ଗୀତସଂହିତା 52:2 in Oriya

ଓଡିଆ ଓଡିଆ ବାଇବେଲ ଗୀତସଂହିତା ଗୀତସଂହିତା 52 ଗୀତସଂହିତା 52:2

Psalm 52:2
ତୁମ୍ଭେ ଲୋକମାନଙ୍କୁ ଧ୍ବଂସ କରିବାକୁ ଚକ୍ରାନ୍ତ କରୁଅଛ। ତୁମ୍ଭର ଜିହ୍ବା କ୍ଷୁରତୁଲ୍ଯ ତିକ୍ଷ୍ମ। ତୁମ୍ଭେ ମିଥ୍ଯା କହୁଛ ଏବଂ ଲୋକମାନଙ୍କୁ ଠକିବା ପାଇଁ ଚେଷ୍ଟା କରୁଛ !

Psalm 52:1Psalm 52Psalm 52:3

Psalm 52:2 in Other Translations

King James Version (KJV)
The tongue deviseth mischiefs; like a sharp razor, working deceitfully.

American Standard Version (ASV)
Thy tongue deviseth very wickedness, Like a sharp razor, working deceitfully.

Bible in Basic English (BBE)
Purposing destruction, using deceit; your tongue is like a sharp blade.

Darby English Bible (DBY)
Thy tongue deviseth mischievous things, like a sharp razor, practising deceit.

World English Bible (WEB)
Your tongue plots destruction, Like a sharp razor, working deceitfully.

Young's Literal Translation (YLT)
Mischiefs doth thy tongue devise, Like a sharp razor, working deceit.

Thy
tongue
הַ֭וּוֹתhawwôtHA-wote
deviseth
תַּחְשֹׁ֣בtaḥšōbtahk-SHOVE
mischiefs;
לְשׁוֹנֶ֑ךָlĕšônekāleh-shoh-NEH-ha
sharp
a
like
כְּתַ֥עַרkĕtaʿarkeh-TA-ar
razor,
מְ֝לֻטָּ֗שׁmĕluṭṭāšMEH-loo-TAHSH
working
עֹשֵׂ֥הʿōśēoh-SAY
deceitfully.
רְמִיָּֽה׃rĕmiyyâreh-mee-YA

Cross Reference

ହିତୋପଦେଶ 18:21
ମରଣ ଓ ଜୀବନ ଜିହ୍ବାର ଅଧୀନ। ଯେଉଁମାନେ କଥା କହିବାକୁ ଭଲ ଜାଣନ୍ତି, ଏହାର ଫଳ ଭୋଗିବେ।

ଗୀତସଂହିତା 57:4
ମାରେ ଜୀବନ ସଙ୍କଟପୂର୍ଣ୍ଣ। ମାରେ ଶତ୍ରୁମାନେ ମାରେ ଚତୁଃପାଶର୍‌ବରେ ଘରେି ରହିଛନ୍ତି। ସମାନେେ ମଣିଷ ଖିଆ ସିଂହ ପରି। ସମାନଙ୍କେର ଦାନ୍ତ ବର୍ଚ୍ଛା ଓ ବାଣ ତୁଲ୍ଯ। ସମାନଙ୍କେର ଜିହ୍ବା ତୀକ୍ଷ୍ମ ଖଡ୍ଗ ତୁଲ୍ଯ।

ହିତୋପଦେଶ 12:18
ଯେଉଁ ଲୋକମାନେ କୌଣସି ଚିନ୍ତା ନ କରି କହନ୍ତି, ସମାନଙ୍କେର ଶବ୍ଦଗୁଡ଼ିକ ଦ୍ବିଶାଣିତ ଖଡ୍ଗ ପରି ଆଘାତ କରେ। ମାତ୍ର ଜ୍ଞାନୀ ଲୋକର କଥା ଉପଶମ ଆଣେ।

ଗୀତସଂହିତା 59:7
ତୁମ୍ଭେ ସମାନଙ୍କେ ଧମକ ଓ ଅପମାନକୁ ଶୁଣ। ସମାନେେ ଭାବନ୍ତି ସମାନଙ୍କେୁ କହେି ଶୁଣନ୍ତି ନାହିଁ। ୟେ ହତେୁ ସମାନେେ ଖରାପ କଥା କହନ୍ତି।

ରେରିତମାନଙ୍କ କାର୍ଯ୍ୟର ବିବରଣ 6:11
ତା'ପରେ ସମାନେେ କେତକେ ଲୋକଙ୍କୁ ଲାଞ୍ଚ ଦଇେ ଏହା କୁହାଇଲେ, ଆମ୍ଭେ ତାହାଙ୍କୁ ପରମେଶ୍ବର ଓ ମାଶାଙ୍କେର ବିରୁଦ୍ଧ ରେ ଖରାପ କଥା କହୁଥିବାର ଶୁଣିଲୁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 24:1
ମହାୟାଜକ ହନାନିୟ ପାଞ୍ଚଦିନ ପରେ କତକେ ୟିହୁଦୀୟ ନେତା ଓ ତତ୍ତୁର୍ଲ୍ଲ ନାମକ ଜଣେ ଓକିଲଙ୍କୁ ନଇେ କାଇସରୀଆ ରେ ପହନ୍ଚିଲେ। ସଠାେରେ ସମାନେେ ରାଜ୍ଯପାଳଙ୍କ ସାମନା ରେ ପାଉଲଙ୍କ ବିରୁଦ୍ଧ ରେ ଅଭିଯୋଗ କଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 24:5
ଏ ବ୍ଯକ୍ତି ଜଣେ ଗଣ୍ଡଗୋଳକାରୀ। ସେ ସାରା ପୃଥିବୀର ଯିହୂଦୀମାନଙ୍କ ମଧିଅରେ ବିଦ୍ରୋହ ସୃଷ୍ଟି କରୁଛି ଓ ଆନ୍ଦୋଳନ କରିବା ପାଇଁ ମତାଉଛି। ନାଜରିତୀୟ ସମ୍ପ୍ରଦାୟର ଜଣେ ମୁଖ୍ଯ ନେତା।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 4:2
ଆମ୍ଭେ ଲଜ୍ଜାପୂର୍ଣ୍ଣ ଓ ଗୁପ୍ତ କାର୍ୟ୍ଯଗୁଡ଼ିକୁ ଛାଡ଼ି ଦଇେଛୁ। ଆମ୍ଭେ କପଟ କରୁ ନାହୁଁ, ପରମେଶ୍ବରଙ୍କ ବାକ୍ଯ ରେ ପରିବର୍ତ୍ତନ କରୁ ନାହୁଁ, ବରଂ ଆମ୍ଭେ ସତ୍ଯକୁ ସରଳ ଭାବରେ ପ୍ରକାଶ କରୁଛୁ। ଏହାଦ୍ବାରା ଲୋକମାନଙ୍କଠା ରେ ଆମ୍ଭେ ନିଜର ବ୍ଯକ୍ତିତ୍ବ ପ୍ରତିପାଦନ କରୁଛୁ, ଯାହା ଦ୍ବାରା ସମସ୍ତେ ନିଜ ହୃଦୟ ରେ ଜାଣି ପାରିବେ ଯେ, ପରମେଶ୍ବରଙ୍କ ସମ୍ମୁଖ ରେ ଆମ୍ଭମାନେେ ସତ୍ଯ ବାକ୍ଯ ପ୍ରଚାର କରୁଅଛୁ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 11:13
ସମାନେେ ସବୁବେଳେ ଦେଖଇବାକୁ ଚେଷ୍ଟା କରନ୍ତି ଯେ, ଯେଉଁ କାରଣ ପାଇଁ ଆମ୍ଭେ ଗର୍ବ କରୁଛୁ, ସମାନେେ ମଧ୍ଯ ସେଥିପାଇଁ ଗର୍ବ କରନ୍ତି। ସମାନେେ ଭଣ୍ଡ ପ୍ ରରେିତ। ସମାନେେ ପ୍ରତାରକ। ଲୋକେ ଯେପରି ସମାନଙ୍କେୁ ଖ୍ରୀଷ୍ଟଙ୍କର ପ୍ ରରେିତ ବୋଲି ଭାବିବେ, ଏଥିପାଇଁ ସମାନେେ ନିଜର ବେଶ ବଦଳାଇଥାନ୍ତି।

ମାଥିଉଲିଖିତ ସୁସମାଚାର 26:59
ଯୀଶୁଙ୍କୁ ଯେପରି ମୃତ୍ଯୁଦଣ୍ଡ ଦଇେ ପାରିବେ, ସେଥିପାଇଁ ପ୍ରଧାନଯାଜକ ଓ ସଂପୂର୍ଣ୍ଣ ଯିହୂଦୀମହାସଭା ଯୀଶୁଙ୍କ ବିହୁଦ୍ଧ ରେ କିଛି ମିଛ ଅଭିଯୋଗ ଖାଜେି ବାହାର କରିବାକୁ ଚେଷ୍ଟା କଲେ।

ଯିରିମିୟ 18:18
ଯିରିମିୟଙ୍କ ଶତ୍ରୁଗଣ କହିଲେ, ଆସ ଆମ୍ଭମାନେେ ଯିରିମିୟଙ୍କ ବିରୁଦ୍ଧ ରେ ଯୋଜନା କରିବା, କାରଣ ଯାଜକ ନିକଟରୁ ବ୍ଯବସ୍ଥା, ଶିକ୍ଷିତ ନିକଟରୁ ଜ୍ଞାନ ଅଥବା ଭବିଷ୍ଯଦ୍ ବକ୍ତା ନିକଟରୁ ବାକ୍ଯ ଲୁପ୍ତ ହବେ ନାହିଁ। ତେଣୁ ଆସ ଆମ୍ଭମାନେେ ତାଙ୍କୁ ପ୍ରବଞ୍ଚନା ଦ୍ବାରା ଧ୍ବଂସ କରିବା। ଆମ୍ଭମାନେେ ତାଙ୍କର କୌଣସି କଥା ଶୁଣିବା ନାହିଁ।

ଗୀତସଂହିତା 50:19
ତୁମ୍ଭମାନେେ ସର୍ବଦା ମନ୍ଦକାର୍ୟ୍ଯ କର ଓ ମିଥ୍ଯା କୁହ।

ଗୀତସଂହିତା 64:2
ମାେ ଶତ୍ରୁମାନଙ୍କର ଗୁପ୍ତମନ୍ତ୍ରଣାରୁ, ମାେତେ ରକ୍ଷା କର। ଦୁଷ୍ଟ ଲୋକମାନଙ୍କ ଦଳଠାରୁ ତୁମ୍ଭେ ମାେତେ ଲୁଚାଇ ରଖ।

ଗୀତସଂହିତା 109:2
ଦୁଷ୍ଟ ଲୋକମାନେ ମାେ ବିରୁଦ୍ଧରେ ମିଛ କହନ୍ତି। ସମାନେେ ଯେଉଁ କଥା କୁହନ୍ତି ତାହା ସତ୍ଯ ନୁହେଁ।

ଗୀତସଂହିତା 120:2
ହେ ସଦାପ୍ରଭୁ, ମାେ ବିଷଯରେ ମିଥ୍ଯା କହୁଥିବା ଲୋକମାନଙ୍କଠାରୁ ମାେତେ ଉଦ୍ଧାର କର। ସମାନେେ ଯେଉଁ କଥାସବୁ କହୁଥିଲେ, ତାହାସବୁ ସତ୍ଯ ନ ଥିଲା।

ଗୀତସଂହିତା 140:2
ଯେଉଁ ଦୁର୍ଜ୍ଜନମାନେ, ଦୁଷ୍ଟ ଯୋଜନା କରନ୍ତି। ସମାନେେ ପ୍ରେତ୍ୟକକ ଦିନ ୟୁଦ୍ଧ କରିବା ପାଇଁ ପ୍ରସ୍ତୁତ ହୁଅନ୍ତି।

ହିତୋପଦେଶ 6:16
ସଦାପ୍ରଭୁ ଏହି ଛଅ ଗୋଟି ବିଷଯକୁ ଘୃଣା କରନ୍ତି। ସପ୍ତବସ୍ତୁ ମଧ୍ଯ ତାଙ୍କର ଘୃଣା ଯୋଗ୍ଯ।

ହିତୋପଦେଶ 30:14
କେତକେ ଲୋକ ଅଛନ୍ତି, ସମାନଙ୍କେର ବାକ୍ଯ ଖଣ୍ଡାଧାରଠାରୁ ତୀକ୍ଷ୍ଣ। ସମାନଙ୍କେର ଦାନ୍ତ ଛୁରୀପରି ଅଟେ। ସମାନେେ ଏହାକୁ ଦରିଦ୍ର ଲୋକମାନଙ୍କୁ ଗ୍ରାସ କରିବାକୁ ବ୍ଯବହାର କରନ୍ତି।

ଯିରିମିୟ 9:3
ପୁଣି ସମାନେେ ଅସତ୍ଯତା ନିମନ୍ତେ ନିଜ ନିଜ ଜିହ୍ବାରୂପ ଧନୁକୁ ବକ୍ର କରନ୍ତି। ଆଉ ସମାନେେ ଦେଶ ରେ ବଳିଷ୍ଠ ହାଇେଅଛନ୍ତି, ମାତ୍ର ସତ୍ଯତା ପାଇଁ ନୁହେଁ। କାରଣ ସମାନେେ ପାପ ଉପ ରେ ପାପ କରିବାକୁ ଅଗ୍ରସର ହୁଅନ୍ତି। ସମାନେେ ଆମ୍ଭକୁ ଜାଣନ୍ତି ନାହିଁ। ଏହା ସଦାପ୍ରଭୁ କହନ୍ତି।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 12:10
ତା'ପରେ ମୁଁ ସ୍ବର୍ଗ ରେ ଗୋଟିଏ ଉଚ୍ଚ ଧ୍ବନି ଏହା କହିବାର ଶୁଣିଲି, ବର୍ତ୍ତମାନ ଆମ୍ଭ ପରମେଶ୍ବରଙ୍କ ବିଜୟ, କ୍ଷମତା, ଓ ରାଜତ୍ବର ସମୟ ଉପସ୍ଥିତ। ତାହାଙ୍କର ଖ୍ରୀଷ୍ଟଙ୍କ ଶାସନ କରିବା ଅଧିକାର ସମୟ ମଧ୍ଯ ଉପସ୍ଥିତ ହାଇେଛି। କାରଣ ଆମ୍ଭମାନଙ୍କର ଭାଇମାନଙ୍କ ଅଭିଯୋଗକାରୀକୁ ବାହା ରେ ନିକ୍ଷପେ କରାଯାଇଛି। ସେ ଦିନରାତି ଆମ୍ଭ ପରମେଶ୍ବରଙ୍କ ସମ୍ମୁଖ ରେ ଆମ୍ଭ ଭାଇମାନଙ୍କ ବିଷୟ ରେ ଅଭିଯୋଗ କରୁଥିଲା।