ଗୀତସଂହିତା 78:3
ଆମ୍ଭେ ଏହି ଗପ ଶୁଣିଅଛୁ ଏବଂ ଆମ୍ଭେ ସମାନଙ୍କେ ବିଷଯରେ ଭଲଭାବରେ ଜାଣିଛୁ। ୟାହା ଆମ୍ଭମାନଙ୍କର ପିତା ଆମ୍ଭମାନଙ୍କୁ କହିଥିଲେ।
Which | אֲשֶׁ֣ר | ʾăšer | uh-SHER |
we have heard | שָׁ֭מַעְנוּ | šāmaʿnû | SHA-ma-noo |
and known, | וַנֵּדָעֵ֑ם | wannēdāʿēm | va-nay-da-AME |
fathers our and | וַ֝אֲבוֹתֵ֗ינוּ | waʾăbôtênû | VA-uh-voh-TAY-noo |
have told | סִפְּרוּ | sippĕrû | see-peh-ROO |
us. | לָֽנוּ׃ | lānû | la-NOO |
Cross Reference
ଗୀତସଂହିତା 44:1
ହେ ପରମେଶ୍ବର, ଆମ୍ଭେ ତୁମ୍ଭ ବିଷଯରେ ଶୁଣିଅଛୁ। ଆମ୍ଭର ପିତୃପୁରୁଷଙ୍କୁ ଜୀବନ କାଳରେ ଓ ପୁର୍ବରେ ତୁମ୍ଭେ ୟାହାସବୁ କରିଥିଲ ତାହା ଆମ୍ଭମାନେେ ଶୁଣିଅଛୁ। ସମାନେେ ତାହା ଆମ୍ଭମାନଙ୍କୁ ଜଣାଇଅଛନ୍ତି।
ଯାତ୍ରା ପୁସ୍ତକ 12:26
ଯେ ତବେଳେ ତୁମ୍ଭର ପିଲାମାନେ ତୁମ୍ଭକୁ ପଚାରିବେ, 'ତୁମ୍ଭମାନେେ କାହିଁକି ଏପରି ପର୍ବ ପାଳନ କରୁଛ?'
ଯାତ୍ରା ପୁସ୍ତକ 13:8
ସହେିଦିନ ତୁମ୍ଭେ ପିଲାମାନଙ୍କୁ ନିଶ୍ଚଯ କହିବ, 'ଆମ୍ଭେ ଏହି ଭୋଜିର ଆଯୋଜନ କରିଛୁ ଯେ ହତେୁ ସଦାପ୍ରଭଛୁ ଆମ୍ଭକୁ ମିଶରରୁ ଏହିଦିନ ମୁକ୍ତ କରିଥିଲେ।'
ଯାତ୍ରା ପୁସ୍ତକ 13:14
ଭବିଷ୍ଯତ ରେ ତୁମ୍ଭମାନଙ୍କର ସନ୍ତାନମାନେ ପଚାରିବେ, ତୁମ୍ଭେ କାହିଁକି ଏପରି କରୁଛ? ଏବଂ ସମାନେେ ପଚାରିବେ, 'ଏସବୁର ଅର୍ଥ କ'ଣ? ଏବଂ ତୁମ୍ଭର ଉତ୍ତର ହବେ, 'ସଦାପ୍ରଭୁ ତାଙ୍କର ମହାନ ଶକ୍ତି ବଳ ରେ ମିଶରଠାରୁ ଆମ୍ଭମାନଙ୍କୁ ଉଦ୍ଧାର କରିଛନ୍ତି। ଆମ୍ଭମାନେେ ସଠାେରେ ଦାସ ଥିଲୁ। କିନ୍ତୁ ସଦାପ୍ରଭୁ ଆମ୍ଭମାନଙ୍କୁ ସଠାରୁେ ବାହାର କରି ଏଠାକୁ ନଇେ ଆସିଛନ୍ତି।
ଗୀତସଂହିତା 48:8
ହଁ, ଆମ୍ଭମାନେେ ତୁମ୍ଭର ଶକ୍ତି ବିଷଯରେ ସହେି ଗଳ୍ପ ସବୁ ଶୁଣି ଅଛୁ। କିନ୍ତୁ ଆମ୍ଭେ ପରମେଶ୍ବରଙ୍କର ଶକ୍ତି ଦେଖି ଅଛୁ। ଆମ୍ଭେ ସହେି ପରମେଶ୍ବରଙ୍କ ନଗରରେ ବାସ କରୁ, ୟପରେି ସୈନ୍ଯାଧିପତି ପରମେଶ୍ବର ଚିରଦିନ ଲାଗି ସହେି ନଗରକୁ ଅଧିକ ଶକ୍ତିଶାଳୀ କରିଛନ୍ତି।