Psalm 31:6
ଯେଉଁମାନେ ମିଥ୍ଯା ଦବଦୋଙ୍କୁ ପୂଜା କରନ୍ତି ମୁଁ ସମାନଙ୍କେୁ ଘୃଣା କରେ। ମୁଁ କବଳେ ସଦାପ୍ରଭୁଙ୍କୁ ନିର୍ଭର କରେ।
Psalm 31:6 in Other Translations
King James Version (KJV)
I have hated them that regard lying vanities: but I trust in the LORD.
American Standard Version (ASV)
I hate them that regard lying vanities; But I trust in Jehovah.
Bible in Basic English (BBE)
I am full of hate for those who go after false gods; but my hope is in the Lord.
Darby English Bible (DBY)
I have hated them that observe lying vanities; and as for me, I have confided in Jehovah.
Webster's Bible (WBT)
Into thy hand I commit my spirit: thou hast redeemed me, O LORD God of truth.
World English Bible (WEB)
I hate those who regard lying vanities, But I trust in Yahweh.
Young's Literal Translation (YLT)
I have hated the observers of lying vanities, And I toward Jehovah have been confident.
| I have hated | שָׂנֵ֗אתִי | śānēʾtî | sa-NAY-tee |
| them that regard | הַשֹּׁמְרִ֥ים | haššōmĕrîm | ha-shoh-meh-REEM |
| lying | הַבְלֵי | hablê | hahv-LAY |
| vanities: | שָׁ֑וְא | šāwĕʾ | SHA-veh |
| but I | וַ֝אֲנִ֗י | waʾănî | VA-uh-NEE |
| trust | אֶל | ʾel | el |
| in | יְהוָ֥ה | yĕhwâ | yeh-VA |
| the Lord. | בָּטָֽחְתִּי׃ | bāṭāḥĕttî | ba-TA-heh-tee |
Cross Reference
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 10:20
କିନ୍ତୁ ମାେ କହିବା କଥା ଯେ, ତୁମ୍ଭମାନେେ ଭୂତମାନଙ୍କ ସହିତ କୌଣସି କାର୍ୟ୍ଯ ରେ ଅଂଶ ଗ୍ରହଣ ନ କର। କିନ୍ତୁ ମଁ କୁ ହେ ଯାହା ମୂର୍ତ୍ତିଗୁଡ଼ିକୁ ବଳି ରୂପେ ଉତ୍ସର୍ଗ କରାୟଇଥାଏ ତାହା ଶୟତାନକୁ ଉତ୍ସର୍ଗ କରାଯାଇଥାଏ, ପରମେଶ୍ବରଙ୍କରୁ ନୁହେଁ। ଏବଂ ମୁଁ ଚା ହେଁ ତୁମ୍ଭମାନେେ ଶୟତାନ ସହିତ ଅଂଶୀଦାର ହୁଅ ନାହିଁ।
ଯୂନସ 2:8
କେତକେ ଲୋକ ମୂଲ୍ଯହୀନ ପିତୁଳା ପୂଜା କରନ୍ତି କିନ୍ତୁ ସହେି ପିତୁଳା ସମାନଙ୍କେୁ କବେେ ସାହାୟ୍ଯ କରନ୍ତି ନାହିଁ।
ଗୀତସଂହିତା 26:5
ମୁଁ ସହେି କୁକର୍ମୀମାନଙ୍କୁ ଘୃଣା କରେ। ମୁଁ ସହେି ଦୁଷ୍ଟମାନଙ୍କ ସଙ୍ଗରେ କବେେ ହେଲେ ହାତ ମିଳାଏ ନାହିଁ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 8:4
ଅତଏବ ମାଂସ ଖାଇବା ବିଷୟ ରେ ମୁଁ ଏହା କ ହେ ଯେ, ଆମ୍ଭେ ଜାଣୁ ଯେ ଜଗତ ରେ ପ୍ରକୃତ ରେ ପ୍ରତିମା ବୋଲି କିଛି ନାହିଁ। ଏବଂ ଆମ୍ଭେ ଜାଣୁ ଯେ ଜଣେ ମାତ୍ର ପରମେଶ୍ବର ଅଛନ୍ତି।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1:21
ଲୋକେ ପରମେଶ୍ବରଙ୍କୁ ଜାଣିଥିଲେ। କିନ୍ତୁ ସମାନେେ ପରମେଶ୍ବରଙ୍କୁ ଗୌରବ ଦେଲେ ନାହିଁ ଓ ତାହାଙ୍କୁ ଧନ୍ଯବାଦ ଜଣାଇଲେ ନାହିଁ। ଲୋକଙ୍କ ଚ଼ିନ୍ତାଧାରା ନିରର୍ଥକ ହେଲା। ସମାନଙ୍କେର ଜ୍ଞାନ ଅନ୍ଧକାର ରେ ଭରିଗଲା।
ଯୋହନଲିଖିତ ସୁସମାଚାର 2:8
ତା'ପରେ ଯୀଶୁ ସବେକମାନଙ୍କୁ କହିଲେ, ବର୍ତ୍ତମାନ ସେଥିରୁ କିଛି ପାଣି କାଢି ନିଅ। ଏହି ପାଣି ନଇେ ଭୋଜିକର୍ତ୍ତାଙ୍କ ପାଖକୁ ଯାଅ।
ଯିରିମିୟ 10:15
ସହେି ମୂର୍ତ୍ତିଗୁଡ଼ିକ ଅସାର ଓ ପରିହସୟୋଗୀ। ଯେତବେେଳେ ସମାନଙ୍କେର ବିନାଶ ସମୟ ଆସିବ, ସମାନେେ ଧ୍ବଂସ ହବେେ।
ଯିରିମିୟ 10:8
ଅନ୍ୟ ଦେଶୀଯମାନେ ସମସ୍ତେ ନିର୍ ବୋଧ ଓ ଅଜ୍ଞାନ। ସମାନଙ୍କେର ମୂର୍ତ୍ତିଗୁଡ଼ିକର ଶିକ୍ଷା ମୂଲ୍ଯହୀନ। ସହେି ମୂର୍ତ୍ତିଗୁଡ଼ିକ କବଳେ କାଷ୍ଠ ମାତ୍ର।
ଗୀତସଂହିତା 139:2
ତୁମ୍ଭେ ଜାଣ ଯେତବେେଳେ ମୁଁ ବସେ ଏବଂ ଯେତବେେଳେ ମୁଁ ଛିଡ଼ା ହୁଏ। ୟଦିଓ ତୁମ୍ଭେ ଦୂରରେ ଅଛ, ତୁମ୍ଭେ ମାରେ ମନକଥା ଜାଣ।
ଗୀତସଂହିତା 96:7
ହେ ନାନାଦେଶୀଯ ଗୋଷ୍ଠୀବର୍ଗ, ସଦାପ୍ରଭୁଙ୍କ ଗୌରବ ଓ ପରାକ୍ରମର ଗୁଣ ଗାନ କର।
ଗୀତସଂହିତା 24:4
ଯେଉଁ ଲୋକମାନେ କବେେ କିଛି ମନ୍ଦ କାର୍ୟ୍ଯ କରି ନାହାଁନ୍ତି, ୟାହାଙ୍କର ହୃଦଯ ଓ ମନ ନିର୍ମଳ, ଯେଉଁ ଲୋକମାନେ ମାରେ ନାମର ଅସତ୍ଯ ବ୍ଯବହାର କରି ନାହଁନ୍ତି ଯେଉଁ ମିଥ୍ଯା କହନ୍ତି ନାହିଁ କି ମିଥ୍ଯା ପ୍ରତିଶ୍ରୁତି ଦିଅନ୍ତି ନାହିଁ, କବଳେ ସହେି ଲୋକମାନେ ସଠାେରେ ଉପାସନା କରିପାରିବେ।
ପ୍ରଥମ ବଂଶାବଳୀ 16:28
ପରିବାର ସକଳ ଓ ଜନବୃନ୍ଦ ସଦାପ୍ରଭୁଙ୍କ ମହିମା ଓ ପରାକ୍ରମର ପ୍ରଶଂସାଗାନ କର।