ଗୀତସଂହିତା 119:100 in Oriya

ଓଡିଆ ଓଡିଆ ବାଇବେଲ ଗୀତସଂହିତା ଗୀତସଂହିତା 119 ଗୀତସଂହିତା 119:100

Psalm 119:100
ମୁଁ ପ୍ରାଚୀନବର୍ଗମାନଙ୍କଠାରୁ ଅଧିକ ବୁଝେ। କାରଣ ମୁଁ ତୁମ୍ଭର ନିର୍ଦ୍ଦଶେ ରକ୍ଷା କରେ।

Psalm 119:99Psalm 119Psalm 119:101

Psalm 119:100 in Other Translations

King James Version (KJV)
I understand more than the ancients, because I keep thy precepts.

American Standard Version (ASV)
I understand more than the aged, Because I have kept thy precepts.

Bible in Basic English (BBE)
I have more wisdom than the old, because I have kept your orders.

Darby English Bible (DBY)
I understand more than the aged, because I have observed thy precepts.

World English Bible (WEB)
I understand more than the aged, Because I have kept your precepts.

Young's Literal Translation (YLT)
Above elders I understand more, For Thy precepts I have kept.

I
understand
מִזְּקֵנִ֥יםmizzĕqēnîmmee-zeh-kay-NEEM
ancients,
the
than
more
אֶתְבּוֹנָ֑ןʾetbônānet-boh-NAHN
because
כִּ֖יkee
I
keep
פִקּוּדֶ֣יךָpiqqûdêkāfee-koo-DAY-ha
thy
precepts.
נָצָֽרְתִּי׃nāṣārĕttîna-TSA-reh-tee

Cross Reference

ଆୟୁବ ପୁସ୍ତକ 12:12
ତେଣୁ ଆମ୍ଭେ କହୁଛୁ, 'ଜ୍ଞାନ ବୃଦ୍ଧ ଲୋକମାନଙ୍କଠା ରେ ଅଛି। ବୁଝାମଣା ଦୀର୍ଘଜୀବନ ବଢ଼ାଏ।'

ଯାକୁବଙ୍କ ପତ୍ 3:13
ତୁମ୍ଭମାନଙ୍କ ଭିତ ରେ ପ୍ରକୃତ ଜ୍ଞାନୀ ଓ ବୁଦ୍ଧିମାନ କିଏ ଅଛି ? ତା ହେଲେ ସେ ଧାର୍ମିକ ଜୀବନଯାପନ କରି ନିଜର ବିଜ୍ଞତା ଦଖାେଉ। ସେ ନମ୍ର ଭାବରେ ଭଲ କାମ କରିବା ଉଚିତ। ଜ୍ଞାନୀ ଲୋକ ଗର୍ବ କରେ ନାହିଁ।

ମାଥିଉଲିଖିତ ସୁସମାଚାର 7:24
ତେଣୁ ଯେଉଁ ଲୋକ ମାରେ ଏହି କଥାଗୁଡିକ ଶୁଣେ, ଏବଂ ତାହା ମାନି ଚଳେ, ସେ ଲୋକ ପଥର ଉପରେ ଘର ତୋଳିଥିବା ଗୋଟିଏ ବୁଦ୍ଧିମାନ ବ୍ଯକ୍ତିଭଳି।

ଯିରିମିୟ 8:8
ତୁମ୍ଭମାନେେ କହୁଛ ଯେ, 'ଆମ୍ଭମାନେେ ଜ୍ଞାନୀ ଓ ସଦାପ୍ରଭୁଙ୍କର ବ୍ଯବସ୍ଥା ଆମ୍ଭମାନଙ୍କଠା ରେ ଅଛି।' ମାତ୍ର ଏହା ସତ୍ଯ ନୁହେଁ। କାରଣ ଅଧ୍ଯାପକଗଣଙ୍କ ମିଥ୍ଯା ଲେଖନୀ ମିଥ୍ଯା ଲେଖିଅଛି।

ଗୀତସଂହିତା 111:10
ଜ୍ଞାନ ପରମେଶ୍ବରଙ୍କ ପ୍ରତି ଭୟ ଓ ସମ୍ମାନରୁ ଆରମ୍ଭ ହୁଏ। ଯେଉଁମାନେ ତାଙ୍କର ଆଦେଶ ପାଳନ କରନ୍ତି, ସମାନେେ ଜ୍ଞାନୀ ଅଟନ୍ତି। ତାହାଙ୍କ ପ୍ରଶଂସା ସଦାକାଳ ପାଇଁ ଗାନ କରାୟିବ।

ଆୟୁବ ପୁସ୍ତକ 32:7
ମୁଁ ନିଜେ ଚିନ୍ତା କରୁଥିଲି, 'ବଯସ୍କ ଲୋକମାନେ ପ୍ରଥମେ କହିବା ଉଚିତ। ସମାନେେ ଅନକେ ଦିନ ହେଲା ବଞ୍ଚିଛନ୍ତି। ସମାନେେ ଅନକେ କଥା ଶିଖିଛନ୍ତି।'

ଆୟୁବ ପୁସ୍ତକ 32:4
ଇଲୀହୁ ସଠାେରେ ସବୁଠାରୁ ସାନ ଥିଲା। ସେ ମଧ୍ଯ ସବୁ କଥା ଶୁଣିସାରିବା ପର୍ୟ୍ଯନ୍ତ ଅପେକ୍ଷା କରିଥିଲା। ତା'ପରେ ସେ ଭାବିଲା ସେ ବର୍ତ୍ତମାନ ଆୟୁବ ସହିତ କଥା କହିପାରିବ।

ଆୟୁବ ପୁସ୍ତକ 28:28
ପରମେଶ୍ବର ଲୋକମାନଙ୍କୁ କହିଲେ, ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ କର। ତାହାହିଁ ଜ୍ଞାନ ଅଟେ। ମନ୍ଦ କାର୍ୟ୍ଯ କର ନାହିଁ। ତାହାହିଁ ବୁଝିବା ଶକ୍ତି ଅଟେ। ଆୟୁବ ତା'ର କାହାଣୀ କହି ଚାଲିଥିଲା।

ଆୟୁବ ପୁସ୍ତକ 15:9
ଆୟୁବ, ତୁମ୍ଭେ ଯାହା କର ତାହାଠାରୁ ଆମ୍ଭେ ଅଧିକ ଜାଣୁ। ଆମ୍ଭେ ସେ କଥା ବୁଝିପାରୁ ଯାହା ତୁମ୍ଭେ ଜାଣ ନାହିଁ।

ପ୍ରଥମ ରାଜାବଳୀ 12:6
ଶ ଲୋମନଙ୍କ ଜୀବନ କାଳ ରେ ଯେଉଁ ପ୍ରାଚୀନମାନେ ତାଙ୍କୁ ମନ୍ତ୍ରଣା ଦେଉଥିଲେ, ରିହବିଯାମ ସହେି ପ୍ରାଚୀନମାନଙ୍କୁ ପରାମର୍ଶ ଦବୋକୁ କହିଲେ, ସହେି ଲୋକମାନଙ୍କୁ କି ଉତ୍ତର ଦବେି ମାେତେ ମନ୍ତ୍ରଣା ଦିଅ।