Psalm 6

fullscreen1 ହେ ସଦାପ୍ରଭୁ, ତୁମ୍ଭେ କୋର୍ଧିତ ହାଇେ ମାେତେ ଦଣ୍ଡିତ କର ନାହିଁ। ତୁମ୍ଭେ ବିରକ୍ତ ହାଇେ ମାେତେ ଦଣ୍ଡ ଦିଅ ନାହିଁ।

fullscreen2 ହେ ସଦାପ୍ରଭୁ, ମାେ ପ୍ରତି ଦୟା କର। ମୁଁ ରୁଗ୍ଣ ଓ ଦୁର୍ବଳ। ମାେତେ ସୁସ୍ଥ କର କାରଣ ମାରେ ଅସ୍ଥିସବୁ କମ୍ପିତ ହେଉଅଛି।

fullscreen3 ମାରେ ସମଗ୍ର ଶରୀର କମ୍ପୁଅଛି। ହେ ସଦାପ୍ରଭୁ, ଆଉ କେତେ କାଳ ପରେ ତୁମ୍ଭେ ମାେତେ ସୁସ୍ଥ କରିବ।

fullscreen4 ହେ ସଦାପ୍ରଭୁ, ତୁମ୍ଭେ ଫରେିଆସ ଓ ମାେତେ ପୁନର୍ବାର ଅଧିକ ବଳଶାଳୀ କର। ତୁମ୍ଭେ ଅତ୍ଯନ୍ତ କରୁଣାରେ ମାେତେ ଉଦ୍ଧାର କର।

fullscreen5 ମୃତ ଲୋକମାନେ ତୁମ୍ଭକୁ ସମାନଙ୍କେର କବରରେ କବେେ ମନେ ପକାନ୍ତି ନାହିଁ। ମୃତମାନେ ତୁମ୍ଭକୁ ପ୍ରଶଂସା କରନ୍ତି ନାହିଁ। ସେଥିପାଇଁ ମାେତେ ରକ୍ଷା କର।

fullscreen6 ହେ ସଦାପ୍ରଭୁ, ସାରା ରାତି ମୁଁ ତୁମ୍ଭକୁ ପ୍ରାର୍ଥନା କଲି। ମାରେ ବିଛଣା ମାରେ ଲୁହରେ ଭିଜିଗଲା। ମୁଁ ଅତି ଦୁର୍ବଳ ତୁମ୍ଭକୁ କାକୁତ୍ତି କରି ଜଣାଉଛି।

fullscreen7 ମାରେ ଶତ୍ରୁମାନେ ମାେତେ ବହୁତ ଦୁଃଖ ଦଇେଛନ୍ତି, ୟାହାକି ମାେତେ ବହୁତ ଦୁଃଖୀ କରିଛି। ବର୍ତ୍ତମାନ ମାରେ ଚକ୍ଷୁଦ୍ବଯ ବହୁତ କ୍ରନ୍ଦନ କରିଥିବା ଯୋଗୁଁ କ୍ଷୀଣ।

fullscreen8 ହେ ଅଧର୍ମୀ ଲୋକସବୁ, ମାେ ନିକଟରୁ ଦୂର ହାଇୟୋଅ। କାରଣ ସଦାପ୍ରଭୁ ମାରେ କ୍ରନ୍ଦନ ଶୁଣିଛନ୍ତି।

fullscreen9 ସଦାପ୍ରଭୁ ମାରେ ପ୍ରାର୍ଥନା ଶୁଣିଛନ୍ତି। ସଦାପ୍ରଭୁ ମାରେ ପ୍ରାର୍ଥନାକୁ ଗ୍ରହଣ କରିଛନ୍ତି ଓ ମାରେ ପ୍ରାର୍ଥନାର ଉତ୍ତର ମଧ୍ଯ ଦଇେଛନ୍ତି।

1 O Lord, rebuke me not in thine anger, neither chasten me in thy hot displeasure.

2 Have mercy upon me, O Lord; for I am weak: O Lord, heal me; for my bones are vexed.

3 My soul is also sore vexed: but thou, O Lord, how long?

4 Return, O Lord, deliver my soul: oh save me for thy mercies’ sake.

5 For in death there is no remembrance of thee: in the grave who shall give thee thanks?

6 I am weary with my groaning; all the night make I my bed to swim; I water my couch with my tears.

7 Mine eye is consumed because of grief; it waxeth old because of all mine enemies.

8 Depart from me, all ye workers of iniquity; for the Lord hath heard the voice of my weeping.

9 The Lord hath heard my supplication; the Lord will receive my prayer.

Psalm 6 in Tamil and English

1 ହେ ସଦାପ୍ରଭୁ, ତୁମ୍ଭେ କୋର୍ଧିତ ହାଇେ ମାେତେ ଦଣ୍ଡିତ କର ନାହିଁ। ତୁମ୍ଭେ ବିରକ୍ତ ହାଇେ ମାେତେ ଦଣ୍ଡ ଦିଅ ନାହିଁ।
O Lord, rebuke me not in thine anger, neither chasten me in thy hot displeasure.

2 ହେ ସଦାପ୍ରଭୁ, ମାେ ପ୍ରତି ଦୟା କର। ମୁଁ ରୁଗ୍ଣ ଓ ଦୁର୍ବଳ। ମାେତେ ସୁସ୍ଥ କର କାରଣ ମାରେ ଅସ୍ଥିସବୁ କମ୍ପିତ ହେଉଅଛି।
Have mercy upon me, O Lord; for I am weak: O Lord, heal me; for my bones are vexed.

3 ମାରେ ସମଗ୍ର ଶରୀର କମ୍ପୁଅଛି। ହେ ସଦାପ୍ରଭୁ, ଆଉ କେତେ କାଳ ପରେ ତୁମ୍ଭେ ମାେତେ ସୁସ୍ଥ କରିବ।
My soul is also sore vexed: but thou, O Lord, how long?

4 ହେ ସଦାପ୍ରଭୁ, ତୁମ୍ଭେ ଫରେିଆସ ଓ ମାେତେ ପୁନର୍ବାର ଅଧିକ ବଳଶାଳୀ କର। ତୁମ୍ଭେ ଅତ୍ଯନ୍ତ କରୁଣାରେ ମାେତେ ଉଦ୍ଧାର କର।
Return, O Lord, deliver my soul: oh save me for thy mercies’ sake.

5 ମୃତ ଲୋକମାନେ ତୁମ୍ଭକୁ ସମାନଙ୍କେର କବରରେ କବେେ ମନେ ପକାନ୍ତି ନାହିଁ। ମୃତମାନେ ତୁମ୍ଭକୁ ପ୍ରଶଂସା କରନ୍ତି ନାହିଁ। ସେଥିପାଇଁ ମାେତେ ରକ୍ଷା କର।
For in death there is no remembrance of thee: in the grave who shall give thee thanks?

6 ହେ ସଦାପ୍ରଭୁ, ସାରା ରାତି ମୁଁ ତୁମ୍ଭକୁ ପ୍ରାର୍ଥନା କଲି। ମାରେ ବିଛଣା ମାରେ ଲୁହରେ ଭିଜିଗଲା। ମୁଁ ଅତି ଦୁର୍ବଳ ତୁମ୍ଭକୁ କାକୁତ୍ତି କରି ଜଣାଉଛି।
I am weary with my groaning; all the night make I my bed to swim; I water my couch with my tears.

7 ମାରେ ଶତ୍ରୁମାନେ ମାେତେ ବହୁତ ଦୁଃଖ ଦଇେଛନ୍ତି, ୟାହାକି ମାେତେ ବହୁତ ଦୁଃଖୀ କରିଛି। ବର୍ତ୍ତମାନ ମାରେ ଚକ୍ଷୁଦ୍ବଯ ବହୁତ କ୍ରନ୍ଦନ କରିଥିବା ଯୋଗୁଁ କ୍ଷୀଣ।
Mine eye is consumed because of grief; it waxeth old because of all mine enemies.

8 ହେ ଅଧର୍ମୀ ଲୋକସବୁ, ମାେ ନିକଟରୁ ଦୂର ହାଇୟୋଅ। କାରଣ ସଦାପ୍ରଭୁ ମାରେ କ୍ରନ୍ଦନ ଶୁଣିଛନ୍ତି।
Depart from me, all ye workers of iniquity; for the Lord hath heard the voice of my weeping.

9 ସଦାପ୍ରଭୁ ମାରେ ପ୍ରାର୍ଥନା ଶୁଣିଛନ୍ତି। ସଦାପ୍ରଭୁ ମାରେ ପ୍ରାର୍ଥନାକୁ ଗ୍ରହଣ କରିଛନ୍ତି ଓ ମାରେ ପ୍ରାର୍ଥନାର ଉତ୍ତର ମଧ୍ଯ ଦଇେଛନ୍ତି।
The Lord hath heard my supplication; the Lord will receive my prayer.