Psalm 136:21
ପରମେଶ୍ବର ଇଶ୍ରାୟେଲୀୟମାନଙ୍କୁ ତାଙ୍କ ଭୂମି ଦେଲେ। ତାଙ୍କର ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।
Psalm 136:21 in Other Translations
King James Version (KJV)
And gave their land for an heritage: for his mercy endureth for ever:
American Standard Version (ASV)
And gave their land for a heritage; For his lovingkindness `endureth' for ever;
Bible in Basic English (BBE)
And gave their land to his people for a heritage: for his mercy is unchanging for ever.
Darby English Bible (DBY)
And gave their land for an inheritance, for his loving-kindness [endureth] for ever,
World English Bible (WEB)
And gave their land as an inheritance; For his loving kindness endures forever;
Young's Literal Translation (YLT)
And He gave their land for inheritance, For to the age `is' His kindness.
| And gave | וְנָתַ֣ן | wĕnātan | veh-na-TAHN |
| their land | אַרְצָ֣ם | ʾarṣām | ar-TSAHM |
| heritage: an for | לְנַחֲלָ֑ה | lĕnaḥălâ | leh-na-huh-LA |
| for | כִּ֖י | kî | kee |
| his mercy | לְעוֹלָ֣ם | lĕʿôlām | leh-oh-LAHM |
| endureth for ever: | חַסְדּֽוֹ׃ | ḥasdô | hahs-DOH |
Cross Reference
ଗଣନା ପୁସ୍ତକ 32:33
ତେଣୁ ମାଶାେ ଗାଦ ଗୋଷ୍ଠୀଗଣକୁ, ରୁବନେ ଗୋଷ୍ଠୀଗଣକୁ ଓ ଯୋଷଫେର ପୁତ୍ର ମନଃଶି ବଂଶର ଅର୍ଦ୍ଧକେକୁ ଇ ମାରେୀଯମାନଙ୍କ ରାଜା ସୀହାନରେ ରାଜ୍ଯ, ବାଶନର ରାଜା ଓଗର ରାଜ୍ଯ ଅର୍ଥାତ୍ ନିଜ ନିଜ ସୀମା ସହ ନାନା ନଗର ବିଶିଷ୍ଟ ଦେଶ, ଏହିରୂପେ ଚତୁର୍ଦ୍ଦିଗସ୍ଥ ଦେଶର ସମସ୍ତ ନଗର ଦେଲେ।
ଦିତୀୟ ବିବରଣ 3:12
ତେଣୁ ଆମ୍ଭମାନେେ ଅର୍ନୋନ ଉପତ୍ୟକା ନିକଟସ୍ଥ ଆରୋଯରଠାରକ୍ସ୍ଟ ସହେି ସମସ୍ତ ଦେଶ ନିଜର କରଗତ କଲକ୍ସ୍ଟ, ସେଥିରକ୍ସ୍ଟ ମୁ ଗିଲିଯଦର ପର୍ବତମଯ ଦେଶର ଅର୍ଦ୍ଧକେ ଓ ତାହାର ନଗରଗୁଡିକୁ ରକ୍ସ୍ଟବନେ ବଂଶକକ୍ସ୍ଟ ଓ ଗାଦ୍ ବଂଶକକ୍ସ୍ଟ ଦଲେି।
ଯିହୋଶୂୟ 12:1
ୟର୍ଦ୍ଦନର ପୂର୍ବପାଶର୍ବସ୍ଥ ଦେଶଗୁଡିକୁ ଇଶ୍ରାୟେଲର ଲୋକମାନେ ନିଜ ଅଧିନକକ୍ସ୍ଟ ଆଣିଲେ। ଆରୋଣ ପର୍ବତଠାରକ୍ସ୍ଟ ହର୍ମୋଣ ପର୍ବତ ପର୍ୟ୍ଯନ୍ତ ଓ ଆରାବହଃର ପୂର୍ବ ଦିଗସ୍ଥ ସମସ୍ତ ରାଜାମାନଙ୍କୁ ପରାସ୍ତ କଲେ।
ଯିହୋଶୂୟ 13:1
ଯେତବେେଳେ ଯିହାଶୂେୟ ଅତ୍ଯଧିକ ବୃଦ୍ଧ ହାଇଗେଲେ, ସଦାପ୍ରଭୁ ତାଙ୍କୁ କହିଲେ, ୟିହୋଶୂଯ ତୁମ୍ଭେ ବକ୍ସ୍ଟଢା ହାଇଗେଲଣି। କିନ୍ତୁ ଆହକ୍ସ୍ଟରୀ ଅନକେ ଦେଶକକ୍ସ୍ଟ ଜଯ କରିବା ପାଇଁ ବାକି ଅଛି।
ନିହିମିୟା 9:22
ହେ ସଦାପ୍ରଭୁ, ତୁମ୍ଭେ ତାଙ୍କୁ ନାନା ରାଜ୍ଯ ଓ ଗୋଷ୍ଠୀ ଦଲେ ଓ ତାହା ସମାନଙ୍କେ ବାଣ୍ଟ ଅନୁସାରେ ନିରୂପଣ କଲ। ତେଣୁ ସମାନେେ ସୀହାନେ ଦେଶ ହିଷ୍ବୋନ୍ ରାଜାର ଦେଶ, ବାଶନର ଓଗ୍ ରାଜାର ଦେଶ ଅଧିକାର କଲେ।
ଗୀତସଂହିତା 44:2
ହେ ପରମେଶ୍ବର, ତୁମ୍ଭର ଅସୀମ ଶକ୍ତି ବଳରେ ଏହି ରାଜ୍ଯକୁ ସମାନଙ୍କେଠାରୁ ଛଡ଼ାଇ ନଇେ ତାହା ଆମ୍ଭମାନଙ୍କୁ ଦଇେଅଛ। ତୁମ୍ଭେ ସହେି ବିଦେଶୀ ଲୋକମାନଙ୍କୁ ନିଶ୍ଚିହ୍ନ କରିଛ। ତୁମ୍ଭେ ସମାନଙ୍କେୁ ବିଦେଶ ଭୂମି ଛାଡ଼ିବାକୁ ବାଧ୍ଯ କରିଛ।
ଗୀତସଂହିତା 78:55
ପରମେଶ୍ବର ଅନ୍ୟ ଜାତିମାନଙ୍କୁ ସହେି ଭୂମିରୁ ବିତାଡ଼ିତ କଲେ। ପରମେଶ୍ବର ସହେି ଭୂମିରୁ ପ୍ରେତ୍ୟକକଙ୍କୁ ତାଙ୍କର ଅଂଶ ଦେଲେ। ସେ ଇଶ୍ରାୟେଲର ପରିବାରବର୍ଗକୁ ସମାନଙ୍କେ ତମ୍ବୁରେ ରହିବାକୁ ଦେଲେ।
ଗୀତସଂହିତା 105:44
ଏହାପରେ ପରମେଶ୍ବର ତାଙ୍କର ଗୋଷ୍ଠୀଯବର୍ଗଙ୍କୁ ବାସ କରିବାକୁ ସ୍ଥାନ ଦେଲେ। ପରମେଶ୍ବରଙ୍କର ଲୋକମାନେ ସମସ୍ତ ଦ୍ରବ୍ଯ ପାଇଲେ। ଯେଉଁଥିପାଇଁ ଅନ୍ୟ ଜାତିଗଣ ବହୁ ପରିଶ୍ରମ କରିଥଲେ।
ଗୀତସଂହିତା 135:12
ଆଉ ସଦାପ୍ରଭୁ ସମାନଙ୍କେର ଦେଶ ଇଶ୍ରାୟେଲକୁ ଦେଲେ। ସଦାପ୍ରଭୁ ସହେି ଭୂମି ତାଙ୍କର ନିଜର ଲୋକମାନଙ୍କୁ ଦେଲେ।