Psalm 135:14
ସଦାପ୍ରଭୁ ତାଙ୍କ ଲୋକମାନଙ୍କ ପ୍ରତି ରକ୍ଷା କରନ୍ତି। ସେ ତାଙ୍କର ସବେକମାନଙ୍କ ପ୍ରତି ଦୟା ଦଖାେନ୍ତି।
Psalm 135:14 in Other Translations
King James Version (KJV)
For the LORD will judge his people, and he will repent himself concerning his servants.
American Standard Version (ASV)
For Jehovah will judge his people, And repent himself concerning his servants.
Bible in Basic English (BBE)
For the Lord will be judge of his people's cause; his feelings will be changed to his servants.
Darby English Bible (DBY)
For Jehovah will judge his people, and will repent in favour of his servants.
World English Bible (WEB)
For Yahweh will judge his people, And have compassion on his servants.
Young's Literal Translation (YLT)
For Jehovah doth judge His people, And for His servants comforteth Himself.
| For | כִּֽי | kî | kee |
| the Lord | יָדִ֣ין | yādîn | ya-DEEN |
| will judge | יְהוָ֣ה | yĕhwâ | yeh-VA |
| his people, | עַמּ֑וֹ | ʿammô | AH-moh |
| himself repent will he and | וְעַל | wĕʿal | veh-AL |
| concerning | עֲ֝בָדָ֗יו | ʿăbādāyw | UH-va-DAV |
| his servants. | יִתְנֶחָֽם׃ | yitneḥām | yeet-neh-HAHM |
Cross Reference
ଦିତୀୟ ବିବରଣ 32:36
ସଦାପ୍ରଭୁ ତାଙ୍କର ଲୋକମାନଙ୍କର ବିଗ୍ଭର କରିବେ। କାରଣ ସମାନେେ ତାଙ୍କର ଦାସ। ସଦାପ୍ରଭୁ ସମାନଙ୍କେୁ ବିନାଶ କରିବା ବିଷଯ ରେ ନିଜ ମନ ପରିବର୍ତ୍ତନ କରିବେ। କାରଣ ସେ ଦେଖିବେ ଯେ ତାଙ୍କର ଶକ୍ତି ଗ୍ଭଲିୟାଇଛି ଏବଂ ସମାନେେ କିଛି ନକ୍ସ୍ଟହଁ, କବଳେ ଆତ୍ମରକ୍ଷାହୀନ ଓ ଭୀତସ୍ରତ।
ଗୀତସଂହିତା 50:4
ଆମ୍ଭର ପରମେଶ୍ବର ଆକାଶ ଓ ପୃଥିବୀକୁ ଡ଼ାକି କହିଲେ, ତୁମ୍ଭେ ଶୁଣ, ମୁଁ ପରମେଶ୍ବରଙ୍କର ଲୋକମାନଙ୍କର ବିଚାର କରିବି।
ଯୂନସ 4:2
ୟୂନସ ସଦାପ୍ରଭୁଙ୍କ ନିକଟରେ ଅଭିଯୋଗ କରି କହିଲା, ମୁଁ ଜାଣିଥିଲି ଏହାହିଁ ଘଟିବ। ମୁଁ ମାେ ନିଜ ଦେଶ ରେ ଥିଲା ବେଳେ ତୁମ୍ଭେ ମାେତେ ସଠାେକୁ ଡାକିଥିଲା। ସେତବେେଳେ ମୁଁ ଜାଣିଥିଲି ଯେ ତୁମ୍ଭେ ସହେି କୁନଗରୀର ଲୋକମାନଙ୍କୁ କ୍ଷମା ଦବେ। ତେଣୁ ମୁଁ ତର୍ଶୀଶକୁ ଗ୍ଭଲି ୟିବାକୁ ସ୍ଥିର କଲି। ମିଁ ଜାଣିଥିଲି ତୁମ୍ଭେ ଜଣେ ଦୟାଳୁ ପ୍ରଭୁ। ମୁଁ ଜାଣିଥିଲି ତୁମେ ଦୟା ଦଖାଇେ ଲୋକମାନଙ୍କୁ ଦଣ୍ତ ଦବେ ନାହିଁ। ମୁଁ ଜାଣିଥିଲି ତୁମ୍ଭେ ଦୟା ରେ ପରିପୂର୍ଣ୍ଣ। ଯଦି ଏହି ଲୋକମାନେ ପାପ କରିବା ବନ୍ଦ କରନ୍ତି ତବେେ ତୁମ୍ଭେ ଧ୍ବଂସ କରିବ ନାହିଁ ବୋଲି ମୁଁ ଜାଣିଥିଲି।
ଆମୋଷ 7:6
ତା'ପ ରେ ସଦାପ୍ରଭୁ ଏବିଷଯ ରେ ତାଙ୍କର ମନ ପରିବର୍ତ୍ତନ କଲେ। ସଦାପ୍ରଭୁ ପରମେଶ୍ବର କହିଲେ, ତାହା ଘଟିବ ନାହିଁ।
ଆମୋଷ 7:3
ତା'ପ ରେ ସଦାପ୍ରଭୁ ତାଙ୍କର ମନ ପରିବର୍ତ୍ତନ କଲେ ଏବଂ କହିଲେ, ଏହା ଘଟିବ ନାହିଁ।
ହୋଶେୟ 11:8
ଇଫ୍ରଯିମ, ଆମ୍ଭେ ତୁମ୍ଭକୁ ପରିତ୍ଯାଗ କରିବାକୁ ଗ୍ଭହୁଁ ନାହୁଁ। ଇଶ୍ରାୟେଲ, ଆମ୍ଭେ ତୁମ୍ଭର ସୁରକ୍ଷା ଗ୍ଭହୁଁ। ଅଦ୍ମାର ଓ ସବୋଯିମ୍ ପରି ତୁମ୍ଭକୁ ହବୋକୁ ଆମ୍ଭେ ଗ୍ଭହୁଁ ନାହୁଁ। ଆମ୍ଭର ମନକୁ ପରିବର୍ତ୍ତନ କରିଛୁ। ଆମ୍ଭର ପ୍ ରମେ ତୁମ୍ଭ ପାଇଁ ଅତି ଶକ୍ତିଶାଳୀ ଅଟେ।
ଗୀତସଂହିତା 96:13
ସଦାପ୍ରଭୁଙ୍କ ଆଗରେ ଉପସ୍ଥିତ ହୁଅ, କାରଣ ସେ ଆସୁଛନ୍ତି। ସେ ପୃଥିବୀରେ ବିଚାର କରିବାକୁ ଆସୁଛନ୍ତି। ସେ ଧର୍ମ ଓ ସତ୍ଯତାରେ ପୃଥିବୀକୁ ଶାସନ କରିବେ।
ଗୀତସଂହିତା 90:13
ହେ ସଦାପ୍ରଭୁ, ଆମ୍ଭ ପାଖକୁ ଫରେି ଆସ, ଆଉ କେତେ ଦିନ ତୁମ୍ଭେ ଅପେକ୍ଷା କରିବ ? ଆପଣା ଦାସ ପ୍ରତି ଦୟା କର।
ଗୀତସଂହିତା 7:8
ହେ ସଦାପ୍ରଭୁ ଲୋକମାନଙ୍କର ବିଚାର କର। ମାରେ ମଧ୍ଯ ବିଚାର କର। ପ୍ରମାଣ କର ମୁଁ ୟାହା କହୁଛି ତାହା ଠିକ୍। ପ୍ରମାଣ କର ୟେ ମୁଁ ନିରପରାଧ।
ପ୍ରଥମ ବଂଶାବଳୀ 21:15
ୟିରୁଶାଲମକୁ ବିନଷ୍ଟ କରିବା ନିମନ୍ତେ ପରମେଶ୍ବର ଜଣେ ସ୍ବର୍ଗଦୂତଙ୍କୁ ପ୍ ରରଣେ କଲେ। କିନ୍ତୁ ସ୍ବର୍ଗଦୂତ ଯେତବେେଳେ ୟିରୁଶାଲମକୁ ବିନାଶ କରିବାକୁ ଆରମ୍ଭ କଲେ, ସଦାପ୍ରଭୁ ତାହା ଦେଖି ଦୁଃଖିତ ହେଲେ। ତେଣୁ ସଦାପ୍ରଭୁ ୟିରୁଶାଲମକୁ ବିନଷ୍ଟ ନ କରିବା ନିମନ୍ତେ ସ୍ଥିର କଲେ। ବିନାଶ କାର୍ୟ୍ଯ ସାଧନ କରୁଥିବା ସ୍ବର୍ଗଦୂତଙ୍କୁ ସଦାପ୍ରଭୁ କହିଲେ, ବନ୍ଦ କର ! ୟଥେଷ୍ଟ ହେଲା ! ସହେି ସମୟରେ ସଦାପ୍ରଭୁଙ୍କ ଦୂତ ୟିବୂଷୀଯ ଅରଣନର ରେ ଛିଡ଼ା ହାଇେଥିଲେ।
ବିଚାରକର୍ତାମାନଙ୍କ ବିବରଣ 10:16
ଏହାପରେ ସମାନେେ ନିଜ ମଧ୍ଯରକ୍ସ୍ଟ ବିଦେଶୀ ଦବଗେଣଙ୍କକ୍ସ୍ଟ ଦୂର କରି ଦେଲେ ଏବଂ ସଦାପ୍ରଭୁଙ୍କର ସବୋ କଲେ। ଏହାପରେ ସଦାପ୍ରଭୁ ଇଶ୍ରାୟେଲବାସୀଙ୍କର ଦକ୍ସ୍ଟଃଖ ଅଧିକ ସମୟ ଦେଖି ସହି ପାରିଲେ ନାହିଁ।