ଗୀତସଂହିତା 116:2 in Oriya

ଓଡିଆ ଓଡିଆ ବାଇବେଲ ଗୀତସଂହିତା ଗୀତସଂହିତା 116 ଗୀତସଂହିତା 116:2

Psalm 116:2
ମୁଁ ତାଙ୍କୁ ଭଲ ପାଏ ଯେତବେେଳେ ସେ ମାେ ପ୍ରାର୍ଥନା ଶୁଣିଲେ ଏବଂ ମୁଁ ମୃତ୍ଯୁବରଣ କଲା ପୂର୍ବରୁ ଉତ୍ତର ଦେଲେ।

Psalm 116:1Psalm 116Psalm 116:3

Psalm 116:2 in Other Translations

King James Version (KJV)
Because he hath inclined his ear unto me, therefore will I call upon him as long as I live.

American Standard Version (ASV)
Because he hath inclined his ear unto me, Therefore will I call `upon him' as long as I live.

Bible in Basic English (BBE)
He has let my request come before him, and I will make my prayer to him all my days.

Darby English Bible (DBY)
For he hath inclined his ear unto me, and I will call upon him during [all] my days.

World English Bible (WEB)
Because he has turned his ear to me, Therefore I will call on him as long as I live.

Young's Literal Translation (YLT)
Because He hath inclined His ear to me, And during my days I call.

Because
כִּֽיkee
he
hath
inclined
הִטָּ֣הhiṭṭâhee-TA
his
ear
אָזְנ֣וֹʾoznôoze-NOH
upon
call
I
will
therefore
me,
unto
לִ֑יlee
him
as
long
as
I
live.
וּבְיָמַ֥יûbĕyāmayoo-veh-ya-MAI
אֶקְרָֽא׃ʾeqrāʾek-RA

Cross Reference

ଆୟୁବ ପୁସ୍ତକ 27:10
ସହେି ଲୋକ କ'ଣ ସର୍ବଶକ୍ତିମାନଙ୍କୁ ଗୁହାରି କରି ଆନନ୍ଦ ଅନୁଭବ କରିବ। ସେ ସବୁ ସମୟରେ ପରମେଶ୍ବରଙ୍କୁ ଡ଼ାକିବା ଉଚିତ ଥିଲା।

ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 4:6
କୌଣସି କଥା ପାଇଁ ଚିନ୍ତିତ ହୁଅ ନାହିଁ। ତୁମ୍ଭର ଯାହା ଦରକାର, ପରମେଶ୍ବରଙ୍କୁ ପ୍ରାର୍ଥନା କରି ମାଗ। ପ୍ରାର୍ଥନା କଲା ବେଳେ ସଦା ଧନ୍ଯବାଦ ଦିଅ।

ଲୂକଲିଖିତ ସୁସମାଚାର 18:1
ଯୀଶୁ ତାହାଙ୍କ ଶିଷ୍ଯମାନଙ୍କୁ ଉପଦେଶ ଦେଉଥିଲେ ଯେ, ସମାନେେ ସଦାବାଳେ ପ୍ରାର୍ଥନା କରିବା ଉଚିତ। ଏବଂ କବେେ ହେଲେ ଭରସା ହ ରଇବୋ ଉଚିତ ନୁହେଁ। ଯୀଶୁ ସମାନଙ୍କେୁ ଉପଦେଶ ଦବୋପାଇଁ ଏହି ଦୃଷ୍ଟାନ୍ତ କହିଲେ,

ଗୀତସଂହିତା 145:18
ସଦାପ୍ରଭୁ ସମସ୍ତ ପ୍ରାର୍ଥନାକାରୀଙ୍କର ନିକଟବର୍ତ୍ତୀ ଅଟନ୍ତି, ଯେଉଁମାନେ ତାଙ୍କୁ ସାହାୟ୍ଯ ପାଇଁ ଡ଼ାକନ୍ତି।

ଗୀତସଂହିତା 88:1
ହେ ସଦାପ୍ରଭୁ ପରମେଶ୍ବର, ତୁମ୍ଭେ ମାରେ ପରିତ୍ରାଣକର୍ତ୍ତା। ମୁଁ ଦିନ ଓ ରାତ୍ରି ତୁମ୍ଭ ନିକଟରେ ପ୍ରାର୍ଥନା କରିଅଛି।

ଗୀତସଂହିତା 86:6
ହେ ସଦାପଭ୍ରୁ, ମାରେ ପ୍ରାର୍ଥନା ଶୁଣ। ହୃଦଯ ସହକାରେ ମାରେ କରୁଣାମଯ ପ୍ରାର୍ଥନା ଶୁଣ।

ଗୀତସଂହିତା 55:16
ମୁଁ ପରମେଶ୍ବରଙ୍କଠାରେ ସାହାୟ୍ଯ ପାଇଁ ପ୍ରାର୍ଥନା କରିବି। ଏବଂ ସଦାପ୍ରଭୁ ମାେତେ ରକ୍ଷା କରିବେ।

ଗୀତସଂହିତା 40:1
ମୁଁ ସଦାପ୍ରଭୁଙ୍କୁ ଡ଼ାକିଲି, ସେ ମାରେ ଡ଼ାକ ଓ କ୍ରନ୍ଦନ ଧ୍ବନି ଶୁଣିଲେ।

ଗୀତସଂହିତା 31:2
ହେ ପରମେଶ୍ବର, ମାେ ନିବଦନେ ଶୁଣ। ଶୀଘ୍ର ଆସି ମାେତେ ଉଦ୍ଧାର କର। ମାେତେ ଚଟାଣ ସଦୃଶ ରକ୍ଷା କର। ମାରେ ନିରାପଦ ଆଶ୍ରଯସ୍ଥଳର ଦୁର୍ଗ ଭଳି କାର୍ୟ୍ଯ କର। ମାରେ ନିରାପତ୍ତା ବଳଯ ହୁଅ। ମାେତେ ରକ୍ଷା କର।

କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 4:2
ସବୁବେଳେ ପ୍ରାର୍ଥନା କରୁଥାଅ। ପ୍ରାର୍ଥନା କଲା ବେଳେ ସର୍ବଦା ପରମେଶ୍ବରଙ୍କୁ ଧନ୍ଯବାଦ ଦିଅ।