Psalm 44:7
ହେ ପରମେଶ୍ବର, ତୁମ୍ଭେ ଆମ୍ଭଙ୍କୁ ମିଶରଠାରୁ ବଞ୍ଚାଇଛ। ତୁମ୍ଭେ ଆମ୍ଭର ଶତ୍ରୁମାନଙ୍କୁ ଲଜ୍ଜା ପ୍ରଦାନ କରିଛ।
Psalm 44:7 in Other Translations
King James Version (KJV)
But thou hast saved us from our enemies, and hast put them to shame that hated us.
American Standard Version (ASV)
But thou hast saved us from our adversaries, And hast put them to shame that hate us.
Bible in Basic English (BBE)
But it is you who have been our saviour from those who were against us, and have put to shame those who had hate for us.
Darby English Bible (DBY)
For thou hast saved us from our adversaries, and hast put them to shame that hate us.
Webster's Bible (WBT)
For I will not trust in my bow, neither shall my sword save me.
World English Bible (WEB)
But you have saved us from our adversaries, And have shamed those who hate us.
Young's Literal Translation (YLT)
For Thou hast saved us from our adversaries, And those hating us Thou hast put to shame.
| But | כִּ֣י | kî | kee |
| thou hast saved | ה֭וֹשַׁעְתָּנוּ | hôšaʿtānû | HOH-sha-ta-noo |
| enemies, our from us | מִצָּרֵ֑ינוּ | miṣṣārênû | mee-tsa-RAY-noo |
| shame to them put hast and | וּמְשַׂנְאֵ֥ינוּ | ûmĕśanʾênû | oo-meh-sahn-A-noo |
| that hated | הֱבִישֽׁוֹתָ׃ | hĕbîšôtā | hay-vee-SHOH-ta |
Cross Reference
ଯିହୋଶୂୟ 1:5
ମୁ ତୁମ୍ଭମାନଙ୍କ ସହିତ ରହିବି ଯେପରି ମାଶାେ ସହିତ ଥିଲି। ତୁମ୍ଭେ ବଞ୍ଚିଥିବା ପର୍ୟ୍ଯନ୍ତ ତୁମ୍ଭକୁ ପ୍ରତିବାଦ କରିବାକୁ କହେି ସମର୍ଥ ହାଇେ ପାରିବେ ନାହିଁ। ମୁ ତୁମ୍ଭକୁ ଛାଡିବି ନାହିଁ। ମୁ ତୁମ୍ଭକୁ ପରିତ୍ଯାଗ କରିବି ନାହିଁ।
ଗୀତସଂହିତା 140:7
ହେ ସଦାପ୍ରଭୁ, ମାରେ ପ୍ରଭୁ, ତୁମ୍ଭେ ହେଉଛ ଶକ୍ତିଶାଳୀ, ୟିଏକି ମାେତେ ରକ୍ଷା କଲେ। ତୁମ୍ଭେ ମାରେ ମସ୍ତକର ରକ୍ଷାକବଚ, ୟାହା ମାରେ ୟୁବ ସମଯରେ ମସ୍ତକ ଆଚ୍ଛାଦନ କରି ସୁରକ୍ଷା ଦିଅ।
ଗୀତସଂହିତା 136:24
ପରମେଶ୍ବର ଆମ୍ଭମାନଙ୍କର ଶତ୍ରୁମାନଙ୍କଠାରୁ ଆମ୍ଭକୁ ରକ୍ଷା କଲେ। ତାଙ୍କର ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।
ଗୀତସଂହିତା 132:18
ତାଙ୍କର ଶତ୍ରୁଗଣଙ୍କୁ ଲଜ୍ଜାରେ ଆଚ୍ଛାଦିତ କରିବା, କିନ୍ତୁ ତାଙ୍କ ମୁଣ୍ଡ ଉପରେ ଚକ୍ ଚକ୍ କରୁଥିବା ରାଜମୁକୁଟ ଶାେଭା ପାଇବ।
ଗୀତସଂହିତା 83:1
ହେ ପରମେଶ୍ବର, ତୁମ୍ଭେ ନୀରବ ରୁହ ନାହିଁ! ତୁମ୍ଭର କାନ ବନ୍ଦ କର ନାହିଁ ! ହେ ପରମେଶ୍ବର, ଦୟାକରି କିଛି କୁହ !
ଗୀତସଂହିତା 53:5
କିନ୍ତୁ ସହେି ଅଧର୍ମାଚାରୀ ଲୋକମାନେ ଭୟଭୀତ ହବେେ। ଏପରି ସମାନେେ ପୂର୍ବରୁ କବେେ ଭୟଭୀତ ହାଇେ ନ ଥିବେ। ଇଶ୍ରାୟେଲ, ସହେି ଦୁଷ୍ଟ ଲୋକମାନେ ତୁମ୍ଭକୁ ଆକ୍ରମଣ କରନ୍ତି। କିନ୍ତୁ ପରମେଶ୍ବର ସମାନଙ୍କେୁ ପରିତ୍ଯାଗ କରିଛନ୍ତି। ତୁମ୍ଭମାନେେ ସମାନଙ୍କେୁ ପରାସ୍ତ କରିବ ଏବଂ ପରମେଶ୍ବର ସମାନଙ୍କେର ଅସ୍ଥିସବୁ ଛିନ୍ନଭିନ୍ନ କରି ପକାଇବେ।
ଗୀତସଂହିତା 40:14
ସହେି ଦୁଷ୍ଟ ଲୋକମାନେ ମାେ ପ୍ରାଣ ନାଶ ପାଇଁ ଉଦ୍ଯମ କରୁଛନ୍ତି। ହେ ସଦାପ୍ରଭୁ, ସହେି ଲୋକମାନଙ୍କୁ ଲଜ୍ଜିତ କରି ସମାନଙ୍କେୁ ନିରାଶ କର। ମାେ କ୍ଷତରେ ସନ୍ତୁଷ୍ଟ ଲଜ୍ଜିତ ହୁଅନ୍ତୁ।
ଦିତୀୟ ଶାମୁୟେଲ 7:10
ମୁ ମାରେ ଇଶ୍ରାୟେଲୀୟ ଲୋକମାନଙ୍କ ନିମନ୍ତେ ଗୋଟିଏ ସ୍ଥାନ ମନୋନୀତ କଲି ଏବଂ ସଠାେରେ ସମାନଙ୍କେୁ ସ୍ଥାପିତ କଲି। ଏବଂ ସମାନଙ୍କେୁ ଗୋଟିଏ ସ୍ଥାନରକ୍ସ୍ଟ ଅନ୍ୟ ଗୋଟିଏ ସ୍ଥାନକକ୍ସ୍ଟ ୟିବାକକ୍ସ୍ଟ ପଡିବ ନାହିଁ। ପୂର୍ବରକ୍ସ୍ଟ ମୁ ବିଗ୍ଭରକଗଣଙ୍କକ୍ସ୍ଟ ପଠାଇ ଅଛି। ଅତୀତ ରେ ମନ୍ଦ ଲୋକମାନେ ତୁମ୍ଭମାନଙ୍କୁ ଅସକ୍ସ୍ଟବିଧା ରେ ପକାଉଥିଲେ, କିନ୍ତୁ ତାହା ଆଉ କବେେ ହବେନାହିଁ।
ପ୍ରଥମ ଶାମୁୟେଲ 17:47
ଏଠା ରେ ରକ୍ସ୍ଟଣ୍ତ ହାଇେଥିବା ସବୁ ଲୋକମାନେ ଜାଣିବେ, ଯେ ସଦାପ୍ରଭୁ ଖଡ୍ଗ ଓ ବର୍ଚ୍ଛାଦ୍ବାରା ରକ୍ଷା କରନ୍ତି ନାହିଁ, କାରଣ ଏହି ୟକ୍ସ୍ଟଦ୍ଧ ସଦାପ୍ରଭୁଙ୍କର ଓ ସେ ତୁମ୍ଭେ ପଲେଷ୍ଟୀୟମାନଙ୍କୁ ପରାସ୍ତ କରିବା ରେ ଆମ୍ଭମାନଙ୍କୁ ସାହାୟ୍ଯ କରିବେ।
ପ୍ରଥମ ଶାମୁୟେଲ 14:6
ଯୋନାଥନ ତାଙ୍କ ଆଜ୍ଞାକାରୀ ୟକ୍ସ୍ଟବକଙ୍କକ୍ସ୍ଟ ୟିଏ ଅସ୍ତ୍ର ଶସ୍ତ୍ର ବୋହିଥାଏ ତାକକ୍ସ୍ଟ କହିଲେ, ଆସ, ଆମ୍ଭେ ବିଦେଶୀଙ୍କର ଶିବିର ଆଡକକ୍ସ୍ଟ ୟିବା। ସଦାପ୍ରଭୁ ଆମ୍ଭମାନଙ୍କୁ ବ୍ଯବହାର କରି ସମାନଙ୍କେୁ ପରାସ୍ତ କରିପାରନ୍ତି, କାରଣ ଅଳ୍ପ ବା ବେଶୀ ସୈନ୍ଯ ହକ୍ସ୍ଟଅନ୍ତକ୍ସ୍ଟ ସଦାପ୍ରଭୁଙ୍କୁ ସମାନଙ୍କେୁ ରକ୍ଷା କରିବାରକ୍ସ୍ଟ କହେି ଅଟକାଇ ପାରିବ ନାହିଁ।
ପ୍ରଥମ ଶାମୁୟେଲ 7:8
ଇଶ୍ରାୟେଲୀୟମାନେ ଶାମୁୟେଲଙ୍କୁ କହିଲେ, ଆମ୍ଭମାନଙ୍କ ପାଇଁ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ବର ନିକଟରେ ପ୍ରାର୍ଥନା ବନ୍ଦ କର ନାହିଁ, ପଲେଷ୍ଟୀୟଙ୍କ କବଳରକ୍ସ୍ଟ ଆମକକ୍ସ୍ଟ ରକ୍ଷା କରିବାକୁ ପରମେଶଓରଙ୍କୁ ଗକ୍ସ୍ଟହାରି କର।
ବିଚାରକର୍ତାମାନଙ୍କ ବିବରଣ 7:4
ଏହାପରେ ସଦାପ୍ରଭୁ ଗିଦ୍ଦିୟୋନଙ୍କକ୍ସ୍ଟ କହିଲେ, ତଥାପି ବହକ୍ସ୍ଟତ ସୈନ୍ଯଗଣ ଅଛନ୍ତି। ସମାନଙ୍କେୁ ଜଳ ଭିତରକକ୍ସ୍ଟ ନିଅ, ମୁ ତକ୍ସ୍ଟମ୍ଭ ପାଇଁ ସମାନଙ୍କେୁ ପରୀକ୍ଷା କରିବି। ଯଦି ମୁ କକ୍ସ୍ଟ ହେ, 'ଏହି ଲୋକ ଜଣଙ୍କ ତକ୍ସ୍ଟମ୍ଭ ସହିତ ୟିବ,' ' ସେ ତୁମ୍ଭର ଅନକ୍ସ୍ଟସରଣ କରିବା ଉଚିତ୍,' କକ୍ସ୍ଟନ୍ତକ୍ସ୍ଟ ଯଦି ମୁ କ ହେ, 'ଏହି ଲୋକ ଜଣଙ୍କ ତକ୍ସ୍ଟମ୍ଭ ସହିତ ୟିବ ନାହିଁ,' ସେ ତୁମ୍ଭର ଅନକ୍ସ୍ଟସରଣ କରିବା ଉଚିତ୍ ନକ୍ସ୍ଟହଁ।
ବିଚାରକର୍ତାମାନଙ୍କ ବିବରଣ 2:18
ସଦାପ୍ରଭୁ ଯେତବେେଳେ ସମାନଙ୍କେ ନିମନ୍ତେ ଜଣେ ବିଗ୍ଭରକର୍ତ୍ତାଙ୍କକ୍ସ୍ଟ ବାଛିଲେ, ସେ ତାଙ୍କ ସଙ୍ଗ ରେ ଥିଲେ ଓ ସେ ସମାନଙ୍କେୁ ବିଗ୍ଭରକର୍ତ୍ତାର ଜୀବନକାଳ ପର୍ୟ୍ଯନ୍ତ ସମାନଙ୍କେର ଶତୃମାନଙ୍କଠାରକ୍ସ୍ଟ ରକ୍ଷା କଲେ। ସଦାପ୍ରଭୁ ସମାନଙ୍କେ ପ୍ରତି ସଦଯ ହେଲେ, ଯେପରି ସମାନେେ ଦକ୍ସ୍ଟଃଖ ଓ ତାଡନା ରେ ଆସକ୍ତ ଥିଲେ।
ଯିହୋଶୂୟ 23:9
ସଦାପ୍ରଭୁ ତୁମ୍ଭମାନଙ୍କୁ ବହକ୍ସ୍ଟତ ଶକ୍ତିଶାଳୀ ଦେଶମାନଙ୍କୁ ପରାସ୍ତ କରିବା ପାଇଁ ସାହାୟ୍ଯ କଲେ। ସଦାପ୍ରଭୁ ସମାନଙ୍କେୁ ବିତାଡିତ କରି ଦେଲେ। କୌଣସି ଦେଶ ବର୍ତ୍ତମାନ ସକ୍ସ୍ଟଦ୍ଧା ତୁମ୍ଭମାନଙ୍କୁ ପରାସ୍ତ କରିବାକୁ ସମର୍ଥ ହବେ ନାହିଁ।
ଯିହୋଶୂୟ 11:6
ଏହାପରେ ସଦାପ୍ରଭୁ ଯିହାଶୂେୟଙ୍କକ୍ସ୍ଟ କହିଲେ, ସେ ସମସ୍ତ ୈସନ୍ଯମାନଙ୍କୁ ଭୟ କରନାହିଁ। ସମାନଙ୍କେୁ ପରାସ୍ତ କରିବା ପାଇଁ ମୁ ତୁମ୍ଭକୁ ସହାୟ ହବେି। ଆସନ୍ତା କାଲି ଏହି ସମୟରେ ତୁମ୍ଭମାନେେ ସମାନଙ୍କେୁ ହତ୍ଯା କରିବ। ତୁମ୍ଭମାନେେ ସମାନଙ୍କେର ଘୋଡାମାନଙ୍କୁ େଛାଟା କରି ଦବେ ଓ ରଥଗୁଡିକୁ ପୋଡି଼ ଦବେ।
ଯିହୋଶୂୟ 10:42
ଯିହାଶୂେୟ ଏହି ସମସ୍ତ ଦେଶ ଓ ରାଜାଗଣଙ୍କକ୍ସ୍ଟ ଏକାବଳେକେ ହସ୍ତଗତ କଲେ। କାରଣ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଇଶ୍ରାୟେଲ ପକ୍ଷ ରେ ୟକ୍ସ୍ଟଦ୍ଧ କଲେ।
ଯିହୋଶୂୟ 10:8
ସଦାପ୍ରଭୁ ଯିହାଶୂେୟଙ୍କକ୍ସ୍ଟ କହିଲେ, ସମାନଙ୍କେୁ ଭୟ କର ନାହିଁ, କାରଣ ମୁ ସମାନଙ୍କେୁ ତକ୍ସ୍ଟମ୍ଭ ହସ୍ତ ରେ ସମର୍ପଣ କରିବି। ସମାନଙ୍କେ ମଧ୍ଯରକ୍ସ୍ଟ ଜଣେ ହେଲେ, ତୁମ୍ଭର ସମ୍ମକ୍ସ୍ଟଖୀନ ହାଇେ ପାରିବେ ନାହିଁ।
ଗୀତସଂହିତା 144:10
ହେ ସଦାପ୍ରଭୁ, ତୁମ୍ଭ ରାଜାମାନଙ୍କୁ ସମାନଙ୍କେ ୟୁଦ୍ଧରେ ବିଜଯୀ କରାଅ। ସଦାପ୍ରଭୁ, ତୁମ୍ଭେ ଆପଣା ସବେକ ଦାଉଦଙ୍କୁ ଶତ୍ରୁ ଖଡ୍ଗର ସମ୍ମୁଖରୁ ଉଦ୍ଧାର କର।