Psalm 12:4
ସହେି ଲୋକମାନେ କହନ୍ତି, ଆମ୍ଭମାନେେ ଏହିପରି ମିଥ୍ଯା କହି ଲୋକମାନଙ୍କ ମଧ୍ୟରେ ପ୍ରାଧାନ୍ଯ ବିସ୍ତାର କରିବୁ। ଆମ୍ଭେ ଜାଣୁ ଆମ୍ଭକୁ କ'ଣ କହିବାକୁ ପଡ଼ିବ। ୟାହାଫଳରେ କହେି ଆମ୍ଭମାନଙ୍କ ଉପରେ କର୍ତ୍ତା ସାଜି ପାରିବ ନାହିଁ।
Psalm 12:4 in Other Translations
King James Version (KJV)
Who have said, With our tongue will we prevail; our lips are our own: who is lord over us?
American Standard Version (ASV)
Who have said, With our tongue will we prevail; Our lips are our own: who is lord over us?
Bible in Basic English (BBE)
They have said, With our tongues will we overcome; our lips are ours: who is lord over us?
Darby English Bible (DBY)
Who have said, With our tongue will we prevail, our lips are our own: who [is] lord over us?
Webster's Bible (WBT)
The LORD shall cut off all flattering lips, and the tongue that speaketh proud things:
World English Bible (WEB)
Who have said, "With our tongue we will prevail. Our lips are our own. Who is lord over us?"
Young's Literal Translation (YLT)
Who said, `By our tongue we do mightily: Our lips `are' our own; who `is' lord over us?'
| Who | אֲשֶׁ֤ר | ʾăšer | uh-SHER |
| have said, | אָֽמְר֨וּ׀ | ʾāmĕrû | ah-meh-ROO |
| tongue our With | לִלְשֹׁנֵ֣נוּ | lilšōnēnû | leel-shoh-NAY-noo |
| will we prevail; | נַ֭גְבִּיר | nagbîr | NAHɡ-beer |
| lips our | שְׂפָתֵ֣ינוּ | śĕpātênû | seh-fa-TAY-noo |
| are our own: who | אִתָּ֑נוּ | ʾittānû | ee-TA-noo |
| is lord | מִ֖י | mî | mee |
| over us? | אָד֣וֹן | ʾādôn | ah-DONE |
| לָֽנוּ׃ | lānû | la-NOO |
Cross Reference
ଯାକୁବଙ୍କ ପତ୍ 3:5
ଜିହ୍ବାଟି ଶରୀରର ଏକ ଅତି କ୍ଷୁଦ୍ର ଅଙ୍ଗ, କିନ୍ତୁ ଏହା ଅତ୍ଯଧିକ ମାତ୍ରା ରେ ଗର୍ବ କରିଥାଏ।
ଆଦି ପୁସ୍ତକ 3:5
ପରମେଶ୍ବର ଜାଣନ୍ତି ଯେ, ଯେତବେେଳେ ତୁମ୍ଭେ ସହେି ବୃକ୍ଷରୁ ଫଳ ଖାଇବ ତବେେ ତୁମ୍ଭମାନଙ୍କର ଚ଼କ୍ଷୁ ଖାଲିୟିବେ ଏବଂ ତୁମ୍ଭେ ପରମେଶ୍ବରଙ୍କ ପରି ହବେ, କାରଣ ତୁମ୍ଭେ ଜାଣିବ କଣ ଭଲ ଏବଂ କଣ ମନ୍ଦ ଅଟେ।
ଯାତ୍ରା ପୁସ୍ତକ 5:2
କିନ୍ତୁ ଫାରୋ କହିଲେ, ସଦାପ୍ରଭୁ କିଏ? ମୁଁ କାହିଁକି ତାଙ୍କୁ ମାନିବି? ମୁଁ କାହିଁକି ଇଶ୍ରାୟେଲୀୟମାନଙ୍କୁ ୟିବାକୁ ଦବେି? ସଦାପ୍ରଭୁ କିଏ ମୁଁ ତାହା ଜାଣେ ନାହିଁ। ତେଣୁ ମୁଁ ଇଶ୍ରାୟେଲୀୟମାନଙ୍କୁ ୟିବାକୁ ଦବେି ନାହିଁ।
ଆୟୁବ ପୁସ୍ତକ 21:14
କିନ୍ତୁ ଦୁଷ୍ଟ ଲୋକମାନେ ପରମେଶ୍ବରଙ୍କୁ କହିଲେ, 'ଆମ୍ଭକୁ ଏକା ଛାଡ଼ିଦିଅ। ତୁମ୍ଭେ ଯାହା କରିବାକୁ ଚାହୁଁଛ ଆମ୍ଭେ ତାହା ଖାତିର୍ କରୁନାହୁଁ।'
ଯିରିମିୟ 2:31
ହେ ବର୍ତ୍ତମାନ ସମୟର ଲୋକମାନେ, ତୁମ୍ଭମାନେେ ସଦାପ୍ରଭୁଙ୍କ ବାକ୍ଯପ୍ରତି ଧ୍ଯାନ ଦିଅ। ଆମ୍ଭେ କ'ଣ ଇଶ୍ରାୟେଲ ପ୍ରତି ପ୍ରାନ୍ତରସ୍ବରୂପ କିଅବା ନିବିଡ଼ ଅନ୍ଧକାରମଯ ଦେଶ ସ୍ବରୂପ ହାଇେଅଛୁ ? ଆମ୍ଭର ଲୋକମାନେ କାହିଁକି କହୁଛନ୍ତି, 'ଆମ୍ଭମାନେେ ବନ୍ଧନମୁକ୍ତ ହାଇେଅଛୁ, ଆମ୍ଭମାନେେ ଆଉ ତୁମ୍ଭ ନିକଟକୁ ଆସିବୁ ନାହିଁ ?'
ଯିରିମିୟ 18:18
ଯିରିମିୟଙ୍କ ଶତ୍ରୁଗଣ କହିଲେ, ଆସ ଆମ୍ଭମାନେେ ଯିରିମିୟଙ୍କ ବିରୁଦ୍ଧ ରେ ଯୋଜନା କରିବା, କାରଣ ଯାଜକ ନିକଟରୁ ବ୍ଯବସ୍ଥା, ଶିକ୍ଷିତ ନିକଟରୁ ଜ୍ଞାନ ଅଥବା ଭବିଷ୍ଯଦ୍ ବକ୍ତା ନିକଟରୁ ବାକ୍ଯ ଲୁପ୍ତ ହବେ ନାହିଁ। ତେଣୁ ଆସ ଆମ୍ଭମାନେେ ତାଙ୍କୁ ପ୍ରବଞ୍ଚନା ଦ୍ବାରା ଧ୍ବଂସ କରିବା। ଆମ୍ଭମାନେେ ତାଙ୍କର କୌଣସି କଥା ଶୁଣିବା ନାହିଁ।
ଦାନିଏଲ 3:15
ଯେତବେେଳେ ଶିଙ୍ଗା, ବଂଶୀ, ବୀଣା, ଚତୁସ୍ତନ୍ତ୍ରୀ, ନବେଲ, ମୃଦଙ୍ଗ ଓ ସବୁପ୍ରକାର ବାଦ୍ଯ ଶୁଣ, ତୁମ୍ଭମାନେେ ସୁବର୍ଣ୍ଣ ପ୍ରତିମାକୁ ମୁଣ୍ତ ନୁଆଁଇ ପ୍ରଣାମ କରିବ। ଯଦି ତୁମ୍ଭମାନେେ ପୂଜା ନକର ତବେେ ତୁମ୍ଭମାନଙ୍କୁ ଜ୍ବଳନ୍ତ ଅଗ୍ନି କୁମ୍ତ ରେ ଫିଙ୍ଗା ୟିବ। ଆଉ ଏପରି କୌଣସି ଦବେତା ନାହିଁନ୍ତି ଯେ କି ମାଠାରୁେ ତୁମ୍ଭମାନଙ୍କୁ ଉଦ୍ଧାର କରିବ।
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 2:4
ସହେି ମନ୍ଦ ବ୍ଯକ୍ତି, ପରମେଶ୍ବରଙ୍କ କିମ୍ବା ଏପରି କିଛି ଯାହା ଲୋକଙ୍କ ଦ୍ବାରା ଉପାସିତ, ଏହିପରି ପ୍ରେତ୍ୟକକ ବିଷୟର ବିରୋଧୀ କରେ। ସେ ନିଜକୁ ପ୍ରେତ୍ୟକକଠାରୁ ଉଚ୍ଚ ବୋଲି ଦଖାେଏ, ଈଶ୍ବରଙ୍କ ନାମ ରେ ଖ୍ଯାତ ଓ ପୂଜା ପାଉଥିବା ସମସ୍ତଙ୍କର ସେ ବି ରୋଧ କରେ। ସେ ଲୋକ ପରମେଶ୍ବରଙ୍କ ମନ୍ଦିରକୁ ଯାଇ, ସିଂହାସନ ରେ ବସି ନିଜକୁ ପରମେଶ୍ବର ବୋଲି ଘାଷେଣା କରେ।