Psalm 24:1
ପୃଥିବୀ ଓ ତହିଁରେ ଥିବା ସମସ୍ତ ବସ୍ତୁ ସଦାପ୍ରଭୁଙ୍କର ଅଟେ। ପୃଥିବୀର ସମସ୍ତ ଲୋକ ତାଙ୍କ ଆଶ୍ରିତ ଅଟନ୍ତି।
Psalm 24:1 in Other Translations
King James Version (KJV)
The earth is the LORD's, and the fulness thereof; the world, and they that dwell therein.
American Standard Version (ASV)
The earth is Jehovah's, and the fulness thereof; The world, and they that dwell therein.
Bible in Basic English (BBE)
<A Psalm. Of David.> The earth is the Lord's, with all its wealth; the world and all the people living in it.
Darby English Bible (DBY)
{Of David. A Psalm.} The earth is Jehovah's, and the fulness thereof; the world, and they that dwell therein.
Webster's Bible (WBT)
A Psalm of David. The earth is the LORD'S, and the fullness thereof; the world, and they that dwell therein.
World English Bible (WEB)
> The earth is Yahweh's, with its fullness; The world, and those who dwell therein.
Young's Literal Translation (YLT)
A Psalm of David. To Jehovah `is' the earth and its fulness, The world and the inhabitants in it.
| The earth | לַֽ֭יהוָה | layhwâ | LAI-va |
| is the Lord's, | הָאָ֣רֶץ | hāʾāreṣ | ha-AH-rets |
| and the fulness | וּמְלוֹאָ֑הּ | ûmĕlôʾāh | oo-meh-loh-AH |
| world, the thereof; | תֵּ֝בֵ֗ל | tēbēl | TAY-VALE |
| and they that dwell | וְיֹ֣שְׁבֵי | wĕyōšĕbê | veh-YOH-sheh-vay |
| therein. | בָֽהּ׃ | bāh | va |
Cross Reference
ଗୀତସଂହିତା 89:11
ସ୍ବର୍ଗ ଓ ପୃଥିବୀ ତୁମ୍ଭର ଅଟେ। ତୁମ୍ଭେ ଜଗତକୁ ସୃଷ୍ଟି କରିଛ ଓ ସମସ୍ତ ବସ୍ତୁଗୁଡ଼ିକ ଏହା ଉପରେ ଅଛି।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 10:26
ତୁମ୍ଭେ ଖାଇପାର କାରଣ ପୃଥିବୀ ଓ ତନ୍ମଧ୍ଯସ୍ଥ ପ୍ରେତ୍ୟକକ ବିଷୟ ପ୍ରଭୁଙ୍କର ଅଟେ।
ଯାତ୍ରା ପୁସ୍ତକ 9:29
ମାଶାେ ଫାରୋଙ୍କୁ କିହିଲେ, ଯେତବେେଳେ ମୁଁ ଏ ନଗର ଛାଡିବି, ମୁଁ ସେତବେେଳେ ସଦାପ୍ରଭୁଙ୍କୁ ହାତଟକେି ପ୍ରାର୍ଥନା କରିବି, ବଜ୍ର ଏବଂ ଶିଳାବୃଷ୍ଟି ବନ୍ଦ ହାଇଯେିବ। ସେତବେେଳେ ତୁମ୍ଭେ ଜାଣିବ ସଦାପ୍ରଭୁ ଏହି ଭୂମିରେ ଅଛନ୍ତି।
ଆୟୁବ ପୁସ୍ତକ 41:11
କୌଣସି ଜିନିଷ ପାଇଁ ମୁଁ କାହାର ଋଣୀ ନୁହେଁ, ସ୍ବର୍ଗ ରେ ଯାହାକିଛି ଅଛି, ସେ ସବୁ ମାରେ ଅଧୀନ ଅଟେ।
ପ୍ରଥମ ବଂଶାବଳୀ 29:11
ମହାନତା, ପରାକ୍ରମ, ମହିମା, ବିଜଯ ଓ ଗୌରବ ତୁମ୍ଭର ଅଟେ। କାହିଁକି ? କାରଣ ସ୍ବର୍ଗ ଓ ପୃଥିବୀସ୍ଥ ସମସ୍ତ ବିଷଯ ତୁମ୍ଭର ଅଟେ ; ହେ ସଦାପ୍ରଭୁ, ରାଜ୍ଯ ତୁମ୍ଭର ଅଟେ। ତୁମ୍ଭେ ହିଁ ସକଳ ବିଷଯର ମୁଖ୍ଯ ରୂପେ ପ୍ରଶଂସିତ ହାଇେଅଛ।
ନାହୂମ 1:5
ସଦାପ୍ରଭୁ ଆସିବେ ଏବଂ ପର୍ବତଗୁଡିକ ଭୟ ରେ ଥରିବେ ଏବଂ ପାହାଡଗୁଡିକ ତରଳି ଯିବେ। ସଦାପ୍ରଭୁଙ୍କ ଆଗମନ ରେ ପୃଥିବୀ ମଧ୍ଯ ଭୟ ରେ ଥରିବ। ବିଶ୍ବର ସମସ୍ତ ବ୍ଯକ୍ତି ଭୟ ରେ ଥରିବେ।
ଦିତୀୟ ବିବରଣ 10:14
ଆକାଶମଣ୍ତଳ ଓ ତହିଁ ଉପରିସ୍ଥ ସ୍ବର୍ଗ, ପକ୍ସ୍ଟଣି ପୃଥିବୀ ଓ ତହିଁ ମଧ୍ଯସ୍ଥିତ ସମସ୍ତ ବସ୍ତକ୍ସ୍ଟ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କର।
ଯାତ୍ରା ପୁସ୍ତକ 19:5
ତେଣୁ ସମାନଙ୍କେୁ ମାରେ ଆଜ୍ଞା ମାନିବା ପାଇଁ କୁହ। ସମାନଙ୍କେୁ ମାରେ ନିଯମ ପାଳନ କରିବାକୁ ଦିଅ। ଯଦି ତୁମ୍ଭେ ଏପରି କର, ତବେେ ତୁମ୍ଭମାନେେ ମାରେ ଆପଣାର ରତ୍ନଭଣ୍ଡାର ହାଇେ ରହିବ ଯେ ହତେୁ ସମଗ୍ର ପୃଥିବୀ ମାରେ।
ଦାନିଏଲ 4:25
ତୁମ୍ଭେ ମନୁଷ୍ଯମାନଙ୍କ ସଙ୍ଗ ମଧ୍ଯରୁ ବିତାଡିତ ହବେ ଓ କ୍ଷେତ୍ରସ୍ଥ ପଶୁମାନଙ୍କ ସହିତ ବାସ କରିବ ଏବଂ ଆଉ ତୁମ୍ଭେ ଗୋରୁମାନଙ୍କ ପରି ତୃଣ ଭୋଜନ କରି ବଞ୍ଚିବ ଓ ଆକାଶର କାକର ରେ ତିନ୍ତିବ। ଏହିରୂପେ ତୁମ୍ଭ ଉପ ରେ ସାତବର୍ଷ ଅତିକ୍ରମ କରିବ। ଶଷେ ରେ ତୁମ୍ଭେ ଅନୁଭବ କରିବ ଯେ, ସେ ସର୍ବୋପରିସ୍ଥ ପରମେଶ୍ବର ଯାହାକୁ ଇଚ୍ଛା କରନ୍ତି, ତାକୁ ରାଜ୍ଯ ଦାନ କରନ୍ତି।
ଗୀତସଂହିତା 98:7
ବଂଶୀ ବଜାଅ ଓ ଶିଙ୍ଗା ଫୁଙ୍କ। ଆମ୍ଭମାନଙ୍କର ରାଜା ସଦାପ୍ରଭୁଙ୍କ ସମ୍ମୁଖରେ ଆନନ୍ଦ ଧ୍ବନି କର।
ଗୀତସଂହିତା 50:12
ମୁଁ ଭୋକିଲା ନୁହେଁ, ୟଦି ମୁଁ ଭୋକିଲା ଥାନ୍ତି, କବେେ ହେଲେ ତୁମ୍ଭକୁ ଖାଦ୍ୟ ମାଗି ନ ଥାନ୍ତି। ମୁଁ ଏହି ପୃଥିବୀର ମାଲିକ ଓ ତହିଁର ପୂର୍ଣ୍ଣତା ମାରେ ଅଧୀନ ଅଟେ।