Psalm 22:29
ବଳଶାଳୀ, ସ୍ବାସ୍ଥ୍ଯବାନ୍ ଲୋକମାନେ ଭୋଜନ କରି ପରମେଶ୍ବରଙ୍କ ସମ୍ମୁଖରେ ପ୍ରଣାମ ହବେେ। ପ୍ରକୃତରେ ସବୁ ମଣିଷ ଯେଉଁମାନେ ମୃତ୍ଯୁବରଣ କରିବେ ଓ ଯେଉଁମାନେ ମୃତ୍ଯୁବରଣ କରିଛନ୍ତି ପରମେଶ୍ବରଙ୍କ ସମ୍ମୁଖରେ ନତ ମସ୍ତକ ହବେେ।
Psalm 22:29 in Other Translations
King James Version (KJV)
All they that be fat upon earth shall eat and worship: all they that go down to the dust shall bow before him: and none can keep alive his own soul.
American Standard Version (ASV)
All the fat ones of the earth shall eat and worship: All they that go down to the dust shall bow before him, Even he that cannot keep his soul alive.
Bible in Basic English (BBE)
All the fat ones of the earth will give him worship; all those who go down to the dust will make themselves low before him, even he who has not enough for the life of his soul.
Darby English Bible (DBY)
All the fat ones of the earth shall eat and worship; all they that go down to the dust shall bow before him, and he that cannot keep alive his own soul.
Webster's Bible (WBT)
For the kingdom is the LORD'S: and he is the governor among the nations.
World English Bible (WEB)
All the rich ones of the earth shall eat and worship. All those who go down to the dust shall bow before him, Even he who can't keep his soul alive.
Young's Literal Translation (YLT)
And the fat ones of earth have eaten, And they bow themselves, Before Him bow do all going down to dust, And he `who' hath not revived his soul.
| All | אָכְל֬וּ | ʾoklû | oke-LOO |
| they that be fat | וַיִּֽשְׁתַּחֲוּ֨וּ׀ | wayyišĕttaḥăwwû | va-yee-sheh-ta-HUH-woo |
| upon earth | כָּֽל | kāl | kahl |
| eat shall | דִּשְׁנֵי | dišnê | deesh-NAY |
| and worship: | אֶ֗רֶץ | ʾereṣ | EH-rets |
| all | לְפָנָ֣יו | lĕpānāyw | leh-fa-NAV |
| down go that they | יִ֭כְרְעוּ | yikrĕʿû | YEEK-reh-oo |
| to the dust | כָּל | kāl | kahl |
| shall bow | יוֹרְדֵ֣י | yôrĕdê | yoh-reh-DAY |
| before | עָפָ֑ר | ʿāpār | ah-FAHR |
| none and him: | וְ֝נַפְשׁ֗וֹ | wĕnapšô | VEH-nahf-SHOH |
| can keep alive | לֹ֣א | lōʾ | loh |
| his own soul. | חִיָּֽה׃ | ḥiyyâ | hee-YA |
Cross Reference
ଗୀତସଂହିତା 45:12
ସୋର ଦେଶର ଧନଶାଳୀ ବ୍ଯକ୍ତିମାନେ ତୁମ୍ଭକୁ ଉପହାର ଦବୋକୁ ଉପସ୍ଥିତ ହବେେ। ସମାନେେ ତୁମ୍ଭର ପକ୍ଷପାତ ଲୋଡ଼ିବେ।
ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 2:10
ଏପରି କରିବାର ଉଦ୍ଦେଶ୍ଯ ଥିଲା ଯେ ସ୍ବର୍ଗର, ପୃଥିବୀର ଓ ପାତାଳର ପ୍ରେତ୍ୟକକ ଲୋକ ଯେପରି ଯୀଶୁଙ୍କ ନାମ ଆଗ ରେ ମୁଣ୍ଡ ନୁଆଇଁବେ।
ଯିଶାଇୟ 26:19
ମାତ୍ର ସଦାପ୍ରଭୁ କୁହନ୍ତି, ତୁମ୍ଭର ମୃତମାନେ ଜୀବିତ ହବେେ। ମୃତ ଶବଗୁଡ଼ିକ ପୁଣି ନିଃଶ୍ବାସ ନବୋ ଆରମ୍ଭ କରିବେ। ହେ ଧୂଳିନିବାସୀ ଗଣ, ଉଠ, ଆନନ୍ଦ କର, କାରଣ ତୁମ୍ଭମାନେେ ପ୍ରଭାତ ରେ ତୃଣ ଉପର ଶିଶିର ତୁଲ୍ଯ ଭୂମି ମୃତମାନଙ୍କୁ ଜନ୍ମ ଦବେ।'
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 14:10
ଅତଏବ, ତୁମ୍ଭେ ନିଜ ଭାଇଙ୍କୁ ବିଗ୍ଭର କର ନାହିଁ। ନିଜକୁ ନିଜ ଭାଇଠାରୁ ଅଧିକ ଭଲ ବୋଲି ଭାବ ନାହିଁ। ଆମ୍ଭେ ସମସ୍ତେ ନ୍ଯାୟବିଚ୍ଭାର ପାଇଁ ପରମେଶ୍ବରଙ୍କ ଆଗ ରେ ଠିଆ ହବୋ, ଓ ସେ ଆମ୍ଭର ବିଚ୍ବାର କରିବେ।
ଯିଶାଇୟ 45:23
ଆମ୍ଭେ ଆପଣା ନାମ ଦଇେ ଶପଥ କରିଅଛୁ ଓ ଯେଉଁ ଧର୍ମମଯବାଣୀ ଆମ୍ଭ ମୁଖରୁ ନିର୍ଗତ ହାଇେଛି, ତାହା ଅନ୍ୟଥା ହବେ ନାହିଁ। ଆମ୍ଭ ସମ୍ମୁଖ ରେ ପ୍ରେତ୍ୟକକ ନତଜାନୁ ହବେେ ଓ ପ୍ରେତ୍ୟକକ ଜିହ୍ବା ଶପଥ କରିବ।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 21:24
ନଗରୀର ଆଲୋକରେ ଜାତିସମୂହର ଲୋକମାନେ ଚାଲିବେ। ପୃଥିବୀର ରାଜାମାନେ ସମାନଙ୍କେର ଐଶ୍ବର୍ୟ୍ଯ ଏହି ନଗରୀକୁ ଦବେେ।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 20:12
ମୁଁ ବଡ଼ଠାରୁ ସାନ ପର୍ୟ୍ଯନ୍ତ ମୃତବ୍ଯକ୍ତିଙ୍କୁ ସିଂହାସନ ସାମନା ରେ ଠିଆ ହବୋର ଦେଖିଲି। ଜୀବନ ପୁସ୍ତକ ଖାେଲାଥିଲା। ସଠାେରେ ଅନ୍ୟ ପୁସ୍ତକଗୁଡ଼ିକ ମଧ୍ଯ ଖାେଲାଥିଲା। ମୃତ ଲୋକମାନଙ୍କର ନିଜନିଜ କର୍ମ ଅନୁସାରେ ବିଚାର ହେଲା। ସହେି ପୁସ୍ତକଗୁଡ଼ିକରେ ଏସବୁ ବିଷୟ ଲଖାଯାେଇଥିଲା।
ଯୋହନଲିଖିତ ସୁସମାଚାର 11:25
ଯୀଶୁ ତାକୁ କହିଲେ, ମୁଁ ସହେି ପୁନରୁତ୍ଥାନ ଓ ଜୀବନ, ମାଠାେ ରେ ବିଶ୍ବାସ କରୁଥିବା ଲୋକ ମୃତ୍ଯୁ ପରେ ପୁଣି ବଞ୍ଚି ଉଠିବ ଓ ଜୀବିତ ରହିବ।
ଯୋହନଲିଖିତ ସୁସମାଚାର 3:36
ପୁତ୍ରଙ୍କୁ ବିଶ୍ବାସ କରୁଥିବା ଲୋକ ଅନନ୍ତ ଜୀବନ ପାଆନ୍ତି। କିନ୍ତୁ ପୁତ୍ରଙ୍କୁ ଅବଜ୍ଞା କରୁଥିବା ଲୋକ କଦାପି ଅନନ୍ତ ଜୀବନ ଲାଭ କରିବ ନାହିଁ। ସହେି ଲୋକମାନଙ୍କ ଉପରେ ପରମେଶ୍ବରଙ୍କର କୋରଧ ରହିବ।
ହୋଶେୟ 13:9
ହେ ଇଶ୍ରାୟେଲ, ଆମ୍ଭେ ତୁମ୍ଭକୁ ସାହାୟ୍ଯ କଲୁ କିନ୍ତୁ ତୁମ୍ଭେ ଆମ୍ଭର ବିରୁଦ୍ଧ ରେ ଗଲ। ତେଣୁ ଆମ୍ଭେ ତୁମ୍ଭକୁ ଧ୍ବଂସ କରିବା।
ଯିଶାଇୟ 60:16
ତୁମ୍ଭେ ଯାହା ଚାହିଁବ, ଅନ୍ୟ ଦେଶ ତୁମ୍ଭକୁ ତାହା ଦବେ। ଏହା ଏକ ଶିଶୁ ପରି ହବେ ଯେ କି ଆପଣା ମା'ର କ୍ଷୀର ପାନ କରୁଛି। ତୁମ୍ଭେ ରାଜାମାନଙ୍କର ଐଶ୍ବର୍ୟ୍ଯ ପାନ କରିବ। ତାହା ହେଲେ ଆମ୍ଭେ ଯେ ସଦାପ୍ରଭୁ, ତୁମ୍ଭର ତ୍ରାଣକର୍ତ୍ତା, ତୁମ୍ଭର ମୁକ୍ତିଦାତା ଓ ଯାକୁବର ବଳଦାତା ଅଟୁଁ ତାହା ତୁମ୍ଭେ ଜାଣିବ।
ଯିଶାଇୟ 60:3
ପୁଣି ଅନ୍ୟଦେଶୀଯମାନେ ତୁମ୍ଭର ଦୀପ୍ତି ନିକଟକୁ ଓ ରାଜାମାନେ ତୁମ୍ଭ ଅରୁଣାଲୋକ ନିକଟକୁ ଆସିବେ।
ଯିଶାଇୟ 29:4
ଏଥି ରେ ତୁମ୍ଭେ ଅବନତ ହବେ ଓ ଭୂମିରୁ କଥା କହିବ। ଧୂଳି ଉପରୁ ତୁମ୍ଭର ସ୍ବର କ୍ଷୀଣ ହବେ ଓ ତାହା ଭୂତର ସ୍ବର ତୁଲ୍ଯ ହବେ। ତୁମ୍ଭର ସ୍ବର ଧୂଳି ଉପରୁ ଫୁସଫୁସ ଶବ୍ଦ ସ୍ବର ରେ କହିଲା ପରି ହବେ।'
ଯିଶାଇୟ 10:16
ଅଶୂର ଭାବେ ସେ ମହାନ୍। ମାତ୍ର ସର୍ବଶକ୍ତିମାନ ସଦାପ୍ରଭୁ ତା ବିରୁଦ୍ଧ ରେ ଏକ ଭୟଙ୍କର ବ୍ଯାଧି ପଠାଇବେ। ଗୋଟିଏ ରୋଗୀ ତା'ର ଓଜନ ହରାଇଲା ପରି ଅଶୂର ତା'ର ଅର୍ଥ ଓ ସାମର୍ଥ୍ଯ ହରାଇବ। ତା'ପ ରେ ଅଶୂରର ସମସ୍ତ ଗୌରବ ଧ୍ବଂସ ପାଇବ। ଏହା ଅଶୂରର ସମସ୍ତ ଧ୍ବଂସ କରିବା ପର୍ୟ୍ଯନ୍ତ ଜ୍ବଳନ୍ତ ଅଗ୍ନି ସଦୃଶ ହବେ।
ଗୀତସଂହିତା 113:7
ପରମେଶ୍ବର ଗରିବମାନଙ୍କୁ ଧୂଳିରୁ ଉଠାନ୍ତି। ସେ ଦୀନହୀନ ଏବଂ ଅସହାୟମାନଙ୍କୁ ଅଳିଆ ଗଦାରୁ ଉଠାନ୍ତି।
ଗୀତସଂହିତା 78:31
ପରମେଶ୍ବର ସମସ୍ତ ଲୋକମାନଙ୍କ ଉପରେ ପ୍ରବଳ କୋର୍ଧ ହେଲେ, ଏବଂ ସମାନଙ୍କେ ମଧ୍ଯରୁ ସବୁଠୁଁ ସ୍ବାସ୍ଥ୍ଯବାନ ଲୋକଙ୍କୁ ହତ୍ଯା କଲେ। ସେ ଇଶ୍ରାୟେଲର ଉତ୍ତମ ୟୁବକମାନଙ୍କୁ ତଳକୁ ଖସାଇ ଆଣିଲେ।
ଗୀତସଂହିତା 73:7
ସମାନେେ ୟାହା ଚାହାଁନ୍ତି ତାହା କରନ୍ତି। ୟଦି ସମାନେେ କିଛି ଦେଖନ୍ତି ଓ ପସନ୍ଦ କରନ୍ତି, ସମାନେେ ତାକୁ ୟେ କୌଣସି ପ୍ରକାରେ ହାସଲ କରିଥାନ୍ତି।
ଗୀତସଂହିତା 72:10
ତର୍ଶୀଶର ରାଜା ଓ ଅନ୍ୟ ସୁଦୂର ରାଜାଗଣ ତାଙ୍କ ପାଇଁ ଉପହାର ଆଣନ୍ତୁ। ଶିବାର ଓ ସିବାର ରାଜାଗଣ ତାଙ୍କ ପାଇଁ ଭଟେି ଆଣନ୍ତୁ।
ଗୀତସଂହିତା 49:6
ଅନକେ ଲୋକ ଭାବନ୍ତି ସମାନଙ୍କେର ଧନ ଓ ବଳ ସମାନଙ୍କେୁ ରକ୍ଷା କରିବ କିନ୍ତୁ ସହେି ଲୋକମାନେ ମୂର୍ଖ ଅଟନ୍ତି।