ଗୀତସଂହିତା 15:2 in Oriya

ଓଡିଆ ଓଡିଆ ବାଇବେଲ ଗୀତସଂହିତା ଗୀତସଂହିତା 15 ଗୀତସଂହିତା 15:2

Psalm 15:2
କବଳେ ଯେଉଁ ବ୍ଯକ୍ତି ଶୁଦ୍ଧ ଚିତ୍ତରେ ଜୀବନ-ୟାପନ କରେ, ଭଲ କାର୍ୟ୍ଯ କରେ ଓ ଅନ୍ତରରୁ ସତ୍ଯକଥା ପ୍ରକାଶ କରେ ସେ କବଳେ ତୁମ୍ଭର ପବିତ୍ର ପର୍ବତରେ ବାସ କରିପାରିବ।

Psalm 15:1Psalm 15Psalm 15:3

Psalm 15:2 in Other Translations

King James Version (KJV)
He that walketh uprightly, and worketh righteousness, and speaketh the truth in his heart.

American Standard Version (ASV)
He that walketh uprightly, and worketh righteousness, And speaketh truth in his heart;

Bible in Basic English (BBE)
He who goes on his way uprightly, doing righteousness, and saying what is true in his heart;

Darby English Bible (DBY)
He that walketh uprightly, and worketh righteousness, and speaketh the truth from his heart.

Webster's Bible (WBT)
He that walketh uprightly, and worketh righteousness, and speaketh the truth in his heart.

World English Bible (WEB)
He who walks blamelessly does what is right, And speaks truth in his heart;

Young's Literal Translation (YLT)
He who is walking uprightly, And working righteousness, And speaking truth in his heart.

He
that
walketh
הוֹלֵ֣ךְhôlēkhoh-LAKE
uprightly,
תָּ֭מִיםtāmîmTA-meem
and
worketh
וּפֹעֵ֥לûpōʿēloo-foh-ALE
righteousness,
צֶ֑דֶקṣedeqTSEH-dek
speaketh
and
וְדֹבֵ֥רwĕdōbērveh-doh-VARE
the
truth
אֱ֝מֶ֗תʾĕmetA-MET
in
his
heart.
בִּלְבָבֽוֹ׃bilbābôbeel-va-VOH

Cross Reference

ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 4:25
ଅତଏବ ତୁମ୍ଭେ ମିଛ କହିବା ବନ୍ଦ କର। ସର୍ବଦା ପରସ୍ପରକୁ ସତ୍ଯ କୁହ, ଯେ ହତେୁ ଆମ୍ଭେ ସମସ୍ତେ ଗୋଟିଏ ଦହରେ ଅଙ୍ଗପ୍ରତ୍ଯଙ୍ଗ ଅଟୁ।

କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3:9
ପରସ୍ପରକୁ ମିଛ କଥା କୁହ ନାହିଁ, କାରଣ ତୁମ୍ଭମାନେେ ପୂର୍ବ ଜୀବନର ପାପପୂର୍ଣ୍ଣ ଆଚରଣ ଛାଡ଼ି ଦଇେଛ।

ହିତୋପଦେଶ 28:18
ସହେି ଜଣେ ୟିଏ ନିର୍ଦ୍ଦୋଶ ଭାବରେ ଜୀବନ ୟାପନ କରେ, ସେ ନଜକୁ ରକ୍ଷା କରେ। କିନ୍ତୁ ଜଣେ ୟିଏ ତା'ର ନଜ ପଥକୁ ବିପଥରେ ନିଏ ସେ ଅକସ୍ମାତ ପଡ଼ିୟିବ।

ଗୀତସଂହିତା 34:12
ୟଦି ଜଣେ ବ୍ଯକ୍ତି ଜୀବନକୁ ଭଲ ପାଏ ଏବଂ ସେ ଦୀର୍ଘ ନିରାମଯ ଜୀବନୟାପନ କରିବାକୁ ଇଚ୍ଛା କରେ।

ଲୂକଲିଖିତ ସୁସମାଚାର 1:6
ସମାନେେ ଦୁ ହେଁ ପରମେଶ୍ବରଙ୍କ ଆଗ ରେ ଉତ୍ତମ ବ୍ଯକ୍ତି ଥିଲେ। ସମାନେେ ଉଭୟ ପ୍ରଭୁଙ୍କର ସମସ୍ତ ଆଜ୍ଞା ପାଳନ କରୁଥିଲେ। ପ୍ରଭୁ ଲୋକମାନଙ୍କୁ ପାଳିବାକୁ କହିଥିବା ସମସ୍ତ କଥା ସମାନେେ ଦୁ ହେଁ ପାଳୁଥିଲେ। ସମାନଙ୍କେର କୌଣସି ଭୁଲ ନଥିଲା।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 2:10
କିନ୍ତୁ ପରମେଶ୍ବର, ଭଲ କାମ କରୁଥିବା ପ୍ରେତ୍ୟକକ ଲୋକକୁ ଗୌରବ, ସମ୍ମାନ ଓ ଶାନ୍ତି ପ୍ରଦାନ କରିବେ। ପ୍ରଥମେ ଯିହୂଦୀମାନଙ୍କୁ ଓ ପରେ ଅଣଯିହୂଦୀମାନଙ୍କୁ ମଧ୍ଯ।

ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 2:10
ଆମ୍ଭେ ଯାହା, ତାହା କବଳେ ପରମେଶ୍ବରଙ୍କ ଦ୍ବାରା ହାଇେଅଛୁ। ଆମ୍ଭେ ଯେପରି ଭଲ କାମ କରିପାରୁ, ସେଥିପାଇଁ ପରମେଶ୍ବର ଆମ୍ଭକୁ ଖ୍ରୀଷ୍ଟ ଯୀଶୁଙ୍କ ମଧିଅରେ ନୂତନ ବ୍ଯକ୍ତି କଲେ। ଏହି ଭଲ କାମଗୁଡ଼ିକୁ ମଧ୍ଯ ସେ ଆମ୍ଭପାଇଁ ପୂର୍ବରୁ ଯୋଜନା କରି ରଖିଅଛନ୍ତି। ସେ ହିଁ ଯୋଜନା କରିଛନ୍ତି ଆମ୍ଭେ ସହେି ଭଲକାମ କରି ଜୀବନଯାପନ କରିବା।

ଏବ୍ରୀମାନଙ୍କ ନିକଟକୁ ପତ୍ର 11:33
ସେ ସମସ୍ତଙ୍କର ବହୁତ ଅଧିକ ବିଶ୍ବାସ ଥିଲା। ସହେି ବିଶ୍ବାସ ବଳ ରେ ସମାନେେ ସାମ୍ରାଜ୍ଯଗୁଡ଼ିକୁ ପରାସ୍ତ କରିଥିଲେ। ସମାନେ ସମସ୍ତେ ଧାର୍ମିକ କାର୍ୟ୍ଯ କଲେ, ପରମେଶ୍ବରଙ୍କ ପ୍ରତିଜ୍ଞାର ବିଷୟଗୁଡ଼ିକ ପାଇଲେ। ସମାନେେ ନିଜ ବିଶ୍ବାସ ଦ୍ବାରା ସିଂହମାନଙ୍କର ମୁହଁ ବନ୍ଦ କଲେ।

ଯୋହନଙ୍କ ପ୍ରଥମ ପତ୍ର 2:6
ପରମେଶ୍ବରଙ୍କ ସହ ଜୀବନଯାପନ କରୁଛୁ ବୋଲି ଦାବି କରୁଥିବା ବ୍ଯକ୍ତି ଯୀଶୁଙ୍କ ଭଳି ଜୀବନଯାପନ କରିବା ଉଚିତ।

ଯୋହନଙ୍କ ପ୍ରଥମ ପତ୍ର 3:7
ପ୍ରିୟ ପିଲାମାନେ, କହେି ତୁମ୍ଭମାନଙ୍କୁ ମନ୍ଦ ପଥରେ ୟିବା ପାଇଁ ନ ଭୁଲାଉ। ଖ୍ରୀଷ୍ଟ ଧାର୍ମିକ ଅଟନ୍ତି। ତେଣୁ ଯେକହେି ଖ୍ରୀଷ୍ଟଙ୍କ ପରି ଉତ୍ତମ ହବୋକୁ ଇଚ୍ଛା କରେ, ସେ ଉଚିତ କର୍ମ କରୁ।

ମୀଖା 2:7
ହେ ଯାକୁବ ବଂଶ, ଆମ୍ଭେ ଏହିସବୁ ନିଶ୍ଚଯ କହିବା। କାରଣ ତୁମ୍ଭମାନେେ ଯେଉଁ ମନ୍ଦକାର୍ୟ୍ଯ କରିଛ, ସେଥିପାଇଁ ସଦାପ୍ରଭୁ ତାଙ୍କର ର୍ଧୈୟ୍ଯ ହରାଇଛନ୍ତି। ତୁମ୍ଭେ ଯଦି ଉଚିତ କର୍ମ କରିବ, ଆମ୍ଭର ବାକ୍ଯ ତୁମ୍ଭ ପାଇଁ ମଙ୍ଗଳକର ହବେ।

ହିତୋପଦେଶ 2:7
ସେ ସତ୍ ଲୋକଙ୍କ ପାଇଁ ତତ୍ତ୍ବଜ୍ଞାନ ସଞ୍ଚଯ କରନ୍ତି। ସେ ନିରୀହ ଲୋକମାନଙ୍କର ଢ଼ାଲ ସ୍ବରୂପ ଅଟନ୍ତି।

ଯୋହନଙ୍କ ପ୍ରଥମ ପତ୍ର 2:29
ସେ ଧାର୍ମିକ ବୋଲି ତୁମ୍ଭେ ଜାଣିଛ। ତେଣୁ ତୁମ୍ଭେ ଏହା ମଧ୍ଯ ଜାଣିରଖ ଯେ, ଧର୍ମାଚରଣ କରୁଥିବା ସମସ୍ତ ବ୍ଯକ୍ତି ପରମେଶ୍ବରଙ୍କର ସନ୍ତାନ ଅଟନ୍ତି।

ଯିଶାଇୟ 33:15
ଯେଉଁ ଲୋକମାନେ ଧର୍ମ ପଥରେ ଚାଲନ୍ତି ଓ ସରଳ କଥା କୁହନ୍ତି, ସମାନେେ ଉପଦ୍ରବକାଳ ଲାଭ ତୁଚ୍ଛ କରନ୍ତି। ଲାଞ୍ଚ ଧରିବା ବିଷଯରୁ ଆପଣା ହାତ ଝାଡ଼ି ଦିଅନ୍ତି। ରକ୍ତପାତ କଥା ଶ୍ରବଣରୁ ଆପଣା କର୍ଣ୍ଣ ରୋଧ କରନ୍ତି ଓ ଦୁଷ୍କର୍ମ ଦର୍ଶନରୁ ଚକ୍ଷୁ ମୁଦ୍ରିତ କରନ୍ତି।

ଗୀତସଂହିତା 24:4
ଯେଉଁ ଲୋକମାନେ କବେେ କିଛି ମନ୍ଦ କାର୍ୟ୍ଯ କରି ନାହାଁନ୍ତି, ୟାହାଙ୍କର ହୃଦଯ ଓ ମନ ନିର୍ମଳ, ଯେଉଁ ଲୋକମାନେ ମାରେ ନାମର ଅସତ୍ଯ ବ୍ଯବହାର କରି ନାହଁନ୍ତି ଯେଉଁ ମିଥ୍ଯା କହନ୍ତି ନାହିଁ କି ମିଥ୍ଯା ପ୍ରତିଶ୍ରୁତି ଦିଅନ୍ତି ନାହିଁ, କବଳେ ସହେି ଲୋକମାନେ ସଠାେରେ ଉପାସନା କରିପାରିବେ।

ଯିଶାଇୟ 63:8
ସଦାପ୍ରଭୁ କହିଲେ, ନିଶ୍ଚଯ ସମାନେେ ଆମ୍ଭର ଲୋକ, ଯେଉଁମାନେ ଅସତ୍ଯ ବ୍ଯବହାର କରିବେ ନାହିଁ, ସମାନେେ ଆମ୍ଭର ସନ୍ତାନ। ଏଣୁ ସେ ସମାନଙ୍କେର ତ୍ରାଣକର୍ତ୍ତା ହେଲେ।

ଯିଖରିୟ 8:16
ତୁମ୍ଭମାନେେ ଏହିସବୁ ନିଶ୍ଚଯ କରିବ, ତୁମ୍ଭର ପଡ଼ୋଶୀମାନଙ୍କୁ ସତ୍ଯ କୁହ। ତୁମ୍ଭମାନେେ ତୁମ୍ଭମାନଙ୍କର ନଗରମାନଙ୍କ ରେ ସତ୍ଯତା ଏବଂ ନ୍ଯାଯପୂର୍ଣ୍ଣ ବିଗ୍ଭର କର।

ରେରିତମାନଙ୍କ କାର୍ଯ୍ୟର ବିବରଣ 10:35
କିନ୍ତୁ ପରମେଶ୍ବର ତାହାଙ୍କୁ ଉପାସନା କରୁଥିବା ଓ ଉତ୍ତମ କର୍ମ କରୁଥିବା ଲୋକଙ୍କୁ ଗ୍ରହଣ କରନ୍ତି।

ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 2:14
ଏହି ଯିହୂଦୀମାଲନ ଯାହାୟାହା କଲଲ, ମୁଁସଦଖିଲି।ସସମାଲନ ସୁସମାଚାର ସତ୍ଯର ପାଳନ କରୁ ନ ଥିଲଲ।ସତଣୁ ସମସ୍ତ ଅନ୍ୟ ଯିହୂଦୀମାଲନ ଶୁଣି ପାରିବା ଭଳି ମୁଁ ପିତରଙ୍କୁ କହିଲି : ପିତର ! ତୁମ୍ଲଭ ଜଲଣ ଯିହୂଦୀ ! କିନ୍ତୁ ତୁମ୍ଲଭ ଜଲଣ ଯିହୂଦୀଙ୍କ ଭଳି ଜୀବନ ଯାପନ କରୁ ନାହଁ। ତୁମ୍ଲଭ ଅଣଯିହୂଦୀଙ୍କ ଭଳି ଜୀବନଯାପନ କରୁଛ। ଅତଏବ, ତୁମ୍ଲଭ ଅଣଯିହୂଦୀମାନଙ୍କୁ, ଯିହୂଦୀଲଲାକଙ୍କ ଭଳି ଜୀବନଯାପନ କରିବା ପାଇଁ କିପରି ବାଧ୍ଯ କରୁଛ ?

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 21:8
କିନ୍ତୁ ଯେଉଁ ଲୋକମାନେ ଭୀରୁ, ଅବିଶ୍ବାସୀ, ଘୃଣାକାର୍ୟ୍ଯ, ନରହତ୍ଯା, ୟୌନଗତ ପାପ, ମନ୍ଦ କୁହୁକ କହନ୍ତି ଓ ପ୍ରତିମାପୂଜକ ଏବଂ ମିଥ୍ଯାବାଦୀ ସମାନେେ ଅଗ୍ନି ଓ ଗନ୍ଧକ ଜଳୁଥିବା ହ୍ରଦ ରେ ସ୍ଥାନ ପାଇବେ। ଏହା ଦ୍ବିତୀୟ ମୃତ୍ଯୁ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 22:14
ଯେଉଁ ଲୋକମାନେ ନିଜର ରାଜ ପୋଷାକ ଧୋଇଛନ୍ତି, ସମାନେେ ଧନ୍ଯ ହବେେ। ଜୀବନ ବୃକ୍ଷର ଫଳ ଖାଇବା ପାଇଁ ସମାନଙ୍କେର ଅଧିକାର ରହିଛି। ସମାନେେ ନଗରୀ ଭିତରକୁ ନଗରୀ ଦ୍ବାର ଦଇେ ପ୍ରବେଶ କରିପାରିବେ।

ଗୀତସଂହିତା 84:11
ସୂର୍ୟ୍ଯ ୟପରେି ତା'ର ଆଲୋକର କିରଣ ତଳକୁ ପଠାଇବା ପରି ସଦାପ୍ରଭୁ ଆମ୍ଭକୁ କରୁଣା ଓ ଦୟା ପ୍ରଦାନ କରନ୍ତି। ସେ ଆମ୍ଭର ଢ଼ାଲ ଅଟନ୍ତି, କିନ୍ତୁ ଯେଉଁମାନେ ଠିକ୍ କାର୍ୟ୍ଯ କରନ୍ତି ସମାନଙ୍କେ ପାଖକୁ ଆସୁଥିବା ଉତ୍ତମ ଜିନିଷଗୁଡ଼ିକୁ ସେ ଅଟକାନ୍ତି ନାହିଁ।