Psalm 24:6
ସହେି ଉତ୍ତମ ବ୍ଯକ୍ତିମାନେ ସର୍ବଦା ପରମେଶ୍ବରଙ୍କ ପନ୍ଥା ଅନ୍ବଷେଣ କରନ୍ତି। ସମାନେେ ୟାକୁବର ପରମେଶ୍ବରଙ୍କ ନିକଟକୁ ୟାଆନ୍ତି।
Psalm 24:6 in Other Translations
King James Version (KJV)
This is the generation of them that seek him, that seek thy face, O Jacob. Selah.
American Standard Version (ASV)
This is the generation of them that seek after him, That seek thy face, `even' Jacob. Selah
Bible in Basic English (BBE)
This is the generation of those whose hearts are turned to you, even to your face, O God of Jacob. (Selah.)
Darby English Bible (DBY)
This is the generation of them that seek unto him, that seek thy face, O Jacob. Selah.
Webster's Bible (WBT)
This is the generation of them that seek him, that seek thy face, O Jacob. Selah.
World English Bible (WEB)
This is the generation of those who seek Him, Who seek your face--even Jacob. Selah.
Young's Literal Translation (YLT)
This `is' a generation of those seeking Him. Seeking Thy face, O Jacob! Selah.
| This | זֶ֭ה | ze | zeh |
| is the generation | דּ֣וֹר | dôr | dore |
| of them that seek | דֹּֽרְשָׁ֑ו | dōrĕšāw | doh-reh-SHAHV |
| seek that him, | מְבַקְשֵׁ֨י | mĕbaqšê | meh-vahk-SHAY |
| thy face, | פָנֶ֖יךָ | pānêkā | fa-NAY-ha |
| O Jacob. | יַעֲקֹ֣ב | yaʿăqōb | ya-uh-KOVE |
| Selah. | סֶֽלָה׃ | selâ | SEH-la |
Cross Reference
ଗୀତସଂହିତା 27:8
ହେ ସଦାପ୍ରଭୁ, ମୁଁ ତୁମ୍ଭ ସହିତ କଥା ହବୋକୁ ଚା ହେଁ। ମୁଁ ତୁମ୍ଭ ସହିତ ଅନ୍ତରର ଗଭୀରତମ ପ୍ରଦେଶରୁ କଥା ହବୋକୁ ଚା ହେଁ। ମୁଁ ତୁମ୍ଭ ନିକଟକୁ କହିବା ପାଇଁ ଆସିଛି।
ଗୀତସଂହିତା 105:4
ଶକ୍ତି ପାଇଁ ସଦାପ୍ରଭୁଙ୍କ ନିକଟକୁ ୟାଅ। ସାହାୟ୍ଯ ପାଇଁ ସର୍ବଦା ତାଙ୍କ ପାଖକୁ ୟାଅ।
ପିତରଙ୍କ ପ୍ରଥମ ପତ୍ 2:9
କିନ୍ତୁ ତୁମ୍ଭମାନେେ ମନୋନୀତ ଲୋକ ଅଟ। ତୁମ୍ଭମାନେେ ରାଜାଙ୍କର ଯାଜକ। ତୁମ୍ଭମାନେେ ପବିତ୍ର ଜାତି ଅଟ। ତୁମ୍ଭମାନେେ ପରମେଶ୍ବରଙ୍କ ଲୋକ। ପରମେଶ୍ବର କରିଥିବା ଆଶ୍ଚର୍ୟ୍ଯ ଘଟଣାମାନ କହିବା ପାଇଁ ପରମେଶ୍ବର ତୁମ୍ଭକୁ ମନୋନୀତ କରିଛନ୍ତି। ସେ ଅନ୍ଧକାରରୁ ତୁମ୍ଭମାନଙ୍କୁ ତାହାଙ୍କର ଆଶ୍ଚର୍ୟ୍ଯ ଜନକ ଆଲୋକକୁ ଆଣିଛନ୍ତି।
ଗୀତସଂହିତା 22:30
ଏବଂ ଭବିଷ୍ଯତରେ ଆମ୍ଭର ବଂଶଧରମାନେ ସଦାପ୍ରଭୁଙ୍କ ସବୋ କରିବେ। ଲୋକମାନେ ଚିରଦିନ ତାଙ୍କର ଗୁଣଗାନ କରିବେ।
ଗୀତସଂହିତା 73:15
ହେ ପରମେଶ୍ବର, ମୁଁ ଅନ୍ୟମାନଙ୍କୁ ଏ ବିଷଯରେ କହିବା ପାଇଁ ଚାହିଁଥିଲି। କିନ୍ତୁ ମୁଁ ଜାଣିଥିଲି ଏହା ତୁମ୍ଭର ଲୋକମାନଙ୍କ ବିରୁଦ୍ଧରେ ବିଶ୍ବାସଘାତକତା ହାଇେଥାନ୍ତା।
ଯିଶାଇୟ 53:10
ତଥାପି ତାକୁ ଚୂର୍ଣ୍ଣ କରିବାକୁ ସଦାପ୍ରଭୁ ସ୍ଥିର କଲେ। ସେ ତାହାକୁ ଦୁଃଖଗ୍ରସ୍ତ କଲେ। ତେଣୁ ତୁମ୍ଭେ ତାଙ୍କ ପ୍ରାଣକୁ ପାପାର୍ଥକ ବଳି କଲେ ସେ ଆପଣ ବଂଶ ଦେଖିବେ, ସେ ଦୀର୍ଘାଯୁ ହବେେ ଓ ତାହାଙ୍କ ହସ୍ତ ରେ ସଦାପ୍ରଭୁଙ୍କ ଇଷ୍ଟ ସିଦ୍ଧ ହବେ।
ଯୋହନଲିଖିତ ସୁସମାଚାର 1:47
ଯୀଶୁ ନିଥନିଯଲଙ୍କେୁ ତାହାଙ୍କ ଆଡେ ଆସିବାର ଦେଖିଲେ। ସେ କହିଲେ, ଏହି ଲୋକ ପ୍ରକୃତ ରେ ପରମେଶ୍ବରଙ୍କର ଜଣେ ବ୍ଯକ୍ତି। ତାହାଙ୍କଠା ରେ କୌଣସି ଅସାଧୁତା ନାହିଁ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 4:16
ସେଥିପାଇଁ ବିଶ୍ବାସ ଦ୍ବାରା ଲୋକେ ପରମେଶ୍ବରଙ୍କ ପ୍ରତିଜ୍ଞା ପାଆନ୍ତି। ପ୍ରତିଜ୍ଞା ଯେପରି ଏକ ବିନା ମୂଲ୍ଯର ଦାନ ହାଇପୋ ରେ ସେଥିପାଇଁ ଏପରି ଘଟେ, ଯଦି ବିନା ମୂଲ୍ଯ ରେ ପ୍ରତିଜ୍ଞା ଦାନ ମିଳେ ତା' ହେଲେ ଅବ୍ରାହାମଙ୍କ ବଂଶର ସବୁ ଲୋକେ ପ୍ରତିଜ୍ଞା ପାଇବା ସୁନିଶ୍ଚିତ। ଏହି ପ୍ରତିଜ୍ଞା କବଳେ ବ୍ଯବସ୍ଥାଧିନ ରହିଥିବା ଲୋକଙ୍କ ପାଇଁ ନୁହେଁ। ଅବ୍ରାହାମ ଭଳି ବିଶ୍ବାସ ପୂର୍ବକ ଜୀବନ ଯାପନ କରୁଥିବା ସମସ୍ତ ଲୋକଙ୍କ ପାଇଁ ଏହି ପ୍ରତିଜ୍ଞା ରହିଛି। ଅବ୍ରାହାମ ଆମ୍ଭ ସମସ୍ତଙ୍କର ପିତା।