ଗୀତସଂହିତା 107:2 in Oriya

ଓଡିଆ ଓଡିଆ ବାଇବେଲ ଗୀତସଂହିତା ଗୀତସଂହିତା 107 ଗୀତସଂହିତା 107:2

Psalm 107:2
ପ୍ରେତ୍ୟକକ ବ୍ଯକ୍ତି ଯେଉଁମାନଙ୍କୁ ସଦାପ୍ରଭୁ ରକ୍ଷା କରିଛନ୍ତି, କହିବା ଉଚିତ୍। ସଦାପ୍ରଭୁ ସମାନଙ୍କେର ଶତ୍ରୁମାନଙ୍କଠାରୁ ସମାନଙ୍କେୁ ରକ୍ଷା କରିଛନ୍ତି।

Psalm 107:1Psalm 107Psalm 107:3

Psalm 107:2 in Other Translations

King James Version (KJV)
Let the redeemed of the LORD say so, whom he hath redeemed from the hand of the enemy;

American Standard Version (ASV)
Let the redeemed of Jehovah say `so', Whom he hath redeemed from the hand of the adversary,

Bible in Basic English (BBE)
Let those whose cause the Lord has taken up say so, his people whom he has taken out of the hands of their haters;

Darby English Bible (DBY)
Let the redeemed of Jehovah say so, whom he hath redeemed from the hand of the oppressor,

World English Bible (WEB)
Let the redeemed by Yahweh say so, Whom he has redeemed from the hand of the adversary,

Young's Literal Translation (YLT)
Let the redeemed of Jehovah say, Whom He redeemed from the hand of an adversary.

Let
the
redeemed
יֹ֭אמְרוּyōʾmĕrûYOH-meh-roo
Lord
the
of
גְּאוּלֵ֣יgĕʾûlêɡeh-oo-LAY
say
יְהוָ֑הyĕhwâyeh-VA
so,
whom
אֲשֶׁ֥רʾăšeruh-SHER
redeemed
hath
he
גְּ֝אָלָ֗םgĕʾālāmɡEH-ah-LAHM
from
the
hand
מִיַּדmiyyadmee-YAHD
of
the
enemy;
צָֽר׃ṣārtsahr

Cross Reference

ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 3:13
ଖ୍ରୀଷ୍ଟ ଆମ୍ଭ ନିମନ୍ତେ ଅଭିଶାପ ନିଜେ ଗ୍ରହଣ କଲେ ଏବଂ ଆମ୍ଭକୁ ବ୍ଯବସ୍ଥାର ଅଭିଶାପରୁ ମୁକ୍ତ କଲେ। ଶାସ୍ତ୍ର କୁ ହେ: ଯେଉଁ ଲୋକର ଶରୀରକୁ ଗଛ ରେ ଟାଙ୍ଗି ଦିଆ ଯାଏ,276 ସେ ଲୋକଟି ଅଭିଶାପଗ୍ରସ୍ତ।277

ଗୀତସଂହିତା 106:10
ପରମେଶ୍ବର ଆମ୍ଭର ପୂର୍ବପୁରୁଷମାନଙ୍କୁ ସମାନଙ୍କେର ଶତ୍ରୁଗଣଙ୍କଠାରୁ ପରିତ୍ରାଣ କଲେ !ସମାନଙ୍କେର ଶତ୍ରୁମାନଙ୍କ ହସ୍ତରୁ ସମାନଙ୍କେୁ ଉଦ୍ଧାର କଲେ।

ପିତରଙ୍କ ପ୍ରଥମ ପତ୍ 1:18
ତୁମ୍ଭେ ଜାଣିଛ ଯେ ଅତୀତ ରେ ତୁମ୍ଭେ ନିରର୍ଥକ ଜୀବନଯାପନ କରୁଥିଲ। ତୁମ୍ଭ ପୂର୍ବ ବଂଶଧରମାନଙ୍କଠାରୁ ତୁମ୍ଭେ ସହେିପରି ଜୀବନ କାଟିବାକୁ ଶିଖିଥିଲ। କିନ୍ତୁ ତୁମ୍ଭେ ବର୍ତ୍ତମାନ ସପରେି ଜୀବନ କାଟିବାରୁ ରକ୍ଷା ପାଇଛ। ସୁନା ଓ ରୂପା ଭଳି କ୍ଷଣସ୍ଥାଯୀ ଜିନିଷ ବଦଳ ରେ ନୁହେଁ,

ଯିଶାଇୟ 35:9
ସେ ପଥରେ କୌଣସି ବିପଦ ନ ଥିବ। ସିଂହ କିମ୍ବା ହିଂସ୍ରକ ଜନ୍ତୁ ଆଘାତ ଦବୋକୁ ସଠାେ ରେ ନ ଥିବେ। ସମାନେେ ସଠାେ ରେ ଦଖାେଯିବେ ନାହିଁ। କବଳେ ମୁକ୍ତିପ୍ରାପ୍ତ ଲୋକମାନେ ତା'ଉପ ରେ ବିଚରଣ କରିବେ।

ଦିତୀୟ ବିବରଣ 7:8
କିନ୍ତୁ ସଦାପ୍ରଭୁ ତୁମ୍ଭମାନଙ୍କୁ ସ୍ନହେ କରିବାରକ୍ସ୍ଟ ଓ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ନିକଟରେ ସେ ଯେଉଁ ଶପଥ କରିଥିଲେ, ତାହା ପ୍ରତିପାଳନ କରିବାକୁ ଇଛକ୍ସ୍ଟକ ହବୋରକ୍ସ୍ଟ ସଦାପ୍ରଭୁ ବଳବାନ୍ ହସ୍ତଦ୍ବାରା ତୁମ୍ଭମାନଙ୍କୁ ବାହାର କରି ଆଣିଲେ। ସେ ତୁମ୍ଭମାନଙ୍କୁ ଦାସତ୍ବରକ୍ସ୍ଟ ଓ ମିଶରର ରାଜା ଫାରୋଙ୍କ ହସ୍ତରକ୍ସ୍ଟ ରକ୍ଷା କଲେ।

ଲୂକଲିଖିତ ସୁସମାଚାର 1:74
ଯେ ସେ ଆମ୍ଭମାନଙ୍କୁ ଆମ୍ଭମାନଙ୍କ ଶତୃଙ୍କ ଶକ୍ତି କବଳରୁ ମୁକ୍ତ କରିବେ। ତା ଫଳ ରେ ଆମ୍ଭମାନେେ ନିର୍ଭୟ ରେ ପରମେଶ୍ବରଙ୍କ ସବୋ କରିପାରିବୁ।

ତୀତସଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ 2:14
ନିଜ ଜୀବନକୁ ସତ୍ କର୍ମ ରେ ଲଗାଇବା ପାଇଁ ଲୋକମାନେ ଶିଖିବା ଆବଶ୍ଯକ। ଯେଉଁମାନଙ୍କର ପ୍ରକୃତ ରେ ଦରକାର, ସମାନଙ୍କେର ମଙ୍ଗଳ କର। ତା' ହେଲେ ଆମ୍ଭ ଲୋକେ ବିଫଳ ଜୀବନଯାପନ କରିବେ ନାହିଁ।

ଲୂକଲିଖିତ ସୁସମାଚାର 24:21
ସେ ହିଁ ୟିଏ ଇଶ୍ରାୟେଲକୁ ମୁକ୍ତ କରିବେ ବୋଲି ଆମ୍ଭମାନେେ ଆଶା ରଖିଥିଲୁ। କିନ୍ତୁ ସତେିକି ବେଳେ ଏସବୁ ଘଟଣା ଘଟିଗଲା। ଏସବୁ ଛଡା ବର୍ତ୍ତମାନ ଯୀଶୁଙ୍କୁ ହତ୍ଯା କରା ୟିବାର ତିନି ଦିନି ବିତି ଗଲାଣି।

ଲୂକଲିଖିତ ସୁସମାଚାର 1:68
ଇଶ୍ରାୟେଲର ପ୍ରଭୁ ପରମେଶ୍ବରଙ୍କର ସ୍ତୁତି ଗାନ କର। ସେ ନିଜ ଲୋକମାନଙ୍କୁ ସାହାୟ୍ଯ କରିବା ପାଇଁ ଆସିଛନ୍ତି ଏବଂ ସମାନଙ୍କେୁ ସ୍ବାଧୀନତା ଦଇେଛନ୍ତି।

ମୀଖା 4:10
ହେ ସିଯୋନର କନ୍ଯା, ତୁମ୍ଭେ ପ୍ରସବ ବଦନୋ ଅନୁଭବ କରି ସନ୍ତାନ ଜନ୍ମ ଦିଅ। ତୁମ୍ଭେ ନଗରର ବାହାରକୁ ୟାଅ ଏବଂ କ୍ଷେତ୍ର ରେ ବାସ କର। ତୁମ୍ଭେ ବାବିଲୋନ ୟିବ। କିନ୍ତୁ ସେ ସ୍ଥାନ ରେ ତୁମ୍ଭେ ସୁରକ୍ଷିତ ହବେ। ଆଉ ମଧ୍ଯ ସଦାପ୍ରଭୁ ସଠାେକୁ ଯିବେ ଓ ତୁମ୍ଭକୁ ରକ୍ଷା କରିବେ। ସେ ତୁମ୍ଭମାନଙ୍କୁ ଶତୃମାନଙ୍କଠାରୁ ଦୂ ରଇେ ନବେେ।

ଯିରିମିୟ 31:11
କାରଣ ସଦାପ୍ରଭୁ ଯାକୁବକୁ ଉଦ୍ଧାର କରିଅଛନ୍ତି ଓ ତାହା ଅପେକ୍ଷା ବଳବାନର ହସ୍ତରୁ ତାହାକୁ ମୁକ୍ତ କରିଅଛନ୍ତି।

ଦିତୀୟ ବିବରଣ 15:15
ମନରେଖ, ଯେ ତୁମ୍ଭମାନେେ ମିଶର ଦେଶ ରେ ସଐୂର୍ଣ୍ଣ ଭାବରେ ଦାସରୂପେ ଥିଲ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କୁ ମକ୍ସ୍ଟକ୍ତ କଲେ। ଏଥିପାଇଁ ମୁ ତୁମ୍ଭକୁ ଏହି ଆଜ୍ଞା ଦେଉଅଛି।

ଗୀତସଂହିତା 31:5
ହେ ସଦାପ୍ରଭୁ, ତୁମ୍ଭେ ପରମେଶ୍ବର ୟାହାଙ୍କୁ ଆମ୍ଭେ ବିଶ୍ବାସ କରିପାରିବୁ। ମୁଁ ମାରେ ପ୍ରାଣକୁ ତୁମ୍ଭ ହସ୍ତରେ ଅର୍ପଣ କରୁଛି। ମାେତେ ରକ୍ଷା କର।

ଗୀତସଂହିତା 130:8
ଏବଂ ସେ ହେଉଛନ୍ତି ଜଣେ, ୟିଏ ଇଶ୍ରାୟେଲକୁ ତା'ର ସମସ୍ତ ପାପରୁ ମୁକ୍ତ କରିବେ।

ଯିଶାଇୟ 43:1
ହେ ଯାକୁବ, ଯେଉଁ ସଦାପ୍ରଭୁ ତୁମ୍ଭକୁ ସୃଷ୍ଟି କଲେ, ହେ ଇଶ୍ରାୟେଲ, ଯେଉଁ ସଦାପ୍ରଭୁ ତୁମ୍ଭକୁ ନିର୍ମାଣ କଲେ, ସହେି ସଦାପ୍ରଭୁ ଏହି କଥା କୁହନ୍ତି, ଭୟ କର ନାହିଁ, କାରଣ ଆମ୍ଭେ ତୁମ୍ଭକୁ ମୁକ୍ତ କରିଅଛୁ। ଆମ୍ଭେ ତୁମ୍ଭର ନାମଧରି ଆହ୍ବାନ କରୁଅଛୁ, ତୁମ୍ଭେ ଆମ୍ଭର।

ଯିଶାଇୟ 44:22
ମଲଘ ସଦୃଶ ତୁମ୍ଭର ପାପକୁ ଓ କୁହୁଡ଼ି ସଦୃଶ ତୁମ୍ଭର ପାପକୁ ଆମ୍ଲଭ ମାର୍ଜନା କରିଅଛୁ। ପବନସର ମଲଘ ଚାଲିଗଲା ପରି ତୁମ୍ଭର ପାପସବୁ ଦୂରୀଭୂତସହାଇଅଛି।ସତଣୁ ତୁମ୍ଲଭ ଆମ୍ଭ ନିକଟକୁସଫରିଆସ, କାରଣ ଆମ୍ଲଭ ତୁମ୍ଭକୁ ମୁକ୍ତ କରିଅଛୁ।'

ଯିଶାଇୟ 62:12
ଲୋକମାନେ ସମାନଙ୍କେୁ ଡ଼ାକିବେ, ପବିତ୍ର ସଦାପ୍ରଭୁଙ୍କର ଲୋକ, ମୁକ୍ତି ହାଇେଥିବା ଲୋକମାନେ। ତୁମ୍ଭେ ପରିଣତ ହବେ ଗୋଟିଏ ପରମେଶ୍ବରଙ୍କର ଅପରିତ୍ଯକ୍ତା ନଗରୀ, ଏବଂ ଅନ୍ବଷେଣ ବୋଲି ଡାକିଲେ।

ଯିଶାଇୟ 63:4
କାରଣ ପ୍ରତି ଶାଧେର ଦିନ ଆମ୍ଭ ହୃଦଯ ରେ ଥିଲା ଓ ଆମ୍ଭ ମୁକ୍ତ ଲୋକମାନଙ୍କର ବର୍ଷ ଉପସ୍ଥିତ ହାଇେଅଛି।

ଯିରିମିୟ 15:21
ପୁଣି ଆମ୍ଭେ ତୁମ୍ଭକୁ ଦୁଷ୍ଟମାନଙ୍କ ହସ୍ତରୁ ଉଦ୍ଧାର କରିବା ଓ ଆମ୍ଭେ ତୁମ୍ଭକୁ ଭୟଙ୍କର ଲୋକମାନଙ୍କ ହସ୍ତରୁ ମୁକ୍ତ କରିବା।

ଯାତ୍ରା ପୁସ୍ତକ 15:16
ସହେି ସମସ୍ତ ଲୋକମାନେ ଭୟଭୀତ ହବେେ। ତୁମ୍ଭ ବାହୁର ଶକ୍ତି ଦ୍ବାରା ସମାନେେ ପଥର ପରି ନିଶ୍ଚଳ ହବେେ, ଯେପର୍ୟ୍ଯନ୍ତ ତୁମ୍ଭର ଲୋକମାନେ, ଯେଉଁମାନଙ୍କୁ ତୁମ୍ଭେ ମୁକ୍ତ କଲ ଚାଲି ୟାଇନାହାନ୍ତି।