Psalm 65:1
ହେ ସିୟୋନର ପରମେଶ୍ବର, ତୁମ୍ଭେ ପ୍ରଶଂସିତ ହବୋର ହକ୍ଦାର। ଆମ୍ଭମାନେେ ତୁମ୍ଭଠାରେ କରିଥିବା ପ୍ରତିଜ୍ଞା ପୂରଣ କରିବୁ।
Psalm 65:1 in Other Translations
King James Version (KJV)
Praise waiteth for thee, O God, in Sion: and unto thee shall the vow be performed.
American Standard Version (ASV)
Praise waiteth for thee, O God, in Zion; And unto thee shall the vow be performed.
Bible in Basic English (BBE)
<To the chief music-maker. A Psalm. Of David. A Song.> It is right for you, O God, to have praise in Zion: to you let the offering be made.
Darby English Bible (DBY)
{To the chief Musician. A Psalm of David: a Song.} Praise waiteth for thee in silence, O God, in Zion; and unto thee shall the vow be performed.
World English Bible (WEB)
> Praise waits for you, God, in Zion. To you shall vows be performed.
Young's Literal Translation (YLT)
To the Overseer. -- A Psalm of David. A Song. To Thee, silence -- praise, O God, `is' in Zion, And to Thee is a vow completed.
| Praise | לְךָ֤ | lĕkā | leh-HA |
| waiteth | דֻֽמִיָּ֬ה | dumiyyâ | doo-mee-YA |
| God, O thee, for | תְהִלָּ֓ה | tĕhillâ | teh-hee-LA |
| in Sion: | אֱלֹ֘הִ֥ים | ʾĕlōhîm | ay-LOH-HEEM |
| vow the shall thee unto and | בְּצִיּ֑וֹן | bĕṣiyyôn | beh-TSEE-yone |
| be performed. | וּ֝לְךָ֗ | ûlĕkā | OO-leh-HA |
| יְשֻׁלַּם | yĕšullam | yeh-shoo-LAHM | |
| נֶֽדֶר׃ | neder | NEH-der |
Cross Reference
ଗୀତସଂହିତା 76:11
ଲୋକମାନେ ପରମେଶ୍ବରଙ୍କଠାରେ ମାନସିକ କରନ୍ତି, ଏବଂ ସସବେୁକୁ ପରମେଶ୍ବରଙ୍କଠାରେ ଅର୍ପଣ କରନ୍ତି। ଲୋକମାନେ ଚତୁର୍ଦ୍ଦିଗରେ ଥିବା ଜାତିଗଣ ପରମେଶ୍ବରଙ୍କ ନିକଟକୁ ଉପହାର ଆଣିବା ଉଚିତ୍, ଯେଉଁମାନେ କି ସମ୍ମାନ ପାଇଁ ଉପୟୁକ୍ତ ଅଟନ୍ତି।
ଗୀତସଂହିତା 62:1
ହଁ, ମାରେ ହୃଦଯ ଶାନ୍ତ ଭାବରେ ପରମେଶ୍ବରଙ୍କ ଅପେକ୍ଷା କରେ। ମାରେ ପରିତ୍ରାଣ ତାଙ୍କଠାରୁ ଅଲଗା।
ଗୀତସଂହିତା 116:17
ମୁଁ ତୁମ୍ଭକୁ ଏକ ଧନ୍ଯବାଦାର୍ଥକ ବଳି ଦବେି। ମୁଁ ସଦାପ୍ରଭୁଙ୍କର ନାମକୁ ଡ଼ାକିବି।
ଗୀତସଂହିତା 78:68
ନାଁ, ପରମେଶ୍ବର ଯିହୁଦା ଗୋଷ୍ଠୀକୁ ମନୋନୀତ କଲେ ଓ ଆପଣାର ପ୍ରିଯ ସଯୋନ୍ ପର୍ବତକୁ ମନୋନୀତ କଲେ।
ଗୀତସଂହିତା 76:2
ପରମେଶ୍ବରଙ୍କର ମନ୍ଦିର ଶାଲମରେେ ଅବସ୍ଥିତ। ପରମେଶ୍ବରଙ୍କର ବାସସ୍ଥାନ ସିୟୋନ୍ ପର୍ବତରେ ଅବସ୍ଥିତ।
ଗୀତସଂହିତା 56:12
ହେ ପରମେଶ୍ବର, ତୁମ୍ଭ ନିକଟରେ କରିଥିବା ପ୍ରତିଜ୍ଞା, ମୁଁ ପୂରଣ କରିବି। ମୁଁ ତୁମ୍ଭକୁ ଧନ୍ଯବାଦ ରୂପକ ନବୈେଦ୍ଯ ଦବେି।
ଗୀତସଂହିତା 21:13
ହେ ସଦାପ୍ରଭୁ ତୁମ୍ଭର ଶକ୍ତିର ବିଜଯ ଗୀତ ଚାରିଆଡ଼େ ଗୁଞ୍ଜରିତ ହେଉ। ଆମ୍ଭେ ସହେି ଗୀତ ଗାନ କରି ଓ ତୁମ୍ଭର ସଙ୍ଗୀତର ତାଳେ ତାଳେ ନୃତ୍ଯ କରି ତୁମ୍ଭର ପରାକ୍ରମ ସମ୍ପର୍କରେ ଚାରିଆଡ଼େ ପ୍ରଚାର କରିବୁ।
ପ୍ରଥମ ବଂଶାବଳୀ 25:1
ଦାଉଦ ଓ ସନୋଧ୍ଯକ୍ଷମାନେ ଆସଫର ପୁତ୍ରମାନଙ୍କୁ ଏକ ବିଶଷେ ସବୋକାର୍ୟ୍ଯ କରିବା ନିମନ୍ତେ ପୃଥକ୍ କଲେ। ଆସଫଙ୍କର ପୁତ୍ରମାନେ ଥିଲେ ହମେନ ଓ ୟିହୂଥୂନ। ବୀଣା, ସାରଙ୍ଗ ଓ ଗିନି ବଜାଇ ପରମେଶ୍ବରଙ୍କ ବାର୍ତ୍ତା ଘାଷେଣା କରିବା ହିଁ ସମାନଙ୍କେର ବିଶଷେ କାର୍ୟ୍ଯ ଥିଲା। ଯେଉଁମାନେ ଏହି ପ୍ରକାର ଭାବରେ ସବୋକାର୍ୟ୍ଯ କରୁଥିଲେ, ସମାନଙ୍କେର ତାଲିକା ଏହି :
ପ୍ରଥମ ବଂଶାବଳୀ 16:41
ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପ୍ରଶଂସାର ଗୀତ ଗାନ କରିବା ନିମନ୍ତେ ହମେନ୍, ୟିଦୂଥୂନଙ୍କୁ ଓ ଅନ୍ୟ ସମସ୍ତ ଲବେୀୟଗଣଙ୍କୁ ନାମଧରି ମନୋନୀତ କରାୟାଇଥିଲା, କାରଣ ସଦାପ୍ରଭୁଙ୍କ ପ୍ ରମେ ଅନନ୍ତକାଳବ୍ଯାପୀ।
ପ୍ରଥମ ବଂଶାବଳୀ 15:29
ନିଯମସିନ୍ଦୁକ ଯେତବେେଳେ ଦାଉଦଙ୍କ ନଗର ରେ ପହଞ୍ଚିଲା, ମୀଖଲ୍ ଏକ ଝରକା ଦଇେ ଅନାଇଲେ। ମୀଖଲ୍ ଶାଉଲଙ୍କ ଝିଅ ଥିଲେ। ସେ ଦେଖିଲେ ଯେ, ରାଜା ଦାଉଦ ନୃତ୍ଯ ଓ ଆନନ୍ଦ କରୁଅଛନ୍ତି। ସେ ହୃଦଯ ରେ ତାଙ୍କୁ ଘୃଣା କଲେ। ସେ ଭାବିଲେ, ଦାଉଦ ଏକ ମୂର୍ଖ ପରି ଆଚରଣ କରୁଅଛନ୍ତି।
ପ୍ରଥମ ବଂଶାବଳୀ 11:7
ଏହାପରେ ଦାଉଦ ଦୁର୍ଗ ମଧିଅରେ ଆପଣାର ଗୃହ ନିର୍ମାଣ କଲେ। ତେଣୁ ତାହାକୁ ଦାଉଦଙ୍କ ନଗର ବୋଲି ନାମିତ କରାଗଲା।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 14:1
ତା'ପରେ ମୁଁ ମାେ ସମ୍ମୁଖ ରେ ମଷେଶାବକଙ୍କୁ ଦେଖିଲି। ସେ ସିୟୋନ ପର୍ବତ ଉପରେ ଠିଆ ହାଇେଥିଲେ। ତାହାଙ୍କ ସହିତ 1,44,000 ଲୋକ ଥିଲେ। ସମାନଙ୍କେ କପାଳ ରେ ମଷେଶାବକ ଓ ତାହାଙ୍କ ପରମପିତାଙ୍କ ନାମ ଲଖାେଥିଲା।
ଗୀତସଂହିତା 115:1
ହେ ସଦାପ୍ରଭୁ, ଆମ୍ଭମାନେେ କୌଣସି ମହିମାର ୟୋଗ୍ଯ ନୁହଁ। ମହିମା ତ ତୁମ୍ଭର। ତୁମ୍ଭର ପ୍ରମେ ନିଷ୍ଠା ଯୋଗୁଁ ତୁମ୍ଭର ଗୌରବ ହେଉ।