Psalm 135:8
ପରମେଶ୍ବର ମିଶରର ସମସ୍ତ ପ୍ରଥମଜାତ ମନୁଷ୍ଯ ଓ ପଶୁଗଣଙ୍କୁ ହତ୍ଯା କଲେ।
Psalm 135:8 in Other Translations
King James Version (KJV)
Who smote the firstborn of Egypt, both of man and beast.
American Standard Version (ASV)
Who smote the first-born of Egypt, Both of man and beast;
Bible in Basic English (BBE)
He put to death the first-fruits of Egypt, of man and of beast.
Darby English Bible (DBY)
Who smote the firstborn of Egypt, both of man and beast;
World English Bible (WEB)
Who struck the firstborn of Egypt, Both of man and animal;
Young's Literal Translation (YLT)
Who smote the first-born of Egypt, From man unto beast.
| Who smote | שֶֽׁ֭הִכָּה | šehikkâ | SHEH-hee-ka |
| the firstborn | בְּכוֹרֵ֣י | bĕkôrê | beh-hoh-RAY |
| Egypt, of | מִצְרָ֑יִם | miṣrāyim | meets-RA-yeem |
| both of man | מֵ֝אָדָ֗ם | mēʾādām | MAY-ah-DAHM |
| and | עַד | ʿad | ad |
| beast. | בְּהֵמָֽה׃ | bĕhēmâ | beh-hay-MA |
Cross Reference
ଗୀତସଂହିତା 78:51
ସେ ମିଶରରେ ସମସ୍ତ ପ୍ରଥମଜାତ ପୁତ୍ରମାନଙ୍କୁ ହତ୍ଯା କଲେ। ହାମର ପରିବାରରେ ପ୍ରଥମଜାତ ପୁତ୍ରଗଣ।
ଯାତ୍ରା ପୁସ୍ତକ 12:12
ଆଜି ରାତ୍ରି ରେ ମୁଁ ମିଶର ଦେଶ ମଧ୍ଯ ଦଇେ ୟିବି ଓ ସମାନଙ୍କେର ପ୍ରଥମଜାତ ସନ୍ତାନମାନଙ୍କୁ ହତ୍ଯା କରିବି। ଏହି ପ୍ରକାର ରେ ମିଶରର ସମସ୍ତ ଦବେତାମାନଙ୍କର ବିଚାର କରିବି। ମୁଁ ତାଙ୍କୁ ଦଖାଇବେି ଯେ, ମୁଁ ହେଉଛି ସଦାପ୍ରଭୁ।
ଗୀତସଂହିତା 105:36
ଏବଂ ପରମେଶ୍ବର ସମାନଙ୍କେ ଦେଶରେ ସମସ୍ତ ପ୍ରଥମଜାତ ସନ୍ତାନକୁ ହତ୍ଯା କଲେ ଓ ସେ ସମାନଙ୍କେର ଶକ୍ତିର ପ୍ରଥମ ଫଳକୁ ଆଘାତ କଲେ।
ଯାତ୍ରା ପୁସ୍ତକ 12:29
ମଧ୍ଯରାତ୍ର ରେ, ସଦାପ୍ରଭୁ ମିଶରର ସମସ୍ତ ପ୍ରଥମଜାତ ସନ୍ତାନମାନଙ୍କୁ ହତ୍ଯା କଲେ, ଏପରିକି ସଦାପ୍ରଭୁ ରାଜା ଫାରୋଙ୍କର ପ୍ରଥମଜାତ ସନ୍ତାନ, କଏଦିର ପ୍ରଥମ ସନ୍ତାନ ଓ ପଶୁମାନଙ୍କର ପ୍ରଥମଜାତ ସନ୍ତାନମାନଙ୍କୁ ହତ୍ଯା କଲେ।
ଯାତ୍ରା ପୁସ୍ତକ 13:15
ମିଶର ରେ, ଫାରୋ ଥିଲେ ଅତି କଠାେର ମନା। ସେ ଆମ୍ଭକୁ ୟିବାକୁ ଦେଉନଥିଲେ, ତେଣୁ ସଠାେରେ ସଦାପ୍ରଭୁ ସମସ୍ତ ପ୍ରଥମଜାତ ପୁତ୍ରମାନଙ୍କୁ, ପ୍ରଥମଜାତ ପଶୁମାନଙ୍କୁ ହତ୍ଯା କରିଥିଲେ। ସହେି କାରଣରୁ ଆମ୍ଭମାନେେ ପଶୁମାନଙ୍କର ପ୍ରଥମଜାତ ଅଣ୍ଡିରା ପଶୁ ଉତ୍ସର୍ଗ କରୁ କିନ୍ତୁ ଆମ୍ଭମାନଙ୍କ ପ୍ରଥମଜାତ ପୁତ୍ରମାନଙ୍କୁ ତାଙ୍କ ନିକଟରୁ କିଣି ଫରୋଇ ଆଣୁ।'
ଗୀତସଂହିତା 136:10
ପରମେଶ୍ବର ମିଶରର ପ୍ରଥମଜାତ ମନୁଷ୍ଯ ଏବଂ ପଶୁମାନଙ୍କୁ ହତ୍ଯା କଲେ। ତାଙ୍କର ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।