Psalm 139:5
ସଦାପ୍ରଭୁ ତୁମ୍ଭେ ମାରେ ଚତୁପାଶର୍ବରେ ଅଛ, ମାେ ଆଗରେ ଓ ପଛରେ ଅଛ। ତୁମ୍ଭେ ଆପଣା ସୁରକ୍ଷାର ହାତ ମାେ ଉପରେ ରଖିଥାଅ।
Psalm 139:5 in Other Translations
King James Version (KJV)
Thou hast beset me behind and before, and laid thine hand upon me.
American Standard Version (ASV)
Thou hast beset me behind and before, And laid thy hand upon me.
Bible in Basic English (BBE)
I am shut in by you on every side, and you have put your hand on me.
Darby English Bible (DBY)
Thou hast beset me behind and before, and laid thy hand upon me.
World English Bible (WEB)
You hem me in behind and before. You laid your hand on me.
Young's Literal Translation (YLT)
Behind and before Thou hast besieged me, And Thou dost place on me Thy hand.
| Thou hast beset | אָח֣וֹר | ʾāḥôr | ah-HORE |
| me behind | וָקֶ֣דֶם | wāqedem | va-KEH-dem |
| before, and | צַרְתָּ֑נִי | ṣartānî | tsahr-TA-nee |
| and laid | וַתָּ֖שֶׁת | wattāšet | va-TA-shet |
| thine hand | עָלַ֣י | ʿālay | ah-LAI |
| upon | כַּפֶּֽכָה׃ | kappekâ | ka-PEH-ha |
Cross Reference
ଦିତୀୟ ବିବରଣ 33:27
ପରମେଶ୍ବର ଅନନ୍ତକାଳସ୍ଥାଯୀ, ସେ ହେଉଛନ୍ତି ତୁମ୍ଭର ନିରାପଦରସ୍ଥାନ। ପରମେଶ୍ବରଙ୍କର ଶକ୍ତି ଅନନ୍ତକାଳ। ସେ ତକ୍ସ୍ଟମ୍ଭପାଇଁ ସକ୍ସ୍ଟରକ୍ଷା ଦେଉଛନ୍ତି। ପରମେଶ୍ବର ତକ୍ସ୍ଟମ୍ଭ ଦେଶରକ୍ସ୍ଟ ତକ୍ସ୍ଟମ୍ଭ ଶତୃମାନଙ୍କୁ ବିତାଡିତ କରିବେ। ସେ କହିବେ, 'ଶତୃମାନଙ୍କୁ ବିନାଶ କର।'
ଯାତ୍ରା ପୁସ୍ତକ 24:11
ପରମେଶ୍ବର ଇଶ୍ରାୟେଲର ନେତାଗଣଙ୍କ ବିରୁଦ୍ଧ ରେ ହସ୍ତ ବିସ୍ତାର କଲେ ନାହିଁ। ସମାନେେ ସମସ୍ତେ ପରମେଶ୍ବରଙ୍କୁ ଦର୍ଶନ କଲେ। ଏବଂ ସମାନେେ ଭୋଜନ ଓ ପାନ କଲେ।
ଆୟୁବ ପୁସ୍ତକ 9:33
ମୁଁ ଚା ହେଁ କିଏ ମଧ୍ଯସ୍ଥ ହୁଅନ୍ତା, ୟିଏ ଦୁଇପକ୍ଷର କଥା ଶୁଣି ଏବଂ ଆମ୍ଭକୁ ଏକତ୍ର ଆଣନ୍ତା, କିନ୍ତୁ କହେି ନାହିଁ।
ଆୟୁବ ପୁସ୍ତକ 23:8
କିନ୍ତୁ ମୁଁ ଯଦି ପୂର୍ବକୁ ୟାଏ ପରମେଶ୍ବର ସଠାେରେ ନାହାଁନ୍ତି। ମୁଁ ପଶ୍ଚିମକୁ ୟାଏ ସଠାେରେ ପରମେଶ୍ବରଙ୍କୁ ଦେଖିପା ରେ ନାହିଁ।
ଗୀତସଂହିତା 34:7
ଯେଉଁମାନେ ସଦାପ୍ରଭୁଙ୍କୁ ଉପାସନା କରନ୍ତି, ସଦାପ୍ରଭୁଙ୍କ ଦୂତ ସର୍ବଦା ସମାନଙ୍କେ ପାଖରେ ଥାଆନ୍ତି, ସେ ସମାନଙ୍କେୁ ଉଦ୍ଧାର କରନ୍ତି।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 1:17
ମୁଁ ତାହାଙ୍କୁ ଦେଖି, ତାହାଙ୍କ ପାଦତଳେ ଗୋଟିଏ ମୃତ ମଣିଷ ପରି ପଡ଼ିଗଲି। ମାେ ଉପରେ ଆପଣା ଡ଼ାହାଣ ହାତ ରଖି ସେ କହିଲେ, ଭୟ କର ନାହିଁ। ମୁଁ ପ୍ରଥମ ଓ ଶଷେ।