Psalm 119

fullscreen81 ସଦାପ୍ରଭୁ ତୁମ୍ଭକୁ ଅପେକ୍ଷା କରି ମୁଁ ଦୁର୍ବଳ ଅଟେ ତୁମ୍ଭେ ମାେତେ ରକ୍ଷା କର। କିନ୍ତୁ ମୁଁ ତୁମ୍ଭର ବାକ୍ଯ ଉପରେ ନିର୍ଭର ରେଖ।

fullscreen82 ସଦାପ୍ରଭୁ ତୁମ୍ଭେ କରିଥିବା ପ୍ରତିଜ୍ଞାର ଅପେକ୍ଷାରେ ମାରେ ଚକ୍ଷୁକ୍ଲାନ୍ତ ହେଲାଣି, ତୁମ୍ଭେ ମାେତେ କବେେ ସାନ୍ତ୍ବନା ଦବେ ?

fullscreen83 ଏପରିକି ମୁଁ ଅଳିଆ ଗଦାରେ ପଡ଼ିଥିବା ଏକ ପଚା ଚମଡ଼ା ଥଳୀ ଅଟେ। ମୁଁ ତୁମ୍ଭର ନିଯମ ଭୁଲିବି ନାହିଁ।

fullscreen84 କେତଦେିନ ମୁଁ ବଞ୍ଚିବି ? ହେ ସଦାପ୍ରଭୁ ତୁମ୍ଭେ କବେେ ମାରେ ଦଣ୍ଡବିଧାନକାରୀମାନଙ୍କୁ ଦଣ୍ଡିତ କରିବ।

fullscreen85 ଅହଂକାରୀମାନେ ମିଥ୍ଯାଦ୍ବାରା ଆଘାତ କରନ୍ତି ଏବଂ ତାହା ତୁମ୍ଭ ଶିକ୍ଷା ବିରୁଦ୍ଧ ଅଟେ।

fullscreen86 ହେ ସଦାପ୍ରଭୁ, ତୁମ୍ଭର ଆଦେଶସବୁ ବିଶ୍ବାସନୀଯ। ସମାନେେ ଅନ୍ଯାଯରେ ମାେତେ ତାଡ଼ନା କରନ୍ତି। ମାେତେ ସାହାୟ୍ଯ କର !

fullscreen87 ସହେି ଲୋକମାନେ ମାେତେ ଧ୍ବଂସ କରି ଦେଲଣେି। ମାତ୍ର ମୁଁ ତୁମ୍ଭର ଆଦେଶ ପରିତ୍ଯାଗ କରି ନାହିଁ।

fullscreen88 ସଦାପ୍ରଭୁ ତୁମ୍ଭର ସ୍ନହପେୂର୍ଣ୍ଣ କରୁଣା ମାେତେ ଦଖାେଅ ଏବଂ ମାେତେ ବଞ୍ଚାଅ। ୟପରେି ମୁଁ ତୁମ୍ଭର ଆଦେଶ ରଖିପାରେ।

81 My soul fainteth for thy salvation: but I hope in thy word.

82 Mine eyes fail for thy word, saying, When wilt thou comfort me?

83 For I am become like a bottle in the smoke; yet do I not forget thy statutes.

84 How many are the days of thy servant? when wilt thou execute judgment on them that persecute me?

85 The proud have digged pits for me, which are not after thy law.

86 All thy commandments are faithful: they persecute me wrongfully; help thou me.

87 They had almost consumed me upon earth; but I forsook not thy precepts.

88 Quicken me after thy lovingkindness; so shall I keep the testimony of thy mouth.

Psalm 119 in Tamil and English

81 ସଦାପ୍ରଭୁ ତୁମ୍ଭକୁ ଅପେକ୍ଷା କରି ମୁଁ ଦୁର୍ବଳ ଅଟେ ତୁମ୍ଭେ ମାେତେ ରକ୍ଷା କର। କିନ୍ତୁ ମୁଁ ତୁମ୍ଭର ବାକ୍ଯ ଉପରେ ନିର୍ଭର ରେଖ।
My soul fainteth for thy salvation: but I hope in thy word.

82 ସଦାପ୍ରଭୁ ତୁମ୍ଭେ କରିଥିବା ପ୍ରତିଜ୍ଞାର ଅପେକ୍ଷାରେ ମାରେ ଚକ୍ଷୁକ୍ଲାନ୍ତ ହେଲାଣି, ତୁମ୍ଭେ ମାେତେ କବେେ ସାନ୍ତ୍ବନା ଦବେ ?
Mine eyes fail for thy word, saying, When wilt thou comfort me?

83 ଏପରିକି ମୁଁ ଅଳିଆ ଗଦାରେ ପଡ଼ିଥିବା ଏକ ପଚା ଚମଡ଼ା ଥଳୀ ଅଟେ। ମୁଁ ତୁମ୍ଭର ନିଯମ ଭୁଲିବି ନାହିଁ।
For I am become like a bottle in the smoke; yet do I not forget thy statutes.

84 କେତଦେିନ ମୁଁ ବଞ୍ଚିବି ? ହେ ସଦାପ୍ରଭୁ ତୁମ୍ଭେ କବେେ ମାରେ ଦଣ୍ଡବିଧାନକାରୀମାନଙ୍କୁ ଦଣ୍ଡିତ କରିବ।
How many are the days of thy servant? when wilt thou execute judgment on them that persecute me?

85 ଅହଂକାରୀମାନେ ମିଥ୍ଯାଦ୍ବାରା ଆଘାତ କରନ୍ତି ଏବଂ ତାହା ତୁମ୍ଭ ଶିକ୍ଷା ବିରୁଦ୍ଧ ଅଟେ।
The proud have digged pits for me, which are not after thy law.

86 ହେ ସଦାପ୍ରଭୁ, ତୁମ୍ଭର ଆଦେଶସବୁ ବିଶ୍ବାସନୀଯ। ସମାନେେ ଅନ୍ଯାଯରେ ମାେତେ ତାଡ଼ନା କରନ୍ତି। ମାେତେ ସାହାୟ୍ଯ କର !
All thy commandments are faithful: they persecute me wrongfully; help thou me.

87 ସହେି ଲୋକମାନେ ମାେତେ ଧ୍ବଂସ କରି ଦେଲଣେି। ମାତ୍ର ମୁଁ ତୁମ୍ଭର ଆଦେଶ ପରିତ୍ଯାଗ କରି ନାହିଁ।
They had almost consumed me upon earth; but I forsook not thy precepts.

88 ସଦାପ୍ରଭୁ ତୁମ୍ଭର ସ୍ନହପେୂର୍ଣ୍ଣ କରୁଣା ମାେତେ ଦଖାେଅ ଏବଂ ମାେତେ ବଞ୍ଚାଅ। ୟପରେି ମୁଁ ତୁମ୍ଭର ଆଦେଶ ରଖିପାରେ।
Quicken me after thy lovingkindness; so shall I keep the testimony of thy mouth.