ଗୀତସଂହିତା 119:150 in Oriya

ଓଡିଆ ଓଡିଆ ବାଇବେଲ ଗୀତସଂହିତା ଗୀତସଂହିତା 119 ଗୀତସଂହିତା 119:150

Psalm 119:150
ମନ୍ଦ ଯୋଜନା ସହିତ ଲୋକମାନେ ମାେତେ ଆକ୍ରମଣ କରିବା ପାଇଁ ମାେ ପାଖକୁ ଆସନ୍ତି। ସମାନେେ ତୁମ୍ଭର ଶିକ୍ଷାଠାରୁ ବହୁ ଦୂରରେ।

Psalm 119:149Psalm 119Psalm 119:151

Psalm 119:150 in Other Translations

King James Version (KJV)
They draw nigh that follow after mischief: they are far from thy law.

American Standard Version (ASV)
They draw nigh that follow after wickedness; They are far from thy law.

Bible in Basic English (BBE)
Those who have evil designs against me come near; they are far from your law.

Darby English Bible (DBY)
They have drawn nigh that follow after mischief: they are far from thy law.

World English Bible (WEB)
They draw near who follow after wickedness. They are far from your law.

Young's Literal Translation (YLT)
Near have been my wicked pursuers, From Thy law they have been far off.

They
draw
nigh
קָ֭רְבוּqārĕbûKA-reh-voo
that
follow
after
רֹדְפֵ֣יrōdĕpêroh-deh-FAY
mischief:
זִמָּ֑הzimmâzee-MA
they
are
far
מִתּוֹרָתְךָ֥mittôrotkāmee-toh-rote-HA
from
thy
law.
רָחָֽקוּ׃rāḥāqûra-ha-KOO

Cross Reference

ପ୍ରଥମ ଶାମୁୟେଲ 23:16
ଶାଉଲଙ୍କର ପକ୍ସ୍ଟତ୍ର ଯୋନାଥନ ଦାଉଦଙ୍କ ପାଖକକ୍ସ୍ଟ ଗଲା। ତାଙ୍କୁ ପରମେଶ୍ବରଙ୍କଠା ରେ ଏକ ଦୃଢ ବିଶ୍ବାସ କରିବା ରେ ସାହାୟ୍ଯ କଲା।

ମାଥିଉଲିଖିତ ସୁସମାଚାର 26:46
ଉଠ, ଆମ୍ଭେ ୟିବା। ଦେଖ, ମାେତେ ଶତୃମାନଙ୍କ ହାତ ରେ ଯେଉଁ ଲୋକଟି ଦଇଦେବେ, ସେ ଏଠାକୁ ଆସୁଛି।

ହିତୋପଦେଶ 28:9
ଯେଉଁ ଲୋକ କିଛି ଶିକ୍ଷା ଶୁଣିବା ପୂର୍ବରୁ ଆପଣା କର୍ଣ୍ଣ ବନ୍ଦ କରିଦିଏ, ତାହାର ପ୍ରାର୍ଥନା ହିଁ ଘୃଣାର ବିଷଯ ହୁଏ।

ହିତୋପଦେଶ 1:22
ହେ ନିର୍ବୋଧଗଣ। କେତକୋଳ ପର୍ୟ୍ଯନ୍ତ ତୁମ୍ଭେ ନିରର୍ଥକ କାର୍ୟ୍ଯ କରିବାକୁ ଭଲ ପାଇବ ? କେତକୋଳ ପର୍ୟ୍ଯନ୍ତ ନିନ୍ଦୁକ ଜ୍ଞାନକୁ ପରିହାସ କରିବ ? ହେ ମୂର୍ଖମାନେ ଆଉ କେତକୋଳ ବିଦ୍ଯାକୁ ଘୃଣା କରିବ ?

ହିତୋପଦେଶ 1:7
ପ୍ରଥମେ ସଦାପ୍ରଭୁଙ୍କୁ ସମ୍ମାନ କରିବା ଏବଂ ସଦାପ୍ରଭୁଙ୍କ ବାକ୍ଯ ମାନି ଚଳିବା ଜଣେ ବ୍ଯକ୍ତି ଏହା ଶିକ୍ଷା କରିବା ଉଚିତ୍। ଏଥି ରେ ତୁମ୍ଭର ବାସ୍ତବ ଜ୍ଞାନ ବୃଦ୍ଧି ଘଟିବ। କିନ୍ତୁ ନିର୍ ବୋଧ ଲୋକମାନେ ଜ୍ଞାନ ଓ ଉପଦେଶକୁ ତୁଚ୍ଛ କରନ୍ତି।

ଗୀତସଂହିତା 50:17
କାରଣ ତୁମ୍ଭମାନେେ ଆନନ୍ଦିତ ନୁହଁ, ଯେତବେେଳେ ମୁଁ ତୁମ୍ଭମାନଙ୍କୁ ଦଣ୍ଡିତ କରେ। ତୁମ୍ଭମାନେେ ମାରେ କଥାକୁ ଘୃଣା କର। ତୁମ୍ଭମାନେେ ମାରେ କଥାକୁ ଅବଜ୍ଞା କର।

ଗୀତସଂହିତା 27:2
ଦୁଷ୍ଟ ଲୋକମାନେ ହୁଏତ ମାେତେ ଆକ୍ରମଣ କରିପାରନ୍ତି, ସମାନେେ ମାରେ ଶରୀରକୁ ଆଘାତ କରିବାକୁ ଚାହାଁନ୍ତି। ମାରେ ଶତ୍ରୁମାନେ ମାେତେ ଆକ୍ରମଣ କରି ଧ୍ବଂସ କରିଦବୋକୁ ଚାହାଁନ୍ତି।

ଗୀତସଂହିତା 22:16
କୁକୁରମାନେ ମାରେ ଚାରିକଡ଼ରେ ଘରେି ରହିଛନ୍ତି। ସହେି ଦୁଷ୍ଟ ଲୋକମାନେ ଦଳବଦ୍ଧ ହାଇେ ମାେତେ ୟନ୍ତାରେ ପକାଇଛନ୍ତି। ସମାନେେ ମାରେ ହାତ ଗୋଡ଼କୁ ଛିଦ୍ର କରି ପକାଇଛନ୍ତି।

ଗୀତସଂହିତା 22:11
ତଣେୁ ହେ ପରମେଶ୍ବର ତୁମ୍ଭେ ମାେତେ ପରିତ୍ଯାଗ କର ନାହିଁ। ଆଗରେ ବିପଦ ମାଡ଼ି ଆସୁଛି, ମାେତେ ସାହାୟ୍ଯ କରିବାକୁ କହେି ନାହିଁ।

ଆୟୁବ ପୁସ୍ତକ 21:14
କିନ୍ତୁ ଦୁଷ୍ଟ ଲୋକମାନେ ପରମେଶ୍ବରଙ୍କୁ କହିଲେ, 'ଆମ୍ଭକୁ ଏକା ଛାଡ଼ିଦିଅ। ତୁମ୍ଭେ ଯାହା କରିବାକୁ ଚାହୁଁଛ ଆମ୍ଭେ ତାହା ଖାତିର୍ କରୁନାହୁଁ।'

ଦିତୀୟ ଶାମୁୟେଲ 17:16
ତେଣୁ ଶିଘ୍ର ଲୋକମାନଙ୍କୁ ଦାଉଦଙ୍କ ନିକଟକକ୍ସ୍ଟ ପଠାଅ ଏବଂ ତାଙ୍କୁ କକ୍ସ୍ଟହ। ସହେିଠା ରେ ରାତ୍ରି କଟାଅ ନାହିଁ, ଯେଉଁଠା ରେ ଲୋକମାନେ ମରକ୍ସ୍ଟଭୂମି ଭିତରକକ୍ସ୍ଟ ପାର ହାଇେଥିଲେ। ଏକାଥରେ ୟର୍ଦ୍ଦନ ନଦୀ ପାର ହାଇେ ଗ୍ଭଲିୟାଅ। ନୋହିଲେ ମହାରାଜ ଓ ତାଙ୍କ ସାଙ୍ଗ ଲୋକମାନେ ସମସ୍ତେ ସଂହାରିତ ହବେେ।

ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 2:13
ସେତବେେଳେ ତୁମ୍ଭମାନେେ ପରମେଶ୍ବରଙ୍କଠାରୁ ଦୂର ରେ ଥିଲ। କିନ୍ତୁ ଏବେ ଖ୍ରୀଷ୍ଟ ଯୀଶୁଙ୍କଠା ରେ ବିଶ୍ବାସ ଥିବା ହତେୁ ତୁମ୍ଭେ ତାଙ୍କର ନିକଟବର୍ତ୍ତୀ ହାଇେଛ। ଖ୍ରୀଷ୍ଟଙ୍କର ରକ୍ତ ଦ୍ବାରା ତୁମ୍ଭେ ପରମେଶ୍ବରଙ୍କର ନିକଟତର ହାଇେଛ।