Psalm 119

fullscreen1 ଯେଉଁ ଲୋକମାନେ ପବିତ୍ର ଭାବରେ ଜୀବନୟାପନ କରନ୍ତି, ଓ ଯେଉଁମାନେ ସଦାପ୍ରଭୁଙ୍କର ନିଯମସବୁ ଅନୁସରଣ କରନ୍ତି, ସମାନେେ ଧନ୍ଯ !

fullscreen2 ଯେଉଁ ଲୋକମାନେ ସଦାପ୍ରଭୁଙ୍କର ଚୁକ୍ତି ମାନନ୍ତି, ଓ ଯେଉଁମାନେ ହୃଦଯରେ ସଦାପ୍ରଭୁଙ୍କୁ ଖାଜେନ୍ତି, ସମାନେେ ଧନ୍ଯ !

fullscreen3 ସହେି ଲୋକମାନେ କୌଣସି ଅଧର୍ମ କାର୍ୟ୍ଯ କରନ୍ତି ନାହିଁ, କିନ୍ତୁ ସମାନେେ ସଦାପ୍ରଭୁଙ୍କ ପଥ ଅନୁସରଣ କରନ୍ତି।

fullscreen4 ହେ ସଦାପ୍ରଭୁ, ତୁମ୍ଭେ ଆପଣା ନିର୍ଦ୍ଦେଶସବୁ ଏବଂ ବିଧାନସବୁକୁ ସତର୍କ ରୂପେ ମାନିବା ପାଇଁ ନିର୍ଦ୍ଦେଶ ଦଇେଅଛ।

fullscreen5 ମୁଁ ଆଶା କରୁଛି ୟେ, ମୁଁ ବୋଧହୁଏ ତୁମ୍ଭର ନିଯମ ଅପରିବର୍ତ୍ତନୀଯ ଭାବରେ ଅଧିକ ମାନିବି।

fullscreen6 ୟଦି ମୁଁ ତୁମ୍ଭର ଆଜ୍ଞା ସକଳ ପ୍ରତି ଦୃଷ୍ଟି ରଖିବି, ତବେେ ମୁଁ ଲଜ୍ଜିତ ହବେି ନାହିଁ।

fullscreen7 ମୁଁ ତୁମ୍ଭକୁ ସର୍ବାନ୍ତକରଣ ହୃଦଯ ସହିତ ପ୍ରଶଂସା କରିବି, ଯେତବେେଳେ ମୁଁ ତୁମ୍ଭର ନ୍ଯାଯପରାଯଣତା ବିଷଯରେ ଜାଣିବି।

fullscreen8 ମୁଁ ତୁମ୍ଭର ବିଧିସବୁ ପାଳନ କରିବି। ମାେତେ ଏକୁଟିଆ କରି ଛାଡ଼ ନାହିଁ।

1 Blessed are the undefiled in the way, who walk in the law of the Lord.

2 Blessed are they that keep his testimonies, and that seek him with the whole heart.

3 They also do no iniquity: they walk in his ways.

4 Thou hast commanded us to keep thy precepts diligently.

5 O that my ways were directed to keep thy statutes!

6 Then shall I not be ashamed, when I have respect unto all thy commandments.

7 I will praise thee with uprightness of heart, when I shall have learned thy righteous judgments.

8 I will keep thy statutes: O forsake me not utterly.

Psalm 119 in Tamil and English

1 ଯେଉଁ ଲୋକମାନେ ପବିତ୍ର ଭାବରେ ଜୀବନୟାପନ କରନ୍ତି, ଓ ଯେଉଁମାନେ ସଦାପ୍ରଭୁଙ୍କର ନିଯମସବୁ ଅନୁସରଣ କରନ୍ତି, ସମାନେେ ଧନ୍ଯ !
Blessed are the undefiled in the way, who walk in the law of the Lord.

2 ଯେଉଁ ଲୋକମାନେ ସଦାପ୍ରଭୁଙ୍କର ଚୁକ୍ତି ମାନନ୍ତି, ଓ ଯେଉଁମାନେ ହୃଦଯରେ ସଦାପ୍ରଭୁଙ୍କୁ ଖାଜେନ୍ତି, ସମାନେେ ଧନ୍ଯ !
Blessed are they that keep his testimonies, and that seek him with the whole heart.

3 ସହେି ଲୋକମାନେ କୌଣସି ଅଧର୍ମ କାର୍ୟ୍ଯ କରନ୍ତି ନାହିଁ, କିନ୍ତୁ ସମାନେେ ସଦାପ୍ରଭୁଙ୍କ ପଥ ଅନୁସରଣ କରନ୍ତି।
They also do no iniquity: they walk in his ways.

4 ହେ ସଦାପ୍ରଭୁ, ତୁମ୍ଭେ ଆପଣା ନିର୍ଦ୍ଦେଶସବୁ ଏବଂ ବିଧାନସବୁକୁ ସତର୍କ ରୂପେ ମାନିବା ପାଇଁ ନିର୍ଦ୍ଦେଶ ଦଇେଅଛ।
Thou hast commanded us to keep thy precepts diligently.

5 ମୁଁ ଆଶା କରୁଛି ୟେ, ମୁଁ ବୋଧହୁଏ ତୁମ୍ଭର ନିଯମ ଅପରିବର୍ତ୍ତନୀଯ ଭାବରେ ଅଧିକ ମାନିବି।
O that my ways were directed to keep thy statutes!

6 ୟଦି ମୁଁ ତୁମ୍ଭର ଆଜ୍ଞା ସକଳ ପ୍ରତି ଦୃଷ୍ଟି ରଖିବି, ତବେେ ମୁଁ ଲଜ୍ଜିତ ହବେି ନାହିଁ।
Then shall I not be ashamed, when I have respect unto all thy commandments.

7 ମୁଁ ତୁମ୍ଭକୁ ସର୍ବାନ୍ତକରଣ ହୃଦଯ ସହିତ ପ୍ରଶଂସା କରିବି, ଯେତବେେଳେ ମୁଁ ତୁମ୍ଭର ନ୍ଯାଯପରାଯଣତା ବିଷଯରେ ଜାଣିବି।
I will praise thee with uprightness of heart, when I shall have learned thy righteous judgments.

8 ମୁଁ ତୁମ୍ଭର ବିଧିସବୁ ପାଳନ କରିବି। ମାେତେ ଏକୁଟିଆ କରି ଛାଡ଼ ନାହିଁ।
I will keep thy statutes: O forsake me not utterly.