Psalm 78:68
ନାଁ, ପରମେଶ୍ବର ଯିହୁଦା ଗୋଷ୍ଠୀକୁ ମନୋନୀତ କଲେ ଓ ଆପଣାର ପ୍ରିଯ ସଯୋନ୍ ପର୍ବତକୁ ମନୋନୀତ କଲେ।
Psalm 78:68 in Other Translations
King James Version (KJV)
But chose the tribe of Judah, the mount Zion which he loved.
American Standard Version (ASV)
But chose the tribe of Judah, The mount Zion which he loved.
Bible in Basic English (BBE)
But he took the tribe of Judah for himself, and the mountain of Zion, in which he had pleasure.
Darby English Bible (DBY)
But chose the tribe of Judah, the mount Zion which he loved;
Webster's Bible (WBT)
But chose the tribe of Judah, the mount Zion which he loved.
World English Bible (WEB)
But chose the tribe of Judah, Mount Zion which he loved.
Young's Literal Translation (YLT)
And He chooseth the tribe of Judah, With mount Zion that He loved,
| But chose | וַ֭יִּבְחַר | wayyibḥar | VA-yeev-hahr |
| אֶת | ʾet | et | |
| the tribe | שֵׁ֣בֶט | šēbeṭ | SHAY-vet |
| of Judah, | יְהוּדָ֑ה | yĕhûdâ | yeh-hoo-DA |
| אֶֽת | ʾet | et | |
| the mount | הַ֥ר | har | hahr |
| Zion | צִ֝יּ֗וֹן | ṣiyyôn | TSEE-yone |
| which | אֲשֶׁ֣ר | ʾăšer | uh-SHER |
| he loved. | אָהֵֽב׃ | ʾāhēb | ah-HAVE |
Cross Reference
ଗୀତସଂହିତା 87:2
ସଦାପ୍ରଭୁ ଇଶ୍ରାୟେଲର ସମସ୍ତ ସ୍ଥାନ ଅପେକ୍ଷା ସିୟୋନର ଦ୍ବାର ସମୂହକୁ ଅଧିକ ସ୍ନହେ କରନ୍ତି।
ଆଦି ପୁସ୍ତକ 49:8
ଯିହୁଦା, ତୁମ୍ଭର ଭାଇମାନେ ତୁମ୍ଭର ପ୍ରଶଂସା କରିବେ। ତୁମ୍ଭେ ତୁମ୍ଭର ଶତୃମାନଙ୍କୁ ପରାସ୍ତ କରିବ। ତୁମ୍ଭର ଭାଇମାନେ ତୁମ୍ଭକୁ ପ୍ରଣାମ କରିବେ।
ରୂତର ବିବରଣ 4:17
ସହେି ସ୍ତ୍ରୀ ଲୋକମାନେ କହିଲେ, ବର୍ତ୍ତମାନ ନୟମୀର ଏକ ପକ୍ସ୍ଟତ୍ର ଅଛି। ତେଣୁ ସମାନେେ ତା'ର ନାମ ଦେଲେ, ଓବେଦ୍। ସେ ଥିଲା ୟିଶଯର ପିତା ଏବଂ ୟିଶଯ ଥିଲା ରାଜା ଦାଉଦଙ୍କର ପିତା।
ପ୍ରଥମ ଶାମୁୟେଲ 16:1
ସଦାପ୍ରଭୁ ଶାମୁୟେଲଙ୍କୁ କହିଲେ, ତୁମ୍ଭେ କେତକୋଳ ଶାଉଲଙ୍କ ପାଇଁ ଶୋକ କରିବ? ମୁ ତାଙ୍କୁ ଇଶ୍ରାୟେଲର ରାଜା ରୂପେ ପ୍ରତ୍ଯାଖ୍ଯାନ କରିଛି। ତୁମ୍ଭେ ଆପଣା ଶିଙ୍ଗ ତୈଳ ରେ ପୂର୍ଣ୍ଣ କରିଗ୍ଭଲ, ମୁ ତୁମ୍ଭକୁ ବୈଥ୍ଲହମରେ ୟିଶୀ ନାମକ ବ୍ଯକ୍ତି ନିକଟକକ୍ସ୍ଟ ପଠାଇବି। କାରଣ ତାହାର ପକ୍ସ୍ଟତ୍ରମାନ୍ଙ୍କ ମଧ୍ଯରକ୍ସ୍ଟ ମୁ ଆପଣା ପାଇଁ ଏକ ରାଜା ଦେଖିଅଛକ୍ସ୍ଟ।
ଦିତୀୟ ବଂଶାବଳୀ 6:6
କିନ୍ତୁ ଆମ୍ଭେ ବର୍ତ୍ତମାନ ୟିରୁଶାଲମକୁ ଆମ୍ଭର ନାମାର୍ଥେ ଏକ ସ୍ଥାନ ରୂପେ ନିରୂପଣ କରିଅଛୁ। ଏବଂ ଆମ୍ଭେ ଆମ୍ଭର ଲୋକ ଦାଉଦକୁ ଇଶ୍ରାୟେଲକୁ ନତେୃତ୍ବ ଦବୋ ନିମନ୍ତେ ମନୋନୀତ କରିଅଛୁ।'
ଗୀତସଂହିତା 132:12
ଦାଉଦ, ୟଦି ତୁମ୍ଭର ଉତ୍ତରାଧିକାରୀଗଣ ଆମ୍ଭର ନିଯମକୁ ଓ ଆମ୍ଭେ ଯେଉଁ ବ୍ଯବସ୍ଥା ଶିକ୍ଷା ସମାନଙ୍କେୁ ଦିଏ ସଗେୁଡ଼ିକୁ ମାନନ୍ତି, ତବେେ ତୁମ୍ଭ ପରିବାରରୁ କହେିଜଣେ ସବୁଦିନ ରାଜା ହାଇେ ରହିବି।