ଗୀତସଂହିତା 136:25 in Oriya

ଓଡିଆ ଓଡିଆ ବାଇବେଲ ଗୀତସଂହିତା ଗୀତସଂହିତା 136 ଗୀତସଂହିତା 136:25

Psalm 136:25
ପରମେଶ୍ବର ସମସ୍ତ ଜୀବିତ ପ୍ରାଣୀମାନଙ୍କ ନିମନ୍ତେ ଆହାର ୟୋଗାନ୍ତି। ତାଙ୍କର ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।

Psalm 136:24Psalm 136Psalm 136:26

Psalm 136:25 in Other Translations

King James Version (KJV)
Who giveth food to all flesh: for his mercy endureth for ever.

American Standard Version (ASV)
Who giveth food to all flesh; For his lovingkindness `endureth' for ever.

Bible in Basic English (BBE)
Who gives food to all flesh: for his mercy is unchanging for ever.

Darby English Bible (DBY)
Who giveth food to all flesh, for his loving-kindness [endureth] for ever.

World English Bible (WEB)
Who gives food to every creature; For his loving kindness endures forever.

Young's Literal Translation (YLT)
Giving food to all flesh, For to the age `is' His kindness.

Who
giveth
נֹתֵ֣ןnōtēnnoh-TANE
food
לֶ֭חֶםleḥemLEH-hem
to
all
לְכָלlĕkālleh-HAHL
flesh:
בָּשָׂ֑רbāśārba-SAHR
for
כִּ֖יkee
his
mercy
לְעוֹלָ֣םlĕʿôlāmleh-oh-LAHM
endureth
for
ever.
חַסְדּֽוֹ׃ḥasdôhahs-DOH

Cross Reference

ଗୀତସଂହିତା 104:27
ଏ ସମସ୍ତ ପ୍ରାଣୀ ତୁମ୍ଭ ଉପରେ ନିର୍ଭର କରନ୍ତି, ୟପରେିକି ଠିକ୍ ସମଯରେ ତୁମ୍ଭେ ସମାନଙ୍କେୁ ଖାଦ୍ୟ ପ୍ରଦାନ କରିବ,

ଗୀତସଂହିତା 145:15
ହେ ସଦାପ୍ରଭୁ, ସମସ୍ତ ସଜୀବ ପ୍ରାଣୀ ଖାଦ୍ୟ ପାଇଁ ତୁମ୍ଭକୁ ଅନାଇଥାନ୍ତି। କାରଣ ଉପୟୁକ୍ତ ସମଯରେ ତୁମ୍ଭେ ଆହାର ୟୋଗାଇ ଥାଅ।

ଗୀତସଂହିତା 147:9
ପରମେଶ୍ବର ପଶୁମାନଙ୍କୁ ଆହାର ଦିଅନ୍ତି। ସେ ପକ୍ଷୀ ଶାବକମାନଙ୍କୁ ମଧ୍ଯ ଆହାର ଦିଅନ୍ତି, ୟାହା ପାଇଁ ସମାନେେ ଚିତ୍କାର କରନ୍ତି।