ଗୀତସଂହିତା 12:8 in Oriya

ଓଡିଆ ଓଡିଆ ବାଇବେଲ ଗୀତସଂହିତା ଗୀତସଂହିତା 12 ଗୀତସଂହିତା 12:8

Psalm 12:8
ସହେି ଦୁଷ୍ଟ ଲୋକମାନେ ୟଦିଓ ପ୍ରାଧାନ୍ଯ ବିସ୍ତାର କରନ୍ତି, କିନ୍ତୁ ପ୍ରକୃତରେ ସମାନେେ ଦେଖିବାକୁ ସୁନ୍ଦର ଗହଣା ପରି। ଏହା ବହୁମୂଲ୍ଯ ଭଳି ଜଣା ପଡ଼ିଲେ ବି ପ୍ରକୃତରେ ଏହା ଅତି ଶସ୍ତା ଅଟେ।

Psalm 12:7Psalm 12

Psalm 12:8 in Other Translations

King James Version (KJV)
The wicked walk on every side, when the vilest men are exalted.

American Standard Version (ASV)
The wicked walk on every side, When vileness is exalted among the sons of men. Psalm 13 For the Chief Musician. A Psalm of David.

Bible in Basic English (BBE)
The sinners are walking on every side, and evil is honoured among the children of men.

Darby English Bible (DBY)
The wicked walk about on every side, when vileness is exalted among the children of men.

Webster's Bible (WBT)
Thou shalt keep them, O LORD, thou shalt preserve them from this generation for ever.

World English Bible (WEB)
The wicked walk on every side, When what is vile is exalted among the sons of men.

Young's Literal Translation (YLT)
Around the wicked walk continually, According as vileness is exalted by sons of men!

on
every
סָבִ֗יבsābîbsa-VEEV
side,
רְשָׁעִ֥יםrĕšāʿîmreh-sha-EEM
The
wicked
walk
יִתְהַלָּכ֑וּןyithallākûnyeet-ha-la-HOON
are
exalted.
the
כְּרֻ֥םkĕrumkeh-ROOM
vilest
זֻ֝לּ֗וּתzullûtZOO-loot
when
לִבְנֵ֥יlibnêleev-NAY
men

אָדָֽם׃ʾādāmah-DAHM

Cross Reference

ବିଚାରକର୍ତାମାନଙ୍କ ବିବରଣ 9:18
କିନ୍ତୁ ବର୍ତ୍ତମାନ ତୁମ୍ଭମାନେେ ମାରେ ପିତାଙ୍କର ପରିବାର ବିରକ୍ସ୍ଟଦ୍ଧ ରେ ବିଦ୍ରୋହ କଲ। ତୁମ୍ଭେ ତାଙ୍କର ସତକ୍ସ୍ଟରି ପକ୍ସ୍ଟତ୍ରଙ୍କକ୍ସ୍ଟ ଗୋଟିଏ ପଥର ରେ ହତ୍ଯା କଲ। ତୁମ୍ଭମାନେେ ଅବୀମଲକେକକ୍ସ୍ଟ ଶିଖିମ ଉପରେ ତୁମ୍ଭମାନଙ୍କର ରାଜା କରିଅଛ, ସେ ତୁମ୍ଭମାନଙ୍କର ସଐର୍କୀଯ। ସେ ହେଉଛି ମାରେପିତାଙ୍କର ଦାସୀ ପକ୍ସ୍ଟତ୍ର।

ମୀଖା 6:16
କାହିଁକି ଏସବୁ ଘଟିବ? କାରଣ ତୁମ୍ଭେ ଅମ୍ରିଙ୍କ ବ୍ଯବସ୍ଥା ପାଳନ କରୁଛ ଏବଂ ଆହାବ ବଂଶର ପାଳିତ ସମସ୍ତ ଅବିଧିକୁ ଅନୁସରଣ କରୁଛ। ଯେ ହତେୁ ସମାନଙ୍କେ ପରାମର୍ଶ ଗ୍ରହଣ କରିଛ, ତେଣୁ ଆମ୍ଭେ ତୁମ୍ଭକୁ ବିନାଶ କରିବା। ଯେତବେେଳେ ସମାନେେ ତୁମ୍ଭର ବିଧ୍ବସ୍ତ ନଗର ଦେଖିବେ ସମାନେେ ବିସ୍ମଯ ରେ ସିଟି ବଜାଇବେ। ଅନ୍ୟ ଗୋଷ୍ଠୀର ଲଜ୍ଜା ଅପମାନ ତୁମ୍ଭେ ବହନ କରିବ।

ହୋଶେୟ 5:11
ଇଫ୍ରଯିମ ଦଣ୍ତିତ ହବେ। ସେ ଦ୍ରାକ୍ଷାଫଳ ପରି ଦଳି ଚକଟି ହାଇଯେିବ। କାହିଁକି? କାରଣ ସେ କଳୁଷିତ ପଛ ରେ ଅନୁସରଣ କରିବାକୁ ସ୍ଥିର କରିଛି।

ଦାନିଏଲ 11:21
ଜଣେ ନିଷ୍ଠୁର ଓ ଘୃଣ୍ଯ ବ୍ଯକ୍ତି ତାଙ୍କ ପ ରେ ରାଜ୍ଯ ପ୍ରାପ୍ତ ହବେ। ମାତ୍ର ସେ ନିରାପଦ ସମୟରେ ଆସିବ ଓ ଗ୍ଭଟବାକ୍ଯଦ୍ବାରା ରାଜ୍ଯ ପାଇବ।

ଯିଶାଇୟ 32:4
ଦ୍ବନ୍ଦ ରେ ପଡ଼ିଥିବା ବ୍ଯକ୍ତି ଜ୍ଞାନ ଲାଭ କରିବେ। ନିର୍ବୀକମାନେ ସ୍ପଷ୍ଟ କଥା କହିବେ।

ହିତୋପଦେଶ 29:12
ଶାସନକର୍ତ୍ତା ଯଦି ମିଥ୍ଯାକୁ ଶୁଣନ୍ତି, ତବେେ ତାଙ୍କର ସମସ୍ତ ଅଧିକାରୀ ଦୁର୍ନୀତିଗ୍ରସ୍ତ ହବେେ।

ଗୀତସଂହିତା 55:10
ନଗରରେ ଦିନରାତି, ପ୍ରେତ୍ୟକକଙ୍କ ପଡ଼ୋଶୀମାନଙ୍କଠାରେ ଦୋଷ ଓ ଅସଭ୍ଯତା ପୁରି ରହିଛି।

ଆୟୁବ ପୁସ୍ତକ 30:8
ସମାନେେ ଦଳେ ଅ ଯୋଗ୍ଯ ନାମହୀନ ଲୋକ। ୟିଏ କି ବାଧ୍ଯ ହାଇେ ଦେଶ ଛାଡ଼ିଥିଲେ।

ଏଷ୍ଟର ବିବରଣ 3:6
ମାତ୍ର ସେ କବଳେ ମର୍ଦ୍ଦଖଯ ଉପରେ ହସ୍ତକ୍ଷପେ କରିବାକୁ ଲଘୁ ମଣିଲା। କାରଣ ସମାନେେ ତାହାକୁ ମର୍ଦ୍ଦଖଯର ବଂଶୀଯ ଲୋକଙ୍କ କଥା ଜଣାଇଲେ। ତେଣୁ ହାମନ ଅକ୍ଷଶ୍ବରେଶର ସମୁଦାଯ ରାଜ୍ଯ ରେ ସମସ୍ତ ୟିହୁଦୀଯଙ୍କୁ ଅର୍ଥାତ୍ ମର୍ଦ୍ଦଖଯର ଲୋକଙ୍କୁ ବିନାଶ କରିବାକୁ ଚେଷ୍ଟା କଲା।

ପ୍ରଥମ ଶାମୁୟେଲ 18:17
କିନ୍ତୁ ଶାଉଲ ଦାଉଦଙ୍କକ୍ସ୍ଟ ମାରିଦବୋ ପାଇଁ ଚାହିଁଲେ ଏବଂ ଶାଉଲ ଏକ ଉପାଯ ଚିନ୍ତା କଲେ। ଶାଉଲ କହିଲେ, ଦାଉଦ ମରେବ୍ ନାମକ ମାରେଜେଷ୍ଠ କନ୍ଯାକକ୍ସ୍ଟ ଦେଖ। ମୁ ତାକକ୍ସ୍ଟ ତୁମ୍ଭକୁ ବିବାହ ଦବେି। ତା'ପରେ ତୁମ୍ଭେ ଜଣେ ବୀର ଯୋଦ୍ଧା ସୈନିକ ହବେ। ତୁମ୍ଭେ ମାରେ ସନ୍ତାନପରି, ତା'ପରେ ତୁମ୍ଭେ ସଦାପ୍ରଭୁଙ୍କ ପାଇଁ ୟକ୍ସ୍ଟଦ୍ଧ କର। ଶାଉଲ ଚିନ୍ତାକଲେ, ମୁ ତାକକ୍ସ୍ଟ ହତ୍ଯା କରିବା ପାଇଁ ହାତ ଉଠାଇବି ନାହିଁ, କିନ୍ତୁ ପଲେଷ୍ଟୀୟମାନେ ହକ୍ସ୍ଟଏତ ତାକକ୍ସ୍ଟ ହତ୍ଯା କରି ପାରନ୍ତି।

ମାର୍କଲିଖିତ ସୁସମାଚାର 14:63
ମହାୟାଜକ ଏକଥା ଶୁଣି ଖୁବ୍ ରାଗି ଗଲେ। ସେ ରାଗ ରେ ନିଜ ବସ୍ତ୍ର ଚିରି ପକାଇ ସମସ୍ତଙ୍କୁ କହିଲେ, ଆମ୍ଭର ଆଉ ସାକ୍ଷୀର କ'ଣ ଦରକାର?