Psalm 71:19
ହେ ପରମେଶ୍ବର, ତୁମ୍ଭର ଧର୍ମ ବହୁତ ଉଚ୍ଚ। ହେ ପରମେଶ୍ବର, ତୁମପରି ଆଉ କହେି ପରମେଶ୍ବର ନାହିଁ। ତୁମ୍ଭେ ଅନକେ ଆଶ୍ଚର୍ୟ୍ଯ କର୍ମମାନ କର।
Psalm 71:19 in Other Translations
King James Version (KJV)
Thy righteousness also, O God, is very high, who hast done great things: O God, who is like unto thee!
American Standard Version (ASV)
Thy righteousness also, O God, is very high; Thou who hast done great things, O God, who is like unto thee?
Bible in Basic English (BBE)
Your righteousness, O God, is very high; you have done great things; O God, who is like you?
Darby English Bible (DBY)
And thy righteousness, O God, reacheth on high, thou who hast done great things: O God, who is like unto thee?
Webster's Bible (WBT)
Thy righteousness also, O God, is very high, who hast done great things: O God, who is like to thee!
World English Bible (WEB)
Your righteousness also, God, reaches to the heavens; You have done great things. God, who is like you?
Young's Literal Translation (YLT)
And Thy righteousness, O God, `is' unto the heights, Because Thou hast done great things, O God, who `is' like Thee?
| Thy righteousness | וְצִדְקָתְךָ֥ | wĕṣidqotkā | veh-tseed-kote-HA |
| also, O God, | אֱלֹהִ֗ים | ʾĕlōhîm | ay-loh-HEEM |
| very is | עַד | ʿad | ad |
| high, | מָ֫ר֥וֹם | mārôm | MA-ROME |
| who | אֲשֶׁר | ʾăšer | uh-SHER |
| done hast | עָשִׂ֥יתָ | ʿāśîtā | ah-SEE-ta |
| great things: | גְדֹל֑וֹת | gĕdōlôt | ɡeh-doh-LOTE |
| O God, | אֱ֝לֹהִ֗ים | ʾĕlōhîm | A-loh-HEEM |
| who | מִ֣י | mî | mee |
| is like unto thee! | כָמֽוֹךָ׃ | kāmôkā | ha-MOH-ha |
Cross Reference
ଗୀତସଂହିତା 57:10
ତୁମ୍ଭର ପ୍ରମେ ଆକାଶ ପରି ଉଚ୍ଚ। ତୁମ୍ଭର ବିଶ୍ବସନୀଯତା ମେଘମାଳାକୁ ସ୍ପର୍ଶ କରୁଛି।
ଗୀତସଂହିତା 35:10
ସେତବେେଳେ ମାରେ ସମ୍ପୂର୍ଣ୍ଣ ଶରୀର କହିବ, ହେ ସଦାପ୍ରଭୁ, ତୁମ୍ଭ ଭଳି ଆଉ କହେି ନାହିଁ। ତୁମ୍ଭେ ଜଣେ ଦୁଃଖୀ ଲୋକକୁ ତାଠାରୁ ଅଧିକ ବଳଶାଳୀ ଶତ୍ରୁ କବଳରୁ ଉଦ୍ଧାର କରିଛ। ତୁମ୍ଭେ ଦୁଃଖୀ ଲୋକଟିକୁ ମନ୍ଦ ଲୋକଙ୍କ ପାଖରୁ ରକ୍ଷା କରିଛନ୍ତି, ଯେଉଁମାନେ ତାକୁ ଲୁଣ୍ଠନ କରିବା ପାଇଁ ଚାହୁଁଥିଲେ।
ଗୀତସଂହିତା 36:5
ହେ ସଦାପ୍ରଭୁ, ତୁମ୍ଭର ସ୍ନହପେୂର୍ଣ୍ଣ କରୁଣା ଆକାଶଠାରୁ ମହୀଯାନ୍। ତୁମ୍ଭର ବିଶ୍ବସ୍ତତା ଆକାଶର ବାଦଲଠାରୁ ଗରୀଯାନ୍।
ଯିଶାଇୟ 55:9
ସଦାପ୍ରଭୁ ସ୍ବଯଂ ଏହିକଥା କହିଛନ୍ତି, ଯେପରି ପୃଥିବୀଠାରୁ ସ୍ବର୍ଗମଣ୍ଡଳ ଉଚ୍ଚତର ସହେିପରି ଆମ୍ଭର ଚିନ୍ତାଧାରା ତୁମ୍ଭମାନଙ୍କର ଚିନ୍ତାଧାରାଠାରୁ ଉଚ୍ଚତର। ସହେିପରି ଆମ୍ଭର ମାର୍ଗସବୁ ତୁମ୍ଭମାନଙ୍କ ମାର୍ଗଠାରୁ ଉଚ୍ଚତର।
ଗୀତସଂହିତା 89:6
ସ୍ବର୍ଗରେ ସଦାପ୍ରଭୁଙ୍କ ତୁଲ୍ଯ କହେି ନାହିଁ। ଦବଗେଣକୁ ସଦାପ୍ରଭୁଙ୍କ ସଙ୍ଗେ ତୁଳନା କରାୟାଇ ପାରିବ ନାହିଁ।
ଲୂକଲିଖିତ ସୁସମାଚାର 1:49
କାରଣ ସର୍ବଶକ୍ତିମାନ ପରମେଶ୍ବର ମାେ ପାଇଁ ମହାନ୍ କାର୍ୟ୍ଯ ସବୁ କରିଛନ୍ତି। ତାହାଙ୍କର ନାମ ପବିତ୍ର ହେଉ।
ଯିରିମିୟ 10:7
ତେଣୁ ହେ ପରମେଶ୍ବର, ତୁମ୍ଭେ ସର୍ବଦେଶୀଯମାନଙ୍କ ମଧିଅରେ ମହାନ୍। ତୁମ୍ଭକୁ କିଏ ଭୟ ନ କରିବ ? ତୁମ୍ଭେ ତାହାର ଯୋଗ୍ଯ। ସର୍ବଦେଶୀଯ ମଧିଅରେ ବହୁ ଜ୍ଞାନୀ ଲୋକ ଅଛନ୍ତି, ମାତ୍ର ସମଗ୍ର ରାଜକୀଯ, ଐଶ୍ବର୍ୟ୍ଯଶାଳୀ ଓ ଜ୍ଞାନୀମାନଙ୍କ ମଧିଅରେ ତୁମ୍ଭ ତୁଲ୍ଯ କହେି ନାହାନ୍ତି।
ଯିଶାଇୟ 40:25
ତେଣୁ ସହେି ପବିତ୍ର ସ୍ବରୂପ କୁହନ୍ତି, ଆମ୍ଭେ କ'ଣ କାହା ସହିତ ତୁଳନୀଯ ହାଇପୋରିବା ? କାରଣ କହେି ଆମ୍ଭ ସହିତ ସମାନ ନୁହେଁ।
ଯିଶାଇୟ 40:18
ତବେେ ପରମେଶ୍ବରଙ୍କୁ ତୁମ୍ଭେ କାହା ସହିତ ତୁଳନା କରିପାରିବ ? ତାଙ୍କର ଏକ ମୂର୍ତ୍ତି ତୁମ୍ଭେ ଗଢ଼ି ପାରିବ ? ନା।
ଯିଶାଇୟ 5:16
ସଦାପ୍ରଭୁ ସର୍ବ ଶକ୍ତିମାନ ଉତ୍ତମ ବିଚାର କରିଲବ ଏବଂସଲାକମାଲନସସ ମହାନ୍ସବାଲି ଜାଣିବଲ। ପବିତ୍ର ପରଲମଶ୍ବର ଧାର୍ମିକତା ଆଣିଲବ ଓସଲାକମାଲନ ତାଙ୍କୁ ଭକ୍ତି କରିଲବ।
ହିତୋପଦେଶ 24:7
ଅଜ୍ଞାନ ଲୋକମାନେ ଜ୍ଞାନକୁ ବୁଝିପାରନ୍ତି ନାହିଁ। ଯେତବେେଳେ ଲୋକମାନେ ଗୁରୁତ୍ବପୂର୍ଣ୍ଣ କଥାବାର୍ତ୍ତା କରନ୍ତି ବୋକାମାନେ ନୀରବ ରୁହନ୍ତି।
ହିତୋପଦେଶ 15:24
ନୀଚସ୍ଥିତ ପାତାଳକୁ ତ୍ଯାଗ କରିବା ପାଇଁ ବୁଦ୍ଧିମାନ୍ ଲୋକଙ୍କ ନିମନ୍ତେ ଜୀବନର ପଥ ଉର୍ଦ୍ଧ୍ବଗାମୀ।
ଗୀତସଂହିତା 139:6
ମୁଁ ଆଶ୍ଚର୍ୟ୍ଯ ହୁଏ ୟେ, ତୁମ୍ଭେ ୟାହାସବୁ ଜାଣ। ମୁଁ ତାକୁ ବୁଝିପାରେ ନାହିଁ।
ଗୀତସଂହିତା 126:2
ଆମ୍ଭମାନେେ ଖୁସିରେ ପୂର୍ଣ୍ଣ ହାଇେଥିଲୁ ଏବଂ ଖୁସିରେ ଗୀତ ଗାଇଲୁ। ଅନ୍ୟ ଜାତିର ଲୋକମାନେ କହିଲେ, ସଦାପ୍ରଭୁ ସମାନଙ୍କେ ପାଇଁ ମହତ କର୍ମ କଲେ।
ଗୀତସଂହିତା 86:8
ହେ ପରମେଶ୍ବର, ଦବଗେଣଙ୍କ ମଧ୍ୟରେ ତୁମ୍ଭ ପରି ଆଉ କହେି ନାହିଁ। ତୁମ୍ଭେ ୟାହା କରିଛ କହେି ଏପରି କରିପାରିବେ ନାହିଁ।
ଗୀତସଂହିତା 72:18
ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଅଟନ୍ତି। ଅନନ୍ତର ପରମେଶ୍ବରଙ୍କର ଗୁଣଗାନ କର। କବଳେ ପରମେଶ୍ବର ମୁଁ ଏହିପରି ଆଶ୍ଚର୍ୟ୍ଯ କାର୍ୟ୍ଯମାନ କରି ପାରନ୍ତି।
ଆୟୁବ ପୁସ୍ତକ 5:9
ଲୋକେ ପରମେଶ୍ବରଙ୍କ ଆଶ୍ଚର୍ୟ୍ଯକର୍ମକୁ ବୁଝିପାରନ୍ତି ନାହିଁ କି ତାଙ୍କର ଅଲୌକିକ କାର୍ୟ୍ଯର ମଧ୍ଯ ଅନ୍ତ ନାହିଁ।
ଯାତ୍ରା ପୁସ୍ତକ 15:11
ହେ ସଦାପ୍ରଭୁ, ତୁମ୍ଭ ତୁଲ୍ଯ ଆଉ କୌଣସି ଦବେତା ଅଛି କି? ନା, ତୁମ୍ଭ ପରି ଆଉ କହେି ନାହିଁନ୍ତି। ତୁମ୍ଭେ ପବିତ୍ର ଅଟ। ତୁମ୍ଭେ ଆଶ୍ଚର୍ୟ୍ଯ ଶକ୍ତି ରେ ପରିପୂର୍ଣ୍ଣ, ତୁମ୍ଭେ ବଡ ଅଦ୍ଭୁତ କାର୍ୟ୍ଯ କର!