Psalm 115:10
ହେ ହାରୋଣ ପରିବାର, ସଦାପ୍ରଭୁଙ୍କଠାରେ ବିଶ୍ବାସ କର। ସଦାପ୍ରଭୁ ହେଉଛନ୍ତି ସମାନଙ୍କେର ଶକ୍ତି ଓ ଢ଼ାଲ।
Psalm 115:10 in Other Translations
King James Version (KJV)
O house of Aaron, trust in the LORD: he is their help and their shield.
American Standard Version (ASV)
O house of Aaron, trust ye in Jehovah: He is their help and their shield.
Bible in Basic English (BBE)
O house of Aaron, have faith in the Lord: he is their help and their breastplate.
Darby English Bible (DBY)
House of Aaron, confide in Jehovah: he is their help and their shield.
World English Bible (WEB)
House of Aaron, trust in Yahweh! He is their help and their shield.
Young's Literal Translation (YLT)
O house of Aaron, trust in Jehovah, `Their help and their shield `is' He.'
| O house | בֵּ֣ית | bêt | bate |
| of Aaron, | אַ֭הֲרֹן | ʾahărōn | AH-huh-rone |
| trust | בִּטְח֣וּ | biṭḥû | beet-HOO |
| Lord: the in | בַיהוָ֑ה | bayhwâ | vai-VA |
| he | עֶזְרָ֖ם | ʿezrām | ez-RAHM |
| is their help | וּמָגִנָּ֣ם | ûmāginnām | oo-ma-ɡee-NAHM |
| and their shield. | הֽוּא׃ | hûʾ | hoo |
Cross Reference
ଯାତ୍ରା ପୁସ୍ତକ 28:1
ତହିଁରେ ସଦାପ୍ରଭୁ ମାଶାଙ୍କେୁ କହିଲେ, ତୁମ୍ଭର ଭାଇ ହାରୋଣ ଏବଂ ତାଙ୍କର ପୁତ୍ର ନାଦବ୍, ଅବୀଦ, ଇଲିଯାଜର ଓ ଇଥାମରକୁ ଇଶ୍ରାୟେଲର ଲୋକମାନଙ୍କ ମଧ୍ଯରୁ ଆଣ। ସମାନେେ ମାରେ ଯାଜକଗଣ ହବେେ।
ଗଣନା ପୁସ୍ତକ 16:5
ତା'ପରେ ମାଶାେ କୋରହକୁ ଓ ତାଙ୍କର ସମସ୍ତ ଅନୁଗାମୀମାନଙ୍କୁ କହିଲେ, ସଦାପ୍ରଭୁ କାଲି ଦଖାଇବେେ, ୟିଏ ପ୍ରକୃତ ରେ ତାଙ୍କ ଲୋକ ଓ ୟିଏ ପ୍ରକୃତ ରେ ପବିତ୍ର। ଆଉ ସେ ତାକୁ ନିଜ ପାଖକୁ ଆଣିବେ, ଯାହାକୁ ସେ ପସନ୍ଦ କରନ୍ତି।
ଗଣନା ପୁସ୍ତକ 16:40
ଏହି ଧାତୁ ଆଚ୍ଛାଦକ ଇଶ୍ରାୟେଲର ଲୋକମାନଙ୍କୁ ମନେପକାଇ ଦିଏ ଯେ, ହାରୋଣ ପରିବାର ବ୍ଯତୀତ ଅନ୍ୟ କହେି ସଦାପ୍ରଭୁଙ୍କ ସମ୍ମୁଖ ରେ ଧୂପ ଜାଳି ପାରିବେ ନାହିଁ। ଯଦି ଅନ୍ୟ କହେି ଏହି ସବେି କରିବ, ସେ କୋରହଙ୍କୁ ପରିବାରବର୍ଗ ପରି ହବେ ବୋଲି ଯାହା ମାଶାଙ୍କେ ଦ୍ବାରା ସଦାପ୍ରଭୁ ଜଣାଇ ଥିଲେ।
ଗଣନା ପୁସ୍ତକ 18:7
କିନ୍ତୁ ତୁମ୍ଭେ ଓ ତୁମ୍ଭର ପୁତ୍ରଗଣ ୟଜ୍ଞବଦେୀ ସମ୍ବନ୍ଧୀଯ ସକଳ ବିଷଯ ରେ ଓ ବିଚ୍ଛଦବେସ୍ତ୍ର ଭିତ ରେ ପବିତ୍ର ସ୍ଥାନ ରେ ଯାଜକତ୍ବ ପାଳନ କରିବ ଓ ସବୋ କରିବ, ଆମ୍ଭେ ଆମ୍ଭର ଦାନଜନିତ ସବୋରୂପେ ତୁମ୍ଭମାନଙ୍କୁ ଯାଜକତ୍ବ ପଦ ଦଲେୁ। ଯଦି କହେି ଅଜଣା ବ୍ଯକ୍ତି ମାରେ ପବିତ୍ରସ୍ଥାନ ନିକଟକୁ ଆ ସେ, ତାକୁ ହତ୍ଯା କରାୟିବ।
ଗୀତସଂହିତା 118:3
ହାରୋଣର ପରିବାରବର୍ଗ ବର୍ତ୍ତମାନ ଏବେ ଏହା କୁହନ୍ତୁ ୟେ, ତାଙ୍କର ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।