Psalm 80:13
ବନରୁ ବରାହ ଆସି ଦ୍ରାକ୍ଷାବୃକ୍ଷ ଉପାଡ଼ି ପକାଏ, ବନର ପଶୁଗଣ ତା'ର ପତ୍ର ଖାଇୟାନ୍ତି।
Psalm 80:13 in Other Translations
King James Version (KJV)
The boar out of the wood doth waste it, and the wild beast of the field doth devour it.
American Standard Version (ASV)
The boar out of the wood doth ravage it, And the wild beasts of the field feed on it.
Bible in Basic English (BBE)
It is uprooted by the pigs from the woods, the beasts of the field get their food from it.
Darby English Bible (DBY)
The boar out of the forest doth waste it, and the beast of the field doth feed off it.
Webster's Bible (WBT)
Why hast thou then broke down her hedges, so that all they who pass by the way do pluck her?
World English Bible (WEB)
The boar out of the wood ravages it. The wild animals of the field feed on it.
Young's Literal Translation (YLT)
A boar out of the forest doth waste it, And a wild beast of the fields consumeth it.
| The boar | יְכַרְסְמֶ֣נָּֽה | yĕkarsĕmennâ | yeh-hahr-seh-MEH-na |
| wood the of out | חֲזִ֣יר | ḥăzîr | huh-ZEER |
| doth waste | מִיָּ֑עַר | miyyāʿar | mee-YA-ar |
| beast wild the and it, | וְזִ֖יז | wĕzîz | veh-ZEEZ |
| of the field | שָׂדַ֣י | śāday | sa-DAI |
| doth devour | יִרְעֶֽנָּה׃ | yirʿennâ | yeer-EH-na |
Cross Reference
ଯିରିମିୟ 5:6
ସମାନେେ ପରମେଶ୍ବରଙ୍କ ବିରୁଦ୍ଧାଚରଣ କରିଛନ୍ତି। ତେଣୁ ବନରୁ ଏକ ସିଂହ ବାହାରି ସମାନଙ୍କେୁ ବଧ କରିବ ଓ ସନ୍ଧ୍ଯା କାଳୀନ ଗଧିଆ ସମାନଙ୍କେୁ ବିନାଶ କରିବ। ଚିତାବାଘ ସମାନଙ୍କେ ନଗର ସମୂହ ନିକଟରେ ଛକି ରହିବ। ଯେଉଁଲୋକ ନଗରରୁ ବାହାରିବ, ସେ ତାକୁ ବିଦୀର୍ଣ୍ଣ କରିବ। କାରଣ ସମାନେେ ବହୁ ଅପରାଧ କରିଛନ୍ତି ଓ ସମାନେେ ବହୁବାର ସଦାପ୍ରଭୁଙ୍କଠାରୁ ବିପଥଗାମୀ ହାଇେଛନ୍ତି।
ଯିରିମିୟ 52:12
ପଞ୍ଚମ ମାସର ଦଶମ ଦିନ ରେ, ବାବିଲର ରାଜା ନବୂଖଦନିତ୍ସର ରାଜାର ରାଜତ୍ବର ଉନବିଂଶ ବର୍ଷ ରେ ନବୂଷରଦନ୍ ନାମକ ପ୍ରହରୀବର୍ଗର ସନୋପତି ୟିରୁଶାଲମକୁ ଆସିଲା।
ଯିରିମିୟ 52:7
ନଗରର ଏକ ସ୍ଥାନ ଭଗ୍ନ ହବୋରୁ ସମସ୍ତ ଯୋଦ୍ଧା ରାତ୍ରି ସମୟରେ ରାଜାର ଉଦ୍ୟାନ ନିକଟସ୍ଥ ଦୁଇ ପ୍ରାଚୀରର ମଧ୍ଯବର୍ତ୍ତୀ ଦ୍ବାରପଥ ଦଇେ ପଳାଇଲେ। ସେ ସମୟରେ କଲଦୀଯମାନେ ନଗରର ବିରୁଦ୍ଧ ରେ ଚତୁର୍ଦ୍ଦିଗ ରେ ଘରେି ରହିଥିଲେ। ସମାନେେ ପ୍ରାନ୍ତର ଆଡ଼କୁ ପଳାଯନ କଲେ।
ଯିରିମିୟ 51:34
ସିୟୋନର ଲୋକମାନେ କହିବେ, ବାବିଲର ରାଜା ନବୂଖଦନିତ୍ସର ଆମ୍ଭମାନଙ୍କୁ ଗ୍ରାସ କରିଅଛି, ସେ ଆମ୍ଭମାନଙ୍କୁ ଚୂର୍ଣ୍ଣ କରିଅଛି। ସେ ଆମ୍ଭମାନଙ୍କୁ ଶୂନ୍ଯପାତ୍ର ସଦୃଶ କରିଅଛି। ସେ ଆମ୍ଭମାନଙ୍କୁ ନାଗସାପ ସଦୃଶ ଗ୍ରାସ କରିଅଛି। ଆମ୍ଭମାନଙ୍କର ସୁଖାଦ୍ୟ ଦ୍ରବ୍ଯ ରେ ସେ ଉଦର ପୂର୍ଣ୍ଣ କରିଅଛି ଓ ସେ ଆମ୍ଭମାନଙ୍କୁ ଦୂରକୁ ଫିଙ୍ଗି ଦଇେଅଛି।
ଯିରିମିୟ 39:1
ଅନନ୍ତର ଯିହୁଦାର ରାଜା ସିଦିକିଯର ରାଜଜ୍ବର ନବମ ବର୍ଷର ଦଶମ ମାସ ରେ ବାବିଲର ରାଜା ନବୁଖଦନିତ୍ସର ଓ ତାହାର ସମସ୍ତ ସୈନ୍ଯ ୟିରୁଶାଲମର ବିରୁଦ୍ଧ ରେ ଆସି ତାହା ଅବରୋଧ କଲେ।
ଯିରିମିୟ 4:7
ଏକ ସିଂହ ନିଜ ଗହ୍ବରରୁ ବାହାରିଅଛି। ନାନା ଦେଶୀଯମାନଙ୍କର ବିନାଶକ ଆସୁଅଛି। ତୁମ୍ଭର ନଗରସବୁ ଧ୍ବଂସ ହବେ, ଆଉ ସଗେୁଡ଼ିକ ଜନଶୂନ୍ଯ ହବେ। ଏଥିପାଇଁ ସେ ନିଜ ସ୍ଥାନରୁ ବାହାରି ତୁମ୍ଭର ଦେଶକୁ ଉଜାଡ଼ିବାକୁ ଆସୁଛନ୍ତି।
ଦିତୀୟ ବଂଶାବଳୀ 36:1
ଯିହୁଦାର ଲୋକମାନେ ଯିହାୟୋଦାରହସ୍ଙ୍କୁ ୟିରୁଶାଲମ ରେ ନୂତନ ରାଜା ରୂପେ ମନୋନୀତ କଲେ। ୟିହୋଯାହସ୍ ଯୋଶିୟଯଙ୍କ ପୁତ୍ର ଥିଲେ।
ଦିତୀୟ ବଂଶାବଳୀ 32:1
ହିଜକିଯ ଏହି ସମସ୍ତ ବିଷଯ ବିଶ୍ବସ୍ତତାର ସହିତ ସମାପ୍ତ କରିବା ପରେ ଏହିପରି ଘଟିଲା, ଅଶୂରର ରାଜା ସନ୍ ହରେୀବ୍ ଯିହୁଦା ଦେଶ ଆକ୍ରମଣ କରିବାକୁ ଆସିଲେ। ସନ୍ ହରେୀବ୍ ଓ ତାଙ୍କର ସୈନ୍ଯଦଳ ଦୁର୍ଗଗୁଡ଼ିକର ବାହା ରେ ଛାଉଣୀ ସ୍ଥାପନ କଲେ। ସେ ସହେି ସହରଗୁଡ଼ିକୁ ପରାସ୍ତ କରିବାର ଯୋଜନା କରିଥିବାରୁ ଏହିପରି କଲେ। ସନ୍ ହରେୀବ୍ ନିଜ ନିମନ୍ତେ ଏହିସବୁ ସହର ଜଯ କରିବାକୁ ଇଚ୍ଛା କରୁଥିଲେ।
ଦିତୀୟ ରାଜାବଳୀ 24:1
ଯିହାୟୋକୀମ୍ର ରାଜତ୍ବ କାଳ ରେ, ବାବିଲର ରାଜା ନବୂଖଦ୍ନିତ୍ସର ୟିହୂଦା ଓ ଯିହାୟୋକୀମ୍କୁ ତିନି ବର୍ଷ ଧରି ଆକ୍ରମଣ କଲେ। ତା'ପରେ ସେ ତାଙ୍କୁ ଅମାନ୍ଯ କରି ତାଙ୍କର ବିଦ୍ରୋହୀ ହେଲ।
ଦିତୀୟ ରାଜାବଳୀ 18:1
ଇଶ୍ରାୟେଲର ରାଜା ଏଲାଙ୍କ ପୁତ୍ର, ହାେେଶୟଙ୍କ ରାଜତ୍ବର ତୃତୀୟ ବର୍ଷ ରେ ଅହସ୍ଙ୍କ ପୁତ୍ର ହିଜକିଯ ଯିହୁଦା ରେ ରାଜ୍ଯ ଶାସନ କରିବାକୁ ଆରମ୍ଭ କଲେ।