ଗୀତସଂହିତା 145:7 in Oriya

ଓଡିଆ ଓଡିଆ ବାଇବେଲ ଗୀତସଂହିତା ଗୀତସଂହିତା 145 ଗୀତସଂହିତା 145:7

Psalm 145:7
ଲୋକମାନେ ତୁମ୍ଭର ମହାନ୍ ଉତ୍ତମତା ବିଷଯରେ କୁହନ୍ତୁ ଓ ସମାନେେ ତୁମ୍ଭ ଧାର୍ମିକତା ବିଷଯରେ ଗାନ କରନ୍ତୁ।

Psalm 145:6Psalm 145Psalm 145:8

Psalm 145:7 in Other Translations

King James Version (KJV)
They shall abundantly utter the memory of thy great goodness, and shall sing of thy righteousness.

American Standard Version (ASV)
They shall utter the memory of thy great goodness, And shall sing of thy righteousness.

Bible in Basic English (BBE)
Their sayings will be full of the memory of all your mercy, and they will make songs of your righteousness.

Darby English Bible (DBY)
They shall abundantly utter the memory of thy great goodness, and shall sing aloud of thy righteousness.

World English Bible (WEB)
They will utter the memory of your great goodness, And will sing of your righteousness.

Young's Literal Translation (YLT)
The memorial of the abundance of Thy goodness they send forth. And Thy righteousness they sing.

the
memory
great
thy
זֵ֣כֶרzēkerZAY-her
of
goodness,
רַבrabrahv
They
utter
abundantly
טוּבְךָ֣ṭûbĕkātoo-veh-HA
shall
יַבִּ֑יעוּyabbîʿûya-BEE-oo
of
thy
righteousness.
וְצִדְקָתְךָ֥wĕṣidqotkāveh-tseed-kote-HA
and
shall
sing
יְרַנֵּֽנוּ׃yĕrannēnûyeh-ra-nay-NOO

Cross Reference

ଯିଶାଇୟ 63:7
ଆମ୍ଭେ ସଦାପ୍ରଭୁଙ୍କର ସ୍ନହପେୂର୍ଣ୍ଣ କରୁଣାସବୁ କୀର୍ତ୍ତନ କରିବା ଓ ସଦାପ୍ରଭୁ ଆମ୍ଭମାନଙ୍କର ଯେ ସବୁ ଉପକାର କରିଅଛନ୍ତି, ପୁଣି ନିଜର ନାନାବିଧ ଦୟା ଓ ଅପାର ସ୍ନହପେୂର୍ଣ୍ଣ କରୁଣା ଅନୁସାରେ ଇଶ୍ରାୟେଲ ବଂଶର ଯେଉଁ ପ୍ରଚୁର ମଙ୍ଗଳ କରିଅଛନ୍ତି, ତଦନୁସା ରେ ଆମ୍ଭେ ସଦାପ୍ରଭୁଙ୍କର ପ୍ରଶଂସା ଗାନ କରିବ।

ଗୀତସଂହିତା 51:14
ହେ ପରମେଶ୍ବର, ମୃତ୍ଯୁ ଦଣ୍ଡରୁ ମାେତେ ରକ୍ଷା କର। ହେ ମାରେ ପରମେଶ୍ବର, ଆପଣ ହେଉଛନ୍ତି ଏକମାତ୍ର ୟେ କି ମାେତେ ରକ୍ଷା କରି ପାରିବେ !ତୁମ୍ଭେ ମାେ ପାଇଁ କରିଥିବା ଧର୍ମ ବିଷଯ କାର୍ୟ୍ଯସବୁ ମୁଁ ଗାନ କରିବି।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 19:1
ତା'ପରେ ମୁଁ ସ୍ବର୍ଗ ରେ ଅନକେ ଲୋକମାନଙ୍କର ସ୍ବର ଭଳି ଏକ ସ୍ବର ଶୁଣିଲି। ସମାନେେ କହୁଥିଲେ :

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 15:3
ସମାନେେ ପରମେଶ୍ବରଙ୍କର ସବେକ ମାଶାଙ୍କେର ଓ ମଷେଶାବକଙ୍କର ଗୀତ ବୋଲୁଥିଲେ :

ପିତରଙ୍କ ପ୍ରଥମ ପତ୍ 2:9
କିନ୍ତୁ ତୁମ୍ଭମାନେେ ମନୋନୀତ ଲୋକ ଅଟ। ତୁମ୍ଭମାନେେ ରାଜାଙ୍କର ଯାଜକ। ତୁମ୍ଭମାନେେ ପବିତ୍ର ଜାତି ଅଟ। ତୁମ୍ଭମାନେେ ପରମେଶ୍ବରଙ୍କ ଲୋକ। ପରମେଶ୍ବର କରିଥିବା ଆଶ୍ଚର୍ୟ୍ଯ ଘଟଣାମାନ କହିବା ପାଇଁ ପରମେଶ୍ବର ତୁମ୍ଭକୁ ମନୋନୀତ କରିଛନ୍ତି। ସେ ଅନ୍ଧକାରରୁ ତୁମ୍ଭମାନଙ୍କୁ ତାହାଙ୍କର ଆଶ୍ଚର୍ୟ୍ଯ ଜନକ ଆଲୋକକୁ ଆଣିଛନ୍ତି।

ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 3:7
ସମୟ ଥିଲା, ଯେତବେେଳେ ଏଗୁଡ଼ିକ ମାେ ପାଇଁ ଗୁରୁତ୍ବପୂର୍ଣ୍ଣ ଥିଲା। କିନ୍ତୁ ମୁଁ ସ୍ଥିର କଲି ଯେ ଖ୍ରୀଷ୍ଟଙ୍କ ହତେୁ ସଗେୁଡ଼ିକର କିଛି ମୂଲ୍ଯ ନାହିଁ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 9:11
ପରମେଶ୍ବର ତୁମ୍ଭମାନଙ୍କୁ ପ୍ରେତ୍ୟକକ ବିଷୟ ରେ ଧନୀ କରିବେ, ଫଳ ସ୍ବରୂପ ତୁମ୍ଭମାନେେ ସବୁବେଳେ ଉଦାର ମନ ରେ ଦାନ ଦଇେ ପାରିବ। ଆମ୍ଭ ମାଧ୍ଯମ ରେ ତୁମ୍ଭମାନଙ୍କର ଦାନ ପାଇଁ ପରମେଶ୍ବରଙ୍କୁ ଲୋକେ ଧନ୍ଯବାଦ ଦବେେ।

ମାଥିଉଲିଖିତ ସୁସମାଚାର 12:34
ହେ କାଳସର୍ପର ସନ୍ତାନଗଣ, ତୁମ୍ଭମାନେେ ମନ୍ଦ ଲୋକ, ତୁମ୍ଭେ ଭଲ କଥା କିପରି କହି ପାରିବ? ଜଣେ ତା ମନ ଭିତ ରେ ଯାହା ଭାବୁଥାଏ, ତାକୁ କଥା ରେ ପ୍ରକାଶ କରିଥାଏ।

ଯିରିମିୟ 23:6
ସହେି ଉତ୍ତମ ରାଜତ୍ବ କାଳ ରେ ଶାଖା 'ଉତ୍ପନ୍ନ' ହାଇେ ଯିହୁଦା ପରିତ୍ରାଣ ପାଇବ ଓ ଇଶ୍ରାୟେଲ ନିରାପଦ ରେ ବାସ କରିବ। ପୁଣି ସଦାପ୍ରଭୁ ଆମ୍ଭମାନଙ୍କର ଧର୍ମ, ଏହି ନାମ ରେ ସେ ବିଖ୍ଯାତ ହବେେ।

ଯିଶାଇୟ 45:24
ତାହା ହେଲେ ଲୋକେ କହିବେ, କବଳେ ସଦାପ୍ରଭୁଙ୍କଠା ରେ ଧାର୍ମିକତା ଓ ଶକ୍ତି ଅଛି।'

ଗୀତସଂହିତା 89:16
ତୁମ୍ଭର ନାମ ସମାନଙ୍କେୁ ଦିନସାରା ଆନନ୍ଦ ପ୍ରଦାନ କରେ। ସମାନେେ ତୁମ୍ଭର ଧାର୍ମିକତାକୁ ପ୍ରଶଂସା କରନ୍ତି।

ଗୀତସଂହିତା 72:1
ହେ ପରମେଶ୍ବର, ରାଜାଙ୍କୁ ସାହାୟ୍ଯ କର, ୟାହାଫଳରେ ସେ ତୁମ୍ଭ ପରି ବିବକବୋନ ନ୍ଯାଯ ପ୍ରଦାନ କରିବେ। ତୁମ୍ଭର ନ୍ଯାଯ ପରାଯଣ ରାଜପୁତ୍ରମାନଙ୍କୁ ଦିଅ।

ଗୀତସଂହିତା 71:19
ହେ ପରମେଶ୍ବର, ତୁମ୍ଭର ଧର୍ମ ବହୁତ ଉଚ୍ଚ। ହେ ପରମେଶ୍ବର, ତୁମପରି ଆଉ କହେି ପରମେଶ୍ବର ନାହିଁ। ତୁମ୍ଭେ ଅନକେ ଆଶ୍ଚର୍ୟ୍ଯ କର୍ମମାନ କର।

ଗୀତସଂହିତା 71:15
ମୁଁ ଲୋକମାନଙ୍କୁ କହିବି ତୁମ୍ଭେ କିପରି ଉତ୍ତମ ଅଟ। ତୁମ୍ଭେ ମାେତେ କିପରି ଅଗଣିତ ଥର ରକ୍ଷା କରିଥିଲ, ୟପରେିକି କେତେଥର ଗଣତି କରିପାରିବ ନାହିଁ।

ଗୀତସଂହିତା 36:10
ହେ ସଦାପ୍ରଭୁ, ଯେଉଁମାନେ ପ୍ରକୃତରେ ତୁମ୍ଭକୁ ଭଲ ପାଆନ୍ତି। ତୁମ୍ଭେ ତୁମ୍ଭର କରୁଣା ଦୃଷ୍ଟି ସମାନଙ୍କେ ଉପରେ ରଖ ଓ ତୁମ୍ଭର ବିଶ୍ବସ୍ତ ସମାନଙ୍କେ ଜୀବନରେ ସୁକର୍ମମାନ ଘଟଣା ସବୁ ଘଟୁ।

ଗୀତସଂହିତା 36:5
ହେ ସଦାପ୍ରଭୁ, ତୁମ୍ଭର ସ୍ନହପେୂର୍ଣ୍ଣ କରୁଣା ଆକାଶଠାରୁ ମହୀଯାନ୍। ତୁମ୍ଭର ବିଶ୍ବସ୍ତତା ଆକାଶର ବାଦଲଠାରୁ ଗରୀଯାନ୍।