ଗୀତସଂହିତା 25

1 ହେ ସଦାପ୍ରଭୁ, ମୁଁ ତୁମ୍ଭ ନିକଟରେ ନିଜକୁ ସମର୍ପଣ କରୁଛି।

2 ହେ ମାରେ ପରମେଶ୍ବର, ମୁଁ ତୁମ୍ଭର ଶରଣାଗତ ଓ ମୁଁ କବେେ ନିରାଶ ହବେ ନାହିଁ। ମାେତେ ମାରେ ଶତ୍ରୁମାନେ ଦେଖି କବେେ ହସିବେ ନାହିଁ।

3 ହଁ ଯେଉଁମାନେ ତୁମ୍ଭ ନିକଟରେ ଶରଣ ନିଅନ୍ତି, ସମାନେେ ନିରାଶ ହବେେ ନାହିଁ। କିନ୍ତୁ ବିଶ୍ବାସଘାତକମାନେ ନିରାଶ ହବେେ। ସମାନେେ କିଛି ପାଇବେ ନାହିଁ।

4 ହେ ସଦାପ୍ରଭୁ, ମାେତେ ତୁମ୍ଭର ପଥରେ ଚାଲିବାକୁ ସାହାୟ୍ଯ କର। ତୁମ୍ଭର ମାର୍ଗରେ ଚାଲିବାକୁ ଶିକ୍ଷା ପ୍ରଦାନ କର।

5 ତୁମ୍ଭର ସତ୍ଯ ମାର୍ଗରେ ଚାଲିବାକୁ ମାେତେ କଢ଼ାଇ ନିଅ ଓ ଶିକ୍ଷା ଦିଅ। ତୁମ୍ଭେ ମାରେ ପରିତ୍ରାଣର ପରମେଶ୍ବର ଅଟ। ମୁଁ ପ୍ରତିଦିନ ତୁମ୍ଭ ଉପରେ ଭରସା ରେଖ।

6 ହେ ସଦାପ୍ରଭୁ, ମାେ ପ୍ରତି ଦୟା ଦଖାଇବୋକୁ ସ୍ମରଣ କର। ମାେତେ ଠିକ୍ ସହେିପରି ସ୍ନହପେୂର୍ଣ୍ଣ କରୁଣା ଦଖାେଅ, ୟାହାକି ତୁମ୍ଭେ ସର୍ବଦା ଦଖାଇେଅଛ।

7 ମୁଁ ୟୁବା ବେଳେ କରିଥିବା ପାପ ଓ ଅପରାଧକୁ ଭୁଲି ୟାଅ। ତୁମ୍ଭର ପବିତ୍ର ନାମର ସାର୍ଥକତା ପାଇଁ, ହେ ସଦାପ୍ରଭୁ ମାେତେ ତୁମ୍ଭର ସ୍ନହପେୂର୍ଣ୍ଣ କରୁଣାରେ ବାନ୍ଧି ରଖ।

8 ସଦାପ୍ରଭୁ ହିଁ ପ୍ରକୃତରେ ମହାନ୍। ସେ ପାପୀକୁ ଉଚିତ ମାର୍ଗରେ ଚାଲିବାକୁ ନିର୍ଦ୍ଦଶେ ଦିଅନ୍ତି।

9 ସେ ଶୋଚନୀଯ ଲୋକକୁ ବିଚାର ମାର୍ଗ ଦଖାେନ୍ତି ଓ ନମ୍ର ଲୋକମାନଙ୍କୁ ତାଙ୍କ ପଥରେ ଚାଲିବାକୁ ପ୍ରରେିତ କରନ୍ତି।

10 ସଦାପ୍ରଭୁ ସହେିମାନଙ୍କ ପ୍ରତି ସ୍ନହପେୂର୍ଣ୍ଣ କରୁଣା ଦୃଷ୍ଟି କରନ୍ତି, ଯେଉଁମାନେ ତାଙ୍କର ନିଯମ ଓ ପ୍ରତିଜ୍ଞା ମାନି ଚଳନ୍ତି।

11 ହେ ସଦାପ୍ରଭୁ, ମୁଁ ଜୀବନରେ ଅନକେ ଅପରାଧ କରିଛି। କିନ୍ତୁ ତୁମ୍ଭର ମହାନୁଭବଦା ଯୋଗୁଁ ମୁଁ କରିଥିବା ସମସ୍ତ ଅପରାଧ ମାରେ କ୍ଷମା ହାଇେଛି। କାରଣ ତୁମ୍ଭେ ମହାନ୍।

12 ୟଦି ଜଣେ ବ୍ଯକ୍ତି ସଦାପ୍ରଭୁଙ୍କ ପଥକୁ ଅନୁସରଣ କରେ, ତା'ପରେ ପରମେଶ୍ବର ତାକୁ ବଞ୍ଚିବା ପାଇଁ ଜୀବନପଥ ଦଖାେନ୍ତି।

13 ସହେି ବ୍ଯକ୍ତି ଅତି ଆନନ୍ଦରେ ଜୀବନୟାପନ କରିବ ଓ ତା'ର ସନ୍ତାନ-ସନ୍ତତିଗଣ ପରମେଶ୍ବରଙ୍କ ପ୍ରଦତ୍ତ ଭୂମିରେ ବାସ କରିବେ।

14 ସଦାପ୍ରଭୁ ସର୍ବଦା ଗୁପ୍ତ ବିଷଯ ସବୁ ତାଙ୍କର ଅନୁୟୋଗୀମାନଙ୍କୁ କୁହନ୍ତି। ସେ ତାଙ୍କର ବ୍ଯବସ୍ଥା ସବୁ ସମାନଙ୍କେୁ ନିଯମ ପ୍ରଦାନ କରନ୍ତି।

15 ମୁଁ ସଦାସର୍ବଦା ସଦାପ୍ରଭୁଙ୍କର କୃପାପ୍ରାର୍ଥୀ। ସେ ସଦାସର୍ବଦା ମାେତେ ମାରେ ବିପଦରୁ ମୁକ୍ତ କରନ୍ତି।

16 ହେ ସଦାପ୍ରଭୁ, ମୁଁ ଆଘାତ ପ୍ରାପ୍ତ ଓ ଏକୁଟିଆ। ତୁମ୍ଭର କୃପାଦୃଷ୍ଟି ମାେ ଉପରେ ପକାଅ।

17 ମାେତେ ବିପଦରୁ ମୁକ୍ତ କର। ମାରେ ସମସ୍ଯାର ସମାଧାନରେ ସହାୟକ ହୁଅ।

18 ହେ ସଦାପ୍ରଭୁ ମାରେ ଦୁଃଖ ଓ କ୍ଲେଶ ପ୍ରତି ଦୃଷ୍ଟିପାତ କର। ମୁଁ ଯେଉଁ ପାପ କରିଛି, ସେଥିଲାଗି ମାେତେ କ୍ଷମା କର।

19 ମାରେ ଶତ୍ରୁମାନଙ୍କୁ ଥରେ ଚାହଁ। ସମାନେେ ମାେତେ ଘୃଣା କରନ୍ତି ଓ ଆଘାତ କରିବାକୁ ଚାହାଁନ୍ତି।

20 ହେ ସଦାପ୍ରଭୁ, ମାରେ ପ୍ରାଣ ରକ୍ଷା କର। ମୁଁ ତୁମ୍ଭ ଉପରେ ନିର୍ଭର ରଖିଛି। ତଣେୁ ମାେତେ ନିରାଶ କର ନାହିଁ।

21 ହେ ସଦାପ୍ରଭୁ, ତୁମ୍ଭେ ପ୍ରକୃତରେ ମହାନ୍। ମୁଁ ତୁମ୍ଭକୁ ବିଶ୍ବାସ କରେ, ତଣେୁ ମାେତେ ରକ୍ଷା କର।

22 ହେ ପରମେଶ୍ବର, ଇଶ୍ରାୟେଲର ଲୋକମାନଙ୍କୁ ସମାନଙ୍କେ ଶତ୍ରୁ କବଳରୁ ରକ୍ଷା କର।

1 A Psalm of David.

2 Unto thee, O Lord, do I lift up my soul.

3 O my God, I trust in thee: let me not be ashamed, let not mine enemies triumph over me.

4 Yea, let none that wait on thee be ashamed: let them be ashamed which transgress without cause.

5 Shew me thy ways, O Lord; teach me thy paths.

6 Lead me in thy truth, and teach me: for thou art the God of my salvation; on thee do I wait all the day.

7 Remember, O Lord, thy tender mercies and thy lovingkindnesses; for they have been ever of old.

8 Remember not the sins of my youth, nor my transgressions: according to thy mercy remember thou me for thy goodness’ sake, O Lord.

9 Good and upright is the Lord: therefore will he teach sinners in the way.

10 The meek will he guide in judgment: and the meek will he teach his way.

11 All the paths of the Lord are mercy and truth unto such as keep his covenant and his testimonies.

12 For thy name’s sake, O Lord, pardon mine iniquity; for it is great.

13 What man is he that feareth the Lord? him shall he teach in the way that he shall choose.

14 His soul shall dwell at ease; and his seed shall inherit the earth.

15 The secret of the Lord is with them that fear him; and he will shew them his covenant.

16 Mine eyes are ever toward the Lord; for he shall pluck my feet out of the net.

17 Turn thee unto me, and have mercy upon me; for I am desolate and afflicted.

18 The troubles of my heart are enlarged: O bring thou me out of my distresses.

19 Look upon mine affliction and my pain; and forgive all my sins.

20 Consider mine enemies; for they are many; and they hate me with cruel hatred.

21 O keep my soul, and deliver me: let me not be ashamed; for I put my trust in thee.

22 Let integrity and uprightness preserve me; for I wait on thee.

23 Redeem Israel, O God, out of all his troubles.

Psalm 25 in Tamil and English

0
A Psalm of David.

1 ହେ ସଦାପ୍ରଭୁ, ମୁଁ ତୁମ୍ଭ ନିକଟରେ ନିଜକୁ ସମର୍ପଣ କରୁଛି।
Unto thee, O Lord, do I lift up my soul.

2 ହେ ମାରେ ପରମେଶ୍ବର, ମୁଁ ତୁମ୍ଭର ଶରଣାଗତ ଓ ମୁଁ କବେେ ନିରାଶ ହବେ ନାହିଁ। ମାେତେ ମାରେ ଶତ୍ରୁମାନେ ଦେଖି କବେେ ହସିବେ ନାହିଁ।
O my God, I trust in thee: let me not be ashamed, let not mine enemies triumph over me.

3 ହଁ ଯେଉଁମାନେ ତୁମ୍ଭ ନିକଟରେ ଶରଣ ନିଅନ୍ତି, ସମାନେେ ନିରାଶ ହବେେ ନାହିଁ। କିନ୍ତୁ ବିଶ୍ବାସଘାତକମାନେ ନିରାଶ ହବେେ। ସମାନେେ କିଛି ପାଇବେ ନାହିଁ।
Yea, let none that wait on thee be ashamed: let them be ashamed which transgress without cause.

4 ହେ ସଦାପ୍ରଭୁ, ମାେତେ ତୁମ୍ଭର ପଥରେ ଚାଲିବାକୁ ସାହାୟ୍ଯ କର। ତୁମ୍ଭର ମାର୍ଗରେ ଚାଲିବାକୁ ଶିକ୍ଷା ପ୍ରଦାନ କର।
Shew me thy ways, O Lord; teach me thy paths.

5 ତୁମ୍ଭର ସତ୍ଯ ମାର୍ଗରେ ଚାଲିବାକୁ ମାେତେ କଢ଼ାଇ ନିଅ ଓ ଶିକ୍ଷା ଦିଅ। ତୁମ୍ଭେ ମାରେ ପରିତ୍ରାଣର ପରମେଶ୍ବର ଅଟ। ମୁଁ ପ୍ରତିଦିନ ତୁମ୍ଭ ଉପରେ ଭରସା ରେଖ।
Lead me in thy truth, and teach me: for thou art the God of my salvation; on thee do I wait all the day.

6 ହେ ସଦାପ୍ରଭୁ, ମାେ ପ୍ରତି ଦୟା ଦଖାଇବୋକୁ ସ୍ମରଣ କର। ମାେତେ ଠିକ୍ ସହେିପରି ସ୍ନହପେୂର୍ଣ୍ଣ କରୁଣା ଦଖାେଅ, ୟାହାକି ତୁମ୍ଭେ ସର୍ବଦା ଦଖାଇେଅଛ।
Remember, O Lord, thy tender mercies and thy lovingkindnesses; for they have been ever of old.

7 ମୁଁ ୟୁବା ବେଳେ କରିଥିବା ପାପ ଓ ଅପରାଧକୁ ଭୁଲି ୟାଅ। ତୁମ୍ଭର ପବିତ୍ର ନାମର ସାର୍ଥକତା ପାଇଁ, ହେ ସଦାପ୍ରଭୁ ମାେତେ ତୁମ୍ଭର ସ୍ନହପେୂର୍ଣ୍ଣ କରୁଣାରେ ବାନ୍ଧି ରଖ।
Remember not the sins of my youth, nor my transgressions: according to thy mercy remember thou me for thy goodness’ sake, O Lord.

8 ସଦାପ୍ରଭୁ ହିଁ ପ୍ରକୃତରେ ମହାନ୍। ସେ ପାପୀକୁ ଉଚିତ ମାର୍ଗରେ ଚାଲିବାକୁ ନିର୍ଦ୍ଦଶେ ଦିଅନ୍ତି।
Good and upright is the Lord: therefore will he teach sinners in the way.

9 ସେ ଶୋଚନୀଯ ଲୋକକୁ ବିଚାର ମାର୍ଗ ଦଖାେନ୍ତି ଓ ନମ୍ର ଲୋକମାନଙ୍କୁ ତାଙ୍କ ପଥରେ ଚାଲିବାକୁ ପ୍ରରେିତ କରନ୍ତି।
The meek will he guide in judgment: and the meek will he teach his way.

10 ସଦାପ୍ରଭୁ ସହେିମାନଙ୍କ ପ୍ରତି ସ୍ନହପେୂର୍ଣ୍ଣ କରୁଣା ଦୃଷ୍ଟି କରନ୍ତି, ଯେଉଁମାନେ ତାଙ୍କର ନିଯମ ଓ ପ୍ରତିଜ୍ଞା ମାନି ଚଳନ୍ତି।
All the paths of the Lord are mercy and truth unto such as keep his covenant and his testimonies.

11 ହେ ସଦାପ୍ରଭୁ, ମୁଁ ଜୀବନରେ ଅନକେ ଅପରାଧ କରିଛି। କିନ୍ତୁ ତୁମ୍ଭର ମହାନୁଭବଦା ଯୋଗୁଁ ମୁଁ କରିଥିବା ସମସ୍ତ ଅପରାଧ ମାରେ କ୍ଷମା ହାଇେଛି। କାରଣ ତୁମ୍ଭେ ମହାନ୍।
For thy name’s sake, O Lord, pardon mine iniquity; for it is great.

12 ୟଦି ଜଣେ ବ୍ଯକ୍ତି ସଦାପ୍ରଭୁଙ୍କ ପଥକୁ ଅନୁସରଣ କରେ, ତା'ପରେ ପରମେଶ୍ବର ତାକୁ ବଞ୍ଚିବା ପାଇଁ ଜୀବନପଥ ଦଖାେନ୍ତି।
What man is he that feareth the Lord? him shall he teach in the way that he shall choose.

13 ସହେି ବ୍ଯକ୍ତି ଅତି ଆନନ୍ଦରେ ଜୀବନୟାପନ କରିବ ଓ ତା'ର ସନ୍ତାନ-ସନ୍ତତିଗଣ ପରମେଶ୍ବରଙ୍କ ପ୍ରଦତ୍ତ ଭୂମିରେ ବାସ କରିବେ।
His soul shall dwell at ease; and his seed shall inherit the earth.

14 ସଦାପ୍ରଭୁ ସର୍ବଦା ଗୁପ୍ତ ବିଷଯ ସବୁ ତାଙ୍କର ଅନୁୟୋଗୀମାନଙ୍କୁ କୁହନ୍ତି। ସେ ତାଙ୍କର ବ୍ଯବସ୍ଥା ସବୁ ସମାନଙ୍କେୁ ନିଯମ ପ୍ରଦାନ କରନ୍ତି।
The secret of the Lord is with them that fear him; and he will shew them his covenant.

15 ମୁଁ ସଦାସର୍ବଦା ସଦାପ୍ରଭୁଙ୍କର କୃପାପ୍ରାର୍ଥୀ। ସେ ସଦାସର୍ବଦା ମାେତେ ମାରେ ବିପଦରୁ ମୁକ୍ତ କରନ୍ତି।
Mine eyes are ever toward the Lord; for he shall pluck my feet out of the net.

16 ହେ ସଦାପ୍ରଭୁ, ମୁଁ ଆଘାତ ପ୍ରାପ୍ତ ଓ ଏକୁଟିଆ। ତୁମ୍ଭର କୃପାଦୃଷ୍ଟି ମାେ ଉପରେ ପକାଅ।
Turn thee unto me, and have mercy upon me; for I am desolate and afflicted.

17 ମାେତେ ବିପଦରୁ ମୁକ୍ତ କର। ମାରେ ସମସ୍ଯାର ସମାଧାନରେ ସହାୟକ ହୁଅ।
The troubles of my heart are enlarged: O bring thou me out of my distresses.

18 ହେ ସଦାପ୍ରଭୁ ମାରେ ଦୁଃଖ ଓ କ୍ଲେଶ ପ୍ରତି ଦୃଷ୍ଟିପାତ କର। ମୁଁ ଯେଉଁ ପାପ କରିଛି, ସେଥିଲାଗି ମାେତେ କ୍ଷମା କର।
Look upon mine affliction and my pain; and forgive all my sins.

19 ମାରେ ଶତ୍ରୁମାନଙ୍କୁ ଥରେ ଚାହଁ। ସମାନେେ ମାେତେ ଘୃଣା କରନ୍ତି ଓ ଆଘାତ କରିବାକୁ ଚାହାଁନ୍ତି।
Consider mine enemies; for they are many; and they hate me with cruel hatred.

20 ହେ ସଦାପ୍ରଭୁ, ମାରେ ପ୍ରାଣ ରକ୍ଷା କର। ମୁଁ ତୁମ୍ଭ ଉପରେ ନିର୍ଭର ରଖିଛି। ତଣେୁ ମାେତେ ନିରାଶ କର ନାହିଁ।
O keep my soul, and deliver me: let me not be ashamed; for I put my trust in thee.

21 ହେ ସଦାପ୍ରଭୁ, ତୁମ୍ଭେ ପ୍ରକୃତରେ ମହାନ୍। ମୁଁ ତୁମ୍ଭକୁ ବିଶ୍ବାସ କରେ, ତଣେୁ ମାେତେ ରକ୍ଷା କର।
Let integrity and uprightness preserve me; for I wait on thee.

22 ହେ ପରମେଶ୍ବର, ଇଶ୍ରାୟେଲର ଲୋକମାନଙ୍କୁ ସମାନଙ୍କେ ଶତ୍ରୁ କବଳରୁ ରକ୍ଷା କର।
Redeem Israel, O God, out of all his troubles.