Psalm 111:6
ସେ ନିଜ ଲୋକମାନଙ୍କୁ ଅନ୍ୟଦେଶୀଯମାନଙ୍କ ଅଧିକାର ଦଇେ ତାଙ୍କର ଶକ୍ତିର ଆପଣା କର୍ମର ପ୍ରଭାବ ସମାନଙ୍କେୁ ଦଖାଇେଥିଲେ।
Psalm 111:6 in Other Translations
King James Version (KJV)
He hath shewed his people the power of his works, that he may give them the heritage of the heathen.
American Standard Version (ASV)
He hath showed his people the power of his works, In giving them the heritage of the nations.
Bible in Basic English (BBE)
He has made clear to his people the power of his works, giving them the heritage of the nations.
Darby English Bible (DBY)
He hath shewn his people the power of his works, to give them the heritage of the nations.
World English Bible (WEB)
He has shown his people the power of his works, In giving them the heritage of the nations.
Young's Literal Translation (YLT)
The power of His works He hath declared to His people, To give to them the inheritance of nations.
| He hath shewed | כֹּ֣חַ | kōaḥ | KOH-ak |
| his people | מַ֭עֲשָׂיו | maʿăśāyw | MA-uh-sav |
| power the | הִגִּ֣יד | higgîd | hee-ɡEED |
| of his works, | לְעַמּ֑וֹ | lĕʿammô | leh-AH-moh |
| give may he that | לָתֵ֥ת | lātēt | la-TATE |
| them the heritage | לָ֝הֶ֗ם | lāhem | LA-HEM |
| of the heathen. | נַחֲלַ֥ת | naḥălat | na-huh-LAHT |
| גּוֹיִֽם׃ | gôyim | ɡoh-YEEM |
Cross Reference
ଗୀତସଂହିତା 80:8
ତୁମ୍ଭେ ମିଶରରୁ ଗୋଟିଏ ପ୍ପଦ୍ରାକ୍ଷାଲତାଗ୍ଦଗ୍ଦ ଆଣିଲ। ତୁମ୍ଭେ ଅନ୍ୟ ଜାତିମାନଙ୍କୁ ସହେି ସ୍ଥାନରୁ ତଡ଼ି ଦଇେ ତୁମ୍ଭେ ସହେି ଭୂମିରେ ଦ୍ରାକ୍ଷାଲତା ରୋପଣ କର।
ଦିତୀୟ ବିବରଣ 4:32
ଏହା ପୂର୍ବରକ୍ସ୍ଟ ଏପରି ମହାନ କାର୍ୟ୍ଯ କବେେ ଦେଖିଛ କି? କଦାପି ନକ୍ସ୍ଟ ହେଁ କାରଣ ଅତୀତକକ୍ସ୍ଟ ଦେଖ। ତୁମ୍ଭମାନଙ୍କର ଜନ୍ମ ପୂର୍ବରକ୍ସ୍ଟ ଦେଖ। ପରମେଶ୍ବର ମନକ୍ସ୍ଟଷ୍ଯକକ୍ସ୍ଟ ପୃଥିବୀ ରେ ସୃଷ୍ଟି କରିବା ଦିନଠାରକ୍ସ୍ଟ ପୃଥିବୀର ଚାରିଆଡେ ଏପରି ମହାନ କାର୍ୟ୍ଯ କହେି କରିଛି। ଏପରି ମହାକାର୍ୟ୍ଯ ଘଟିବାର ଆଉ କହେି ଶକ୍ସ୍ଟଣିଛ କି? ନାଁ!
ଯିହୋଶୂୟ 3:14
ଯେତବେେଳେ ଲୋକମାନେ ଛାଉଣୀ ପକାଇଥିବା ସ୍ଥାନରକ୍ସ୍ଟ ୟର୍ଦ୍ଦନ ନଦୀ ପାର ହବୋପାଇଁ ୟାତ୍ରା ଆରମ୍ଭ କଲେ, ଯାଜକମାନେ ଲୋକମାନଙ୍କ ଆଗେ ଆଗେ ନିଯମ ସିନ୍ଦକ୍ସ୍ଟକ ବହି ନେଉଥିଲେ।
ଯିହୋଶୂୟ 6:20
ଯାଜକମାନେ ମଷେ ଶିଙ୍ଗା ବଜାଇଲେ, ଲୋକମାନେ ମଷେ ଶିଙ୍ଗା ଶଦ୍ଦ ଶକ୍ସ୍ଟଣି ପାଟି କରିବାକୁ ଲାଗିଲେ। ପ୍ରାଚୀରଟି ଭାଙ୍ଗିଗଲା, ଲୋକମାନେ ସିଧାସଳଖ ନଗର ମଧ୍ଯକକ୍ସ୍ଟ ଦୌଡିଲେ। ଇଶ୍ରାୟେଲର ଲୋକମାନେ ନଗରକକ୍ସ୍ଟ ଅକ୍ତିଆର କଲେ।
ଯିହୋଶୂୟ 10:13
ତେଣୁ ଲୋକମାନେ ଆପଣା ଶତୃମାନଙ୍କୁ ପରାସ୍ତ ନ କରିବା ପର୍ୟ୍ଯନ୍ତ ସୂର୍ୟ୍ଯ ଓ ଚନ୍ଦ୍ର ସ୍ତବ୍ଧ ହେଲେ। ଏହା ୟାଶର ପୁସ୍ତକକରେ ଲଖାେ ଅଛି। ଆଉ ସୂର୍ୟ୍ଯ ଆକାଶର ମଝି ସ୍ଥାନ ରେ ସ୍ତବ୍ଧ ରହିଲା ଓ ପ୍ରାଯ ସଐକ୍ସ୍ଟର୍ଣ ଏକ ଦିନ ଅସ୍ତ ୟିବାକକ୍ସ୍ଟ ଚଞ୍ଚଳ ହେଲା ନାହିଁ।
ଗୀତସଂହିତା 2:8
ୟଦି ତୁମ୍ଭେ ମାେତେ ମାଗିବ, ମୁଁ ତୁମ୍ଭକୁ ସମସ୍ତ ରାଜ୍ଯ ଦାନ କରିବି। ପୃଥିବୀରେ ବାସ କରୁଥିବା ସମସ୍ତ ଲୋକ ତୁମ୍ଭର ହବେେ।
ଗୀତସଂହିତା 44:2
ହେ ପରମେଶ୍ବର, ତୁମ୍ଭର ଅସୀମ ଶକ୍ତି ବଳରେ ଏହି ରାଜ୍ଯକୁ ସମାନଙ୍କେଠାରୁ ଛଡ଼ାଇ ନଇେ ତାହା ଆମ୍ଭମାନଙ୍କୁ ଦଇେଅଛ। ତୁମ୍ଭେ ସହେି ବିଦେଶୀ ଲୋକମାନଙ୍କୁ ନିଶ୍ଚିହ୍ନ କରିଛ। ତୁମ୍ଭେ ସମାନଙ୍କେୁ ବିଦେଶ ଭୂମି ଛାଡ଼ିବାକୁ ବାଧ୍ଯ କରିଛ।
ଗୀତସଂହିତା 78:12
ପରମେଶ୍ବର ତାଙ୍କର ମହାନଶକ୍ତି ସିୟୋନ୍ ଓ ମିଶରରେ ତାଙ୍କର ପୂର୍ବପୁରୁଷମାନଙ୍କୁ ଦଖାଇେଥିଲେ।
ଗୀତସଂହିତା 105:27
ପରମେଶ୍ବର ମାଶାେ ଓ ହାରୋଣଙ୍କ ଦ୍ବାରା ହାମ ଦେଶରେ ବହୁ ଅଦ୍ଦ୍ଭୁତ କାର୍ୟ୍ଯମାନ କରାଇଲେ।