ଗୀତସଂହିତା 44:13 in Oriya

ଓଡିଆ ଓଡିଆ ବାଇବେଲ ଗୀତସଂହିତା ଗୀତସଂହିତା 44 ଗୀତସଂହିତା 44:13

Psalm 44:13
ତୁମ୍ଭେ ଆମ୍ଭମାନଙ୍କୁ ଆମ୍ଭର ପଡ଼ୋଶୀମାନଙ୍କ ନିକଟରେ ପରିହାସର ପାତ୍ର କରିଛ। ସମାନେେ ଆମ୍ଭକୁ ଦେଖି ହସନ୍ତି ଓ ଥଟ୍ଟା କରନ୍ତି।

Psalm 44:12Psalm 44Psalm 44:14

Psalm 44:13 in Other Translations

King James Version (KJV)
Thou makest us a reproach to our neighbours, a scorn and a derision to them that are round about us.

American Standard Version (ASV)
Thou makest us a reproach to our neighbors, A scoffing and a derision to them that are round about us.

Bible in Basic English (BBE)
You have made us to be looked down on by our neighbours, we are laughed at and shamed by those who are round about us.

Darby English Bible (DBY)
Thou makest us a reproach to our neighbours, a mockery and a derision for them that are round about us;

Webster's Bible (WBT)
Thou sellest thy people for naught, and dost not increase thy wealth by their price.

World English Bible (WEB)
You make us a reproach to our neighbors, A scoffing and a derision to those who are around us.

Young's Literal Translation (YLT)
Thou makest us a reproach to our neighbours, A scorn and a reproach to our surrounders.

Thou
makest
תְּשִׂימֵ֣נוּtĕśîmēnûteh-see-MAY-noo
us
a
reproach
חֶ֭רְפָּהḥerpâHER-pa
neighbours,
our
to
לִשְׁכֵנֵ֑ינוּliškēnênûleesh-hay-NAY-noo
a
scorn
לַ֥עַגlaʿagLA-aɡ
derision
a
and
וָ֝קֶ֗לֶסwāqelesVA-KEH-les
to
them
that
are
round
about
לִסְבִיבוֹתֵֽינוּ׃lisbîbôtênûlees-vee-voh-TAY-noo

Cross Reference

ଗୀତସଂହିତା 79:4
ଆମ୍ଭ ପଡ଼ୋଶୀ ଦବଗେଣ ଆମ୍ଭମାନଙ୍କୁ ଅପମାନିତ କଲେ। ଆମ୍ଭର ସବୁ ଚତୁପାଶର୍‌ବରେ ଥିବା ଲୋକମାନେ ଆମ୍ଭମାନଙ୍କୁ ପରିହାସ କଲେ।

ଗୀତସଂହିତା 80:6
ତୁମ୍ଭେ ଆମ୍ଭର ପ୍ରତିବେଶୀଗଣ ଦ୍ବାରା ଆମ୍ଭମାନଙ୍କୁ ଘୃଣା କରଇେଲ। ପୁଣି ଆମ୍ଭର ଶତ୍ରୁମାନେ ଆମ୍ଭମାନଙ୍କୁ ଉପହାସ କଲେ।

ଦିତୀୟ ବିବରଣ 28:37
ସଠାେରେ ତୁମ୍ଭମାନେେ ନିଜେ ଏକ ଭୟାନକ ଦୃଶ୍ଯ ରେ ପରିଣତ ହବେ, ସହେି ସମସ୍ତ ଜାତିମାନଙ୍କ ଆଗ ରେ ଅପମାନର ଓ ଉପହାସର ପାତ୍ର ହବେ। ଯେଉଁଠାକକ୍ସ୍ଟ ସଦାପ୍ରଭୁ ତୁମ୍ଭମାନଙ୍କୁ ନଇେଯିବେ।

ଗୀତସଂହିତା 89:41
ପଥ ଦଇେ ୟିବା ଲୋକ ସମସ୍ତେ ତାଙ୍କୁ ଲୁଟ କରନ୍ତି। ଆପଣା ପ୍ରତିବେଶୀମାନେ ତାଙ୍କୁ ପରିହାସ କରନ୍ତି।

ଗୀତସଂହିତା 89:51
ହେ ସଦାପ୍ରଭୁ, ତୁମ୍ଭର ଶତ୍ରୁମାନେ ଅପମାନିତ କରିଅଛନ୍ତି, ତୁମ୍ଭର ଅଭିଷିକ୍ତ ରାଜା ଯେଉଁଆଡ଼େ ୟାଏ, ତାଙ୍କର ପଦଚିହ୍ନକୁ ନିନ୍ଦା କରିଅଛନ୍ତି।

ଗୀତସଂହିତା 123:3
ଠିକ୍ ସହେିପରି, ଆମ୍ଭେ ଆପଣା ସଦାପ୍ରଭୁ ପରମେଶ୍ବରଙ୍କଠାରେ ନିର୍ଭର କରୁ। ଆମ୍ଭେ ପରମେଶ୍ବରଙ୍କ ପାଇଁ ଅପେକ୍ଷା କରୁ, ଆମ୍ଭକୁ ଦୟା ଦଖାେଅ।

ଯିରିମିୟ 24:9
ମୁଁ ସମାନଙ୍କେ ଉପ ରେ ଏମିତି ବିପର୍ୟ୍ଯଯ ଆଣିବି ଯେ ପୃଥିବୀର ସମସ୍ତ ରାଜ୍ଯ ଆତଙ୍କିତ ହବେେ। ସମସ୍ତେ ସମାନଙ୍କେୁ ଦୁର୍ନାମ ଓ ଉପହାସ କରିବେ। ଆମ୍ଭେ ଯେଉଁ ସ୍ଥାନ ରେ ସମାନଙ୍କେୁ ବିକ୍ଷିପ୍ତ କରିବା, ସହେି ସ୍ଥାନର ଲୋକମାନେ ସମାନଙ୍କେୁ ଅଭିଶାପ ଦବେେ।

ଯିରିମିୟ 48:27
ହେ ମାୟୋବ, ଇଶ୍ରାୟେଲ ତୁମ୍ଭ ଦୃଷ୍ଟି ରେ ପରିହାସର ପାତ୍ର ହାଇେଥିଲା। ସତେ ଯମେିତି ସେ ଚୋରମାନଙ୍କ ମଧିଅରେ ଧରାୟାଇଥିଲା, ତୁମ୍ଭେ ସପରେି ବ୍ଯବହାର କଲ। ତୁମ୍ଭେ ହତାଶ ରେ ମୁଣ୍ଡ ହଲାଇଲ ଯେଉଁ କ୍ଷଣେ ତୁମ୍ଭେ ତା' ବିଷଯ ରେ କୁହ।

ଯିହିଜିକଲ 36:19
ମୁଁ ନାନା ଜାତିଗଣଙ୍କ ମଧିଅରେ ସମାନଙ୍କେୁ ଛିନ୍ନଭିନ୍ନ କଲି ଏବଂ ସମାନେେ ମଧ୍ଯ ନାନା ଦେଶ ରେ ବିକ୍ଷିପ୍ତ ହେଲେ। ସମାନଙ୍କେର ଆଚରଣ ଓ କ୍ରିଯାନୁସା ରେ ମୁଁ ସମାନଙ୍କେୁ ଦଣ୍ଡିତ କଲି।