ଗୀତସଂହିତା 71:8 in Oriya

ଓଡିଆ ଓଡିଆ ବାଇବେଲ ଗୀତସଂହିତା ଗୀତସଂହିତା 71 ଗୀତସଂହିତା 71:8

Psalm 71:8
ମୁଁ ସର୍ବଦା, ତୁମ୍ଭେ କରିଥିବା ଆଶ୍ଚର୍ୟ୍ଯ କର୍ମ ବିଷଯରେ ଗାନ କରୁଛି।

Psalm 71:7Psalm 71Psalm 71:9

Psalm 71:8 in Other Translations

King James Version (KJV)
Let my mouth be filled with thy praise and with thy honour all the day.

American Standard Version (ASV)
My mouth shall be filled with thy praise, And with thy honor all the day.

Bible in Basic English (BBE)
My mouth will be full of your praise and glory all the day.

Darby English Bible (DBY)
My mouth shall be filled with thy praise, with thy glory, all the day.

Webster's Bible (WBT)
Let my mouth be filled with thy praise and with thy honor all the day.

World English Bible (WEB)
My mouth shall be filled with your praise, With your honor all the day.

Young's Literal Translation (YLT)
Filled is my mouth `with' Thy praise, All the day `with' Thy beauty.

Let
my
mouth
יִמָּ֣לֵאyimmālēʾyee-MA-lay
be
filled
פִ֭יfee
praise
thy
with
תְּהִלָּתֶ֑ךָtĕhillātekāteh-hee-la-TEH-ha
and
with
thy
honour
כָּלkālkahl
all
הַ֝יּ֗וֹםhayyômHA-yome
the
day.
תִּפְאַרְתֶּֽךָ׃tipʾartekāteef-ar-TEH-ha

Cross Reference

ଗୀତସଂହିତା 35:28
ତଣେୁ ସଦାପ୍ରଭୁ, ମୁଁ ଲୋକମାନଙ୍କୁ କ ହେ, ତୁମ୍ଭେ କେତେ ମହାନ୍ ଅଟ। ମୁଁ ପ୍ରତିଦିନ ତୁମ୍ଭକୁ ପ୍ରଶଂସା କରେ।

ଗୀତସଂହିତା 146:2
ମୁଁ ଜୀବନସାରା ସଦାପ୍ରଭୁଙ୍କର ପ୍ରଶଂସା କରିବି। ମୁଁ ଜୀବନସାରା ମାରେ ପରମେଶ୍ବରଙ୍କର ପ୍ରଶଂସାର ଗୀତ ଗାଇବି।

ଗୀତସଂହିତା 104:1
ହେ ମାରେ ପ୍ରାଣ, ସଦାପ୍ରଭୁଙ୍କର ପ୍ରଶଂସା କର ! ହେ ସଦାପ୍ରଭୁ ମାରେ ପରମେଶ୍ବର, ତୁମ୍ଭେ ମହାନ୍। ତୁମ୍ଭେ ସମ୍ଭ୍ରମ ଓ ଐଶ୍ଚର୍ୟ୍ଯରେ ବିଭୂଷିତ।

ଗୀତସଂହିତା 51:14
ହେ ପରମେଶ୍ବର, ମୃତ୍ଯୁ ଦଣ୍ଡରୁ ମାେତେ ରକ୍ଷା କର। ହେ ମାରେ ପରମେଶ୍ବର, ଆପଣ ହେଉଛନ୍ତି ଏକମାତ୍ର ୟେ କି ମାେତେ ରକ୍ଷା କରି ପାରିବେ !ତୁମ୍ଭେ ମାେ ପାଇଁ କରିଥିବା ଧର୍ମ ବିଷଯ କାର୍ୟ୍ଯସବୁ ମୁଁ ଗାନ କରିବି।

ଗୀତସଂହିତା 63:5
ୟମେନ୍ତ ମଦେ ଓ ମଜ୍ଜା, ସହେିପରି ମାରେ ପ୍ରାଣ ପରିତୃପ୍ତ ହବେ। ମାେ ଆନନ୍ଦିତ ଓଷ୍ଠାଧାରରେ ତୁମ୍ଭର ପ୍ରଶଂସା କରିବି।

ଗୀତସଂହିତା 71:15
ମୁଁ ଲୋକମାନଙ୍କୁ କହିବି ତୁମ୍ଭେ କିପରି ଉତ୍ତମ ଅଟ। ତୁମ୍ଭେ ମାେତେ କିପରି ଅଗଣିତ ଥର ରକ୍ଷା କରିଥିଲ, ୟପରେିକି କେତେଥର ଗଣତି କରିପାରିବ ନାହିଁ।

ଗୀତସଂହିତା 71:24
ମାରେ ଜିହ୍ବା ତୁମ୍ଭର ସର୍ବଦା ଉତ୍ତମତା ଗାନ କରିବ, କାରଣ ମାେତେ ହତ୍ଯା କରିବାକୁ ଚାହିଁଥିବା ଲୋକମାନେ ପରାସ୍ତ ଓ ଅପମାନିତ ହବେେ।

ଗୀତସଂହିତା 96:6
ମହିମା ଏବଂ ସମ୍ମାନ ତାଙ୍କର ସମ୍ମୁଖରେ ଦୀପ୍ତି ପ୍ରକାଶ କରୁଛି। ଶକ୍ତି ଓ ଶୋଭା ତାହାଙ୍କ ମନ୍ଦିରରେ ବିଦ୍ଯମାନ।

ଗୀତସଂହିତା 145:1
ସେ ରାଜନ୍, ମାରେ ପରମେଶ୍ବର, ମୁଁ ତୁମ୍ଭର ପ୍ରଶଂସା କରିବି। ମୁଁ ସଦାସର୍ବଦା ତୁମ୍ଭ ନାମର ଧନ୍ଯବାଦ କରିବି।