ଗୀତସଂହିତା 8:3 in Oriya

ଓଡିଆ ଓଡିଆ ବାଇବେଲ ଗୀତସଂହିତା ଗୀତସଂହିତା 8 ଗୀତସଂହିତା 8:3

Psalm 8:3
ହେ ସଦାପ୍ରଭୁ ମାେ ଉପରେ ଥିବା ସ୍ବର୍ଗକୁ ଚାହିଁଲେ ତାହା ତୁମ୍ଭ ଅଙ୍ଗୁଳି ଦ୍ବାରା ନିର୍ମିତ ବୋଲି ଜଣାପଡ଼େ। ମୁଁ ସହେି ଆକାଶରେ ତୁମ୍ଭ ସୃଷ୍ଟି ଚନ୍ଦ୍ର ଓ ନକ୍ଷତ୍ରଗଣଙ୍କୁ ଦେଖେ ଓ ଆଶ୍ଚର୍ୟ୍ଯ ହୁଏ।

Psalm 8:2Psalm 8Psalm 8:4

Psalm 8:3 in Other Translations

King James Version (KJV)
When I consider thy heavens, the work of thy fingers, the moon and the stars, which thou hast ordained;

American Standard Version (ASV)
When I consider thy heavens, the work of thy fingers, The moon and the stars, which thou hast ordained;

Bible in Basic English (BBE)
When I see your heavens, the work of your fingers, the moon and the stars, which you have put in their places;

Darby English Bible (DBY)
When I see thy heavens, the work of thy fingers, the moon and stars, which thou hast established;

Webster's Bible (WBT)
Out of the mouth of babes and sucklings hast thou ordained strength because of thy enemies, that thou mightest still the enemy and the avenger.

World English Bible (WEB)
When I consider your heavens, the work of your fingers, The moon and the stars, which you have ordained;

Young's Literal Translation (YLT)
For I see Thy heavens, a work of Thy fingers, Moon and stars that Thou didst establish.

When
כִּֽיkee
I
consider
אֶרְאֶ֣הʾerʾeer-EH
thy
heavens,
שָׁ֭מֶיךָšāmêkāSHA-may-ha
the
work
מַעֲשֵׂ֣יmaʿăśêma-uh-SAY
fingers,
thy
of
אֶצְבְּעֹתֶ֑יךָʾeṣbĕʿōtêkāets-beh-oh-TAY-ha
the
moon
יָרֵ֥חַyārēaḥya-RAY-ak
stars,
the
and
וְ֝כוֹכָבִ֗יםwĕkôkābîmVEH-hoh-ha-VEEM
which
אֲשֶׁ֣רʾăšeruh-SHER
thou
hast
ordained;
כּוֹנָֽנְתָּה׃kônānĕttâkoh-NA-neh-ta

Cross Reference

ଗୀତସଂହିତା 111:2
ସଦାପ୍ରଭୁ ଆଶ୍ଚର୍ୟ୍ଯ କର୍ମମାନ କରନ୍ତି। ଯେଉଁମାନେ ତାଙ୍କୁ ଚାହାଁନ୍ତି ସମାନେେ ସମସ୍ତେ ଆଗ୍ରହରେ ଅପେକ୍ଷା କରନ୍ତି।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1:20
ପରମେଶ୍ବରଙ୍କ ବିଷୟ ରେ କେତକେ ତଥ୍ଯ ଲୋକେ ଦେଖି ପାରିବେ ନାହିଁ। ତାହାଙ୍କର ଅନନ୍ତ ଶକ୍ତି ଓ ପରମେଶ୍ବରତ୍ବ ତାହାଙ୍କୁ ପରମେଶ୍ବର ବୋଲି ପ୍ରମାଣିତ କରୁଥିବା ସମସ୍ତ କଥା। କିନ୍ତୁ ଜଗତର ସୃଷ୍ଟିର ଆରମ୍ଭରୁ ସଗେୁଡ଼ିକ ଲୋକମାନଙ୍କ ବୁଝିବା ପାଇଁ ସହଜ କରା ଯାଇଛି। ଏଗୁଡ଼ିକ ପରମେଶ୍ବର ସୃଷ୍ଟି କରିଥିବା ବସ୍ତୁଗୁଡ଼ିକରୁ ସ୍ପଷ୍ଟ ହାଇେ ଥାଏ। ସେଥିପାଇଁ ମନ୍ଦ କାର୍ୟ୍ଯ କରିବା ପାଇଁ ଲୋକମାନଙ୍କ ପାଖ ରେ କୌଣସି ବାହାନା ନାହିଁ।

ଗୀତସଂହିତା 148:3
ହେ ସୂର୍ୟ୍ଯ ଓ ଚନ୍ଦ୍ର, ତାଙ୍କର ପ୍ରଶଂସା କର ! ହେ ଆକାଶର ଦୀପ୍ତିମଯ ତାରାଗଣ ତାଙ୍କର ପ୍ରଶଂସା କର।

ଗୀତସଂହିତା 104:19
ପରମେଶ୍ବର ଋତୁ ନିରୂପଣ ନିମନ୍ତେ ଚନ୍ଦ୍ର ସୃଷ୍ଟି କରିଛନ୍ତି। ସୂର୍ୟ୍ଯ ଆପଣା ଅସ୍ତଗମନ ଜାଣେ।

ଆୟୁବ ପୁସ୍ତକ 25:3
କହେି ବ୍ଯକ୍ତି ତାଙ୍କର ତାରାଗଣର ସଂଖ୍ଯା ଗଣନା କରିପାରିବେ ନାହିଁ। ସେ ସମସ୍ତଙ୍କୁ ସମାନ ଭାବରେ ସୂର୍ୟ୍ଯକିରଣ ପ୍ରଦାନ କରନ୍ତି।

ଯାତ୍ରା ପୁସ୍ତକ 31:18
ତେଣୁ ସଦାପ୍ରଭୁ ସୀନଯ ପର୍ବତ ରେ ମାଶାଙ୍କେ ସହିତ କଥାବାର୍ତ୍ତା ନିଯମ ସ୍ବରୂପେ ପରମେଶ୍ବରଙ୍କ ଅଙ୍ଗୁଳି-ଲିଖିତ ଦୁଇଟି ପ୍ରସ୍ତର ପଟା ଫଳକ ତାଙ୍କୁ ଦେଲେ।

ଆଦି ପୁସ୍ତକ 1:1
ଆରମ୍ଭରେ ପରମେଶ୍ବର ଆକାଶ ଓ ପୃଥିବୀକୁ ସୃଷ୍ଟି କଲେ।

ଲୂକଲିଖିତ ସୁସମାଚାର 11:20
ମୁଁ ଭୁତମାନଙ୍କୁ ବାହାର କରିଦବୋପାଇଁ ପରମେଶ୍ବରଙ୍କ ଶକ୍ତି ବ୍ଯବହାର କରୁଛି। ଏକଥା ସ୍ପଷ୍ଟ ଦଖାଇେ ଦେଉଛି ଯେ ପରମେଶ୍ବରଙ୍କ ରାଜ୍ଯ ତୁମ୍ଭମାନଙ୍କ ପାଖକୁ ଆସିଗଲାଣି।

ଗୀତସଂହିତା 136:7
ପରମେଶ୍ବର ମହାନ୍ ଜ୍ଯୋତିର୍ଗଣ ନିର୍ମାଣ କଲେ। ତାହାଙ୍କ ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।

ଗୀତସଂହିତା 89:11
ସ୍ବର୍ଗ ଓ ପୃଥିବୀ ତୁମ୍ଭର ଅଟେ। ତୁମ୍ଭେ ଜଗତକୁ ସୃଷ୍ଟି କରିଛ ଓ ସମସ୍ତ ବସ୍ତୁଗୁଡ଼ିକ ଏହା ଉପରେ ଅଛି।

ଗୀତସଂହିତା 33:6
ସଦାପ୍ରଭୁ ଆଦେଶ ଦେଲେ ଓ ପୃଥିବୀ ସୃଷ୍ଟି ହେଲା। ପରମେଶ୍ବରଙ୍କ ନିଶ୍ବାସରୁ ପୃଥିବୀରେ ସବୁକିଛି ସୃଷ୍ଟି ହେଲା।

ଗୀତସଂହିତା 19:1
ଆକାଶ ପରମେଶ୍ବରଙ୍କର ମହିମା ଓ ଗୌରବ ବର୍ଣ୍ଣନା କରେ। ଆକାଶ ତାଙ୍କର ହସ୍ତ ନିର୍ମିତ ସମସ୍ତ ଉତ୍ତମ ବସ୍ତୁର ବର୍ଣ୍ଣନା କରେ।

ଆୟୁବ ପୁସ୍ତକ 36:24
ମନରେଖ, ପରମେଶ୍ବରଙ୍କ କାର୍ୟ୍ଯ ପାଇଁ ତାଙ୍କୁ ପ୍ରଶଂସା କର। ବହୁତ ଲୋକେ ପରମେଶ୍ବରଙ୍କୁ ପ୍ରଶଂସା କରି ଅନକେ ଗୀତ ଲେଖିଛନ୍ତି।

ଆୟୁବ ପୁସ୍ତକ 25:5
ପରମେଶ୍ବରଙ୍କ ଦୃଷ୍ଟି ରେ ଚନ୍ଦ୍ର ମଧ୍ଯ ପବିତ୍ର ଓ ଦୀପ୍ତିମାନ ନୁହେଁ। ଏପରିକି ନକ୍ଷତ୍ର ସମୂହ ମଧ୍ଯ ନିର୍ମଳ ନୁହଁନ୍ତି।

ଆୟୁବ ପୁସ୍ତକ 22:12
ପରମେଶ୍ବରଙ୍କ ନିବାସସ୍ଥାନ ସ୍ବର୍ଗର ସବୁଠୁ ଉର୍ଦ୍ଧ ରେ ନୁହଁ କି ? ଦେଖ ନକ୍ଷତ୍ରଗଣ ମଧ୍ଯ କେତେ ଉଚ୍ଚ ରେ ଅଛନ୍ତି।

ଦିତୀୟ ବିବରଣ 4:19
ଏପରି ସାବଧାନ ହକ୍ସ୍ଟଅ, ଯେତବେେଳେ ତୁମ୍ଭମାନେେ ସୂର୍ୟ୍ଯ,ଚନ୍ଦ୍ର, ତାରାଗଣଙ୍କକ୍ସ୍ଟ ଆକାଶ ରେ ଦେଖ। ତୁମ୍ଭମାନେେ ସମାନଙ୍କେୁ ବି ମାହେିତ ହାଇେ ପ୍ରଣାମ କରିବା ଓ ସବୋ କରିବା ଉଚିତ୍ ନକ୍ସ୍ଟ ହେଁ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅନ୍ୟ ସମସ୍ତ ଜାତିଗଣ ଏହିସବୁ କରିବାକୁ ରଖିଛନ୍ତି।

ଯାତ୍ରା ପୁସ୍ତକ 8:19
ତେଣୁ ମନ୍ତ୍ରଜ୍ଞମାନେ ଫାରୋଙ୍କୁ କହିଲେ, ପରମେଶ୍ବର ଏହା କରିଛନ୍ତି। କିନ୍ତୁ ଫାରୋ ପୁଣି ଜିଦ୍ଖୋର ହେଲେ। ସେ ସମାନଙ୍କେ କଥା ଶୁଣିଲେ ନାହିଁ।

ଆଦି ପୁସ୍ତକ 1:16
ତେଣୁ ପରମେଶ୍ବର ଦୁଇଟି ମହାଜାତିେ ସୃଷ୍ଟି କଲେ। ପରମେଶ୍ବର ଦିନ ରେ କତ୍ତୁର୍ତ୍ବ କରିବା ପାଇଁ ବଡ଼ ଜ୍ଯୋତି ଓ ରାତ୍ରି ରେ କତ୍ତୁର୍ତ୍ବ କରିବା ପାଇଁ ସାନ ଜାତିେ ନିର୍ମାଣ କଲେ। ପରମେଶ୍ବର ତାରାଗଣଙ୍କୁ ମଧ୍ଯ ସୃଷ୍ଟି କଲେ।