ଗୀତସଂହିତା 112:4 in Oriya

ଓଡିଆ ଓଡିଆ ବାଇବେଲ ଗୀତସଂହିତା ଗୀତସଂହିତା 112 ଗୀତସଂହିତା 112:4

Psalm 112:4
ଧାର୍ମିକ ଲୋକଙ୍କ ପ୍ରତି ପରମେଶ୍ବର ଅନ୍ଧକାରରେ ଆ ଲୋକ ସଦୃଶ୍ଯ। ସେ କୃପାମଯ, ସ୍ନହେଶୀଳ ଓ ଧାର୍ମିକ।

Psalm 112:3Psalm 112Psalm 112:5

Psalm 112:4 in Other Translations

King James Version (KJV)
Unto the upright there ariseth light in the darkness: he is gracious, and full of compassion, and righteous.

American Standard Version (ASV)
Unto the upright there ariseth light in the darkness: `He is' gracious, and merciful, and righteous.

Bible in Basic English (BBE)
For the upright there is a light shining in the dark; he is full of grace and pity.

Darby English Bible (DBY)
Unto the upright there ariseth light in the darkness; he is gracious, and merciful, and righteous.

World English Bible (WEB)
Light dawns in the darkness for the upright, Gracious, merciful, and righteous.

Young's Literal Translation (YLT)
Light hath risen in darkness to the upright, Gracious, and merciful, and righteous.

Unto
the
upright
זָ֘רַ֤חzāraḥZA-RAHK
there
ariseth
בַּחֹ֣שֶׁךְbaḥōšekba-HOH-shek
light
א֭וֹרʾôrore
in
the
darkness:
לַיְשָׁרִ֑יםlayšārîmlai-sha-REEM
gracious,
is
he
חַנּ֖וּןḥannûnHA-noon
and
full
of
compassion,
וְרַח֣וּםwĕraḥûmveh-ra-HOOM
and
righteous.
וְצַדִּֽיק׃wĕṣaddîqveh-tsa-DEEK

Cross Reference

ଗୀତସଂହିତା 97:11
ଧାର୍ମିକମାନଙ୍କ ପାଇଁ ଦୀପ୍ତି ଓ ସତ୍ଯପ୍ରିଯମାନଙ୍କ ପାଇଁ ଆନନ୍ଦ ଅଛି।

ଆୟୁବ ପୁସ୍ତକ 11:17
ତା'ପରେ ତୁମ୍ଭର ଜୀବନ ମଧ୍ଯାହ୍ନର ସୂର୍ୟ୍ଯ କିରଣଠାରୁ ଆହୁରି ନିର୍ମଳ ହବେ। ଜୀବନର ଅନ୍ଧକାରମଯ ସମୟଗୁଡ଼ିକ ପ୍ରଭାତର ସୂର୍ୟ୍ଯ ତୁଲ୍ଯ ଚକ୍ଚକ୍ ହବେ।

ଯୋହନଲିଖିତ ସୁସମାଚାର 12:46
ମୁଁ ଆଲୋକ ଓ ମୁଁ ଏ ଜଗତକୁ ଆସିଛି। ମାରେ ଆସିବାର କାରଣ, ମାଠାେ ରେ ବିଶ୍ବାସ ରଖିଥିବା ପ୍ରେତ୍ୟକକ ଲୋକ କବେେ ଅନ୍ଧକାର ରେ ରହିବ ନାହିଁ।

ଯୋହନଙ୍କ ପ୍ରଥମ ପତ୍ର 3:10
ତେଣୁ କେଉଁମାନେ ପରମେଶ୍ବର ସନ୍ତାନ ଓ କେଉଁମାନେ ଶୟତାନର ସନ୍ତାନ, ତାହା ତୁମ୍ଭମାନେେ ଜାଣି ପାରିବ। ଯେଉଁମାନେ ସତ୍କର୍ମ କରନ୍ତି ନାହିଁ, ସମାନେେ ପରମେଶ୍ବରଙ୍କର ସନ୍ତାନ ନୁହଁନ୍ତି, ଯେ କହେି ନିଜ ଭାଇକୁ ପ୍ ରମେ କରେ ନାହିଁ, ସେ ମଧ୍ଯ ଈଶ୍ବରଙ୍କର ସନ୍ତାନ ନୁହେଁ।

ଯୋହନଙ୍କ ପ୍ରଥମ ପତ୍ର 3:7
ପ୍ରିୟ ପିଲାମାନେ, କହେି ତୁମ୍ଭମାନଙ୍କୁ ମନ୍ଦ ପଥରେ ୟିବା ପାଇଁ ନ ଭୁଲାଉ। ଖ୍ରୀଷ୍ଟ ଧାର୍ମିକ ଅଟନ୍ତି। ତେଣୁ ଯେକହେି ଖ୍ରୀଷ୍ଟଙ୍କ ପରି ଉତ୍ତମ ହବୋକୁ ଇଚ୍ଛା କରେ, ସେ ଉଚିତ କର୍ମ କରୁ।

ଯୋହନଙ୍କ ପ୍ରଥମ ପତ୍ର 2:29
ସେ ଧାର୍ମିକ ବୋଲି ତୁମ୍ଭେ ଜାଣିଛ। ତେଣୁ ତୁମ୍ଭେ ଏହା ମଧ୍ଯ ଜାଣିରଖ ଯେ, ଧର୍ମାଚରଣ କରୁଥିବା ସମସ୍ତ ବ୍ଯକ୍ତି ପରମେଶ୍ବରଙ୍କର ସନ୍ତାନ ଅଟନ୍ତି।

ତୀତସଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ 2:11
ଯଦି ତା'ପରେ ମଧ୍ଯ ସେ ପୁନଃ ତର୍କବିତର୍କ କରେ, ତା' ସହିତ ସମ୍ପର୍କ ରଖ ନାହିଁ। ତୁମ୍ଭେ ଜାଣି ରଖ ଯେ ସଭେଳି ଲୋକ ମନ୍ଦ ଓ ପାପୀ। ତାହାର ପାପ ପ୍ରମାଣିତ କରେ ଯେ ସେ ହେଉଛି ଦୋଷୀ।

କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3:12
ପରମେଶ୍ବର ତୁମ୍ଭମାନଙ୍କୁ ବାଛିଛନ୍ତି ଓ ନିଜର ପବିତ୍ର ଲୋକ ବୋଲି ଗ୍ରହଣ କରିଛନ୍ତି। ସେ ତୁମ୍ଭମାନଙ୍କୁ ପ୍ ରମେ କରନ୍ତି। ଅତଏବ ତୁମ୍ଭମାନେେ ସର୍ବଦା ନିମ୍ନୋକ୍ତ କାର୍ୟ୍ଯମାନ କର : ଲୋକଙ୍କୁ ଦୟା କର, କରୁଣାମୟ ହୁଅ, ନମ୍ର ହୁଅ, ଭଦ୍ର ହୁଅ, ର୍ଧୈୟ୍ଯବାନ ହୁଅ।

ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 5:15
ଅତଏବ କିପରି ଜୀବନ କାଟୁଅଛ, ଏବିଷୟ ରେ ବିଶଷେ ସାବଧାନ ରୁହ। ନିର୍ ବୋଧ ଲୋକଙ୍କ ଭଳି ଜୀବନଯାପନ କର ନାହିଁ। ମାତ୍ର ଜ୍ଞାନୀ ଲୋକଙ୍କ ପରି ଜୀବନଯାପନ କର।

ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 5:9
ଆଲୋକ ପ୍ରେତ୍ୟକକ ପ୍ରକାରର ଉତ୍ତମ ଭାବ, ଉଚିତ ଜୀବନଯାପନ ଓ ସତ୍ଯ ଫଳ ଉତ୍ପନ୍ନ କରେ।

ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 4:32
ପରସ୍ପର ପ୍ରତି ଦୟାଭାବ ଓ ପ୍ ରମେ ଭାବ ରଖ। ଯେପରି ଖ୍ରୀଷ୍ଟଙ୍କଠା ରେ ପରମେଶ୍ବର ତୁମ୍ଭମାନଙ୍କୁ କ୍ଷମା କଲେ, ସହେି ଭଳି ତୁମ୍ଭମାନେେ ପରସ୍ପରକୁ କ୍ଷମା ଦିଅ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 8:8
ମୁଁ ତୁମ୍ଭମାନଙ୍କୁ ଦାନ ଦବୋପାଇଁ ଆଦେଶ ଦେଉ ନାହିଁ। କିନ୍ତୁ ମୁଁ ଦେଖିବାକୁ ଇଚ୍ଛା କରେ ଯେ, ପ୍ରକୃତ ରେ ତୁମ୍ଭମାନଙ୍କ ପ୍ ରମେ ସତ୍ଯ ଅଟେ। ଅନ୍ୟ ଲୋକମାନେ ସାହାୟ୍ଯ କରିବା ପାଇଁ ଦଖାେଉଥିବା ଉତ୍ସାହ ବିଷୟ ରେ କହି ଏହା ମୁଁ ଦଖାଇେ ଦବୋକୁ ଚା ହେଁ।

ଲୂକଲିଖିତ ସୁସମାଚାର 6:36
ତୁମ୍ଭମାନଙ୍କର ପରମପିତା ଯେଉଁଭଳି ତୁମ୍ଭମାନଙ୍କୁ ପ୍ ରମେ ଦଖାେନ୍ତି ଓ ଦୟା କରନ୍ତି, ତୁମ୍ଭମାନେେ ମଧ୍ଯ, ସହେିଭଳି ଅନ୍ୟମାନଙ୍କୁ ଦୟା ଦଖାେଅ ଓ ପ୍ ରମେ କର।

ମଲାଖୀ 4:2
ତଥାପି ଯେଉଁମାନେ ଆମ୍ଭକୁ ଭୟ ଓ ସମ୍ମାନ କରନ୍ତି, ଉଦଯକାଳୀନ ସୂର୍ୟ୍ଯର ରଶ୍ମି ଉତ୍ତମତା ତୁମ୍ଭମାନଙ୍କ ଉପ ରେ ଝକ୍ମକ୍ କରିବ। ଏହା ସୂର୍ୟ୍ଯକିରଣ ପରି ଆରୋଗ୍ୟ ଶକ୍ତି ଆଣିବ। ତୁମ୍ଭମାନେେ ବାଛୁରୀ ସଦୃଶ ଗୁହାଳରୁ ବାହାରି ସ୍ବାଧୀନ ଓ ସୁଖୀ ହବେ।

ମୀଖା 7:8
ହେ ମାରେ ଶତୃ ମାରେ ପତନ ରେ ପରିହାସ କରନାହିଁ। ମୁଁ ପୁନର୍ବାର ଉଠିବି। ମୁଁ ଅନ୍ଧକାର ରେ ଥିଲେ ମଧ୍ଯ ସଦାପ୍ରଭୁ ମାେ ପାଇଁ ଆଲୋକ ହବେେ।

ଯିଶାଇୟ 58:10
ପୁଣି ଯଦି ତୁମ୍ଭେ କ୍ଷୁଧିତକୁ ତୁମ୍ଭର ଖାଦ୍ୟ ଦଇେଥିବ ଓ ଦୁଃଖିତର ପ୍ରାଣକୁ ତୃପ୍ତ କରିଥିବ ତବେେ ତୁମ୍ଭେ ଅନ୍ଧକାର ରେ ଦୀପ୍ତିମାନ ହବେ ଏବଂ ତୁମ୍ଭ ଚାରିଦିଗ ରେ ଥବା ଗାଢ଼ ଅନ୍ଧକାର ଦ୍ବିପହରର ସୂର୍ୟ୍ଯ ପରି ଦଖାୟିବେ।

ଯିଶାଇୟ 50:10
ତୁମ୍ଭମାନଙ୍କ ମଧିଅରେ ଏପରି କିଏ ଅଛି ଯେ ସଦାପ୍ରଭୁଙ୍କୁ ଭୟ କରେ ଓ ତାଙ୍କ ସବେକର ବାକ୍ଯ ପାଳନ କରେ ? ପୁଣି ଯେ ଆଲୋକ ବିନା ଅନ୍ଧକାର ରେ ଗମନ କରେ ସେ ସଦାପ୍ରଭୁଙ୍କ ନାମ ଉପ ରେ ବିଶ୍ବାସ କର ଓ ଆପଣା ପରମେଶ୍ବରଙ୍କ ଉପ ରେ ନିର୍ଭରଶୀଳ ହେଉ।

ଗୀତସଂହିତା 106:1
ସଦାପ୍ରଭୁଙ୍କର ପ୍ରଶଂସା କର !ସଦାପ୍ରଭୁଙ୍କର ଧନ୍ଯବାଦ କର, କାରଣ ସେ ଉତ୍ତମ !ତାଙ୍କର ପ୍ରମେ ଅନନ୍ତକାଳସ୍ଥାଯୀ !

ଗୀତସଂହିତା 37:6
ତୁମ୍ଭର ସାଧୁତା ଓ ନ୍ଯାଯପ୍ରିଯତା ମଧ୍ଯାହ୍ନର ସୂର୍ୟ୍ଯ କିରଣ ଭଳି ଉଜ୍ଜ୍ବଳ ଆ ଲୋକ ପ୍ରଦାନ କରୁ।