ଗୀତସଂହିତା 38:9
ହେ ମାରେ ପ୍ରଭୁ, ତୁମ୍ଭେ ମାରେ ପ୍ରାର୍ଥନା ଶୁଣିଲ। ତୁମ୍ଭେ ମାରେ ଆର୍ତ୍ତନାଦ ଶୁଣିଲ।
Lord, | אֲֽדֹנָי | ʾădōnāy | UH-doh-nai |
all | נֶגְדְּךָ֥ | negdĕkā | neɡ-deh-HA |
my desire | כָל | kāl | hahl |
is before | תַּאֲוָתִ֑י | taʾăwātî | ta-uh-va-TEE |
groaning my and thee; | וְ֝אַנְחָתִ֗י | wĕʾanḥātî | VEH-an-ha-TEE |
is not | מִמְּךָ֥ | mimmĕkā | mee-meh-HA |
hid | לֹא | lōʾ | loh |
from | נִסְתָּֽרָה׃ | nistārâ | nees-TA-ra |
Cross Reference
ଗୀତସଂହିତା 6:6
ହେ ସଦାପ୍ରଭୁ, ସାରା ରାତି ମୁଁ ତୁମ୍ଭକୁ ପ୍ରାର୍ଥନା କଲି। ମାରେ ବିଛଣା ମାରେ ଲୁହରେ ଭିଜିଗଲା। ମୁଁ ଅତି ଦୁର୍ବଳ ତୁମ୍ଭକୁ କାକୁତ୍ତି କରି ଜଣାଉଛି।
ଗୀତସଂହିତା 102:5
ମାରେ ଦୁଃଖ ସକାଶୁ ବର୍ତ୍ତମାନ ମୁଁ ଖାଲି ଚର୍ମ ଏବଂ ଅସ୍ଥି ହାଇେଛି।
ଗୀତସଂହିତା 10:17
ହେ ସଦାପ୍ରଭୁ, ତୁମ୍ଭେ ସହେି ନିରୀହ ଲୋକମାନଙ୍କର ଡ଼ାକ ଶୁଣିଛ ବା ସମାନେେ ୟାହା ଚାହୁଁଛନ୍ତି ଜାଣିପାରୁଛ। ସମାନଙ୍କେର ପ୍ରାର୍ଥନା ଶୁଣ ଓ ସମାନେେ ୟାହା ଚାହୁଁଛନ୍ତି ତାହା ପ୍ରଦାନ କର।
ଗୀତସଂହିତା 102:20
ସେ ବନ୍ଦୀମାନଙ୍କର ପ୍ରାର୍ଥନା ଗ୍ରହଣ କରିବେ। ମୃତ୍ଯୁଦଣ୍ଡ ପାଇଥିବା ଲୋକମାନଙ୍କୁ ମୁକ୍ତ କରିବେ।
ଯୋହନଲିଖିତ ସୁସମାଚାର 1:48
ନିଥନିଯଲେ ତାହାଙ୍କୁ ପଚାରିଲେ, ଆପଣ ମାେତେ କିପରି ଜାଣିଲେ?
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 8:22
ଆମ୍ଭେ ଯାଣୁ ଯେ ପରମେଶ୍ବରଙ୍କ ନିର୍ମିତ ପ୍ରେତ୍ୟକକ ବିଷୟ, ଏବେ ସୁଦ୍ଧା ସନ୍ତାନକୁ ଜନ୍ମ ଦବୋ ପ୍ରସବ ବଦନୋ ସହିତ ପ୍ରତୀକ୍ଷାରତ ସ୍ତ୍ରୀଲୋକ ଭଳି ଅପେକ୍ଷା ରେ ଅଛି।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 8:26
ଆତ୍ମା ମଧ୍ଯ ଆମକୁ ସାହାୟ୍ଯ କରୁଛନ୍ତି, ଆମ୍ଭେ ଅତି ଦୁର୍ବଳ କିନ୍ତୁ ଆତ୍ମା ଆମ୍ଭର ଦୁର୍ବଳତା ରେ ଆମ୍ଭକୁ ସାହାୟ୍ଯ କରୁଛନ୍ତି। କଣ ଓ କିପରି ପାର୍ଥନା କରିବା ଉଚିତ୍ ତାହା ଆମ୍ଭେ ଜାଣୁ ନାହୁଁ। କିନ୍ତୁ ଆତ୍ମା ନିଜ ତରଫରୁ ପରମେଶ୍ବରଙ୍କୁ ଆମ୍ଭ ପାଇଁ ପାର୍ଥନା କରନ୍ତି। ଆତ୍ମା ଆମ୍ଭ ପାଇଁ ପରମେଶ୍ବଙ୍କ ଠା ରେ ନିବଦନେ କରନ୍ତି। ଆତ୍ମା ଯେତେ ଗଭୀର ଭାବନା ସହିତ ପରମେଶ୍ବରଙ୍କୁ କୁହନ୍ତି ତାହା ଶବ୍ଦ ରେ ବର୍ଣନା କରା ଯାଇ ପାରିବ ନାହିଁ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 5:2
ଏହା ସ୍ବର୍ଗ ରେ ସ୍ଥାପିତ ଚିରସ୍ଥାଯୀ ଗୃହ ଅଟେ। ଆମ୍ଭେ ଏହି ପୃଥିବୀର ଘରଟି ରେ ରହି ଥକି ଯାଇଛୁ। ଆମ୍ଭେ ଇଚ୍ଛା କରୁ ଯେ, ପରମେଶ୍ବର ଆମ୍ଭକୁ ଆମ୍ଭର ସ୍ବର୍ଗୀୟ ଘରଟି ଦିଅନ୍ତୁ।