ଗୀତସଂହିତା 109:7 in Oriya

ଓଡିଆ ଓଡିଆ ବାଇବେଲ ଗୀତସଂହିତା ଗୀତସଂହିତା 109 ଗୀତସଂହିତା 109:7

Psalm 109:7
ଯେତବେେଳେ ସେ ନ୍ଯାଯ ଦିଅନ୍ତି, ସେ ଦୋଷୀ ବୋଲି ବାହାର କରିବ ଏବଂ ତାଙ୍କର ପ୍ରାର୍ଥନାକୁ ପାପପୂର୍ଣ୍ଣ ଧରାୟିବ।

Psalm 109:6Psalm 109Psalm 109:8

Psalm 109:7 in Other Translations

King James Version (KJV)
When he shall be judged, let him be condemned: and let his prayer become sin.

American Standard Version (ASV)
When he is judged, let him come forth guilty; And let his prayer be turned into sin.

Bible in Basic English (BBE)
When he is judged, let the decision go against him; and may his prayer become sin.

Darby English Bible (DBY)
When he shall be judged, let him go out guilty, and let his prayer become sin;

World English Bible (WEB)
When he is judged, let him come forth guilty. Let his prayer be turned into sin.

Young's Literal Translation (YLT)
In his being judged, he goeth forth wicked, And his prayer is for sin.

When
he
shall
be
judged,
בְּ֭הִשָּׁ֣פְטוֹbĕhiššāpĕṭôBEH-hee-SHA-feh-toh
condemned:
him
let
יֵצֵ֣אyēṣēʾyay-TSAY
be

רָשָׁ֑עrāšāʿra-SHA
and
let
his
prayer
וּ֝תְפִלָּת֗וֹûtĕpillātôOO-teh-fee-la-TOH
become
תִּהְיֶ֥הtihyetee-YEH
sin.
לַֽחֲטָאָֽה׃laḥăṭāʾâLA-huh-ta-AH

Cross Reference

ହିତୋପଦେଶ 28:9
ଯେଉଁ ଲୋକ କିଛି ଶିକ୍ଷା ଶୁଣିବା ପୂର୍ବରୁ ଆପଣା କର୍ଣ୍ଣ ବନ୍ଦ କରିଦିଏ, ତାହାର ପ୍ରାର୍ଥନା ହିଁ ଘୃଣାର ବିଷଯ ହୁଏ।

ହିତୋପଦେଶ 15:8
ଦୁଷ୍ଟମାନଙ୍କ ବଳିଦାନ ସଦାପ୍ରଭୁଙ୍କଠା ରେ ଘୃଣାର ବିଷଯ ଅଟେ। ମାତ୍ର ସରଳ ଲୋକଙ୍କର ପ୍ରାର୍ଥନାକୁ ସେ ଗ୍ରହଣ କରନ୍ତି।

ହିତୋପଦେଶ 21:27
ଦୁଷ୍ଟମାନଙ୍କର ବଳିଦାନ ଘୃଣାର ବିଷଯ, ମାତ୍ର ସେ କୁଅଭିପ୍ରାଯ ରେ ତାହା କଲେ ବହୁତ ଘୃଣିତ ହୁଏ।

ଦିତୀୟ ଶାମୁୟେଲ 15:7
ଏହିପରି ଗ୍ଭରି ବର୍ଷ ପରେ ଅବଶାଲୋମ ରାଜା ଦାଉଦଙ୍କକ୍ସ୍ଟ କହିଲେ, ଦୟାକରି ମାେତେ ହିବ୍ରୋଣକକ୍ସ୍ଟ ମାରେ ଶପଥ ପକ୍ସ୍ଟରଣ କରିବା ପାଇଁ ୟିବାକକ୍ସ୍ଟ ଦିଅନ୍ତକ୍ସ୍ଟ।

ଯିଶାଇୟ 1:15
ତୁମ୍ଭମାନେେ ସବୁ ହସ୍ତ ପ୍ରସାରଣ କରି ମାେତେ ପ୍ରାର୍ଥନା କରିବ, ମାତ୍ର ମୁଁ ବିମୁଖ ହାଇେ ଚକ୍ଷୁ ଆଚ୍ଛାଦିତ କରିବି। ତୁମ୍ଭମାନେେ ସବୁ ଅନକେ ପ୍ରାର୍ଥନା କରିବ, ମାତ୍ର ମୁଁ ତାହା ଶୁଣିବି ନାହିଁ। କାରଣ ତୁମ୍ଭମାନଙ୍କର ହସ୍ତ ରକ୍ତ ରେ ପରିପୂର୍ଣ୍ଣ।

ଯିଶାଇୟ 66:3
ଯେ ଗୋବଧ କରେ ସେ ନରହତ୍ଯାକାରୀ ପରି ହୁଏ, ଯେ ମଷେଶାବକ ବଳିଦାନ କରେ ଯେ କୁକୁରର ବକେ କାଟିଲା ଲୋକପରି ହୁଏ, ଯେ ନବୈେଦ୍ଯ ଉତ୍ସର୍ଗ କରେ, ସେ ଶୂକର ରକ୍ତ ଉତ୍ସର୍ଗ କରିବା ଲୋକପରି ହୁଏ, ଯେ ସୁବାସିତ ଧୂପ ଜଳାଏ, ସେ ଦବେତାର ଧନ୍ଯବାଦ କରିବା ଲୋକପରି ହୁଏ। ସମାନେେ ନିଜ ନିଜ ପଥ ମନୋନୀତ କରିଅଛନ୍ତି। ସମାନଙ୍କେର ଆତ୍ମା ନିଜର ଘୃଣା ଯୋଗ୍ଯ ବିଷଯ ରେ ସନ୍ତୁଷ୍ଟ ହୁଏ।

ମାଥିଉଲିଖିତ ସୁସମାଚାର 23:13
ରେ କପଟୀ ଧର୍ମଶାସ୍ତ୍ରୀମାନେ ଓ ଫାରୂଶୀମାନେ? ତୁମ୍ଭକୁ ଧିକ୍! ତୁମ୍ଭମାନେେ ଲୋକମାନଙ୍କ ପାଇଁ ସ୍ବର୍ଗରାଜ୍ଯର ଦ୍ବାର ବନ୍ଦ କରି ଦେଉଛ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3:19
ବ୍ଯବସ୍ଥା ରେ ଯେଉଁ କଥାଗୁଡ଼ିକ କୁହା ଯାଇଛି, ତାହା ବ୍ଯବସ୍ଥାଧିନ ରହିଥିବା ଲୋକଙ୍କ ପାଇଁ ପ୍ରୟୋଜନ। ଏହି ବ୍ଯବସ୍ଥାଗୁଡ଼ିକ ସମସ୍ତ ଯିହୂଦୀ ଲୋକଙ୍କୁ ଆଳ ଦଖାଇବୋରୁ ଅଟକାଏ ଏବଂ ସମଗ୍ର ସଂସାରର ଲୋକମାନଙ୍କୁ ପରମେଶ୍ବରଙ୍କ ନ୍ଯାୟବିଚ଼ାରକୁ ଆଣେ।

ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 3:10
କିନ୍ତୁ ଯେଉଁମାନେ ବ୍ଯବସ୍ଥା ପାଳନ ଉପରେ ନିର୍ଭର କରନ୍ତି, ସମାନେେ ଅଭିଶାପଗ୍ରସ୍ତ। କାରଣ, ଯେପରି ବ୍ଯବସ୍ଥାମାନଙ୍କ ରେ ଲଖାେଅଛି : ଯାହା ବ୍ଯବସ୍ଥା272 ରେ ଲଖାେଅଛି ସେ ସବୁକୁ ପୂର୍ଣ୍ଣଭାବରେ ପାଳନ କରିବା ଉଚିତ, ନ ହେଲେ ସେ ଲୋକ ଅଭିଶାପଗ୍ରସ୍ତ ହବେ।273