Psalm 65:2
ୟିଏକି ଆମ୍ଭର ପ୍ରାର୍ଥନା ଶୁଣନ୍ତି, ସମସ୍ତ ଲୋକମାନେ ତୁମ୍ଭ ପାଖକୁ ଆସିବେ।
Psalm 65:2 in Other Translations
King James Version (KJV)
O thou that hearest prayer, unto thee shall all flesh come.
American Standard Version (ASV)
O thou that hearest prayer, Unto thee shall all flesh come.
Bible in Basic English (BBE)
To you, O hearer of prayer, let the words of all flesh come.
Darby English Bible (DBY)
O thou that hearest prayer, unto thee shall all flesh come.
Webster's Bible (WBT)
To the chief Musician, A Psalm and Song of David. Praise waiteth for thee, O God, in Zion: and to thee shall the vow be performed.
World English Bible (WEB)
You who hear prayer, To you all men will come.
Young's Literal Translation (YLT)
Hearer of prayer, to Thee all flesh cometh.
| O thou that hearest | שֹׁמֵ֥עַ | šōmēaʿ | shoh-MAY-ah |
| prayer, | תְּפִלָּ֑ה | tĕpillâ | teh-fee-LA |
| unto | עָ֝דֶ֗יךָ | ʿādêkā | AH-DAY-ha |
| thee shall all | כָּל | kāl | kahl |
| flesh | בָּשָׂ֥ר | bāśār | ba-SAHR |
| come. | יָבֹֽאוּ׃ | yābōʾû | ya-voh-OO |
Cross Reference
ଯିଶାଇୟ 66:23
ସଦାପ୍ରଭୁ ପୁଣି କହନ୍ତି ଯେ, ପୃଥିବୀର ସମସ୍ତ ଲୋକ ମାେ ପାଖକୁ ପୂଜା କରିବା ପାଇଁ ଗୋଟିଏ ନୂତନ ଚନ୍ଦ୍ରରୁ ଅନ୍ୟ ଗୋଟିଏ ନୂତନ ଚନ୍ଦ୍ରକ ଏବଂ ଗୋଟିଏ ବିଶ୍ରାମବାରଠାରୁ ଅନ୍ୟ ବିଶ୍ରାମଦିନ ଆସିବ।
ଗୀତସଂହିତା 86:9
ହେ ପ୍ରଭୁ, ତୁମ୍ଭେ ପ୍ରେତ୍ୟକକ ଦେଶଗୁଡ଼ିକୁ ସୃଷ୍ଟି କରିଛ। ସମାନେେ ଆସିବେ ଓ ମଥାନତ ହାଇେ ତୁମ୍ଭ ସମ୍ମୁଖରେ ଛିଡ଼ା ହବେେ ଏବଂ ତୁମ୍ଭର ନାମକୁ ପ୍ରଶଂସା କରିବେ।
ଯୋହନଙ୍କ ପ୍ରଥମ ପତ୍ର 5:14
ଆମ୍ଭେ ନିଃସନ୍ଦହେ ରେ ତାହାଙ୍କ ନିକଟକୁ ଆସିବା କାରଣ ତାହାଙ୍କଠା ରେ ଆମ୍ଭର ଏହି ଭରସା ଅଛି ଯେ ଯେତବେେଳେ ଆମ୍ଭେ ତାହାଙ୍କ ଇଚ୍ଛା ଅନୁଯାଯୀ ତାହାଙ୍କ କୌଣସି ବିଷୟ ମାଗୁ ସେ ଆମ୍ଭର ପ୍ରାର୍ଥନା ଶୁଣନ୍ତି।
ଦାନିଏଲ 9:17
ଏଣୁ ବର୍ତ୍ତମାନ ହେ ସଦାପ୍ରଭୁ, ତୁମ୍ଭ ଦାସର ପ୍ରାର୍ଥନା ଗ୍ରହଣ କର। ତୁମ୍ଭର ପବିତ୍ର ସ୍ଥାନକୁ କରୁଣା ସହକା ରେ ଦେଖ। ତୁମ୍ଭର ନିଜର ଖ୍ଯାତି ପାଇଁ ଏହା କର।
ଯିରିମିୟ 29:12
ତେଣୁ ତୁମ୍ଭମାନେେ ଆମ୍ଭକୁ ଆହ୍ବାନ କରିବ ଓ ଆମ୍ଭ ନିକଟରେ ପ୍ରାର୍ଥନା କରିବ। ଆଉ ଆମ୍ଭେ ତୁମ୍ଭମାନଙ୍କ ପ୍ରାର୍ଥନା ପ୍ରତି ଧ୍ଯାନ ଦବୋ।
ଯିଶାଇୟ 65:24
ପୁଣି ସମାନେେ ଡ଼ାକିବା ପୂର୍ବରୁ ଆମ୍ଭେ ଉତ୍ତର ଦବୋ ଓ ସମାନେେ କଥା କହୁ କହୁ ଆମ୍ଭେ ଶୁଣିବା।
ଗୀତସଂହିତା 145:18
ସଦାପ୍ରଭୁ ସମସ୍ତ ପ୍ରାର୍ଥନାକାରୀଙ୍କର ନିକଟବର୍ତ୍ତୀ ଅଟନ୍ତି, ଯେଉଁମାନେ ତାଙ୍କୁ ସାହାୟ୍ଯ ପାଇଁ ଡ଼ାକନ୍ତି।
ଗୀତସଂହିତା 66:4
ସମୁଦାଯ ପୃଥିବୀ ତୁମ୍ଭର ପ୍ରଣାମ କରୁ ଏବଂ ସମୁଦାଯ ଲୋକ ତୁମ୍ଭର ନାମ ପ୍ରଶଂସା ଗାନ କରନ୍ତୁ। ପ୍ରେତ୍ୟକକ ବ୍ଯକ୍ତି ଗୀତ ଦ୍ବାରା ତୁମ୍ଭର ନାମକୁ ପ୍ରଶଂସା କରନ୍ତୁ।
ଦିତୀୟ ବଂଶାବଳୀ 33:13
ମନଃଶି ପରମେଶ୍ବରଙ୍କ ନିକଟରେ ପ୍ରାର୍ଥନା କଲେ ଓ ତାଙ୍କୁ ସାହାୟ୍ଯ କରିବା ନିମନ୍ତେ ପରମେଶ୍ବରଙ୍କୁ ଅନୁ ରୋଧ କରିବାକୁ ଲାଗିଲେ। ସଦାପ୍ରଭୁ ମନଃଶିଙ୍କ ପ୍ରାର୍ଥନା ଶୁଣିଲେ ଓ ତାଙ୍କୁ ଦୟା କଲେ। ସଦାପ୍ରଭୁ ତାଙ୍କୁ ୟିରୁଶାଲମକୁ ଓ ତାଙ୍କ ସିଂହାସନକୁ ଫରୋଇ ଆଣିଲେ। ଏହାପରେ ମନଃଶି ଜାଣିଲେ ଯେ, ସଦାପ୍ରଭୁ ପରମେଶ୍ବର ହିଁ ସତ୍ଯ ଅଟନ୍ତି।
ପ୍ରଥମ ରାଜାବଳୀ 18:37
ହେ ସଦାପ୍ରଭୁ, ମାେ ପ୍ରାର୍ଥନାର ଉତ୍ତର ଦିଅ। ଆଉ ଏହି ଲୋକମାନଙ୍କୁ ଦଖାଇେ ଦିଅ ଯେ ତୁମ୍ଭେ ସଦାପ୍ରଭୁ, ପରମେଶ୍ବର, ତାହା ହେଲେ ସମାନେେ ସର୍ବାନ୍ତଃକରଣ ରେ ଜାଣିବେ ଯେ ତୁମ୍ଭେ ସମାନଙ୍କେୁ ତୁମ୍ଭ ନିକଟକୁ ଫରୋଇ ଆଣିଛ।
ପ୍ରଥମ ରାଜାବଳୀ 18:29
ଅପରାହ୍ନ ଅତିକ୍ରାନ୍ତ ହେଲା, ମାତ୍ର ଅଗ୍ନି ସୃଷ୍ଟି ହେଲା ନାହିଁ। ସମାନେେ ସନ୍ଧ୍ଯାକାଳୀନ ବଳିଦାନ ଉତ୍ସର୍ଗ କରିବା ପର୍ୟ୍ଯନ୍ତ ପ୍ରକାପ କରି ଚାଲିଲେ। କିନ୍ତୁ କୌଣସି ଶଦ୍ଦ ହେଲା ନାହିଁ, ବାଲ୍ କିଛି ଉତ୍ତର କଲେ ନାହିଁ କିମ୍ବା କହେି ମନୋୟୋଗ କଲେ ନାହିଁ।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 11:15
ସପ୍ତମ ଦୂତ ତାହାଙ୍କ ତୂରୀ ବଜାଇଲେ। ସ୍ବର୍ଗ ରେ ଉଚ୍ଚ ସ୍ବରମାନ ଶୁଣାଗଲା। ସମାନେେ କହିଲେ,
ରେରିତମାନଙ୍କ କାର୍ଯ୍ୟର ବିବରଣ 10:31
ସେ କହିଲେ, 'କର୍ଣ୍ଣୀଲିୟ, ପରମେଶ୍ବର ତୁମ୍ଭର ପ୍ରାର୍ଥନା ଶୁଣିଛନ୍ତି ଓ ତୁମ୍ଭେ ଗରିବମାନଙ୍କୁ ଦଇେଥିବା ଦାନ ମନେ ରଖିଛନ୍ତି।
ଯୋହନଲିଖିତ ସୁସମାଚାର 12:32
ମୁଁ ଜଗତରୁ ଉର୍ଦ୍ଧ୍ବକୁ ଉତ୍ଥିତ ହବେି। ଯେତବେେଳେ ଏହା ଘଟିବ, ମୁଁ ସବୁ ଲୋକମାନଙ୍କୁ ମାେ ନିକଟକୁ ନଇେ ୟିବି।
ଲୂକଲିଖିତ ସୁସମାଚାର 11:9
ତେଣୁ ମୁଁ ତୁମ୍ଭମାନଙ୍କୁ କହୁଛି, ବାରମ୍ବାର ମାଗୁଥାଅ। ତା ହେଲ ପରମେଶ୍ବର ତୁମ୍ଭମାନଙ୍କୁ ଦବେେ। ଖାଜେୁଥାଅ। ତୁମ୍ଭମାନେେ ପାଇବ। ଦୁଆର ଠକ୍ଠକ୍ କରି ଚାଲି ଥାଅ। ତୁମ୍ଭ ପାଇଁ ଦୁଆର ଖାଲିେଯିବ।
ଯିଶାଇୟ 49:6
ପୁଣି ସଦାପ୍ରଭୁ କହିଲେ, ତୁମ୍ଭେ ଯାକୁବର ପରିବାରବର୍ଗକୁ ଉତ୍ଥାପନ କରିବା ପାଇଁ ଓ ଇଶ୍ରାୟେଲ ରକ୍ଷିତ ଲୋକମାନଙ୍କୁ ପୁନର୍ବାର ଆଣିବା ପାଇଁ ଆମ୍ଭର ସବେକ ହବେ ; ଏହା ଅତି କ୍ଷୁଦ୍ର ବିଷଯ ; ତୁମ୍ଭେ ଯେପରି ପୃଥିବୀର ଶଷେ ସୀମା ପର୍ୟ୍ଯନ୍ତ ଆମ୍ଭ କୃତ ପରିତ୍ରାଣ ସ୍ବରୂପ ହବେ, ସେଥିପାଇଁ ଆମ୍ଭେ ତୁମ୍ଭକୁ ଅନ୍ୟ ଦେଶୀଯମାନଙ୍କର ଦୀପ୍ତିସ୍ବରୂପ କରିବା।
ଗୀତସଂହିତା 102:17
ଯେଉଁମାନେ ଗରିବ ଅବସ୍ଥାରେ ଅଛନ୍ତି, ପରମେଶ୍ବର ସମାନଙ୍କେର ପ୍ରାର୍ଥନା ଶୁଣିବେ। ସେ ସମାନଙ୍କେର ବୀନତିକୁ ଉପେକ୍ଷା କରିବେ ନାହିଁ।
ଗୀତସଂହିତା 66:19
ପରମେଶ୍ବର ମାରେ କଥା ଶୁଣିଅଛନ୍ତି। ପରମେଶ୍ବର ମାରେ ପ୍ରାର୍ଥନା ଗ୍ରହଣ କରିଛନ୍ତି।
ଗୀତସଂହିତା 22:27
ଦୂର ଦୂରାନ୍ତ ଦେଶର ଲୋକମାନେ ସଦାପ୍ରଭୁଙ୍କୁ ସ୍ମରଣ ରଖି ତାଙ୍କ ନିକଟକୁ ଆସନ୍ତୁ। ବିଦେଶର ଲୋକମାନେ ତାଙ୍କୁ ପ୍ରଣାମ କରନ୍ତୁ।