV)
For the moth shall eat them up like a garment, and the worm shall eat them like wool; but my righteousness shall be for ever, and my salvation unto all generations.

Bible in Basic English (BBE)
For like a coat they will be food for the insect, the worm will make a meal of them like wool: but my righteousness will be for ever, and my salvation to all generations.

Darby English Bible (DBY)
For the moth shall eat them up like a garment, and the worm shall eat them like wool; but my righteousness shall be for ever, and my salvation from generation to generation.

World English Bible (WEB)
For the moth shall eat them up like a garment, and the worm shall eat them like wool; but my righteousness shall be forever, and my salvation to all generations.

Young’s Literal Translation (YLT)
For as a garment eat them doth a moth, And as wool eat them doth a worm, And My righteousness is to the age, And My salvation to all generations.

ஏசாயா Isaiah 51:8
பொட்டுப்பூச்சி அவர்களை வஸ்திரத்தைப்போல் அரித்து, புழு அவர்களை ஆட்டுமயிரைப்போல் தின்னும்; என்னுடைய நீதியோ என்றென்றைக்கும் நிலைக்கும், என் இரட்சிப்பு தலைமுறை தலைமுறைதோறும் இருக்கும்.
For the moth shall eat them up like a garment, and the worm shall eat them like wool: but my righteousness shall be for ever, and my salvation from generation to generation.

For
כִּ֤יkee
the
moth
כַבֶּ֙גֶד֙kabbegedha-BEH-ɡED
shall
eat
them
up
יֹאכְלֵ֣םyōʾkĕlēmyoh-heh-LAME
garment,
a
like
עָ֔שׁʿāšash
and
the
worm
וְכַצֶּ֖מֶרwĕkaṣṣemerveh-ha-TSEH-mer
shall
eat
יֹאכְלֵ֣םyōʾkĕlēmyoh-heh-LAME
wool:
like
them
סָ֑סsāssahs
but
my
righteousness
וְצִדְקָתִי֙wĕṣidqātiyveh-tseed-ka-TEE
shall
be
לְעוֹלָ֣םlĕʿôlāmleh-oh-LAHM
ever,
for
תִּֽהְיֶ֔הtihĕyetee-heh-YEH
and
my
salvation
וִישׁוּעָתִ֖יwîšûʿātîvee-shoo-ah-TEE
from
generation
לְד֥וֹרlĕdôrleh-DORE
to
generation.
דּוֹרִֽים׃dôrîmdoh-REEM