Psalm 86:16
ତୁମ୍ଭେ ମାେ ପ୍ରତି ଦୃଷ୍ଟି ଦିଅ ଏବଂ ଦୟା କର। ମୁଁ ତୁମ୍ଭର ଦାସ, ମାେତେ ଶକ୍ତି ଦିଅ। ମୁଁ ତୁମ୍ଭର ଦାସ, ମାେତେ ରକ୍ଷା କର।
Psalm 86:16 in Other Translations
King James Version (KJV)
O turn unto me, and have mercy upon me; give thy strength unto thy servant, and save the son of thine handmaid.
American Standard Version (ASV)
Oh turn unto me, and have mercy upon me; Give thy strength unto thy servant, And save the son of thy handmaid.
Bible in Basic English (BBE)
O be turned to me and have mercy on me: give your strength to your servant, and your salvation to the son of her who is your servant.
Darby English Bible (DBY)
Turn toward me, and be gracious unto me; give thy strength unto thy servant, and save the son of thine handmaid.
Webster's Bible (WBT)
O turn to me, and have mercy upon me; give thy strength to thy servant, and save the son of thy handmaid.
World English Bible (WEB)
Turn to me, and have mercy on me! Give your strength to your servant. Save the son of your handmaid.
Young's Literal Translation (YLT)
Look unto me, and favour me, Give Thy strength to Thy servant, And give salvation to a son of Thine handmaid.
| O turn | פְּנֵ֥ה | pĕnē | peh-NAY |
| unto | אֵלַ֗י | ʾēlay | ay-LAI |
| mercy have and me, | וְחָ֫נֵּ֥נִי | wĕḥānnēnî | veh-HA-NAY-nee |
| upon me; give | תְּנָֽה | tĕnâ | teh-NA |
| strength thy | עֻזְּךָ֥ | ʿuzzĕkā | oo-zeh-HA |
| unto thy servant, | לְעַבְדֶּ֑ךָ | lĕʿabdekā | leh-av-DEH-ha |
| save and | וְ֝הוֹשִׁ֗יעָה | wĕhôšîʿâ | VEH-hoh-SHEE-ah |
| the son | לְבֶן | lĕben | leh-VEN |
| of thine handmaid. | אֲמָתֶֽךָ׃ | ʾămātekā | uh-ma-TEH-ha |
Cross Reference
ଗୀତସଂହିତା 116:16
ମୁଁ ତୁମ୍ଭର ଦାସ। ମୁଁ ତୁମ୍ଭର ଜଣେ ଦାସୀର ସନ୍ତାନ ଅଟେ। ହେ ସଦାପ୍ରଭୁ, ତୁମ୍ଭେ ମାେତେ ମୃତ୍ଯୁର ଶିଙ୍କୁଳିରୁ ମୁକ୍ତ କର।
ଗୀତସଂହିତା 25:16
ହେ ସଦାପ୍ରଭୁ, ମୁଁ ଆଘାତ ପ୍ରାପ୍ତ ଓ ଏକୁଟିଆ। ତୁମ୍ଭର କୃପାଦୃଷ୍ଟି ମାେ ଉପରେ ପକାଅ।
କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1:11
ଯେପରି ପରମେଶ୍ବର ତାହାଙ୍କ ମହାନ୍ ଶକ୍ତି ଦ୍ବାରା ତୁମ୍ଭମାନଙ୍କୁ ଶକ୍ତିଶାଳୀ କରନ୍ତୁ ; ଯେ ତୁମ୍ଭମାନେେ ର୍ଧୈୟ୍ଯବାନ ହବେ ଓ କଷ୍ଟ ପଡ଼ିଲେ, ପଳାୟନ କରିବ ନାହିଁ, ସେଥିପାଇଁ ପରମେଶ୍ବର ତୁମ୍ଭମାନଙ୍କୁ ଶକ୍ତି ଦିଅନ୍ତୁ।
ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 4:13
ଖ୍ରୀଷ୍ଟଙ୍କଠାରୁ ମାେତେ ଶକ୍ତି, ପ୍ରଦତ୍ତ ହାଇେଥିବାରୁ, ତାଙ୍କ ମାଧ୍ଯମ ରେ ମୁଁ ସବୁକିଛି କରିବାକୁ ସକ୍ଷମ।
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 6:10
ଏହି ପତ୍ର ସମାପ୍ତ କଲା ସମୟରେ ମୁଁ କୁ ହେ, ପ୍ରଭୁଙ୍କଠା ରେ ଓ ତାହାଙ୍କର ମହାନ ଶକ୍ତି ରେ ବଳବାନ ହୁଅ।
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3:16
ମୁଁ ପରମେଶ୍ବରଙ୍କଠା ରେ ପ୍ରାର୍ଥନା କରେ, ଯେପରି ସେ ତାହାଙ୍କ ସମସ୍ତ ମହିମା ସହିତ ତୁମ୍ଭମାନଙ୍କୁ ଆତ୍ମିକଭାବେ ଶକ୍ତିୟୁକ୍ତ ହବୋ ପାଇଁ ତାହାଙ୍କର ଶକ୍ତି ପ୍ରଦାନ କରିବେ। ସେ ପବିତ୍ର ଆତ୍ମାଙ୍କ ଦ୍ବାରା ତୁମ୍ଭମାନଙ୍କୁ ସହେି ଶକ୍ତି ପ୍ରଦାନ କରିବେ।
ଲୂକଲିଖିତ ସୁସମାଚାର 1:38
ମରିୟମ କହିଲେ, ମୁଁ ପ୍ରଭୁଙ୍କର ଦାସୀ କନ୍ଯା ଅଟେ। ତୁମ୍ଭେ ମାେତେ ଯାହା କହିଲ, ମାେ ପାଇଁ ତାହା ହିଁ ହେଉ। ତା'ପରେ ସ୍ବର୍ଗଦୂତ ତାହାଙ୍କ ପାଖରୁ ଚାଲିଗଲେ।
ଯିଖରିୟ 10:12
ସଦାପ୍ରଭୁ ତାଙ୍କର ନିଜର ଲୋକମାନଙ୍କୁ ବଳବାନ୍ କରିବେ। ତାଙ୍କ ନାମ ରେ, ସମାନେେ ସବୁସ୍ଥାନକୁ ଯିବେ। ଏହା ସଦାପ୍ରଭୁ କହିଥିଲେ।
ଯିଶାଇୟ 45:24
ତାହା ହେଲେ ଲୋକେ କହିବେ, କବଳେ ସଦାପ୍ରଭୁଙ୍କଠା ରେ ଧାର୍ମିକତା ଓ ଶକ୍ତି ଅଛି।'
ଯିଶାଇୟ 40:29
ସେ ଦୁର୍ବଳକୁ ବଳ ଦିଅନ୍ତି ଓ ଶକ୍ତିହୀନକୁ ଶକ୍ତି ପ୍ରଦାନ କରନ୍ତି।
ଗୀତସଂହିତା 138:3
ହେ ପରମେଶ୍ବର, ମୁଁ ତୁମ୍ଭକୁ ସାହାୟ୍ଯ ପାଇଁ ଡ଼ାକିଲି। ତୁମ୍ଭେ ମାେତେ ଉତ୍ତର ଦଲେ !ତୁମ୍ଭେ ମାେତେ ସାହାସୀ ଏବଂ ଶକ୍ତ କଲ।
ଗୀତସଂହିତା 119:132
ହେ ପରମେଶ୍ବର, ମାେତେ ଦେଖ ଓ ମାେ ପ୍ରତି ଦୟା କର। ତୁମ୍ଭର ନାମକୁ ଭଲପାଉଥିବା ଲୋକମାନଙ୍କ ପାଇଁ ୟାହା କରିବା ଉଚିତ୍ ତାହା କର।
ଗୀତସଂହିତା 119:94
ମୁଁ ତୁମ୍ଭର, ତଣେୁ ମାେତେ ରକ୍ଷା କର। କାରଣ ମୁଁ ତୁମ୍ଭର ନିର୍ଦ୍ଦେଶସବୁର ଅନ୍ବଷେଣ କରିଅଛ।
ଗୀତସଂହିତା 90:13
ହେ ସଦାପ୍ରଭୁ, ଆମ୍ଭ ପାଖକୁ ଫରେି ଆସ, ଆଉ କେତେ ଦିନ ତୁମ୍ଭେ ଅପେକ୍ଷା କରିବ ? ଆପଣା ଦାସ ପ୍ରତି ଦୟା କର।
ଗୀତସଂହିତା 84:5
ସହେି ଲୋକମାନେ କେତେ ଭାଗ୍ଯବାନ୍ ଯେଉଁମାନଙ୍କର ଶକ୍ତି ତୁମ୍ଭଠାରୁ ଆସେ। ଏବଂ ଯେଉଁମାନେ ତୁମ୍ଭ ମନ୍ଦିରରେ ଭ୍ରମଣ ଚିନ୍ତା କରନ୍ତି।
ଗୀତସଂହିତା 69:16
ହେ ସଦାପ୍ରଭୁ, ତୁମ୍ଭର ସ୍ନହପେୂର୍ଣ୍ଣ କରୁଣା ଉତ୍ତମ। ତଣେୁ ମାେତେ ଉତ୍ତର ଦିଅ। ମାରେ ସହାୟତା ପାଇଁ କୃପାସହକାରେ ମାେତେ ଚାହଁ।
ଗୀତସଂହିତା 28:7
ସଦାପ୍ରଭୁ ହିଁ ମାରେ ବଳ। ସେ ମାରେ ଢ଼ାଲ ସଦୃଶ। ମୁଁ ତାଙ୍କଠାରେ ବିଶ୍ବାସ କରେ କାରଣ ସେ ମାେତେ ରକ୍ଷା କଲେ। ମୁଁ ଅତି ଖୁସି। ମୁଁ ଆଜି ପ୍ରଶଂସାର ଗୀତ ଗାଇବି।