Psalm 18:31
ସଦାପ୍ରଭୁଙ୍କ ବ୍ଯତୀତ ଅନ୍ୟ ପରମେଶ୍ବର ନାହାନ୍ତି। ଆମ୍ଭମାନଙ୍କ ପରମେଶ୍ବରଙ୍କ ବ୍ଯତୀତ ଅନ୍ୟ ଶୈଳ ନାହିଁ।
Psalm 18:31 in Other Translations
King James Version (KJV)
For who is God save the LORD? or who is a rock save our God?
American Standard Version (ASV)
For who is God, save Jehovah? And who is a rock, besides our God,
Bible in Basic English (BBE)
For who is God but the Lord? or who is a Rock but our God?
Darby English Bible (DBY)
For who is +God save Jehovah? and who is a rock if not our God?
Webster's Bible (WBT)
As for God, his way is perfect: the word of the LORD is tried: he is a buckler to all those that trust in him.
World English Bible (WEB)
For who is God, except Yahweh? Who is a rock, besides our God,
Young's Literal Translation (YLT)
For who `is' God besides Jehovah? And who `is' a rock save our God?
| For | כִּ֤י | kî | kee |
| who | מִ֣י | mî | mee |
| is God | אֱ֭לוֹהַּ | ʾĕlôah | A-loh-ah |
| save | מִבַּלְעֲדֵ֣י | mibbalʿădê | mee-bahl-uh-DAY |
| the Lord? | יְהוָ֑ה | yĕhwâ | yeh-VA |
| who or | וּמִ֥י | ûmî | oo-MEE |
| is a rock | צ֝֗וּר | ṣûr | tsoor |
| save | זוּלָתִ֥י | zûlātî | zoo-la-TEE |
| our God? | אֱלֹהֵֽינוּ׃ | ʾĕlōhênû | ay-loh-HAY-noo |
Cross Reference
ଗୀତସଂହିତା 86:8
ହେ ପରମେଶ୍ବର, ଦବଗେଣଙ୍କ ମଧ୍ୟରେ ତୁମ୍ଭ ପରି ଆଉ କହେି ନାହିଁ। ତୁମ୍ଭେ ୟାହା କରିଛ କହେି ଏପରି କରିପାରିବେ ନାହିଁ।
ଦିତୀୟ ବିବରଣ 32:31
ସମାନଙ୍କେର 'ଶୈଳ' ଆମ୍ଭମାନଙ୍କର ଦବେତାମାନଙ୍କ ତକ୍ସ୍ଟଲ୍ଯ ନକ୍ସ୍ଟହଁ। ଏବଂ ଆମ୍ଭର ଶତୃମାନେ ଆମ୍ଭର ବିଗ୍ଭରକ।
ଦିତୀୟ ବିବରଣ 32:39
'ଏବେ ଦେଖ ଆମ୍ଭେ କବଳେ ପରମେଶ୍ବର ଅଟକ୍ସ୍ଟ। ଆଉ କୌଣସି ଅନ୍ୟ ଦବେତା ନାହିଁ। ଆମ୍ଭେ ମରଣ ଦେଉ, ଆମ୍ଭେ ଜୀବଦାନ କରୁ। ଆମ୍ଭେ ଲୋକମାନଙ୍କୁ ଆରୋଗ୍ୟ କରିପାରକ୍ସ୍ଟ। କୌଣସି ବ୍ଯକ୍ତି ଆମ୍ଭ ଶକ୍ତିଠାରକ୍ସ୍ଟ ରକ୍ଷା କରିପାରିବ ନାହିଁ
ପ୍ରଥମ ଶାମୁୟେଲ 2:2
ପରମେଶ୍ବରଙ୍କ ତକ୍ସ୍ଟଲ୍ଯ ପବିତ୍ର ଆଉ କହେି ନାହିଁ, କାରଣ ତକ୍ସ୍ଟମ୍ଭ ବ୍ଯତୀତ ଆଉ କହେି ପରମେଶ୍ବର ନାହାନ୍ତି। ଆମ୍ଭର ପରମେଶ୍ବରଙ୍କ ତକ୍ସ୍ଟଲ୍ଯ କୌଣସି ଶୈଳ ନାହିଁ।
ଯିଶାଇୟ 45:5
ଆମ୍ଭେ ସଦାପ୍ରଭୁ, ଆମ୍ଭେ ଅଦ୍ବିତୀୟ। ଆମ୍ଭ ବ୍ଯତୀତ ପରମେଶ୍ବର କହେି ନାହାଁନ୍ତି। ତୁମ୍ଭେ ଆମ୍ଭକୁ ନ ଜାଣିଲେ ମଧ୍ଯ ଆମ୍ଭେ ତୁମ୍ଭକୁ ସୁଦୃଢ଼ କରିବା।
ଦିତୀୟ ଶାମୁୟେଲ 22:32
ସଦାପ୍ରଭୁଙ୍କ ବ୍ଯତୀତ ଅନ୍ୟ ପରମେଶ୍ବର ନାହାଁନ୍ତି? ଆମ୍ଭମାନଙ୍କ ପରମେଶ୍ବରଙ୍କ ବ୍ଯତୀତ ଅନ୍ୟ ଶୈଳ ନାହିଁ?
ଯିଶାଇୟ 45:21
ତୁମ୍ଭମାନେେ ଆସ ଓ ତାହା ଉପସ୍ଥିତ କର ; ସମାନେେ ପରସ୍ପର ମନ୍ତ୍ରଣା କରନ୍ତୁ।