Psalm 109:30
ମୁଁ ସଦାପ୍ରଭୁଙ୍କୁ ବହୁତ ଧନ୍ଯବାଦ ଦବେି, ବହୁତ ଲୋକମାନଙ୍କ ସମ୍ମୁଖରେ ମୁଁ ତାଙ୍କର ପ୍ରଶଂସା କରିବି।
Psalm 109:30 in Other Translations
King James Version (KJV)
I will greatly praise the LORD with my mouth; yea, I will praise him among the multitude.
American Standard Version (ASV)
I will give great thanks unto Jehovah with my mouth; Yea, I will praise him among the multitude.
Bible in Basic English (BBE)
I will give the Lord great praise with my mouth; yes, I will give praise to him among all the people.
Darby English Bible (DBY)
I will greatly celebrate Jehovah with my mouth; yea, I will praise him among the multitude.
World English Bible (WEB)
I will give great thanks to Yahweh with my mouth. Yes, I will praise him among the multitude.
Young's Literal Translation (YLT)
I thank Jehovah greatly with my mouth, And in the midst of many I praise Him,
| I will greatly | א֘וֹדֶ֤ה | ʾôde | OH-DEH |
| praise | יְהוָ֣ה | yĕhwâ | yeh-VA |
| the Lord | מְאֹ֣ד | mĕʾōd | meh-ODE |
| mouth; my with | בְּפִ֑י | bĕpî | beh-FEE |
| yea, I will praise | וּבְת֖וֹךְ | ûbĕtôk | oo-veh-TOKE |
| him among | רַבִּ֣ים | rabbîm | ra-BEEM |
| the multitude. | אֲהַֽלְלֶֽנּוּ׃ | ʾăhallennû | uh-HAHL-LEH-noo |
Cross Reference
ଗୀତସଂହିତା 111:1
ସଦାପ୍ରଭୁଙ୍କର ପ୍ରଶଂସା କର। ସରଳ ଲୋକଙ୍କ ସଭାରେ ଓ ମଣ୍ଡଳୀ ମଧ୍ୟରେ ମୁଁ ସର୍ବାନ୍ତଃକରଣ ସହିତ ସଦାପ୍ରଭୁଙ୍କୁ ଧନ୍ଯବାଦ ଦବେି।
ଗୀତସଂହିତା 35:18
ହେ ସଦାପ୍ରଭୁ, ମୁଁ ତୁମ୍ଭକୁ ବିରାଟ ସମ୍ମିଳନୀ କକ୍ଷରେ ପ୍ରଶଂସା କରିବି। ମୁଁ ତୁମ୍ଭକୁ ପ୍ରଶଂସା କରିବି ମୁଁ ଯେତବେେଳେ ଶକ୍ତିଶାଳୀ ଲୋକମାନଙ୍କ ସଙ୍ଗରେ ଥାଏ।
ଗୀତସଂହିତା 22:22
ହେ ସଦାପ୍ରଭୁ, ମୁଁ ମାରେ ଭାଇମାନଙ୍କ ଆଗରେ ତୁମ୍ଭ ଗୁଣ ବର୍ଣ୍ଣନା କରିବି। ମୁଁ ବୃହତ୍ ସଭାକକ୍ଷରେ ତୁମ୍ଭର ପ୍ରଶଂସା କରିବି।
ଏବ୍ରୀମାନଙ୍କ ନିକଟକୁ ପତ୍ର 2:12
ହେ ପରମେଶ୍ବର, ମୁଁ ମାରେ ଭାଇ ଓ ଭଉଣୀମାନଙ୍କୁ ତୁମ୍ଭ ବିଷୟ ରେ କହିବି। ତୁମ୍ଭର ସବୁଲୋକ (ସାଧୁ) ମାନଙ୍କ ଆଗ ରେ, ମୁଁ ତୁମ୍ଭର ପ୍ରଶଂସା ପାଇବି। ଗୀତିସଂହିତା 22:22
ଗୀତସଂହିତା 138:4
ସଦାପ୍ରଭୁ, ପୃଥିବୀର ସମସ୍ତ ରାଜା ତୁମ୍ଭକୁ ପ୍ରଶଂସା କରିବେ, ଯେତବେେଳେ ସମାନେେ ତୁମ୍ଭର ପ୍ରତିଜ୍ଞାଗୁଡ଼ିକୁ ଶୁଣିବେ।
ଗୀତସଂହିତା 138:1
ହେ ପରମେଶ୍ବର, ମୁଁ ମାରେ ହୃଦଯ ସହିତ ତୁମ୍ଭର ପ୍ରଶଂସା ଗାନ କରିବି। ସମସ୍ତ ଦବେତାଗଣଙ୍କ ସମ୍ମୁଖରେ ମୁଁ ତୁମ୍ଭ ପାଇଁ ପ୍ରଶଂସାର ଗୀତ ଗାନ କରିବି।
ଗୀତସଂହିତା 116:12
ସେ କରିଥିବା ମଙ୍ଗଳଦାନର ଫଳସ୍ବରୂପ ମୁଁ ସଦାପ୍ରଭୁଙ୍କୁ କ'ଣ ଦଇପୋରେ ?
ଗୀତସଂହିତା 108:1
ହେ ପରମେଶ୍ବର, ମୁଁ ଗୀତଗାନ ଓ ପ୍ରଶଂସା କରିବି, ମାରେ ପ୍ରାଣ ଜାଗ୍ରତ ହୁଅ।
ଗୀତସଂହିତା 107:32
ଲୋକମାନଙ୍କ ମହାସଭାରେ ପରମେଶ୍ବରଙ୍କର ପ୍ରଶଂସା କରିବା ଉଚିତ୍ ଓ ପ୍ରାଚୀନବର୍ଗମାନଙ୍କ ସଭାରେ ତାଙ୍କ ପ୍ରଶଂସା କରିବା ଉଚିତ୍।
ଗୀତସଂହିତା 71:22
ତା'ପରେ ହେ ମାରେ ପରମେଶ୍ବର, ମୁଁ ତ୍ରିକୋଣାକାର ବୀଣା ସହିତ ତୁମ୍ଭର ପ୍ରଶଂସା କରିବି। ତୁମ୍ଭ ଉପରେ ଭରସା ରଖାୟାଇ ପାରିବ ବୋଲି ମୁଁ ଗୀତ ଗାଇବି। ତୁମେ ଇଶ୍ରାୟେଲର ପବିତ୍ର ସଦାପ୍ରଭୁ ବୋଲି ମୁଁ ତୁମ୍ଭଙ୍କୁ ବୀଣା ବାଦନ କରି ପ୍ରଶଂସା ଗାନ କରିବି।
ଗୀତସଂହିତା 9:1
ମୁଁ ଅନ୍ତରର ସହିତ ସଦାପ୍ରଭୁଙ୍କୁ ପ୍ରଶଂସା କରେ। ହେ ସଦାପ୍ରଭୁ ତୁମ୍ଭ ସୃଷ୍ଟିର ସମସ୍ତ ଆଶ୍ଚର୍ୟ୍ଯଜନକ କାର୍ୟ୍ଯ ସମ୍ପର୍କରେ ମୁଁ ବର୍ଣ୍ଣନା କରିବି।
ଗୀତସଂହିତା 7:17
ମୁଁ ସଦାପ୍ରଭୁଙ୍କର ଧନ୍ୟବାଦ କରିବି କାରଣ ସେ ମହାନ। ମୁଁ ସର୍ବୋପରିସ୍ଥ ସଦାପ୍ରଭୁଙ୍କର ନାମରେ ପ୍ରଶଂସା ଗାନ କରିବି।