ଗୀତସଂହିତା 124

1 ସଦାପ୍ରଭୁ ୟଦି ଆମ୍ଭମାନଙ୍କର ସପକ୍ଷ ହାଇେ ନ ଥାନ୍ତେ ତବେେ ଆମ୍ଭମାନଙ୍କ ପ୍ରତି କ'ଣ ହାଇେଥାନ୍ତା ? ଇଶ୍ରାୟେଲ ଆମ୍ଭମାନଙ୍କୁ ଉତ୍ତର ଦିଅ।

2 କ'ଣ ହାଇେଥାନ୍ତା ଆମ୍ଭମାନଙ୍କର ୟଦି ସଦାପ୍ରଭୁ ଆମ୍ଭମାନଙ୍କର ସପକ୍ଷ ହାଇେ ନ ଥାନ୍ତେ। ଯେତବେେଳେ ଆମ୍ଭ ପ୍ରତିପକ୍ଷଗଣ ଆମ୍ଭମାନଙ୍କୁ ଆକ୍ରମଣ କରିଥିଲେ ?

3 ଆମ୍ଭମାନଙ୍କ ବିରୁଦ୍ଧରେ ସମାନଙ୍କେ କୋପ ପ୍ରଜ୍ଜ୍ବଳିତ ହବୋ ବେଳେ ସମାନେେ ଆମ୍ଭମାନଙ୍କୁ ସଜୀବ ଗ୍ରାସ କରିଥା'ନ୍ତେ।

4 ଆମ୍ଭମାନଙ୍କ ଶତ୍ରୁ ସୈନ୍ଯମାନେ ଆମ୍ଭମାନଙ୍କୁ ଜଳରାଶି ପରି ମଗ୍ନ କରିଥାନ୍ତେ। ଷୋର୍ତ ଆମ୍ଭମାନଙ୍କର ପ୍ରାଣ ଉପର ଦଇେ ୟାଇଥା'ନ୍ତା।

5 ଗଜୁର୍ଥିବା ଜଳରାଶି ଆମ୍ଭକୁ ବୁଡ଼ାଇ ଦଇେଥା'ନ୍ତା।

6 ସଦାପ୍ରଭୁଙ୍କର ପ୍ରଶଂସା କର। ସେ ଆମ୍ଭମାନଙ୍କୁ ସମାନଙ୍କେର ଦାନ୍ତର ଶିକାର ହବୋକୁ ନାହାନ୍ତି।

7 ଆମ୍ଭମାନେେ ହେଉଛୁ ଜାଲରେ ପଡ଼ିଥିବା ଚଢ଼ଇମାନଙ୍କେ ପରି, ଯେଉଁମାନେ ଜାଲରୁ ରକ୍ଷା ପାଇଥା'ନ୍ତି। ତା'ପରେ ଜାଲ ଛିଣ୍ଡିଗଲା ଓ ଆମ୍ଭମାନେେ ରକ୍ଷା ପାଇଗଲୁ।

8 ଆମ୍ଭମାନଙ୍କର ସାହାୟ୍ଯ ସଦାପ୍ରଭୁଙ୍କଠାରୁ ଆସିଲା, ୟିଏ ସ୍ବର୍ଗ ଓ ପୃଥିବୀକୁ ନିର୍ମାଣ କଲେ।

1 A Song of degrees of David.

2 If it had not been the Lord who was on our side, now may Israel say;

3 If it had not been the Lord who was on our side, when men rose up against us:

4 Then they had swallowed us up quick, when their wrath was kindled against us:

5 Then the waters had overwhelmed us, the stream had gone over our soul:

6 Then the proud waters had gone over our soul.

7 Blessed be the Lord, who hath not given us as a prey to their teeth.

8 Our soul is escaped as a bird out of the snare of the fowlers: the snare is broken, and we are escaped.

9 Our help is in the name of the Lord, who made heaven and earth.