Index
Full Screen ?
 

ଗୀତସଂହିତା 44:26

சங்கீதம் 44:26 ଓଡିଆ ବାଇବେଲ ଗୀତସଂହିତା ଗୀତସଂହିତା 44

ଗୀତସଂହିତା 44:26
ହେ ପରମେଶ୍ବର, ଜାଗ୍ରତ ହୁଅ। ଆମ୍ଭକୁ ସାହାୟ୍ଯ କର। ତୁମ୍ଭର ସ୍ନହପେୂର୍ଣ୍ଣ କରୁଣା ହତେୁ ଆମ୍ଭମାନଙ୍କୁ ଉଦ୍ଧାର କର।

Arise
ק֭וּמָֽהqûmâKOO-ma
for
our
help,
עֶזְרָ֣תָהʿezrātâez-RA-ta
redeem
and
לָּ֑נוּlānûLA-noo
us
for
thy
mercies'
וּ֝פְדֵ֗נוּûpĕdēnûOO-feh-DAY-noo
sake.
לְמַ֣עַןlĕmaʿanleh-MA-an
חַסְדֶּֽךָ׃ḥasdekāhahs-DEH-ha

Cross Reference

ଗୀତସଂହିତା 25:22
ହେ ପରମେଶ୍ବର, ଇଶ୍ରାୟେଲର ଲୋକମାନଙ୍କୁ ସମାନଙ୍କେ ଶତ୍ରୁ କବଳରୁ ରକ୍ଷା କର।

ଗୀତସଂହିତା 26:11
କିନ୍ତୁ ମୁଁ ନିର୍ଦ୍ ଦୋଷ ଅଟେ। ତଣେୁ ହେ ପରମେଶ୍ବର ମାେ ପ୍ରତି ସଦଯ ହାଇେ ମାେତେ ଉଦ୍ଧାର କର।

ଗୀତସଂହିତା 35:2
ସଦାପ୍ରଭୁ ତୁମ୍ଭେ ଢ଼ାଲ ଓ ସାଞ୍ଜୁ ଉଠାଅ। ଜାଗ୍ରତ ହୁଅ, ମାରେ ସହାୟ ହୁଅ।

ଗୀତସଂହିତା 130:7
ହେ ଇଶ୍ରାୟେଲ, ସଦାପ୍ରଭୁଙ୍କଠାରେ ଭରସା ରଖ। ସଦାପ୍ରଭୁ ହେଉଛନ୍ତି ଜଣେ, ୟିଏକି ବିଶ୍ବାସୀ ଏବଂ ସତ୍ଯ ଅଟନ୍ତି। ତାଙ୍କଠାରେ ମୁକ୍ତି କରିବାର ଶକ୍ତି ଅଛି।

Chords Index for Keyboard Guitar